Tag Archives: Home Middle

ପାକିସ୍ତାନରେ ବଢିଛି ଆତଙ୍କବାଦୀ ଘଟଣା, ବର୍ଷ ଆରମ୍ଭରେ ୨୪୫ ଆକ୍ରମଣ, ୪୦୦ରୁ ଅଧିକ ମୃତ

ଇସଲାମାବାଦ,୧।୪: ପାକିସ୍ତାନରେ ବଢୁଥିବା ଆତଙ୍କବାଦୀ ଘଟଣା ସମ୍ପର୍କରେ ଥିଙ୍କ ଟେକର ରିପୋର୍ଟ ପ୍ରକାଶ ପାଇଛି। ଥିଙ୍କ ଟେକର ରିପୋର୍ଟ ଅନୁଯାୟୀ, ୨୦୨୪ର ପ୍ରଥମ ତିନି ମାସରେ ପାକିସ୍ତାନରେ ଆତଙ୍କବାଦୀ ଘଟଣା ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ୨୦୨୪ର ପ୍ରଥମ ୩ମାସରେ...

ଭାଜପାରେ ସାମିଲ ହେଲେ ଅନୁଭବ

ଭୁବନେଶ୍ୱର,୧।୪: ଭାଜପାରେ ସାମିଲ ହେଲେ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି। ସୋମବାର ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସେ ଭାଜପାରେ ମିଶିଛନ୍ତି। ୨ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ। ମୋଦିଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ସେ...

ବାଲେଶ୍ୱରେ ମୁହାଁମୁହିଁ ହୋଇପାରନ୍ତି ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୧।୪: ବାଲେଶ୍ୱର ଲୋକ ସଭା ଆସନରେ ମୁହାଁମୁହିଁ ହୋଇପାରନ୍ତି ଦୁଇ ହେବିୱେଟ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତମାନର ବାଲେଶ୍ୱର ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ...

ସକାଳୁଆ ଅଙ୍ଗନୱାଡି, ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତି

ଭୁବନେଶ୍ୱର,୧।୪: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ସମୟକୁ ପରିବର୍ତ୍ତନ କରାଯାଇଛି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ନିମନ୍ତେ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ସମୟକୁ ସକାଳ ୭ଟା ରୁ ୧୧.୩୦...

ବିଜେଡି ଛାଡ଼ିଲେ ସନ୍ଧ୍ୟାବତୀ ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଏମିତି…

ଭୁବନେଶ୍ୱର,୧ା୪: ସୋମବାର ବିଜେଡି ଛାଡ଼ିଛନ୍ତି ସନ୍ଧ୍ୟାବତୀ ପ୍ରଧାନ। ପୂର୍ବରୁ ସେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଥିଲେ। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହି ଇସ୍ତଫାପତ୍ରରେ ସେ ଲେଖିଛନ୍ତି,...

କଂଗ୍ରେସକୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧।୪: କଂଗ୍ରେସକୁ ସୋମବାର ଏକ ବଡ଼ ଆଶ୍ୱସ୍ତି। ଇନକମ୍‌ ଟ୍ୟାକ୍ସ ରିକଭରୀ ବିରୋଧରେ କଂଗ୍ରେସର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଦଳକୁ ଏଠାରେ ଆଶ୍ୱସ୍ତି ମିଳିଛି। ଦେଶର ସର୍ବୋଚ୍ଚ ଅଦାଲତରେ ଅନୁଷ୍ଠିତ ଶୁଣାଣିରେ କୁହାଯାଇଛି ଯେ, ବର୍ତ୍ତମାନ ଆମେ...

ପୁଣି ୧୫ ଦିନ ନ୍ୟାୟିକ ହେପାଜତକୁ ଗଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧।୪: ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆଜି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କୋର୍ଟରେ ହାଜର କରିଛନ୍ତି। ତାଙ୍କୁ ବର୍ତ୍ତମାନ ନ୍ୟାୟିକ ହେପାଜତକୁ ପଠାଯାଇଛି। ରାଉସ ଆଭେନ୍ୟୁ କୋର୍ଟ କେଜ୍‌ରିଓ୍ବାଲଙ୍କୁ ଏପ୍ରିଲ...

ଜାରିହେଲା ୯୦ ଟଙ୍କିଆ କଏନ୍‌, ଏହାର ଓଜନ ରହିଛି…

ନୂଆଦିଲ୍ଲୀ,୧ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୯୦ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ସ୍ୱତନ୍ତ୍ର କଏନ୍‌ ବା ମୁଦ୍ରା ଜାରି କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆରବିଆଇ ଗଭର୍ନର...

ଭାରତରେ ନୂଆ ରେକର୍ଡ କଲା ସୁନା ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ,୧।୪: ସୋମବାର ଭାରତୀୟ ସୁନା ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବିଦେଶୀ ବଜାରରେ ଲାଭ ଏବଂ ଗ୍ରାହକଙ୍କ ମଧ୍ୟରେ ସୁନାର ଚାହିଦା ବୃଦ୍ଧି କାରଣରୁ ଦରବୃଦ୍ଧିର କାରଣ ବୋଲି ଡିଲର ମାନେ କହିଛନ୍ତି। ଏଥିସହିତ ସୋମବାର ଭାରତରେ ସୁନା...

ନିର୍ବାଚନୀ ବଣ୍ଡକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ, ଦିନେ ପସ୍ତେଇବ

ନୂଆଦିଲ୍ଳୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ବଣ୍ଡ ଯୋଜନାକୁ ପ୍ରତ୍ୟାଖ୍ୟାନ କରିବା ତାଙ୍କ ସରକାର ପାଇଁ ଏକ ଝଟ୍‌କା ବୋଲି ମାନିବାକୁ ମନା କରି ଦେଇଛନ୍ତି। ତାମିଲନାଡୁର ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ...

‘ତେଲିର ପୁଅ ରାମ ମନ୍ଦିରରେ କେମିତି…’ମୋଦିଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଟିଏମସି ନେତା

କୋଲକାତା,୧।୪: ଲୋକ ସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ନେତାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଏଭଳି ଅଶ୍ଳୀଳ ବିବୃତ୍ତି ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଆୟୋଗ ଚେତାବନୀ ଦେଇଛନ୍ତି, କିନ୍ତୁ ନେତାଙ୍କ ଉପରେ ଏହାର କୌଣସି ପ୍ରଭାବ...

କମିଲା ଗ୍ୟାସ୍‌ ଦର, ଜାଣନ୍ତୁ କେଉଁଠି କେତେ କମିଲା…

ନୂଆଦିଲ୍ଲୀ,୧ା୪: ସାଧାରଣ ଲୋକଙ୍କୁ ଆରାମ ପ୍ରଦାନ କରି ସୋମବାର  ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି।  ଆଜି ତୈଳ କମ୍ପାନୀଗୁଡିକ କ୍ରମାଗତ ୩ ମାସ ପାଇଁ ବଢୁଥିବା ଗ୍ୟାସ ଦର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ୧ ଏପ୍ରିଲ ୨୦୨୪ରେ ଗ୍ୟାସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri