Tag Archives: Home Middle

ଅସହ୍ୟ ହେବ ତାତି

ନୂଆଦିଲ୍ଲୀ / ଭୁବନେଶ୍ୱର,୨।୩(ଅନିଲ ଦାସ): ଚଳିତ ବର୍ଷ ତାତି କଲବଲ କରିବ। ପାରଦ ଉପରମୁହଁା ହେବ। ଗ୍ରୀଷ୍ମଲହର (ହିଟ୍‌ଓ୍ବେଭ) ଅଧିକାଂଶ ସମୟରେ ଜାରି ରହିବ। ଉପାନ୍ତରୁ ଉପକୂଳ ସବୁଠି ତାତି ଆଚ୍ଛନ୍ନକରି ରଖିବ। ଫେବୃୟାରୀ ଶେଷ ସପ୍ତାହରୁ ଏହା ଜଳ...

ଓଡ଼ିଶାରେ ହେବନାହିଁ ମେଣ୍ଟ: ମନମୋହନ ସାମଲ

ଭୁବନେଶ୍ୱର,୧ା୩: ଶୁକ୍ରବାର ରାତି କିମ୍ବା ଶନିବାର ସୁଦ୍ଧା ଭାଜପାର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଆସିବ। ଦିଲ୍ଲୀରୁ ଫେରି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ଭାଜପା ସଭାପତି ମନମୋହନ ସାମଲ। ଏହା ସହିତ ଗତ କିଛି...

Photo: ଉଦଘାଟନ ହେଲା ନବନିର୍ମିତ ଭୀମ୍‌ରାଓ ଆମ୍ବେଡକର ବସ୍‌ ଟର୍ମିନାଲ, ଦେଖନ୍ତୁ କ’ଣ ରହିଛି ନୂଆ ସୁବିଧା ସୁଯୋଗ

ଭୁବନେଶ୍ୱର,୧ା୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭୁବନେଶ୍ୱର ବରମୁଣ୍ଡାଠାରେ ନବନିର୍ମିତ ବାବା ସାହେବ ଭୀମ୍‌ରାଓ ଆମ୍ବେଡକର ବସ୍‌ ଟର୍ମିନାଲର ଶୁଭ ଉଦ୍‌ଘାଟନ କରିଛନ୍ତି। ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସ୍‌ ଷ୍ଟାଣ୍ଡ ଓଡିଶାର ଏକ...

ଜାତି-ଧର୍ମକୁ ନେଇ ମାଗନ୍ତୁ ନାହିଁ ଭୋଟ୍‌: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ତେବେ ତାରିଖ ଘୋଷଣା ହେବା ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଙ୍କୁ ଆଡଭାଇଜରୀ ଜାରି କରିଛନ୍ତି। ଇସି କହିଛନ୍ତି, ପ୍ରଚାର ସମୟରେ ଜାତି, ଧର୍ମ ଏବଂ ଭାଷା ଆଧାରରେ ଭୋଟ ମାଗନ୍ତୁ ନାହିଁ...

୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତି ତଦାରଖ କଲେ ମୁଖ୍ୟ ସଚିବ

ଭୁବନେଶ୍ୱର,୧।୩(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ସେଦିନ ପ୍ରଧାନମନ୍ତ୍ରୀ ତେଲଙ୍ଗାନା ରାଜ୍ୟରୁ କାର୍ଯ୍ୟକ୍ରମ ସାରି ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ। ସେଠାରୁ ସେ...

ମନି ଲଣ୍ଡରିଂ ନିୟମ ଉଲ୍ଲଂଘନ ପାଇଁ ପେଟିଏମ୍ ଉପରେ ଲାଗିଲା ୫.୪୯ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ,୧।୩: ମନି ଲଣ୍ଡରିଂ ନିୟମ ଉଲ୍ଲଂଘନ ପାଇଁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ୫.୪୯ କୋଟି ଟଙ୍କା ଜୋରିମାନା ଲଗାଇଛି ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍-ଇଣ୍ଡିଆ। ଏକ ବିବୃତ୍ତିରେ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଏହାର ଆର୍ଥିକ ଇଣ୍ଟେଲିଜେନ୍ସ ୟୁନିଟ୍ ଅନଲାଇନରେ...

ମୋଦିଙ୍କ ପାଖରେ ରହିଛି ଏତେ ସମ୍ପତ୍ତି, ମାସକୁ ମିଳେ ଏତିକି ଦରମା…

ନୂଆଦିଲ୍ଲୀ,୧।୩: The Indian Express ଦ୍ୱାରା କରାଯାଇଥିବା Most Powerful Indians ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ୨୦୧୪ରୁ ଲଗାତାର ଦେଶ କ୍ଷମତାର କମାଣ ସମ୍ଭାଳିଥିବା ମୋଦି ଏବେ ଚଳିତ ନିର୍ବାନଚରେ ସେହି...

ବାବାସାହେବ ଭୀମରାଓ ଆମ୍ବେଡକର ବସ୍‌‌ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୩: ବହୁ ପ୍ରତିକ୍ଷିତ ନବନିର୍ମିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍‌‌ ଟର୍ମିନାଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ବରମୁଣ୍ଡାଠାରେ ପ୍ରାୟ ୨୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସ୍‌‌ ଷ୍ଟାଣ୍ଡରେ ଏୟାରପୋର୍ଟ ଭଳି ସୁବିଧା ସୁଯୋଗ...

ଓଡ଼ିଶା କଲା ବଡ଼ ରେକର୍ଡ, ଫେବୃଆରୀ ମାସରେ ସଂଗ୍ରହ ହେଲା ସର୍ବାଧିକ ଜିଏସ୍‌ଟି

ଭୁବନେଶ୍ୱର,୧ା୩: ଗତ ଫେବୃଆରୀ ମାସରେ ଓଡ଼ିଶାରେ ସଂଗ୍ରହ ହୋଇଛି ସର୍ବକାଳୀନ ସର୍ବାଧିକ ମୋଟ ବସ୍ତୁ ଏବଂ ସେବା କର(ଜିଏସ୍‌ଟି)। ୨୦୨୪ ଫେବୃଆରୀରେ ୫୧୩୫.୮୧ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ଫେବୃଆରୀ ୨୦୨୩ ରେ ୪୫୧୯.୩୫ କୋଟି ଥିଲା।...

୯୭୭ ଅଧ୍ୟାପକ, ୮୭ ଅଧିକାରୀ, ୫୭ କମର୍ଚାରୀଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୩(ଅସମାପିକା ସାହୁ): ଶୁକ୍ରବାର ମୋଟ୍‌ ୧୧୫୨ ନୂଆ ଅଧ୍ୟାପକ, ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଯେଉଁଥିରେ ୯୭୭ ଅଧ୍ୟାପକ, ୮୭ ପଞ୍ଚାୟତ ଉନ୍ନୟନ ଅଧିକାରୀ ଏବଂ ୫୭...

ହରିୟାଣାରେ ଏକାକି ଲୋକ ସଭା ନିର୍ବାଚନ ଲଢିବ ଭାଜପା, ଜେଜେପି ସହ ହେବ ନାହିଁ ମେଣ୍ଟ

ଚଣ୍ଡିଗଡ଼,୧।୩: ହରିୟାଣାରେ ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଏକ ବଡ଼ ଖବର ଆସିଛି। ଭାରତୀୟ ଜନତା ପାର୍ଟି ହରିୟାଣାର ଦଶଟି ଲୋକ ସଭା ଆସନରେ ଏକାକି ପ୍ରତିଦ୍ୱନ୍ଦ୍ୱିତା କରିବ। ସୂଚନାନୁସାରେ, ଭାଜପାର ମାରାଥନ ବୈଠକରେ ଏହି ବିଷୟରେ ଆଲୋଚନା...

ସିନ୍ଦ୍ରି ପ୍ଲାଣ୍ଟକୁ ଆରମ୍ଭ କରିବାକୁ ନେଇଥିଲି ସଂକଳ୍ପ, ଆଜି ପୂରଣ ହେଲା ଗ୍ୟାରେଣ୍ଟି, ଝାଡ଼ଖଣ୍ଡରେ ଗର୍ଜିଲେ ମୋଦି

ରାଞ୍ଚି,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ମାର୍ଚ୍ଚ ୧)ରେ ଝାଡଖଣ୍ଡର ସିନ୍ଦ୍ରିରେ ୩୫୭୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିଛନ୍ତି। ସିନ୍ଦ୍ରିରେ ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ ନିଶ୍ଚିତ କରିଛନ୍ତି ଯେ ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri