Tag Archives: Home Middle

ବିଇଓଙ୍କୁ ଘରୁ ଉଠାଇ ନେଲା ଭିଜିଲାନ୍ସ, ନ୍ୟାଶନାଲ ପେନସନ ସ୍କିମ ଟଙ୍କା ହଡପ ଅଭିଯୋଗ

କନ୍ଧମାଳ,୨୧।୩: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ ରସାନନ୍ଦ କର । ନ୍ୟାଶନାଲ ପେନସନ ସ୍କିମ ଟଙ୍କା ହଡପ ଅଭିଯୋଗରେ ବିଇଓ ରସାନନ୍ଦଙ୍କୁ ଉଠାଇ ନେଇଛି ଫୁଲବାଣୀ ଭିଜିଲାନ୍ସ । ବିଇଓ ସ୍କିମର ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର କରିଥିବା...

କାହା ଭାଗରେ ଭୁବନେଶ୍ୱର! ଆଜି ନବୀନ ନିବାସରେ ଭୁବନେଶ୍ୱର ପାଇଁ ଟିକେଟ୍‌ କସରତ

ଭୁବନେଶ୍ୱର,୨୧।୩: କାହା ଭାଗରେ ଛିଡିବ ସୁନା କଳସ। କାହାକୁ ମିଳିବ ଟିକେଟ୍‌। ବିଜେଡି ଭାଜପା ମେଣ୍ଟ ଛିଡୁ ନ ଥିବାବେଳେ ଟିକେଟ୍‌ ପାଇଁ ଏବେ ବିଜେଡି ଓ ଭାଜପା ମଧ୍ୟରେ କସରତ ଚାଲିଛି। କାହା ଭାଗରେ ପଡିବ ଭୁବନେଶ୍ୱର ଏନେଇ...

ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ଭାରତ ମୁଖ୍ୟ ଗିରଫ

ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ପୂର୍ବରୁ ସୁରକ୍ଷା ଏଜେନ୍ସିଂମାନଙ୍କୁ ବଡ଼ ସଫଳତା। କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ର ଭାରତ ଚିଫ୍‌(ମୁଖ୍ୟ) ହାରିଶ ଫାରୁକି ଗିରଫ ହୋଇଛନ୍ତି। ଆସାମର ଧୁବରୀରେ ଭାରତ-ବାଂଲାଦେଶ ଅନ୍ତଃରାଷ୍ଟ୍ରୀୟ ସୀମା ନିକଟରୁ ତାଙ୍କୁ ଗିରଫ କରାଯାଇଛି। ହାରିଶ...

ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ

ନୂଆଦିଲ୍ଲୀ,୨୧।୩: ଗୁରୁବାର ମହାରାଷ୍ଟ୍ର ଏବଂ ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଦେଶର ପଶ୍ଚିମ ରାଜ୍ୟ ମହାରାଷ୍ଟ୍ରରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ମାପ ହୋଇଥିବାବେଳେ ଉତ୍ତର-ପୂର୍ବର ଅରୁଣାଚଳରେ ଘଟିଥିବା...

ହୋଲି ପରେ ଓଡିଶାରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୧।୩: ଓଡିଶାରେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଥମୁନାହିଁ। ଏନେଇ ଦୁଇ ଦଳର ଶୀର୍ଷ ନେତା ଠାରୁ ଆରମ୍ଭ କରି ଦଳୀୟ ନେତାଙ୍କ ଠାରୁ ହାଇକମାଣ୍ଡ ବିଭିନ୍ନ କଥା କହିଲେ ମଧ୍ୟ ଝୁଲାବସ୍ଥାରେ ମେଣ୍ଟ ରହିଛି। ଏହାରି ଭିତରେ ଆଜି ଅଖିଳ...

ପୋଷ୍ଟର, ପାମ୍ପଲେଟ୍‌ ମୁଦ୍ରଣ ଉପରେ କଟକଣା

କଟକ,୨୧ା୩ (କାର୍ତ୍ତିକ ସାହୁ)ନିର୍ବାଚନ ପାଇଁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ନିର୍ବାଚନୀ ପୋଷ୍ଟର ଓ ପାମ୍ପଲେଟ୍‌ ମୁଦ୍ରଣ ଉପରେ ଭାରତୀୟ ନିର୍ବାଚନ କମିଶନ କେତେକ ନିୟମାବଳୀ ଜାରି କରିଛନ୍ତି। ନିର୍ବାଚନ ସମ୍ପର୍କିତ ସମସ୍ତ ପୋଷ୍ଟର କିମ୍ବା...

ଭାରତରେ ସର୍ବୋଚ୍ଚ ସ୍ତରରେ ଆର୍ଥିକ ଅସମାନତା, ୧%ଙ୍କ ପାଖରେ ୪୦%

ନୂଆଦିଲ୍ଲୀ,୨୧ା୩ : ଫରାସୀ ଅର୍ଥନୀତିଜ୍ଞ ଥୋମାସ ପିକେଟିଙ୍କ ଅଧ୍ୟକ୍ଷତାରେ ସଦ୍ୟ ପ୍ରକାଶିତ ଓ୍ବାଲର୍‌ଡ ଇନ୍‌ଇକ୍ୱାଲିଟି ଲାବ୍‌ ରିପୋର୍ଟ ଅନୁସାରେ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ଆୟ ଅସମାନତା ସବୁଠୁ ଅଧିକ ବଢ଼ିଥିଲା। ଏଥିଲାଗି ଦେଶର ଟିକସ ବ୍ୟବସ୍ଥାର ନୀତିଗୁଡ଼ିକୁ ଦାୟୀ କରାଯାଉଛି।...

”ସର୍ବୋଚ୍ଚ ନ୍ୟାୟାଳୟ ପାଇଁ କୌଣସି ମାମଲା ଛୋଟ ନୁହେଁ”: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୦।୩: ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ସର୍ବଦା ଭାରତର ନାଗରିକ ମାନଙ୍କ ସହିତ ରହିଛନ୍ତି। ”ଧନ, ସାମାଜିକ ସ୍ଥିତି, ଜାତି, ଧର୍ମ, ଲିଙ୍ଗ କିମ୍ବା ବ୍ୟକ୍ତି କୌଣସି କ୍ଷମତାରେ ଥାଆନ୍ତୁ ନା କାହିଁକି ନ୍ୟାୟାଳୟ ଆଗରେ ସେ ସମାନ। ଦେଶର ସର୍ବୋଚ୍ଚ...

ପୁରୀ-କଟକରେ ଭାଙ୍ଗିଲା ଶହେ ବର୍ଷର ରେକର୍ଡ, ସମଗ୍ର ରାଜ୍ୟରେ ଖରା ଦିନରେ ପ୍ରବଳ ଶୀତ

ଭୁବନେଶ୍ୱର,୨୦।୩: କାଳ ବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଜାରି ରହିଛି। ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ସମଗ୍ର ଓଡ଼ିଶାରେ କୋହଲା ପାଗ ଲାଗି ରହିଛି। ବୁଧବାର ପୁରୀ, କଟକ ଏବଂ ଭୁବନେଶ୍ୱରରେ...

ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ, ସମ୍ପତ୍ତି-ବ୍ୟାଙ୍କ ବାଲାନ୍ସ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୦।୩: ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମ(ADR) ଅନୁସାରେ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ଅଛନ୍ତି। ଏଡିଆର ଦ୍ୱାରା ଜାରି ୩୦ଜଣିଆ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ନମ୍ବରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ...

ଜାଣନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ କେଉଁ ବିଧାୟିକା/ବିଧାୟକଙ୍କର କେତେ ସମ୍ପତ୍ତି

ଭୁବନେଶ୍ୱର,୨୦ା୩: ଆସୋସିଏଶନ ଫର୍‌ ଡେମୋକ୍ରେଟିକ୍ସ ରିଫର୍ମସ (ଏଡିଆର) ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ମୁଖ୍ୟମନ୍ତ୍ରୀ ଏବଂ କେଉଁ ବିଧାୟକଙ୍କର କେତେ ସମ୍ପତ୍ତି ରହିଛି ତା’ର ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୬୩...

ଖବରଦାତାଙ୍କ ପାଇଁ ପୋଷ୍ଟାଲ ବାଲଟ୍‌

ଭୁବନେଶ୍ୱର,୨୦ା୩: ପୋଷ୍ଟାଲ ବାଲଟ୍‌ରେ ଏଥର ଭୋଟ୍‌ ଦେଇପାରିବେ କାର୍ଯ୍ୟରତ ଖବରଦାତା। କାର୍ଯ୍ୟରତ ଖବରଦାତାଙ୍କ ପାଇଁ ପୋଷ୍ଟାଲ ବାଲଟ୍‌ ବ୍ୟବସ୍ଥା କରିଛନ୍ତି ନିର୍ବାଚନ କମିଶନ। ଏଥିପାଇଁ ନିଜ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ ଜରୁରୀ ଅଟେ। ରିଟର୍ଣ୍ଣିଂ ଅଫିସର ଆବେଦନକାରୀଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri