Tag Archives: Home Middle

“ଜାତିସଂଘର ମୋତେ କହିବା ପାଇଁ ଆବଶ୍ୟକ ନାହିଁ …”: ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ବୟାନରେ ଜୟଶଙ୍କରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୫।୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଗୁରୁବାର ମିଳିତ ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ ଭାରତରେ ନିର୍ବାଚନ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ଖାରଜ କରି କହିଛନ୍ତି ଯେ ଦେଶରେ ନିର୍ବାଚନ “ମୁକ୍ତ ଏବଂ ନିରପେକ୍ଷ” ହେବା ପାଇଁ...

‘ମିଥ୍ୟା ଏବଂ ଉଦେଶ୍ୟମୂଳକ’, ପାକିସ୍ତାନରେ ଟାର୍ଗେଟ ହତ୍ୟା ଅଭିଯୋଗକୁ ଖଣ୍ଡନ କଲା ଭାରତ

ନୂଆଦିଲ୍ଲୀ, ୫।୪: ଆତଙ୍କବାଦୀଙ୍କୁ ହଟାଇବା ପାଇଁ ପାକିସ୍ତାନରେ ଟାର୍ଗେଟ ହତ୍ୟା କରାଯାଇଥିବା ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ବ୍ରିଟେନର ଖବର କାଗଜ ଦି ଗାର୍ଡିଆନ୍‌ର ଏକ ରିପୋର୍ଟରେ ବୈଦେଶିକ ମନ୍ତ୍ରଣାଳୟ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଏହାକୁ ମିଥ୍ୟା ତଥା...

ମୋଦି ମିଛୁଆଙ୍କ ସର୍ଦ୍ଦାର: ଖାର୍ଗେ

ଜୟପୁର,୫ା୪(ପି.ଟି.):କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛୁଆଙ୍କ ସର୍ଦ୍ଦାର ବୋଲି କହିଛନ୍ତି। ଭାରତୀୟ ଅଞ୍ଚଳ ମଧ୍ୟରେ ଚାଇନା ଅନୁପ୍ରବେଶ କରୁଥିବାବେଳେ ପ୍ରଧାନମନ୍ତ୍ରୀ ଶୋଇଯାଉଥିବା ସେ ଅଭିଯୋଗ କରିଛନ୍ତି। ରାଜସ୍ଥାନର ଚିତ୍ତୋରଗଡ଼ରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି...

ଲୋକ ସଭା ନିର୍ବାଚନ: ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଗୁଜରାଟରେ ତିନିଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଦଳ ସୁରେନ୍ଦ୍ରନଗର ଆସନରୁ ଋତ୍ୱିକ ଭାଇ ମକୱାନା, ଜୁନାଗଡରୁ...

କେବଳ ରୋହିତ ଶର୍ମା ନୁହଁନ୍ତି, ଏହି ଖେଳାଳିମାନେ ଛାଡିପାରନ୍ତି ମୁମ୍ବାଇ ଇଣ୍ଡିଆନ୍ସର ହାତ

ନୂଆଦିଲ୍ଲୀ,୪।୪: ଆଇପିଏଲ ୨୦୨୪ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଆଲୋଚନାର ବିଷୟ ପାଲଟିଛି। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯିବା, ହାର୍ଦ୍ଦିକ ନୂତନ ଅଧିନାୟକ ହେବା ଏବଂ ବର୍ତ୍ତମାନ ଦଳରେ ରୋହିତଙ୍କ ନିଷ୍ପତ୍ତିକୁ ସମ୍ମାନ ନହେବା ଖବର ଏମ୍‌ଆଇ...

ଶଙ୍ଖ ଛାଡିଲେ ଆଠମଲ୍ଲିକ ବିଧାୟକ

ଭୁବନେଶ୍ୱର, ୪।୪: ବିଜେଡି ଛାଡିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଗୁରୁବାର ସେ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡି ଛାଡିଥିବା ସୂଚନା ମିଳିଛି। ଆଠମଲ୍ଲିକରୁ ବିଜେଡି ଏଥର ନଳିନୀକାନ୍ତ ପ୍ରଧାନଙ୍କୁ...

ଗଣଶିକ୍ଷା ବିଭାଗର ନିଷ୍ପତ୍ତି: ସ୍କୁଲରେ ମିଳିବ ପାଣି ପିଇବା ପାଇଁ ବ୍ରେକ୍

ଭୁବନେଶ୍ୱର,୪।୪: ରାଜ୍ୟରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସ୍କୁଲରେ ପାଣି ପିଇବାକୁ ପିଲା ମାନଙ୍କୁ ବିରତି ମିଳିବ। ନିୟମିତ ବ୍ୟବଧାନରେ ଜଳ ବିରତି ଘଣ୍ଟି ବଜାଇବା ନେଇ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ନିଆଯାଇଛି ଦୈନିକ କ୍ଲାସ ସମୟରେ ୩ ଥର...

ରାଜ୍ୟରେ ପ୍ରବଳ ଖରା: ବଦଳିଲା ସକାଳୁଆ ସ୍କୁଲ ସମୟ

ଭୁବନେଶ୍ୱର, ୪।୪: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ସ୍କୁଲଗୁଡିକ ଚାଲୁଛି।...

ମୋଦିଙ୍କ ରାସନ ଗ୍ୟାରେଣ୍ଟି ଉପରେ ରୋକ, ଦିଆଯିବନି କ୍ୟାରି ବ୍ୟାଗ୍‌, ଦୋକାନରୁ ହଟିବ ପାର୍ଟିର ବ୍ୟାନର-ପୋଷ୍ଟର

ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବିଭାଗ ଆଦର୍ଶ ଆଚରଣ ବିଧି ପାଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଯୋଗାଣ ବିଭାଗ ମଧ୍ୟ ପଛରେ ନାହିଁ। ପେଟ୍ରୋଲ ପମ୍ପ ଏବଂ ସର୍ବସାଧାରଣ ବିତରଣ ପ୍ରଣାଳୀ ଦୋକାନରେ ଆଚରଣ ବିଧି...

ଓପନିୟନ ପୋଲରେ ବାଇଡେନଙ୍କୁ ପଛରେ ପକାଇଲେ ଟ୍ରମ୍ପ

ଓ୍ବାଶିଂଟନ,୪।୪: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହୋଇଥିବା ଏକ ସର୍ଭେରେ ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପଛରେ ରହିଥିବାର ନଜର ଆସିଛନ୍ତି। ସାତୋଟି ରାଜ୍ୟରେ କରାଯାଇଥିବା ସର୍ଭେରେ ରିପବ୍ଲିକାନ ନେତା ଟ୍ରମ୍ପ...

ଭାଜପାରୁ ଇସ୍ତଫା ଦେଲେ ସୋନାଲି ସାହୁ, ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର, ୪।୪: ଭାଜପା ଛାଡିଲେ ମହିଳା ନେତ୍ରୀ ସୋନାଲି ସାହୁ। ଗୁରୁବାର ସେ ଭାଜପା ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି। ମିଳିଥିବା ସୂଚନୁସାରେ ସେ...

ଘୁଞ୍ଚାଇ ଦିଆଯିବ ଲୋକ ସଭା ନିର୍ବାଚନ, ନିର୍ବାଚନ କମିଶନ- ସିଜେଆଇ ଚନ୍ଦ୍ରଚୁଡଙ୍କ ନିକଟରେ ଆବେଦନ କଲା…

ନୂଆଦିଲ୍ଲୀ,୪।୪: ରାଜନୈତିକ ଦଳମାନଙ୍କ ସହିତ ନିର୍ବାଚନ କମିଶନ ମଧ୍ୟ ଲୋକ ସଭା ନିର୍ବାଚନ ୨୦୨୪ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସେପଟେ ଦିଲ୍ଲୀ ମୈତେଇ କୋଅର୍ଡିନେଟିଂ ବା ସମନୱୟ କମିଟି (ଡିଏମସିସି) ମଣିପୁରରେ ଲୋକ ସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri