Tag Archives: Home Middle

କେ. କବିତାଙ୍କ ଜାମିନ ଆବେଦନ ଖାରଜ, ପୁଅର ପରୀକ୍ଷା ଦର୍ଶାଇ ମାଗିଥିଲେ ଜାମିନ

ନୂଆଦିଲ୍ଲୀ,୮।୪: ବିଆରଏସ୍‌ ନେତା କେ, କବିତାଙ୍କୁ ସୋମବାର ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଦିଲ୍ଲୀ ଲିକର ପଲିସି ମାମଲାରେ ତିହାର ଜେଲରେ ହାଜର ହୋଇଥିବା କବିତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।...

ଭାଜପା ଜିତିଲେ ଦେଶରେ ହେବ ନାହିଁ ଦ୍ୱିତୀୟ ଥର ନିର୍ବାଚନ, ଅର୍ଥମନ୍ତ୍ରୀ ସିତାରମଣଙ୍କ ସ୍ବାମୀ ପରକଲା ପ୍ରଭାକରଙ୍କ ଦାବିକୁ ନେଇ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୮।୪: ଅର୍ଥନୀତିଜ୍ଞ ପରକଲା ପ୍ରଭାକର ଦାବି କରିଛନ୍ତି ଯେ ଯଦି ଚଳିତ ବର୍ଷର ଲୋକ ସଭା ନିର୍ବାଚନରେ ଭାଜପା ଜିତେ ତେବେ ଦେଶରେ ପୁନ-ନିର୍ବାଚନ ହେବ ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପରକଲାଙ୍କ ଏହି ବିବୃତ୍ତି ସୋସିଆଲ...

୬ ମାଓବାଦୀ ଗିରଫ

ମାଲକାନଗିରି,୮ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକ୍‌ମା ପୋଲିସକୁ ମିଳିଛି ବଡ଼ ସଫଳତା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲାରୁ ୬ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ପୋଲିସ ଏବଂ ସିଆର୍‌ପିଏଫ୍‌...

ପରମାଣୁ ବୋମା ପକାଇ ଦିଲ୍ଲୀ ଏୟାରପୋର୍ଟ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୮।୪: ପରମାଣୁ ବୋମା ପକାଇ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି)କୁ ଉଡାଇ ଦେବାକୁ ଧମକ ଦେଇଛନ୍ତି ଦୁଇ ଯାତ୍ରୀ। ଉକ୍ତ ୨ ଯାତ୍ରୀଙ୍କୁ ଅଟକ ରଖାଯାଇଛି। ସୋମବାର ଦିଲ୍ଲୀ ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି...

୭୧,୦୦୦ ଟଙ୍କା ଟପିଲା ସୁନା ଦର, ସର୍ବୋଚ୍ଚ ସ୍ତରରେ ରୂପା

ନୂଆଦିଲ୍ଲୀ,୮।୪: ଭାରତରେ ସୁନା ଏବଂ ରୂପା ମୂଲ୍ୟ କ୍ରମାଗତ ଭାବରେ ନୂତନ ରେକର୍ଡ ଛୁଉଁଛି। ପ୍ରଥମ ଥର ପାଇଁ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ୭୧,୦୦୦ ଟଙ୍କା ଅତିକ୍ରମ କରିଛି। ରୂପା ଦାମ୍‌ରେ ମଧ୍ୟ ବୃଦ୍ଧି ଘଟି ୮୧,୦୦୦ରେ ପହଞ୍ଚିଛି।...

୧୨ ଆସନକୁ ନେଇ ବଢିଲା ଭାଜପାର ଟେନ୍‌ସନ୍‌: କିଏ ହେବ ପ୍ରାର୍ଥୀ,ଚାଲିଛି ମନ୍ଥନ

ଲକ୍ଷ୍ନୌ,୮।୪: ଉତ୍ତରପ୍ରଦେଶରେ ନିର୍ବାଚନ ହଟଚମଟ ମଧ୍ୟରେ ଭାଜପା ହାଇକମାଣ୍ଡ ମଧ୍ୟ ଅବଶିଷ୍ଟ ୧୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନକୁ ନେଇ ମନ୍ଥନ ଆରମ୍ଭ କରିଛନ୍ତି। ତେବେ ଏହି ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ରାମ ନବମୀ ପରେ ପ୍ରକାଶ...

ଘାଟିରେ ପିଟିହେଲା ବସ୍‌, ୨୦ ଆହତ

ବାରିପଦା,୮ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୪୯ ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଏକ ବସ୍‌ ସୋମବାର ପିଟି ହେବାରୁ ୨୦ରୁ ଅଧିକ ଆହତ ହୋଇଛନ୍ତି। ବସ୍‌ଟି ରାଉରକେଲାରୁ ମୁର୍ସିଦାବାଦ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ ବଡ଼ ପଥରରେ...

ସଂଯୁକ୍ତତା, ସମନ୍ବୟ ଉପରେ ଆଜି ୩ ବାହିନୀର ସମ୍ମିଳନୀ

ନୂଆଦିଲ୍ଲୀ,୮ା୪(ପି.ଟି.):ସେନାରେ ସଂଯୁକ୍ତତା ଓ ସମନ୍ବୟକୁ ଆଗେଇ ନେବା ପାଇଁ ଉପକ୍ରମ ଏବଂ ସଂସ୍କାର ଆଣିବା ଲକ୍ଷ୍ୟରେ ସୋମବାର ନୂଆଦିଲ୍ଲୀରେ ୩ ବାହିନୀର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ‘ପରିବର୍ତ୍ତନ ଚିନ୍ତନ’ ନାମରେ ଏହି ସମ୍ମିଳନୀରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌...

ମୋଦିଙ୍କ ରୋଡ ଶୋ’ରେ ଦଳାଚକଟା

ଜବଲପୁର,୭।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ପ୍ରଧାନମନ୍ତ୍ରୀ ମୋଦୀ ରବିବାର ମଧ୍ୟ ପ୍ରଦେଶ ଗସ୍ତରେ ଯାଇ ସେଠାରେ ଏକ ରୋଡ ଶୋ କରିଥିଲେ। ସୋସିଆଲ ମିଡିଆରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ଆଜି ଜବଲପୁରରେ ରୋଡ...

ତାତିରୁ ତ୍ରାହି, ଆଶ୍ୱସ୍ତି ଆଣିଲା ବର୍ଷା

ଭୁବନେଶ୍ୱର,୭ା୪: କିଛିଦିନ ଧରି ସାରା ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱର ମଧ୍ୟ ତତଲା କଡ଼େଇରେ ସିଝିଥିଲା। ତେବେ ରବିବାର ଅପରାହ୍ନରେ ରାଜଧାନୀର ଅନେକ ସ୍ଥାନରେ ବର୍ଷା ହୋଇଛି। ପ୍ରବଳ ଘଡ଼ଘଡ଼ି ସହ ବଜ୍ରପାତ ମଧ୍ୟ...

ଗାଜା ଯୁଦ୍ଧକୁ ପୂରଣ ହେଲା ୬ ମାସ, ଯୁଦ୍ଧ ବିରତି ଉପରେ ପୁଣି ଗୁରୁତ୍ୱ

ଜେରୁଜେଲମ,୭।୪: ଇସ୍ରାଏଲ ଉପରେ ହମାସର ଆକ୍ରମଣ ଓ ଏହାର ପ୍ରସ୍ତୁତିରେ ଗାଜା ପଟ୍ଟି ଉପରେ ଇସ୍ରାଏଲ ସେନାର ଆକ୍ରମଣକୁ ରବିବାର ୬ ମାସ ପୂରଣ ହୋଇଛି। ଏହି ସମୟରେ ଇସ୍ରାଏଲରେ ମୃତ୍ୟୁ ହୋଇଥିବା ୧,୨୦୦ଇସ୍ରାଏଲ-ବିଦେଶୀ ନାଗରିକାଙ୍କ ଜବାବରେ ଇସ୍ରାଏଲ ସେନା...

‘ପାପ କରୁଥିବା ଲୋକଙ୍କୁ କେବେବି ଭୁଲନ୍ତୁ ନାହିଁ…’କଂଗ୍ରେସ ଉପରେ ବର୍ଷିଲେ ମୋଦି

ନଓ୍ବାଦା,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିହାରର ନୱାଦାସ୍ଥିତ କୁନ୍ତିନଗର ପଡିଆରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ବିରୋଧୀ ଇଣ୍ଡି ସହଯୋଗୀ ଦଳ ଏବଂ କଂଗ୍ରେସ, ଆରଜେଡିଙ୍କୁ ପ୍ରଧାନମନ୍ତ୍ରୀ କଡ଼ା ଟାର୍ଗେଟ କରିଛନ୍ତି। ତିନ ତଲାକ, ଧାରା ୨୭୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri