Tag Archives: Home Middle

ଆଉଟ୍‌ଲୁକ୍‌ର ସଫଳତମ ମହିଳା ତାଲିକାରେ ଆଦ୍ୟାଶା ସତପଥୀ

ଭୁବନେଶ୍ୱର,୮।୩(ଶର୍ମିଷ୍ଠା ପାଣିଗ୍ରାହୀ): ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଆଉଟଲୁକ୍‌ ପତ୍ରିକା ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଭାରତର ୩୬ଜଣ ସଫଳତମ ମହିଳାଙ୍କ ମଧ୍ୟରେ ଓଡ଼ିଶାରୁ ଆଦ୍ୟାଶା ସତପଥୀଙ୍କୁ ସ୍ଥାନିତ କରାଯାଇଛି। ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ...

୨୦ ବର୍ଷରେ ବହୁ ଆଗକୁ ବଢ଼ିଛନ୍ତି ମହିଳା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୩(ଅନିଲ ଦାସ): ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାର ମହିଳାମାନେ ବହୁତ ଆଗକୁ ବଢ଼ିଛନ୍ତି। ରାଜ୍ୟ ସରକାର ସେମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ଉଦ୍ୟମ ଜାରି ରଖିଛନ୍ତି ବୋଲି ବିଶ୍ୱ ମହିଳା...

ଏନଡିଏକୁ ଫେରିବେ ନବୀନ ! ପୁରଣ ହେବ ମୋଦିଙ୍କ ୪୦୦ ଆସନ ଜିତିବା ସ୍ବପ୍ନ

ଭୁବନେଶ୍ୱର,୭।୩: ଦୀର୍ଘ ୧୫ ବର୍ଷ ପରେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ବିଜେଡି ଫେରୁଥିବା ଚର୍ଚ୍ଚା ହେଉଛି। ୨୦୨୪ ନିର୍ବାଚନରେ ଏକାକୀ ୩୭୦ ଏବଂ ଏନଡିଏ ୪୦୦ ଆସନ ଜିତିବା ଲକ୍ଷରେ ଥିବା ଭାଜପା ଏହାର ପୁରୁଣା ସହଯୋଗୀ ମାନଙ୍କୁ ନିଜ...

ଲୋକ ସଭା ନିର୍ବାଚନ ଲଢିବେ ନାହିଁ ମଲ୍ଲିକାର୍ଜୁନ? ଗୁଲବର୍ଗା ଆସନରୁ ଏହି ନାମକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୭।୩: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁତୁରା ରାଧାକୃଷ୍ଣ ଦୋଡାମଣି କର୍ନାଟକର ଗୁଲବର୍ଗା ଆସନରୁ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ଦଳ ଟିକେଟ ପାଇଁ ଦୃଢ ପ୍ରତିଯୋଗୀ ଭାବରେ ଉଭା ହୋଇଛନ୍ତି। ମଲ୍ଲିକାର୍ଜୁନ ଖାର୍ଗେ (୮୧) ଗୁଲବର୍ଗା (କଲବୁରାଗି)...

ମେଣ୍ଟ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀ ଗସ୍ତରେ ପ୍ରଣବ ଏବଂ ଭିକେ ପାଣ୍ଡିଆନ

ଭୁବନେଶ୍ୱର,୭ା୩: ଓଡ଼ିଶାରେ ଭାଜପା ଏବଂ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ବାସ୍ତବତା ଆଡକୁ ଗତି କରୁଛି। ବୁଧବାର ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଘମାଘୋଟ ଆଲୋଚନା ହୋଇଥିଲା ବେଳେ ଦିଲ୍ଲୀରେ ଦୁଇ ଦିନ ହେଲା ରାଜ୍ୟ...

କଂଗ୍ରେସକୁ ଆଉ ଏକ ଝଟ୍‌କ

ଥିରୁଅନନ୍ତପୁରମ,୭।୩: ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ କେ କରୁଣାକରନଙ୍କ ଝିଅ ପଦ୍ମଜା ଭେନୁଗୋପାଳ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ପ୍ରକାଶ ଜାଭଡେକର ତାଙ୍କୁ ଦିଲ୍ଲୀର ଭାରତୀୟ ଜନତା ପାର୍ଟି ମୁଖ୍ୟାଳୟରେ ଦଳର ସଦସ୍ୟତା ପ୍ରଦାନ କରିଥିଲେ। ପଦ୍ମଜା...

କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୭ା୩: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏହା ସହିତ ବର୍ତ୍ତମାନ କର୍ମଚାରୀମାନେ ୫୦ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ଗତ...

କୋର୍ଟଙ୍କ ବଡ ନିର୍ଦ୍ଦେଶ: ୧୬ ମାର୍ଚ୍ଚ ସୁଦ୍ଧା ହାଜର ହୁଅନ୍ତୁ କେଜରିଓ୍ବାଲ

ନୂଆଦିଲ୍ଲୀ,୭।୩: ଦିଲ୍ଲୀର ଚର୍ଚ୍ଚିତ ଏକ୍ସାଇଜ ପଲିସି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କଠାରୁ ଉତ୍ତର ମାଗିଛନ୍ତି। ମାର୍ଚ୍ଚ ୧୯ ମାମଲାର...

୪୦ କେଜି ସୁନା, ୬ କେଜି ରୂପା ସହ ନଗଦ ୫.୪୩ କୋଟି ଟଙ୍କା ଜବତ, ୧୨ ଗିରଫ

ନୂଆଦିଲ୍ଲୀ,୭ା୩: ଅର୍ଥନୈତିକ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ବିପୁଳ ପରିମାଣର ସୁନା, ରୂପା ଏବଂ ନଗଦ ଟଙ୍କା ଜବତ କରି ୧୨ ଜଣଙ୍କୁ ଗିରଫ କରିଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ ଏଜେନ୍ସି ଆରାରିଆ, ମୁମ୍ବାଇ, ମଥୁରା ଏବଂ ଗୁରୁଗ୍ରାମରେ ତିନୋଟି ପ୍ରମୁଖ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୩୪୨ ପଦବୀରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୭ା୩: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶାରେ ଥିବା ଆଦର୍ଶ ଆଦର୍ଶ ବିଦ୍ୟାଳୟ ଗୁଡିକରେ ୧୩୪୨ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ www.oav.edu.in. ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।...

ଚୀନ୍ ସୀମା ଜଗିବାକୁ ଆହୁରି ୧୦,୦୦୦ ସୈନିକ ପଠାଇଲା ଭାରତ

ନୂଆଦିଲ୍ଲୀ,୭ା୩: ଚୀନ୍ ସହିତ ବିବାଦୀୟ ସୀମାକୁ ମଜବୁତ କରିବା ପାଇଁ ଭାରତ ୧୦ ଆଉ ହଜାର ସୈନିକଙ୍କୁ ସୀମାକୁ ପଠାଇଛନ୍ତି। ଏହା ସହିତ ବେଜିଂ ସହିତ ସମ୍ପର୍କକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦେଶର ପଶ୍ଚିମ ସୀମାରେ ପୂର୍ବରୁ ନିଯୁକ୍ତ...

ଓ୍ବାୟନାଡରୁ ରାହୁଲ ଗାନ୍ଧୀ, ମୋଦିଙ୍କ ବିପକ୍ଷରେ ଅଜୟ ରାୟ, ପ୍ରିୟଙ୍କାଙ୍କୁ ନେଇ ରହିଲା ସସପେନ୍ସ…!

ନୂଆଦିଲ୍ଲୀ,୭।୩: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଶୀଘ୍ର ଏହାର ପ୍ରଥମ ତାଲିକା ପ୍ରକାଶ କରିପାରେ। ଏହି ସମୟରେ, ବିଶେଷ ସୂତ୍ରରୁ ଏକ ଖରୋଇ ଚ୍ୟାନେଲକୁ ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ଆମେଠୀରୁ ନୁହେଁ କେରଳର ୱାୟାନାଡରୁ ପ୍ରତିଦ୍ୱନ୍ଦ୍ୱିତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri