Tag Archives: Home Middle

ହିମାଚଳ ପ୍ରଦେଶରେ ବଦଳିବେ ନାହିଁ ମୁଖ୍ୟମନ୍ତ୍ରୀ

ଶିମଲା,୨୯।୨: ଗତ ୩ ଦିନ ଧରି ହିମାଚଳ ପ୍ରଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ବର୍ତ୍ତମାନ ଶେଷ ହୋଇଛି। ଶିମଲାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। କଂଗ୍ରେସ ହାଇକମାଣ୍ଡର ଏକ ବଡ ନିଷ୍ପତ୍ତି ନେଇ...

ବିଜେଡି ମୋତେ ଘୋଡ଼ା ଭାବିଥିଲା, ମୁଁ ସିଂହ

ଭୁବନେଶ୍ୱର,୨୯ା୨: ଖୋର୍ଦ୍ଧା ଜିଲାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗୁରୁବାର ଅପରାହ୍ନରେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ଭାଜପାରେ ଯୋଗ ଦେବା ପରେ ପ୍ରଶାନ୍ତ ବିଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ବିଜେଡି...

ପ୍ରତିଭା ସିଂହ ହେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ!

ଶିମଲା,୨୯।୨: ହିମାଚଳ ପ୍ରଦେଶରେ ରାଜନୈତିକ ଟଣାଭିଡା ମଧ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ମଧ୍ୟ ଅନେକ ଆଲୋଚନା ହେଉଛି। ଏହି ସମୟରେ ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ପତ୍ନୀ ପ୍ରତିଭା ସିଂଙ୍କ ନାମ...

ଅଖିଳେଶ ଯାଦବଙ୍କ ପରିବାର ବିରୋଧରେ ପ୍ରାର୍ଥୀ ଦେବେ ଓଓ୍ବାଇଇସି

ଲକ୍ଷ୍ନୌ,୨୯।୨: ଆସନ୍ତା ଲୋକ ସଭା ନିର୍ବାଚନରେ ଇଣ୍ଡିଆ ମିଳିତ ମଞ୍ଚରେ ଯୋଗ ନ ଦେଇ ରାଗିଯାଇ ଅସଦୁଦ୍ଦିନ ଓୱାଇଇସିଙ୍କ ଦଳ ଏଆଇଏମଆଇଏମ ରାଜ୍ୟର ୭ଟି ଲୋକ ସଭା ଆସନରେ ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଏହି ଆସନଗୁଡ଼ିକ ହେଉଛି ସମାଜବାଦୀ...

ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଓ୍ବାଶିଂଟନ,୨୯ା୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ବାଇଡେନଙ୍କ ଡାକ୍ତର କେଭିନ ଓ’କନୋର କହିଛନ୍ତି, ସେ ଡ୍ୟୁଟି ପାଇଁ ଫିଟ୍‌ ଅଛନ୍ତି। ହ୍ବାଇଟ୍‌ ହାଉସ ବାଇଡେନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ସୂଚନା ଶେୟାର କରିଛି। ସେ ତାଙ୍କ କାର୍ଯ୍ୟ...

୨ରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି ମନା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୨: ରାଜସ୍ଥାନ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି ଯେଉଁଥିରେ ଦୁଇ ପିଲା ସରକାରୀ ଚାକିରି ପାଇଁ ଯୋଗ୍ୟତା ମାନଦଣ୍ଡ ଥିଲା। ସୁପ୍ରିମକୋର୍ଟ ବିଶ୍ୱାସ କରନ୍ତି ଯେ ରାଜସ୍ଥାନ ସରକାରଙ୍କ ଏହି ନିଷ୍ପତ୍ତି ଭେଦଭାବପୂର୍ଣ୍ଣ ନୁହେଁ ଏବଂ ସମ୍ବିଧାନର ଉଲ୍ଲଂଘନ...

ପୂରା ପିଇବୁ, ପୂରା ଜିଇଁବୁ: ରାଷ୍ଟ୍ରପତି

କେନ୍ଦୁଝର,୨୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ଫେରିଛନ୍ତି। ମୟୂରଭଞ୍ଜ ଜିଲାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ପ୍ରାୟ ୧୦.୩୦ରେ ସଦର ବ୍ଲକ ରାଇସୁଆଁ ଏୟାରଷ୍ଟ୍ରିପ୍‌ରେ ଓହ୍ଲାଇଥିଲେ। ସେଠାରୁ...

ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ, ୧ କୋଟି ଘରେ ଲାଗିବ ସୋଲାର ପ୍ୟାନେଲ

ନୂଆଦିଲ୍ଲୀ,୨୯।୨: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ଏକ ପ୍ରେସ ବ୍ରିଫିଙ୍ଗରେ କହିଛନ୍ତି କେନ୍ଦ୍ର କ୍ୟାବିନେଟ ବୈଠକରେ ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳିକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଅଧୀନରେ ୧ କୋଟି ଘର...

୧୯୯୩ ସିରିଏଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଖଲାସ

ନୂଆଦିଲ୍ଲୀ,୨୯।୨: ୧୯୯୩ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଅବଦୁଲ କରିମ ଟୁଣ୍ଡା ଗୁରୁବାର (୨୯ ଫେବୃଆରୀ) କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହ କଥାବାର୍ତ୍ତା କରି ତାଙ୍କ ଓକିଲ ଶଫକତ...

୨୧,୪୨୭ ବସ୍ତି ବାସିନ୍ଦା ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୨(ଅସମାପିକା ସାହୁ): ରାଜ୍ୟର ସହର ବିକାଶ ଇତିହାସରେ ଆଜି ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫-ଟି ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ରାସ୍ତାଘାଟ, ପିଇବା ପାଣି,ସ୍ବରେଜ ସିଷ୍ଟମ ଏବଂ ଅନେକ...

ଭାଜପାରେ ଯୋଗଦେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା,୨୯ା୨(ପ୍ରଭାତ ପାଣିଗ୍ରାହୀ): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ କରିଛନ୍ତି। ଗୁରୁବାର ଅପରାହ୍ନରେ ଭୁବନେଶ୍ବର ଦଳୀୟ କାର୍ଯ୍ୟାଳୟରେ ସମର୍ଥକଙ୍କ ସହ ଆସି ଦଳରେ ଯୋଗଦାନ କରିଛନ୍ତି। ଏହି ସମୟରେ...

ଭାଜପାରେ ଯୋଗ ଦେବେ ପ୍ରଶାନ୍ତ ଜଗଦ୍ଦେବ!

ଭୁବନେଶ୍ୱର,୨୯ା୨: ଚିଲିକାର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଗୁରୁବାର ଅପରାହ୍ନରେ ସେ ଭାଜପାର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ପଞ୍ଚାୟତ ସମିତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri