Tag Archives: Home Middle

ପାକିସ୍ତାନର ଆସିଲା ହୋସ୍‌! ଭାରତ ସହ ବ୍ୟବସାୟ ଆରମ୍ଭ କରିବାକୁ ଉଛନ୍ନ

ଇସଲାମାବାଦ,୨୫।୩: ପାକିସ୍ତାନର ନୂତନ ସରକାର ଭାରତ ସହ ବାଣିଜ୍ୟ ଆରମ୍ଭ କରିବାକୁ ବ୍ୟଗ୍ରତା ଦେଖାଉଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସହାକ ଦାର ଭାରତ ସହିତ ବାଣିଜ୍ୟ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ୨୦୧୯ରେ, ଭାରତ ଧାରା ୩୭୦ଏବଂ ୩୫ଏ...

ସେ ଆଗ ଅପେକ୍ଷା ଅଧିକ ଭୟଙ୍କର ହୋଇଯାଇଛନ୍ତି, କେଜରିଓ୍ବାଲଙ୍କ ମାମଲାରେ ମୋଦିଙ୍କୁ ଟାର୍ଗେଟ କଲେ ସଞ୍ଜୟ

ନୂଆଦିଲ୍ଲୀ,୨୫।୩: ମହାରାଷ୍ଟ୍ରର ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ କହିଛନ୍ତି, ‘ଦିଲ୍ଲୀର ରାମଲିଲା ମଇଦାନରେ ଇଣ୍ଡିଆ ଆଲାଇନ୍ସ ଏକ ବିକ୍ଷୋଭ ପ୍ରଦର୍ଶନ କରୁଛି। ଆମେ ସମସ୍ତେ ସେହି ରାଲିରେ ଯୋଗଦେବୁ। ପ୍ରଧାନମନ୍ତ୍ରୀ ମୋଦି ଅରବିନ୍ଦ କେଜରିୱାଲଙ୍କୁ ଭୟ କରୁଛନ୍ତି। ବର୍ତ୍ତମାନ...

ହୋଲିର ଶୁଭକାମନା ଜଣାଇଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ଇସ୍ରାଏଲ ରାଷ୍ଟ୍ରଦୂତ କହିଲେ ଭାରତୀୟ ଆମର ପରିବାର

ନୂଆଦିଲ୍ଲୀ,୨୫।୩: ସୋମବାର ଦେଶ ସମେତ ସମଗ୍ର ବିଶ୍ୱରେ ହୋଲିର ପର୍ବ ଆନନ୍ଦ ଏବଂ ଉତ୍ସାହରେ ପାଳନ କରାଯାଉଛି। ଏହି ଅବସରରେ, ବିଦେଶର ଲୋକମାନେ ହୋଲି ରଙ୍ଗ ଏବଂ ଗୁଲାଲ ସହିତ ଖେଳୁଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ହୋଲି ପର୍ବରେ...

ପାକିସ୍ତାନକୁ ପୁଣି ଜବାବ ଦେଲା ଭାରତ, କହିଲା ଲୋକତନ୍ତ୍ରକୁ ନେଇ ଲେକ୍ଚର ନୁହେଁ, ପ୍ରଥମେ ବନ୍ଦ କର ଆତଙ୍କବାଦୀଙ୍କ ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ/ଜେନେଭା,୨୫।୩: ଆନ୍ତଃ-ସଂସଦୀୟ ୟୁନିଅନ (ଆଇପିୟୁ) ରେ ଭାରତ ପାକିସ୍ତାନକୁ ଟାର୍ଗେଟ କରି କହିଛି ଯେ ଗଣତନ୍ତ୍ରର ଖରାପ ରେକର୍ଡ ଥିବା ଦେଶ ଲେକ୍ଚର ଦେବା ହାସ୍ୟାସ୍ପଦ। ଏହା ପ୍ରଥମେ ଜମ୍ମୁ କଶ୍ମୀରର ସୀମା ପାର୍ଶ୍ୱରେ ଥିବା ଆତଙ୍କବାଦୀ କାରଖାନା ବା...

ବାଦ୍‌ ପଡ଼ିଥିବା ୩ ଲୋକ ସଭା ଆସନରୁ କିଏ ହେବେ ପ୍ରାର୍ଥୀ

ଭୁବନେଶ୍ୱର,୨୫।୩: ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କୁ ନେଇ ଉତ୍କଣ୍ଠା ସେତିକି ବଢ଼ୁଛି। ରବିବାର ଭାଜପାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ରାଜ୍ୟରେ ୨୧ଟି ମଧ୍ୟରୁ ୧୮ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି।...

ଦେଶବାସୀଙ୍କୁ ହୋଲିର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି-ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୩: ଦେଶରେ ରଙ୍ଗର ପର୍ବ ହୋଲି ପାଳନ କରାଯାଉଛି। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ...

ମହାକାଳ ମନ୍ଦିରରେ ନିଆଁ, ୫ ପୁରୋହିତଙ୍କ ସମେତ ୧୩ ଆହତ

ଭୋପାଳ,୨୫।୩: ଉଜୈନର ମହାକାଳ ମନ୍ଦିରରେ ସୋମବାର ଆରତି ସମୟରେ ନିଆଁ ଲାଗି ୫ ପୁରୋହିତଙ୍କ ସମେତ ୧୩ ଜଣ  ଆହତ ହୋଇଛନ୍ତି। ଭସ୍ମ ଆରତି ସମୟରେ  ନିଆଁ ଲାଗିଯାଇଥିଲା। ସମସ୍ତ ଆହତଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମୟରେ...

ଲଦାଖକୁ ରାଜ୍ୟ ମାନ୍ୟତା ଦାବି: ଓ୍ବାଙ୍ଗ୍‌ଚୁକ୍‌ଙ୍କ ଅନଶନ ୧୯ ଦିନରେ

ନୂଆଦିଲ୍ଲୀ,୨୫।୩: ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ମାଗାସେସେ ପୁରସ୍କାର ବିଜେତା ଶିକ୍ଷାବିତ୍‌ ତଥା ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗ୍‌ଚୁକ୍‌ଙ୍କ ଅନଶନ ରବିବାର ୧୯ ଦିନରେ ପହଞ୍ଚତ୍ଛି। ଏଥିସହିତ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳର ଅନନ୍ୟ ପରିବେଶର ସୁରକ୍ଷା ପାଇଁ ପଦକ୍ଷେପ ନେବା...

୬ ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା

ଭୁବନେଶ୍ୱର, ୨୫।୩(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ରବିବାର ଓଡ଼ିଶାର ୧୮ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ପ୍ରାର୍ଥୀ ଘୋଷଣାରେ ଏବେ ବିଜେଡି ଏବଂ କଂଗ୍ରେସ ପଛରେ ପଡ଼ିଯାଇଛନ୍ତି। ହେଲେ ୬ଟି ଲୋକ...

୬ ଲୋକ ସଭା, ୪୨ ବିଧାନସଭା ଆସନ ପାଇଁ ବିଜେଡିର ରଣନୀତି

ଭୁବନେଶ୍ୱର, ୨୫।୩(ସୁନିତ୍‌ ମିଶ୍ର): ବିଜେଡି ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଲୋକ ସଭା କ୍ଷେତ୍ର ଏବଂ ଏହାର ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀ ଲୋକମାନଙ୍କୁ ଡାକି ଆଲୋଚନା କରିଚାଲିଛି। ଏହିକ୍ରମରେ ରବିବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର,...

ଭାଜପାର ୫ମ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୧୮, ଅପେକ୍ଷାରେ କଟକ, ଯାଜପୁର, କନ୍ଧମାଳ

ନୂଆଦିଲ୍ଲୀ,୨୪।୩: ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର ୧୮ ଆସନ ପାଇଁ ପ୍ରାର୍ଥୀଙ୍କ ନାମ...

ଆସିଲା ଭାଜପାର ୫ମ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଓଡ଼ିଶାର କେଉଁ ଆସନରୁ କାହାକୁ ମିଳିଲା ଟିକେଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪।୩: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ଭାଜପା ପ୍ରକାଶ କରିଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ସେ ମଣ୍ଡିରୁ ନିର୍ବାଚନ ଲଢିବେ। ସୀତା ସୋରେନଙ୍କୁ ଦୁମକାରୁ ଟିକେଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri