Tag Archives: Home Middle

ମୋଦିଙ୍କ ହାତରେ ପୁଣି ଶାସନ ଡୋର: ସେନସେକ୍ସ୍‌ ଛୁଇଁଲା ୪୦ ହଜାର ଅଙ୍କ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଶାସନ ଡୋର ଧରିବା ନିଶ୍ଚିତ ଥିବା ଭୋଟଗଣତିରୁ ଆକଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସେନସେକ୍ସ୍‌ ୪୦ ହଜାର ଅଙ୍କ ଛୁଇଁଛି। ଏହା ୩୯,୯୦୧.୫୯ ଅଙ୍କରେ ପହଞ୍ଚିଛି।...

ଭାଜପା ଭାଙ୍ଗିଲା ନିଜ ୨୦୧୪ ରେକର୍ଡ: ଦ୍ୱିତୀୟ ଇନିଂସ୍‌ ପାଇଁ ମୋଦି ସଜବାଜ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଭୋଟ ଗଣତିରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏହା ଦ୍ୱାରା ଭାଜପା ନିଜର ୨୦୧୪ ଲୋକ ସଭା ନିର୍ବାଚନ ରେକର୍ଡକୁ ଭାଙ୍ଗିଛି। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌...

ଘଷିପୁରାରେ ବଦ୍ରି ପାତ୍ର ଆଗୁଆ

ଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩। ୫: କେନ୍ଦୁଝର ଜିଲାର ବହୁ ଚର୍ଚ୍ଚିତ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ସରିଛି। ବିଜେଡିର ବଦ୍ରି ନାରାୟଣ ପାତ୍ର ୧୫୨୪ , ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୧୨୪୧ ଏବଂ ଭାଜପାର...

କିଙ୍ଗ୍‌ମେକରଙ୍କ ଗୁରୁତ୍ୱ କମିଲା: ଅନ୍ୟ ଦଳ ୯୮ରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଚଳିତ ଲୋକ ସଭା ନିର୍ବାଚନରେ କିଙ୍ଗ୍‌ମେକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ତେବେ ଭୋଟ ଗଣତିରେ ଭାଜପା ୩ଶହ ୪୦ରେ ଆଗୁଆ ଥିବା ବେଳେ କଂଗ୍ରେସ ଶହେ ୪ଟି ଲୋକ ସଭା ଆସନରେ...

ଓଡ଼ିଶା ବିଧାନସଭା ଟ୍ରେଣ୍ଡ୍‌: ବିଜେଡି ୭୫, ଭାଜପା ୨୩, କଂଗ୍ରେସ ୯ଟି ଆସନରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶା ବିଧାନସଭା ୧୪୬ଟି ବିଧାନସଭା ଆସନ ମଧ୍ୟରୁ ୧୦୮ଟି ଫଳାଫଳ ସାମ୍ନାକୁ ଆସୁଛି। ଏହି ସବୁ ଆସନରେ ଏବେବି ଗଣତି ଚାଲିଥିବା ବେଳେ ୭୫ଟି ଆସନରେ ବିଜେଡି ଆଗରେ ରହିଥିବାବେଳେ ଭାଜପା ୨୩ଟି, କଂଗ୍ରେସ ୯ଟି ଏବଂ...

ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ମୂଳପୋଛ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ ଆସନ ମଧ୍ୟରୁ ଭାଜପା ୫ଟିରେ ଆଗୁଆ ରହିଥିବାବେଳେ କଂଗ୍ରେସ ୨ଟିରେ ଆଗୁଆ ରହିଛି। ତେବେ ଏଠାରେ ଆମ୍‌ ଆଦମୀ ପାର୍ଟି କୌଣସି ଆସନରେ ମଧ୍ୟ ଆଗୁଆ ନ ଥିବା ଭୋଟ ଗଣତିରୁ...

ଓଡ଼ିଶା ଲୋକ ସଭା ଟ୍ରେଣ୍ଡ୍‌: ବିଜେଡି ୯, ଭାଜପା ୬ରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଗୁରୁବାର ସାରା ଦେଶରେ ଭୋଟ ଗଣତି ଚାଲିଥିବାବେଳେ ଭାଜପା ଆଗୁ ରହିଛି। ଓଡ଼ିଶାର ୨୧ଟି ଲୋକ ସଭା ଆସନରୁ ୧୫ଟିର ଫଳାଫଳ ଆସୁଛି। ଏଥିରେ ୯ଟି ଆସନରେ ବିଜେଡି ଆଗୁଆ ରହିଥିବା ବେଳେ ଭାଜପା ୬ଟିରେ ଆଗରେ...

ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ପାଇଁ ତୁରନ୍ତ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୩।୫: ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ଲାଗି ପ୍ରଥମେ ରାଷ୍ଟ୍ରପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିବ ବୋଲି ସୂଚନା ମିଳିଛି। ଏନ୍‌ଡିଏକୁ ଯଦି ବହୁମତ ନ ମିଳିଲା ତେବେ କଂଗ୍ରେସ ତୁରନ୍ତ ଏହି ପଦକ୍ଷେପ ନେବ। ସୂଚନାଯୋଗ୍ୟ, କଂଗ୍ରେସର...

ଭାଜପା ପାର୍‌ କଲା ୩ଶହ ମାଇଲ୍‌ ଖୁଣ୍ଟ: ୩୨୯ ଆସନରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଭାଜପା ୩ଶହ ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଛି। ସକାଳ ସାଢ଼େ ୧୦ଟା ସୁଦ୍ଧା ୫୪୨ ଲୋକ ସଭା ଆସନ ମଧ୍ୟରୁ ଗଣତି ହୋଇଥିବା ୫୩୭ ଆସନ ମଧ୍ୟରୁ ଭାଜପା ୩ଶହ ୨୯ରେ ଆଗୁଆ ରହିଛି। କଂଗ୍ରେସ ଶହେ ୬...

ଗାନ୍ଧୀନଗରରେ ଅମିତ ଶାହ ଆଗୁଆ

ନୂଆଦିଲ୍ଲୀ,୨୩।୫: ଗାନ୍ଧୀନଗର ଲୋକ ସଭା ଆସନରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଗୁଆ ରହିଛନ୍ତି। ସକାଳ ୯ଟା ୪୫ ସୁଦ୍ଧା ଅମିତ ୬୫ ହଜାର ଭୋଟରେ ଆଗୁଆଥିବା କୁହାଯାଉଛି। ସୂଚନାଯୋଗ୍ୟ, ଲାଲକୃଷ୍ଣ ଆଡଓ୍ବାଣୀଙ୍କ ଏହି ଲୋକ ସଭା ଆସନରୁ...

ରାୟବରେଲୀରେ ସୋନିଆ ପଛରେ

ନୂଆଦିଲ୍ଲୀ,୨୩।୫: ରାୟବରେଲୀ ଲୋକ ସଭା ଆସନରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଛରେ ଚାଲିଛନ୍ତି। ସେହିପର ଅମେଠିରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଛୁଆ ଥିବା ପ୍ରଥମ ରାଉଣ୍ଡ ଭୋଟ ଗଣତିରୁ ଜଣାପଡ଼ିଛି।

୫୨୭ ଲୋକ ସଭା ଆସନ ଭୋଟ ଗଣତି: ୨୮୬ରେ ଭାଜପା ଏବଂ ୧୨୫ରେ କଂଗ୍ରେସ ଆଗୁଆ

ନୂଆଦିଲ୍ଲୀ, ୨୩।୫: ଲୋକ ସଭା ନିର୍ବାଚନ ପାଇଁ ସକାଳ ସାଢ଼େ ୯ଟା ସୁଦ୍ଧା ୫୨୫ ଆସନର ଗଣତି ଜାରି ରହିଛି। ସେଥିମଧ୍ୟରୁ ୨୮୬ ଆସନରେ ଭାଜପା ଏବଂ ୧୨୫ ଆସନରେ କଂଗ୍ରେସ ୍ରାଗୁଆ ରହିଛି। ସେହିପରି ଅନ୍ୟ ଦଳ ୧୧୬ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri