Tag Archives: Home Middle

ସିନ୍ଦ୍ରିକୁ ନୂଆ ଜୀବନ ଦେବେ ମୋଦି

ରାଞ୍ଚି,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝାଡ଼ଖଣ୍ଡ ଗସ୍ତକୁ ନେଇ ଯଦି କୌଣସି ବିଷୟରେ ଅଧିକ ଆଲୋଚନା ହେଉଛି, ତେବେ ଏହା ହେଉଛି ହର୍ଲ କାରଖାନା, ଯାହାକୁ ପ୍ରଧାନମନ୍ତ୍ରୀ ୨୦ ବର୍ଷ ପରେ ନୂଆ ଜୀବନ ଦେଉଛନ୍ତି। ଦୀର୍ଘ ୨୦ ବର୍ଷର...

ଲ’ ଅଫିସରଙ୍କ ଫି’ ବଢ଼ାଇଲେ ସରକାର

ଭୁବନେଶ୍ୱର,୧ା୩(ଅସମାପିକା ସାହୁ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ନନ୍‌ କ୍ୟାଡର ଲ’ ଅଫିସରମାନଙ୍କର ଦୈନିକ ଓ ରିଟେନର ଫି’ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ...

ଉତ୍ତର ପ୍ରଦେଶରେ ଭାଜପା ଦେଖାଇବ ବଡ ଦିଲ, ସହଯୋଗୀଙ୍କୁ ଅଧା ଡଜନ ଆସନ, ୩୦ ନାମରେ ଲାଗିବ ମୋହର

ନୂଆଦିଲ୍ଲୀ,୧।୩: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ଭାରତୀୟ ଜନତା ପାର୍ଟି (ଭାଜପା) ର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ର ବୈଠକ ଶୁକ୍ରବାର ଦିନ ଶେଷ ହୋଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

‘ମୋଦି ଓ୍ବାର୍କର୍ସଙ୍କ ସହ ଖାଦ୍ୟ ଖାଉଛନ୍ତି, ହେଲେ ସୋନିଆ-ରାହୁଲ…’ କଂଗ୍ରେସକୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧।୩: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗୁରୁବାର (ଫେବୃଆରୀ ୨୯) ଭାରତୀୟ ଜନତା ପାର୍ଟି (ଭାଜପା) କୁ ପ୍ରଶଂସା କରିବା ସହ କଂଗ୍ରେସ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି। ବାରପେଟା ଜିଲାର ଚକ୍କା ଠାରେ ପାର୍ଟି କାର୍ଯ୍ୟାଳୟର ଉଦଘାଟନୀ...

କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରାଏନଙ୍କ ପରଲୋକ

ଟରଣ୍ଟୋ,୧।୩: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରାଏନ ମର୍ଲୋନିଙ୍କ ୮୪ବର୍ଷ ବୟସରେ ଦେହାନ୍ତ ହୋଇଛି ବୋଲି ତାଙ୍କ ଝିଇ ଗୁରୁବାର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି। କାରୋଲିନା ମର୍ଲୋନି ଟୁଇଟରରେ ଏକ ପୋଷ୍ଟରେ କହିଛନ୍ତି ଯେ ଦେଶର ୧୮ ତମ...

‘ଗୋଟିଏ ଛୋଟିଆ ଭୁଲ…’ଇସ୍ରୋ ରକେଟରେ ଚାଇନା ପତାକାକୁ ନେଇ ଷ୍ଟାଲିନ ସରକାରଙ୍କ ସଫେଇ

ନୂଆଦିଲ୍ଲୀ,୧।୩: ତାମିଲନାଡୁରେ ଇସ୍ରୋର ନୂତନ ଲଞ୍ଚ କମ୍ପ୍ଲେକ୍ସ ସହିତ ଜଡିତ ଇସ୍ରୋର ବିଜ୍ଞାପନରେ ‘ଚାଇନିଜ ପତାକା’ ଦେଖାଇବା କାରଣରୁ ଏକ ବିବାଦ ସୃଷ୍ଟି ହୋଇଛି। ବିବାଦର ଗୋଟିଏ ଦିନ ପରେ ଦଳ ପକ୍ଷରୁ ବିଜ୍ଞାପନ ଦେଇଥିବା ଡିଏମକେ ନେତା ତଥା...

ହିମାଚଳରେ ଟଳିନି ସୁଖୁ ସରକାରଙ୍କ ସଙ୍କଟ, ବିଦ୍ରୋହୀଙ୍କ ଯୋଗାଯୋଗରେ ଅଛନ୍ତି ଅନେକ ବିଧାୟକ

ଶିମ୍‌ଲା,୧।୩: ହିମାଚଳ ପ୍ରଦେଶରେ କଂଗ୍ରେସର ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ପାଇଁ ସଙ୍କଟ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ସୂଚନାନୁସାରେ, କଂଗ୍ରେସ ସରକାର ଏବେ ବି ବିପଦରେ ଅଛନ୍ତି। ଅନେକ କଂଗ୍ରେସ ବିଧାୟକ ବିଦ୍ରୋହୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ଗୁରୁବାର...

ଗଣଶିକ୍ଷକଙ୍କୁ ଖୁସି ଖବର ଦେଲେ ନବୀନ: ବଢିଲା ଦରମା

ଭୁବନେଶ୍ୱର,୧।୩: ରାଜ୍ୟ ସରକାର ଗଣଶିକ୍ଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଟିଇଟି ପାସ୍‌ କରି ନ ଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ଶୁକ୍ରବାର ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି। ଫଳରେ ଗଣଶିକ୍ଷକଙ୍କ ଦରମା ୭ରୁ ବୃଦ୍ଧି...

ଅଧରାତି ଯାଏ ଭାଜପାର ମାରାଥନ ବୈଠକ: ଖୁବ୍‌ଶୀଘ୍ର ପ୍ରକାଶ ପାଇବ ଭାଜପାର ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୩।୧: ଆସନ୍ତା ଲୋକ ସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ସହ ୩୭୦ଟି ଆସନ ଜିତିବାର ଲକ୍ଷ୍ୟ ସ୍ଥିର କରିବା ପରେ ଭାଜପା ପ୍ରାର୍ଥୀଙ୍କ ନାମ ଉପରେ ମନ୍ଥନ କରିବା ଆରମ୍ଭ କରିଛି। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ...

ହୋଲି ପୂର୍ବରୁ ଝଟକା, ବଢିଲା ଏଲପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୩: ସରକାରୀ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକ ହୋଲି ପୂର୍ବରୁ ଲୋକଙ୍କୁ ବଡ଼ ଝଟକା ଦେଇଛନ୍ତି। ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିବାକୁ କମ୍ପାନୀ ଘୋଷଣା କରିଛି। ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି...

ଆଣବିକ ଯୁଦ୍ଧ ଭୟ ଦେଖାଇଲେ ପୁଟିନ୍‌

ମସ୍କୋ,୧।୩:ୟୁକ୍ରେନ୍‌ରେ ଯୁଦ୍ଧ ପାଇଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଯଦି ସେମାନଙ୍କ ସୈନ୍ୟ ପଠାନ୍ତି, ତେବେ ଆଣବିକ ଯୁଦ୍ଧର ଭୟ ରହିଛି ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ପାର୍ଲାମେଣ୍ଟରେ ଗୁରୁବାର ବାର୍ଷିକ ଅଭିଭାଷଣ ରଖିବା ଅବସରରେ ରୁଷିଆକୁ ଦୁର୍ବଳ କରିବା...

ସ୍କୁଲରେ ଶୋଇଲେ ଶିକ୍ଷକ, ଘରକୁ ଫେରିଲେ ପିଲା

ବଇଣ୍ଡା,୩ା୧ (ପରିକ୍ଷିତ ସାହୁ):ପିଲାଙ୍କୁ ପଢ଼ାଇବା ପରିବର୍ତ୍ତେ ସ୍କୁଲ କାର୍ଯ୍ୟାଳୟରେ ଶୋଇପଡ଼ିଲେ ଶିକ୍ଷକ। ଦୀର୍ଘ ସମୟ ଯାଏ ଶିକ୍ଷକ ଜଣକ ନ ଉଠିବାରୁ ଶେଷରେ ବିଦ୍ୟାଳୟରେ ବସି ବସି ଘରକୁ ଫେରିଲେ ପିଲା। ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ପଞ୍ଚାୟତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri