Tag Archives: Home Middle

ଏଥର ପାରାଦୀପରୁ କିଏ ହେବେ ବିଜେଡି ପ୍ରାର୍ଥୀ, କଟିବ ସମ୍ବିତଙ୍କ ଟିକେଟ୍‌!

ଭୁବନେଶ୍ୱର, ୪।୪: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବୁଧବାର ବିଜେଡି ଦ୍ୱିତୀୟ ପର୍ଯ୍ୟାୟରେ ୨୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ହେଲେ ଏଥିରେ ପାରାଦୀପର ନାଁ ନାହିଁ। ତେବେ ପାରାଦୀପରୁ ବିଜେଡି କାହାକୁ ଟିକେଟ୍‌ ଦେବ ସେନେଇ ଚର୍ଚ୍ଚା...

କୋରେଇ ରାଜନୀତିରେ ନାଟକୀୟ ମୋଡ଼, ଅଭିନେତା ବନାମ ଅଭିନେତ୍ରୀଙ୍କ ଭିତରେ ହୋଇପାରେ ଲଢେଇ!

ଯାଜପୁର,୪।୪: କୋରେଇ ବିଧାନସଭା ଆସନରେ ମୁହାଁମୁହିଁ ହୋଇପାରନ୍ତି ଅଭିନେତା ଅଭିନେତ୍ରୀ। ଭାଜପା ଏଠାରେ ଅଭିନେତା ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କୋରେଇରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ। କୋରେଇ ନିର୍ବାଚନ ମଣ୍ଡଳୀର...

ଶେୟାର ମାର୍କେଟ୍‌ରେ କୋଟି କୋଟି ଟଙ୍କା ନିବେଶ କରୁଛନ୍ତି ରାହୁଲ ଗାନ୍ଧୀ: ତାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଲ୍ଲୀ,୧।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ୱାୟନାଡ ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ,ସେ ତାଙ୍କ ଆୟ ବିଷୟରେ ସୂଚନା ଦେବା ସହିତ ଆଫିଡେଭିଟରେ ଶେୟାର, ଗୋଲ୍ଡ ବଣ୍ଡ ଏବଂ ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ...

ଭଗତ ସିଂ-ଆମ୍ବେଡକରଙ୍କ ମଝିରେ ଲାଗିଛି ଫଟୋ, ସୁନୀତା ପଢ଼ିଲେ ଜେଲ୍‌ରୁ କେଜ୍‌ରିଓ୍ବାଲ ପଠାଇଥିବା ବାର୍ତ୍ତା

ନୂଆଦିଲ୍ଲୀ,୪।୪: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ଜେଲରେ ଅଛନ୍ତି, କିନ୍ତୁ ଜେଲରୁ ପତ୍ନୀ ସୁନୀତାଙ୍କ ମାଧ୍ୟମରେ ଜନସାଧାରଣ ଏବଂ ଆମ ଆଦମୀ ପାର୍ଟି ବିଧାୟକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଉଛନ୍ତି। ଗୁରୁବାର ଅର୍ଥାତ ୪ ଏପ୍ରିଲରେ ସୁନୀତା...

ଆସନ୍ତା ମାସରେ ଆସୁଛି ଟେସ୍‌ଲା ଟିମ୍, ଭାରତରେ କାରଖାନା ବସାଇବାକୁ ଖୋଜିବେ ସ୍ଥାନ

ଭୁବନେଶ୍ୱର, ୪।୪: କିଛି ଦିନ ପୂର୍ବରୁ ଭାରତ ସରକାର ନୂତନ ବୈଦ୍ୟୁତିକ ଯାନ ନୀତି (ଇଭି ପଲିସି) ଘୋଷଣା କରିଥିଲେ। ସେବେଠାରୁ ଅଗ୍ରଣୀ ଇଭି କମ୍ପାନୀ ଟେସ୍‌ଲା ଭାରତ ଆସିବାର ସମ୍ଭାବନା ନିଶ୍ଚିତ ହୋଇଥିଲା। ବର୍ତ୍ତମାନ ଭାରତରେ ଟେସଲାର ପ୍ରବେଶ...

କଂଗ୍ରେସ ଫିକ୍ସ କଲା ପ୍ରାର୍ଥୀ ତାଲିକା; ବାଲେଶ୍ୱରରୁ ଶ୍ରୀକାନ୍ତ, ପୁରୀରେ ନୂଆ ମୁହଁ!

ଭୁବନେଶ୍ୱର,୪।୪: ମୁଣ୍ଡ ଉପରେ ନିର୍ବାଚନ। ରାଜ୍ୟରେ ବଢୁଥିବା ତାପମାତ୍ରର ପରି ରାଜ୍ୟ ରାଜନୀତି ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ବିଜେଡି ଓ ଭାଜପାର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ମଧ୍ୟ ୪୯ ବିଧାନସଭା ଓ ୮ ଲୋକ...

ସମାଜସେବା ନାଁରେ କ୍ଷମତା ଓ ଚୌକି ଲୋଭ, ଦୁଇ ଘଣ୍ଟାରେ ବଦଳି ଯାଉଛି ଆଦର୍ଶ

ଭୁବନେଶ୍ୱର, ୪।୪: ନିର୍ବାଚନ ଆସିଲେ ମନେ ପଡୁଛି ଆଦର୍ଶ ଏବଂ ଆତ୍ମସମ୍ମାନ। ଟିକେଟ୍ ନ ମିଳିବାରୁ ଦଳ ପରିବର୍ତ୍ତନ କରୁଛନ୍ତି ନେତା। ସମାଜ ସେବା କଥା କହି ନିର୍ବାଚନ ଲଢ଼ୁଥିବା ବେଳେ କ୍ଷମତା, ଚୌକି ଲୋଭ ରହୁଛି ସର୍ବୋପରି। ନିର୍ବାଚନ...

ନିର୍ବାଚନ ଲଢିବେ ସିଦ୍ଧୁ ମୁସଓ୍ବୋଲାଙ୍କ ବାପା, ମିଳିଲା ଏହି ଦଳର ଟିକେଟ୍‌

ନୂଆଦିଲ୍ଲୀ,୪।୪: ବହୁ ଲୋକପ୍ରିୟ ପଞ୍ଜାବ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ବାପା ଏବେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି କି, କଂଗ୍ରେସ ତାଙ୍କୁ ଟିକଟେ୍‌ ଦେଇଛି। ଏହାପୂର୍ବରୁ ମୁସଓ୍ବୋଲାଙ୍କ ବାପା ବଲକୌର ସିଂହ ନିର୍ବାଚନ ଲଢିବା ନେଇ ଚର୍ଚ୍ଚାରେ ଥିଲେ।...

ବିଜେଡି ଛାଡ଼ିଲେ ରାମଚନ୍ଦ୍ର ପଣ୍ଡା

ଭୁବନେଶ୍ୱର,୪ା୪: ଗୁରୁବାର ବିଜେଡି ଛାଡ଼ିଛନ୍ତି ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ରାମଚନ୍ଦ୍ର ଜଣେ ଦକ୍ଷ ରାଜନୀତିଜ୍ଞ। ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ...

ପୁଣି ଖାରଜ ହେଲା କେଜ୍‌ରିଓ୍ବାଲଙ୍କ ଆବେଦନ

ନୂଆଦିଲ୍ଲୀ,୪ା୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଏହି ପଦରୁ ହଟାଇବା ପାଇଁ ଦାଖଲ ହୋଇଥିବା ଦ୍ୱିତୀୟ ଆବେଦନକୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ କୋର୍ଟ କହିଛନ୍ତି ଯେ, ବେଳେବେଳେ ବ୍ୟକ୍ତିଗତ ସ୍ବାର୍ଥ ଜାତୀୟ ସ୍ବାର୍ଥ ଅଧୀନରେ ରହିବା...

କେଜରିଓ୍ବାଲଙ୍କୁ ନେଇ ବଡ଼ ରାୟ ଦେଲେ କୋର୍ଟ

ନୂଆଦିଲ୍ଲୀ,୪।୪: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପଦରୁ ହଟେଇବା ପାଇଁ କରାଯାଇଥିବା ଆବେଦନ ଖାରଜ। ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲ ଗିରଫ ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ...

ପ୍ରଥମ ଥର ୭୦ ହଜାର ପାର କଲା ସୁନା ମୂଲ୍ୟ, ରୂପ ୮୦ ହଜାର ନିକଟତର 

ନୂଆଦିଲ୍ଲୀ, ୪।୪: ସୁନା ମୂଲ୍ୟର ବୃଦ୍ଧି ଧାରା ଜାରି ରହିଛି। ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ବହୁତ ବୃଦ୍ଧି ପାଇଛି ଏବଂ ଏହାର ମୂଲ୍ୟ ରେକର୍ଡ ୭୦,୦୦୦ ଟଙ୍କା ଅତିକ୍ରମ କରିଛି। ସୁନା ସହିତ ରୂପା ମୂଲ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri