Tag Archives: Home Middle

ଇଭିଏମ ଥିଲେ ନିର୍ବାଚନରେ ହୋଇ ନ ଥାଆନ୍ତା କୌଣସି ଅସୁବିଧା: ଇମ୍ରାନ

ଇସଲାମାବାଦ,୧୭।୩: ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବାର ବହୁ ଦିନ ହେଲାଣି। ତେବେ ଘରୋଇ ତଥା ଆନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ବିଶେଷ କରି ଦେଶର ମୁଖ୍ୟ ବିରୋଧୀ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ...

ରାଜନୀତିର ବଡ ବଡ ଖେଳାଳି ବି ପଢି ପାରି ନାହାନ୍ତି ରାମନଗରୀର ମନ

ଲକ୍ଷ୍ନୌ,୧୭।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଆଚରଣ ବିଧି ଲାଗୁ କରାଯାଇଥିଲା। ସମଗ୍ର ଦେଶରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଉତ୍ତର ପ୍ରଦେଶରେ ମଧ୍ୟ ସାତୋଟି ପର୍ଯ୍ୟାୟରେ...

ଶାସନ କ୍ଷମତା ହାତକୁ ଆସିଲେ ଶେଷ କରିଦେବି ବାଇଡେନ ପ୍ରଶାସନର ଏହି ନୀତି, ରାଷ୍ଟ୍ରପତିଙ୍କୁ ଟାର୍ଗେଟ କଲେ ଟ୍ରମ୍ଫ

ଓ୍ବାଶିଂଟନ,୧୭।୩: ଆମେରିକାରେ ବଢୁଥିବା ପ୍ରବାସୀ ଅପରାଧ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଡେନ ପ୍ରଶାସନ ବିରୋଧରେ କଡ଼ା ଭାଷଣ ଦେଇଥିଲେ। ସେ ଦାବି କରିଛନ୍ତି ଯେ ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ପ୍ରତ୍ୟେକ ‘ଖୋଲା ସୀମା...

କେଜରିଓ୍ବାଲଙ୍କୁ ନବମ ସମନ ପଠାଇଲା ଇଡି, ୨୧ ମାର୍ଚ୍ଚରେ ହେବ ପଚରା ଉଚରା

ନୂଆଦିଲ୍ଲୀ,୧୭।୩: ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ହ୍ରାସ ହେବାର କୌଣସି ସଙ୍କେତ ଦେଉନାହିଁ। ଦିଲ୍ଲୀର ରଦ୍ଦ ହୋଇଥିବା ଏକ୍ସାଇଜ ପଲିସିରେ ହୋଇଥିବା ଅନିୟମିତତା ଘଟଣାର ଅନୁସନ୍ଧାନ କରୁଥିବା ଏନଫୋର୍ସମେଣ୍ଟ...

ଭାରତ ଯୋଡୋ ନ୍ୟାୟ ଯାତ୍ରା ପରେ ଆଜି ମୁମ୍ବାଇରେ ନ୍ୟାୟ ସଙ୍କଳ୍ପ ପଦଯାତ୍ରା କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୩: ଲୋକ ସଭା ନିର୍ବାଚନ ୨୦୨୪କୁ ଧ୍ୟାନରେ ରଖି ଜାନୁଆରୀ ୧୪ ୨୦୨୪ରୁ ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଗତକାଲି ଅର୍ଥାତ୍‌ ଶନିବାର ମୁମ୍ବାଇରେ ଶେଷ ହୋଇଛି। ରାହୁଲ ଗାନ୍ଧୀ ଆଜି ମୁମ୍ବାଇରେ ଏକ...

୭ ଦିନରେ ଅନ୍‌ଲାଇନରେ ମିଳିବ ସାର୍ଟିଫିକେଟ୍‌

କଟକ,୧୭ା୩ (କାର୍ତ୍ତିକ ସାହୁ)ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏକ ଯୁଗୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶନର ୭ ଦିନ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ମୂଳ ପ୍ରମାଣପତ୍ର ଅନ୍‌ଲାଇନ୍‌ ଜରିଆରେ ଯୋଗାଇ ଦିଆଯିବ।...

ଆଚରଣ ବିଧି ୧୯୬୦ରୁ ଆରମ୍ଭ

ନୂଆଦିଲ୍ଲୀ,୧୭ା୩ଭାରତର ନିର୍ବାଚନ ଆୟୁକ୍ତ (ଇସିଆଇ) ଶନିବାର ଅପରାହ୍ନ ୩ଟାରେ ଲୋକ ସଭା ଓ ୪ ରାଜ୍ୟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ପରେ ତତ୍କାଳ ସାରା ଦେଶରେ ଆଦର୍ଶ ଆଚରଣ ବିଧି (ଏମ୍‌ସିସି) ଲାଗୁ ହୋଇଛି। ଏହି ଆଚରଣ...

ରାଜନୀତିରେ ଇତିହାସ ରଚିବେ ଓଡ଼ିଶାବାସୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୩(ଅନିଲ ଦାସ)ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ୱଳ। ଆମେ ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଛୁ। ସେତେବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ଦେଶରେ ଏକ ନମ୍ବର ହେଉ ଆମେ ଚାହୁଁଛୁ। ଆଗାମୀ ଦଶନ୍ଧି ହେଉଛି ଯୁବବର୍ଗଙ୍କର। ଯୁବବର୍ଗଙ୍କ...

ଲଣ୍ଡନରେ ଭାଜପା ସମର୍ଥନରେ କାର ରାଲିର ଆୟୋଜନ

ଲଣ୍ଡନ,୧୭।୩: ଓଭରସିଜ୍‌ ଫ୍ରେଣ୍ଡସ ଅଫ ଭାଜପା ୟୁକେ ଲଣ୍ଡନରେ ଏକ କାର୍‌ ରାଲିର ଆୟୋଜନ କରିଥିଲେ। ଭାରତରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ ସମର୍ଥନ କରିବା ପାଇଁ ଏହି କାର...

ଏପ୍ରିଲ-ମେ-ଜୁନରେ ନିର୍ବାଚନ: ତାତିରେ ଆଉଟୁ ପାଉଟୁ ହେବେ ନେତା ମନ୍ତ୍ରୀ ଅଧିକାରୀ

ନୂଆଦିଲ୍ଲୀ,୧୬।୩: ଭାରତରେ ସମସ୍ତ ରାଜ୍ୟରେ ମାର୍ଚ୍ଚ ମାସରୁ ଜୁଲାଇ ମଧ୍ୟରେ ଅସହ୍ୟ ଗରମ ଅନୁଭୂତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏହି ଗରମ ଆହୁରି ମଜାଦାର ହେବାକୁ ଯାଉଛି। କାରଣ ଭାରତୀୟ ନିର୍ବାଚନ ଆୟୋଗ ଲୋକ ସଭା ନିର୍ବାଚନ ପାଇଁ...

ଓଡ଼ିଶାରେ ଚାରି ପର୍ଯ୍ୟାୟରେ ହେବ ମତଦାନ, ନେତା ବାଛିବେ ୩.୩୨ କୋଟି ଭୋଟର

ଭୁବନେଶ୍ୱର,୧୬।୩: ଲୋକ ସଭା ଏବଂ ଓଡ଼ିଶା ସମେତ ଚାରି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ତାରିଖ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ସମଗ୍ର ଭାରତରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିଲା ବେଳେ ଓଡ଼ିଶାରେ ବିଧାନସଭା ଏବଂ ୨୧...

ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ

ଭୁବନେଶ୍ୱର,୧୬ା୩: ଶନିବାର ଭାରତ ନିର୍ବାଚନ ଆୟୋଗ ରାଜ୍ୟରେ ୨୧ଟି ଲୋକ ସଭା ଏବଂ ୧୪୭ ବିଧାନସଭା ପାଇଁ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ଅନୁଯାୟୀ, ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri