Tag Archives: Home Middle

କଂଗ୍ରେସକୁ ବଡ଼ ଝଟ୍‌କା: ରାହୁଲଙ୍କ ଖାସ୍‌ ରବନୀତ୍‌ ସିଂ ଭାଜପାରେ ସାମିଲ

ଚଣ୍ଡିଗଡ଼,୨୬।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ରବନୀତ୍‌ ସିଂ ବିଟୁ ଭାଜପାରେ ସାମିଲ ହୋଇଛନ୍ତି। ରାହୁଲ ଗାନ୍ଧୀଙ୍କ ଅତି ନିକଟତର ଥିବାରୁ କଂଗ୍ରେସର ଏକ ବଡ଼...

୨୧ ଦିନ ଧରି ଅନଶନରେ ବସିଛନ୍ତି ‘ସୋନମ୍‌ ଓ୍ବାଙ୍ଗଚୁକ୍‌’

ଲେହ,୨୬।୩: ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ସୁପରହିଟ ଫିଲ୍ମ ‘ଥ୍ରୀ ଇଡିଅଟ୍ସ’ରେ ଆମିର ଖାନ୍‌ଙ୍କ ଚରିତ୍ର ‘ଫୁନ୍‌ସୁକ୍‌ ୱାଙ୍ଗଡୁ’ ବହୁତ ଲୋକପ୍ରିୟ ହୋଇଥିଲା। ସେହି ଚରିତ୍ରଟି ଲଦାଖର ସୋନମ୍‌ ୱାଙ୍ଗଚୁକ୍‌ଙ୍କ ଉପରେ ଆଧାରିତ ଥିଲା। ମାର୍ଚ୍ଚ ୬ ରୁ ୱାଙ୍ଗଚୁକ୍‌ ଅନଶନରେ...

ଭର୍ତ୍ତୃହରିଙ୍କ  ଆଶୀର୍ବାଦ ନେଲେ ଅନୁଭବ: ଫଟୋକୁ ନେଇ ବଢ଼ୁଛି ଚର୍ଚ୍ଚା 

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲି। ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଏହି ଅବସରରେ  କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସହ ହୋଲି ଖେଳି ଆର୍ଶୀବାଦ ନେଇଚନ୍ତି କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି।...

ପଞ୍ଜାବରେ ଭାଜପା କରିବ ନାହିଁ ମେଣ୍ଟ

ଚଣ୍ଡିଗଡ଼,୨୬।୩: ପଞ୍ଜାବରେ ଭାଜପା ଏବଂ ଅକାଳୀ ଦଳ (ଏସଏଡି) ମଧ୍ୟରେ ମେଣ୍ଟକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ମଙ୍ଗଳବାର ଭାଜପା ଘୋଷଣା କରିଛି ଯେ ଦଳ ଏକାକି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପଞ୍ଜାବ ଭାଜପା...

ପ୍ରଥମେ ନାନା ଏବେ ପ୍ରସ୍ତୁତ! କଙ୍ଗନାଙ୍କ ବିରୋଧରେ ନିର୍ବାଚନ ଲଢି ପାରନ୍ତି ପ୍ରତିଭା ସିଂହ

ଶିମଲା,୨୬।୩: ହିମାଚଳ ପ୍ରଦେଶରେ ଭାଜପା ୪ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିସହିତ ସମସ୍ତେ କଂଗ୍ରେସ ପ୍ରାର୍ଥୀ ତାଲିକାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ମଣ୍ଡି ଲୋକ ସଭା ଆସନ ଏଠାରେ ସବୁଠାରୁ ହଟ...

ଦିଲ୍ଲୀ ସଡ଼କରେ ସଂଗ୍ରାମ! କେଜରିଓ୍ବାଲଙ୍କ ଗିରଫକୁ ବିରୋଧ କରି ଏଏପି ଘେରିବ ପ୍ରଧାନମନ୍ତ୍ରୀ ଆବାସ

ନୂଆଦିଲ୍ଲୀ,୨୬।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫକୁ ନେଇ ମଙ୍ଗଳବାର ଶାସକ ଆମ ଆଦମୀ ପାର୍ଟି ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାସ୍ତାରେ ସଂଗ୍ରାମ ହୋଇପାରେ। ମୁଖ୍ୟମନ୍ତ୍ରୀଙ୍କ ଗିରଫକୁ ବିରୋଧ କରି ମଙ୍ଗଳବାର ଏଏପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କଙ୍ଗନାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଗଲେ ସୁପ୍ରିୟା

ନୂଆଦିଲ୍ଲୀ,୨୬।୩: ୨୦୨୪ ଲୋକ ସଭା ନିର୍ବାଚନରେ ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ପ୍ରାର୍ଥୀ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଏବେ ଫସି ଯାଇଛନ୍ତି। ସର୍ବଦଳୀୟ ସମାଲୋଚନା ପରେ ସେ ଆପତ୍ତିଜନକ...

ପାକିସ୍ତାନର ଦ୍ୱିତୀୟ ବଡ ନୌସେନା ଏୟାର ବେସ ଉପରେ ଆକ୍ରମଣ, ଗଡିଲା ୪ ଆତଙ୍କବାଦୀଙ୍କ ମୁଣ୍ଡ

ଇସଲାମାବାଦ,୨୬।୩: ଆତଙ୍କବାଦୀମାନେ ସୋମବାର ରାତିରେ ପାକିସ୍ତାନର ବିଶୃଙ୍ଖଳିତ ବାଲୁଚିସ୍ତାନ ପ୍ରଦେଶର ତୁର୍ବତ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନାଭାଲ ଏୟାର ବେସ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସୁରକ୍ଷା ବାହିନୀ ନୌସେନାର ଏୟାରବେସ ଉପରେ...

ବିଗିଡିଲା ବାହୁବଳୀ ମୁଖତାର ଅନ୍‌ସାରୀଙ୍କ ସ୍ବାସ୍ଥାବସ୍ଥା, ଆଇସିୟୁରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: ବାହୁବଳୀ ନେତା ମୁଖତାର ଅନସାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ବୃନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ଏବେ ମେଡିକାଲ କଲେଜର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଏହାକୁ ନେଇ ମେଡିକାଲ କଲେଜରେ କଡା ସୁରକ୍ଷା ବ୍ୟବସ୍ଥା...

‘ଅନ୍ଧାରରେ ରାହୁଲ ଗାନ୍ଧୀଙ୍କ ଭବିଷ୍ୟତ’

ଗୁଆହାଟୀ,୨୬।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି । ଆସାମରେ ଭୋଟ ପୂର୍ବରୁ ନିର୍ବାଚନ ପ୍ରଚାରରେ ନିୟୋଜିତ ରାଜନୈତିକ ଦଳ ସେମାନଙ୍କ ପ୍ରତିପକ୍ଷଙ୍କ ଉପରେ ଆକ୍ରମଣ କରୁଛନ୍ତି।...

ଅବଶିଷ୍ଟ ମ୍ୟାଚଗୁଡିକର କାର୍ଯ୍ୟସୂଚୀ ପ୍ରକାଶ: ଜାଣନ୍ତୁ କେବେ, କେଉଁଠାରେ ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ,୨୫।୩: ଆଇପିଏଲ ୨୦୨୪ ସିଜିନ ଆରମ୍ଭ ହୋଇଛି । ଲୋକ ସଭା ନିର୍ବାଚନ ହେତୁ ବିସିସିଆଇ ଆଇପିଏଲର ୧୭ ତମ ସିଜିନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରି ନ ଥିଲା। କିନ୍ତୁ ବର୍ତ୍ତମାନ ବୋର୍ଡ ପରବର୍ତ୍ତୀ କାର୍ଯ୍ୟସୂଚୀ ପ୍ରକାଶ କରିଛି।...

ଭାଜପାର ମାଷ୍ଟର ଷ୍ଟ୍ରୋକ୍‌, ମହୁଆଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଲେ ରାଜମାତା

କୋଲାକାତା,୨୫।୩: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ଭାରତୀୟ ଜନତା ପାର୍ଟି(ଭାଜପା) ରବିବାର (୨୪ ମାର୍ଚ୍ଚ) ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ୧୧୧ ପ୍ରାର୍ଥୀଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଦଳ ପଶ୍ଚିମବଙ୍ଗର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri