Tag Archives: Home Middle

ଏ ବର୍ଷ ମୌସୁମୀ ପାଇଁ ଅନୁକୂଳ ସ୍ଥିତି

ନୂଆଦିଲ୍ଲୀ,୬ା୪ ଭାରତର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଚଳିତ ବର୍ଷ ଏକ ଅନୁକୂଳ ମୌସୁମୀ ଋତୁର ଆଗୁଆ ସଙ୍କେତ ମିଳିଥିବା ପାଣିପାଗ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ଏଲ୍‌ ନିନୋ ପ୍ରଭାବ ହ୍ରାସ ସହ ୟୁରେସିଆରେ ନିମ୍ନ ତୁଷାରପାତ...

ଇରାନ ଆକ୍ରମଣ କରିବା ଆଶଙ୍କା: ସୈନ୍ୟଙ୍କ ଛୁଟି ବାତିଲ କଲା ଇସ୍ରାଏଲ୍‌

ଜେରୁଜେଲମ,୬ା୪: ସିରିଆରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌ ଯୋଗୁ ଇରାନର ୨ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଇରାନ ଆକ୍ରମଣ କରିବା ଆଶଙ୍କା ଥିବାରୁ ଇସ୍ରାଏଲ୍‌ ଏହାର ଜିପିଏସ୍‌ ନାଭିଗେଶନ ସେବାକୁ ବନ୍ଦ କରିବା ସହ...

୬ଜଣଙ୍କ କଟିଲା ଟିକେଟ୍‌, ବଦଳିଲା ବିଧାୟକଙ୍କ ଆସନ

ଭୁବନେଶ୍ୱର,୫।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ (BJD) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ୩ୟ ପର୍ଯ୍ୟାୟରେ ମୋଟ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା...

ସାଢେ ୧୦ଟାରେ ହେବ ସ୍କୁଲ ଛୁଟି

ଭୁବନେଶ୍ୱର,୫।୪: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡିଶା ସରକାର ସକାଳୁଆ ସ୍କୁଲ ପାଇଁ ସୂଚନା ଜାରି କରିଛନ୍ତି। ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ କ୍ଲାସଗୁଡିକ ସକାଳ ୭ଟାରୁ...

ଚମକାଇଦେଲେ ନବୀନ, ରାଇରାଙ୍ଗପୁରରୁ IPS ପ୍ରାର୍ଥୀ

ରାଇରଙ୍ଗପୁର,୫।୪: ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । କାରଣ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ବିଧାୟିକା ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ ପୁଣି ଚର୍ଚ୍ଚାରେ ଏହି ନିର୍ବାଚନ ମଣ୍ଡଳୀ । କାରଣ...

ଆସିଲା ବିଜେଡି ପ୍ରାର୍ଥୀ ତାଲିକା, ପ୍ରକାଶ-ପ୍ରଶାନ୍ତଙ୍କୁ ଟିକେଟ୍‌

କଟକ,୫।୪: ପୁଣି ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ (BJD) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ୩ୟ ପର୍ଯ୍ୟାୟରେ ଆଉ କିଛି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି...

ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି: ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍‌?

ଭୁବନେଶ୍ୱର,୫।୪: ଆଗାମୀ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଶୁକ୍ରବାର ଆଉ ୯ ବିଧାନସଭା ଆସନ ଲାଗି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି। କେଉଁଠୁ କାହାକୁ ମିଳିଲା ଟିକେଟ:...

ଭାଜପା ଛାଡ଼ିଲେ ରବି ନାରାୟଣ ପାଣି

ଭୁବନେଶ୍ୱର,୫।୪: ଭାଜପା ଛାଡ଼ିଲେ ପୂର୍ବତନ ଏମ୍‌ପି, ପାଲଲହଡ଼ାର ପୂର୍ବତନ ବିଧାୟକ ରବି ନାରାୟଣ ପାଣି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ନିକଟକୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି। ବର୍ତ୍ତମାନର ରାଜନୀତିରେ ନୀତି ଆଦର୍ଶର ଆଉ ସ୍ଥାନ ନାହିଁ। କ୍ଷମତା...

ବଢିଲା ଆଳୁ-ପିଆଜ-ଟମାଟୋ ଦର

ନୂଆଦିଲ୍ଲୀ,୫।୪: ହୁ ହୁ ହୋଇ ବଢୁଛି ପରିବା ଦାମ୍‌। ସେଥିରେ ଆଳୁ, ପିଆଜ ଓ ଟମାଟୋରେ ଲାଗୁନି ଲଗାମ। ସେଥିପାଇଁ ମାର୍ଚ୍ଚ ମାସରେ ଭେଜ୍‌(ନିରାମିଷ) ଥାଳିର ଦାମ ୭% ମହଙ୍ଗା ହୋଇଛି। ପିଆଜ, ଟମାଟୋ ଓ ଆଳୁର ଦାମ ବୃଦ୍ଧି...

ଅରିନ୍ଦମ ହେଲେ କଟକ ଜିଲାପାଳ, ଜଗତସିଂହପୁର ପାଇଁ…

କଟକ/ଜଗତସିଂହପୁର,୫ା୪: ଶୁକ୍ରବାର କଟକର ନୂଆ ଜିଲାପାଳ ନିଯୁକ୍ତ ହୋଇଛନ୍ତି। ଆଏଏସ୍‌ ଅରିନ୍ଦମ ଡାକୁଆ କଟକର ନୂଆ ଜିଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ଜଗତସିଂହପୁର ପାଇଁ ମଧ୍ୟ ନୂଆ ଜିଲାପାଳ ଭାବେ ଆଇଏସ୍‌ ଅନୁପମ ଶାହା ନିଯୁକ୍ତ ହୋଇଛନ୍ତି। ପୂର୍ବରୁ...

ଇଣ୍ଡିଆ ମେଣ୍ଟର ଏହି ବ୍ୟକ୍ତି ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ରାହୁଲ କଲେ ଘୋଷଣା

ନୂଆଦିଲ୍ଲୀ,୫।୪: ମୁଣ୍ଡ ଉପରେ ନିର୍ବାଚନ। ତେବେ ନିର୍ବାଚନ ପୂର୍ବରୁ ବିରୋଧୀ ଗୋଷ୍ଠୀଙ୍କ ଆଗରେ ଗୋଟିଏ ବଡ଼ ପ୍ରଶ୍ନ ଉଭା ହୋଇଛି। ବିରୋଧୀ ଇଣ୍ଡିଆ ମେଣ୍ଟଙ୍କ ତରଫରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ଏନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି।...

ବଡ଼ ଅଡ଼ୁଆରେ ଆତୀଶି, ନୋଟିସ୍‌ ଜାରି କଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୫।୪: ବଡ଼ ଅଡୁଆରେ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଆତୀଶି। ଭାଜପା ତାଙ୍କୁ ଦଳରେ ମିଶିବାକୁ ଅଫର କରିଥିବା ବୟାନ ଦେଇ ଫଶିଛନ୍ତି ଆତୀଶି। ତାଙ୍କର ଏହି ବୟାନକୁ ନେଇ ଏବେ ନିର୍ବାଚନ କମିଶନର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri