Tag Archives: Home Middle

ବୈଜୟନ୍ତଙ୍କଠାରୁ ୪୮,୧୩୮ ଭୋଟ ଆଗରେ ଅନୁଭବ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ଲୋକ ସଭା ଆସନରେ କ୍ରମାଗତ ଭାବେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଆଗରେ ରହିଛନ୍ତି। ଏବେ ସୁଦ୍ଧା ଅନୁଭବ ଭାଜପ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କଠାରୁ ୪୮,୧୩୮ ଖଣ୍ଡ ଭୋଟରେ ଆଗରେ ଅଛନ୍ତି।

ଆଡଓ୍ବାଣୀଙ୍କ ରେକର୍ଡ ଭାଙ୍ଗିଲେ ଶାହ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁଜରାଟ ଗାନ୍ଧୀନଗର ଆସନରୁ ବିପୁଳ ଭୋଟରେ ବିଜୟ ହୋଇଛନ୍ତି। ଶାହ ୫ ଲକ୍ଷ ୫୪ ହଜାର ୫ ଶହ ୬୮ ଭୋଟରେ ବିଜୟୀ ହୋଇ ଲାଲ୍‌କୃଷ୍ଣ ଆଡଓ୍ବାଣୀଙ୍କ...

ମୋଦିଙ୍କ ପାଇଁ ପୁଣି ଥରେ ଶୁଭ ସାବ୍ୟସ୍ତ ହେଲା ୮ ଅଙ୍କ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନର ଫଳାଫଳକୁ ଦେଖିଲେ ଏବେ ଜ୍ୟୋତିଷ ଅଙ୍କଙ୍କ ଗଣନା ପୁଣି ଥରେ ସତ ସାବ୍ୟସ୍ତ ହୋଇଥିବା କୁହାଯାଉଛି। କାରଣ ଏଥର ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ୮ ଅଙ୍କ ଶୁଭ ସାବ୍ୟସ୍ତ ହୋଇଛି। କାରଣ...

ସାଇକେଲ -ହାତୀ ଗଲେ ପଛରେ ପଡ଼ି; ପଦ୍ମ ଆସିଲା ଉଡ଼ି ଉଡି

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ଉତ୍ତରପ୍ରଦେଶରେ ଭଲ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କୂଟନୀତି ଏଠାରେ ସଫଳ ହୋଇଛି। ଫଳରେ ଭାଜପା ୫୫ ଆସନରେ ଅଗୁଆ ରହିଛି। ତେବେ...

ବିପୁଳ ବିଜୟ ପଥରେ ବିଜେଡି : ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ବର୍ତ୍ତମାନ ଟ୍ରେଣ୍ଡ୍‌ ଅନୁଯାୟୀ, ଭାଜପା ଓ କଂଗ୍ରେସକୁ ବହୁ ପଛରେ ପକାଇ ବିଜେଡି ଆଗରେ ରହିଛି। ଟ୍ରେଣ୍ଡରୁ ଯାହା ଜଣାପଡୁଛି, ୫ମ...

ଦିଦିଙ୍କ ଗଡ଼ରେ ସର୍ଜିକାଲ ଷ୍ଟାଇକ୍‌

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ପଶ୍ଚିମବଙ୍ଗରେ ଭଲ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୀତି ଏଠାରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ପଶ୍ଚିମବଙ୍ଗର ୪୨ ଲୋକ ସଭା ଆସନ ମଧ୍ୟରୁ ଭାଜପା ୧୭ରେ ଆଗୁଆ...

ମୋଦି ପୁଣିଥରେ ଚୌକିଦାର

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏନଡିଏ ମେଣ୍ଟକୁ ମିଳିଥିବା ବହୁମତ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଚୌକିଦାର ହେବାର ପଥ ପରିଷ୍କାର ହୋଇଛି। ପ୍ରତିପକ୍ଷ କଂଗ୍ରେସ ଏବଂ ଅନ୍ୟ...

ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ଦିଦି: କହିଲେ ସବୁ ହାରିବା ବ୍ୟକ୍ତି ବିଫଳ ନୁହେଁ

କୋଲକାତା,୨୩।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ଦେଖିଲେ ଭାଜପା ପୁଣି ଥରେ ବାଜିମାତ୍‌ କରିଥିବା ସ୍ପଷ୍ଟ ହେଉଛି। ହେଲେ ପୂର୍ବରୁ ପଶ୍ଚିମବଙ୍ଗରେ ନିଜର ଦବ୍‌ଦବା ଜାହିର କରିଥିବା ଦିଦିଙ୍କୁ ଏଥର ଲାଗିଛି ବଡ ଝଟ୍‌କା। କାରଣ ଏଥର ପଶ୍ଚିମବଙ୍ଗରେ ଏନ୍‌ଡିଏ...

ଭାଜପାର ବିପୁଳ ବିଜୟ: ସବ୍‌ କା ସାଥ୍‌; ସବ୍‌ କା ବିକାଶ; ସବ୍‌ କା ବିଶ୍ୱାସ କହିଲେ ମୋଦି

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପୁଣିଥରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ମ୍ୟାଜିକ୍‌ କାମ କରିଛି। ଭାଜପାର ବିପୁଳ ବିଜୟରେ ମୋଦି କହିଛନ୍ତି ଏହା ସବ୍‌ କା ସାଥ୍‌; ସବ୍‌ କା ବିକାଶ; ସବ୍‌ କା ବିଶ୍ୱାସ ଯୋଗୁ ସମ୍ଭବ ହୋଇପାରିଛି।...

ବରଗଡ଼ ଲୋକ ସଭା: ସୁରେଶ-ପ୍ରସନ୍ନଙ୍କ ମଧ୍ୟରେ କଡ଼ା ଟକ୍କର

ବରଗଡ଼ ଅଫିସ,୨୩।୫: ବରଗଡ଼ ଲୋକ ସଭା ଆସନରେ ଭାଜପାର ସୁରେଶ ପୂଜାରୀ ଓ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ୧୫ଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସୁରେଶ ୨୬୦୫୮ ଭୋଟ ପାଇଥିବାବେଳେ ୨୫୭୨୪ ଭୋଟ ପାଇଛନ୍ତି।

ମୋଦି-ଶାହ ଯୋଡ଼ି ପୁଣି ସଫଳ: ବାଉନ୍ସରରେ ପ୍ରତିପକ୍ଷ ବୋଲ୍ଡ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପୁଣିଥରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଡି ସଫଳ ହୋଇଛି। ମୋଦି ଏବଂ ଶାହଙ୍କ କୂଟନୀତି ବାଉନ୍ସର ବଲ ଆଗରେ ପ୍ରତିପକ୍ଷ ବୋଲ୍ଡ ହୋଇଯାଇଛନ୍ତି। କଂଗ୍ରେସ ବହୁ...

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ବହୁମତ ଆଡକୁ ଆଗେଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁଆଡୁ ଆସୁଛି ଶୁଭେଚ୍ଛାର ବାର୍ତ୍ତା। ଏହି ଅବସରରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରେମାସିଂଘେ ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri