Tag Archives: Home Middle

ଜେଲେନ୍‌ସ୍କିଙ୍କୁ ଫୋନ୍‌ କଲେ ମୋଦି

ନୂଆଦିଲ୍ଲୀ,୨୦ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ ଶାନ୍ତି ପ୍ରୟାସକୁ ରୁଷିଆ ଏବଂ ୟୁକ୍ରେନ ବିବାଦର ଶୀଘ୍ର ସମାପ୍ତ କରିବାକୁ ଭାରତର ନିରନ୍ତର ସମର୍ଥନ ଜଣାଇଛନ୍ତି। ଫୋନ୍‌ ବାର୍ତ୍ତାଳାପରେ...

ମାର୍ଚ୍ଚ ୩୧ ରେ ଖୋଲା ରହିବ ସମସ୍ତ ବ୍ୟାଙ୍କ: ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର,୨୦।୩: ମାର୍ଚ୍ଚ ୩୧ ତାରିଖରେ ଭାରତର ବ୍ୟାଙ୍କଗୁଡିକର ସମସ୍ତ ଶାଖା ଖୋଲା ରଖିବାକୁ ଅନୁରୋଧ କରିଛନ୍ତି ଭାରତ ସରକାର। ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ବିଭିନ୍ନ ସରକାରୀ କାରବାର ସମ୍ପୂର୍ଣ୍ଣ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ରିଜର୍ଭ...

ଏହି ୨ ବ୍ୟକ୍ତି ନେଇପାରନ୍ତି ମେଣ୍ଟ ନିଷ୍ପତ୍ତି

ଭୁବନେଶ୍ୱର,୨୦।୩: ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ମଧ୍ୟ ରାଜ୍ୟରେ ବିଜେଡ-ଭାଜପା ମେଣ୍ଟକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ଉଭୟ ଦଳ ମେଣ୍ଟକୁ ନେଇ ସ୍ପଷ୍ଟତା ପ୍ରକାଶ କରୁ ନ ନାହାନ୍ତି। ଫଳରେ ମେଣ୍ଟକୁ ନେଇ ନାନା...

ନବୀନ ନିବାସରେ ବସିଲା ବୈଠକ, ବଢୁଛି ଲୋକଙ୍କ ଉତ୍କଣ୍ଠା

ଭୁବନେଶ୍ୱର,୨୦ା୩: ନବୀନ ନିବାସରେ ବୁଧବାର ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ପ୍ରକାଶ ପାଇଛି। ଏହି ବୈଠକ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିଜେଡି...

ପାଣ୍ଡିଆନଙ୍କ ପରେ ଶାହା ଦେଲେ ସଙ୍କେତ: ମେଣ୍ଟ ନେଇ କେନ୍ଦ୍ରରେ ଚାଲିଛି ବଡ ଆଲୋଚନା!

ମେଣ୍ଟ ଚର୍ଚ୍ଚାରେ ଲାଗୁନି ବିରାମ । ଲୋକେ ପଛେ ଗପି ଗପି ଥକି ପଡିଲେଣି। ହେଲେ ମେଣ୍ଟ ଆଜି ହେବ କାଲି ହେବ କହି କେବେ ହେବ ତାହା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଗତକାଲି 5T ଅଧ୍ୟକ୍ଷ...

ନିର୍ବାଚନ କମିଶନର ନିଯୁକ୍ତି ମାମଲା: ‘ଆବେଦନକାରୀଙ୍କ ଉଦ୍ଦେଶ୍ୟ ବିବାଦ ସୃଷ୍ଟି କରିବା’

ନୂଆଦିଲ୍ଲୀ,୨୦।୩: ନିକଟରେ ଦୁଇ ଜଣ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜଣେ ବିରୋଧୀ ଦଳର ନେତା ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ନିଯୁକ୍ତି ହୋଇଥିଲା।...

ଭୁବନେଶ୍ୱର-ପୁରୀକୁ ନେଇ ଡିଲ୍‌ ଫାଇନାଲ! ମେଣ୍ଟ ହେଲେ ଏହି ଠୁ ଲଢିବେ ଅପରାଜିତା

ଭୁବନେଶ୍ୱର,୨୦।୩: ମେଣ୍ଟ ଚର୍ଚ୍ଚାରେ ଫାଇନାଲ ହେଲା ପୁରୀ-ଭୁବନେଶ୍ୱର ସିଟ୍‌! ପୁରୀର କେଉଁ ଆସନରୁ କିଏ ଆଉ ଭୁବନେଶ୍ୱରର କେଉଁ ସିଟରୁ କିଏ ହୋଇଛି କି ଡିଲ୍‌ ପକ୍କା! ଯାହା ଜଣାପଡୁଛି ଏନେଇ ପୁରୀରେ ହୋଇଛି ବିଜେଡିର ଗୁପ୍ତ ବୈଠକ। ଗୋଟିଏ...

ଭାଜପା ଠାରୁ ଅଧିକ ଖର୍ଚ୍ଚ କରିଛି କଂଗ୍ରେସ, ଆସନ ପିଛା ୧୨କୋଟି!

ନୂଆଦିଲ୍ଲୀ,୨୦।୩: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ସବୁ ଦଳ ଅଣ୍ଟା କସିଲେଣି। ସ୍ବାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନରେ ପାଖାପାଖି ସାଢେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଏବେ ସବୁ ବଦଳି ଯାଇଛି । ଏବେ ସାଧାରଣ...

ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ୨୨ରୁ ରାଜ୍ୟରେ ପାଗ ଫିଟିବା ସମ୍ଭାବନା

ଭୁବନେଶ୍ୱର, ୨୦।୩: କାଳ ବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଜାରି ରହିଛି । ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ବାୟୁ ମଣ୍ଡଳର ମଧ୍ୟଭାଗ ଓ ଉପରଭାଗ ମଧ୍ୟରେ ଏକ ନିମ୍ନ ଚାପରେଖା...

ଭାଜପାରେ ଆରମ୍ଭ ହେଲା ତୁତୁମେମେ, ଟିକେଟ ନ ମିଳିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ନେତା ଖୋଲିଲେ ଗୁମର

ନୂଆଦିଲ୍ଲୀ,୨୦।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୈତିକ ଦଙ୍ଗା ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଦକ୍ଷିଣ ଭାରତୀୟ ରାଜ୍ୟ କର୍ନାଟକରେ ଭାଜପାର ରାସ୍ତା କଷ୍ଟକର ହୋଇପଡ଼ିଛି, କାରଣ ଟିକେଟ ଘୋଷଣା ପରେ ଅନେକ...

ଦେଶର ପ୍ରାୟ ୩୦ କୋଟି ଧନୀ ଦିଅନ୍ତି ନାହିଁ ଭୋଟ

ନୂଆଦିଲ୍ଲୀ,୨୦।୩: ନିର୍ବାଚନ ଆୟୋଗର ରିପୋର୍ଟ ଅନୁଯାୟୀ, ଦେଶର ପ୍ରାୟ ଏକ ତୃତୀୟାଂଶ ଲୋକ ଗତ ନିର୍ବାଚନରେ ଭୋଟ ଦେଇ ନ ଥିଲେ। ଯେଉଁମାନେ ଭୋଟ ଦେଇ ନାହାଁନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି, ସହରାଞ୍ଚଳର ଜନତା, ଯୁବକ, ଏବଂ ଧନୀ ବ୍ୟକ୍ତି।...

ନୋଟ୍‌ ଗଣି ଗଣି ଗରମ ହୋଇଯାଉଛି ମେଶିନ୍‌ କାହିଁକି ଏମିତି କହିଲେ ଶାହା

ନୂଆଦିଲ୍ଲୀ,୨୦ା୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୁଧବାର ନେତାଙ୍କ ଘରେ ଇଡି, ସିବିଆଇ ଏବଂ ଆୟକର ବିଭାଗ ଦ୍ୱାରା ହୋଇଥିବା ଚଢ଼ାଉକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri