Tag Archives: Home Middle

୨୦୨୮ ରେ ଚନ୍ଦ୍ରାୟନ-୪ ଲଞ୍ଚ କରିବ ଭାରତ, ଚନ୍ଦ୍ରରୁ ପଥର ନେଇ ପୃଥିବୀକୁ ଫେରିବ

ନୁଆଦିଲ୍ଲୀ,୨୮।୨: ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଏହାର ପରବର୍ତ୍ତୀ ଚନ୍ଦ୍ର ଯାତ୍ରା ‘ଚନ୍ଦ୍ରୟାନ-୪’ ପାଇଁ ପ୍ରସ୍ତୁତ ହେଉଛି ଯାହା ପ୍ରାୟ ୨୦୨୮ ମସିହାରେ ଲଞ୍ଚ ହେବ। ଇସ୍ରୋର ସ୍ପେସ୍‌ ଆପ୍ଲିକେସନ ସେଣ୍ଟର...

ମର୍ମନ୍ତୁଦ ଦୁର୍ଘଟଣା: ଟ୍ରେନ୍‌ ଧକ୍କାରେ ୧୨ ମୃତ, ଅନେକ ଆହତ

ରାଞ୍ଚି,୨୮ା୨: ଜାମତରା-କର୍‌ମାତାଣ୍ଡ ରେଳ ବିଭାଗର କଳାଝରିଆ ନିକଟରେ ଟ୍ରେନ୍‌ ଧକ୍କାରେ ବୁଧବାର ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ବେଙ୍ଗାଲୁରୁ-ଯଶବନ୍ତପୁର ଏକ୍ସପ୍ରେସ ଡାଉନ ଲାଇନରେ ଯାଉଥିବା ବେଳେ ଲାଇନ ପାର୍ଶ୍ୱରେ ପକାଯାଇଥିବା ବୋଲ୍‌ଡର ଗୁଣ୍ଡ ଉଡ଼ିଥିଲା।...

ମାର୍ଚ୍ଚ ୬ରୁ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା

କଟକ,୨୮ା୨(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ହାଇସ୍କୁଲ ଓ ମଧ୍ୟମାର ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ୧୫ରେ ଶେଷ ହେବ। ଛାତ୍ରୀଛାତ୍ର ବାର୍ଷିକ ପରୀକ୍ଷା ନିଜ ହାଇସ୍କୁଲ ଓ ଟୋଲ୍‌ରେ...

ରାଜ୍ୟ ସଭାରେ ବଦଳିଯିବ ଗଣିତ, ଭାଜପାକୁ ମିଳିବ ମ୍ୟାଜିକ୍‌ ନମ୍ବର

ନୂଆଦିଲ୍ଲୀ,୨୮ା୨: ଚଳିତ ବର୍ଷ ଏପ୍ରିଲରେ ଶାସକ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ୍‌ ଆଲାଇନ୍ସ (ଏନ୍‌ଡିଏ) ରାଜ୍ୟ ସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବାର ସମ୍ଭାବନା ରହିଛି। ଯେତେବେଳେ ନାମାଙ୍କିତ ବର୍ଗ ଅନ୍ତର୍ଭୁକ୍ତ ଅବଶିଷ୍ଟ ୬ଟି ସିଟ୍‌ ପୂରଣ ହେବ ଏବଂ ନୂତନ...

ନବୀନଙ୍କୁ ସାକ୍ଷାତ କଲେ ବିଲ୍‌ ଗେଟ୍‌ସ

ଭୁବନେଶ୍ୱର,୨୮ା୨: ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବୁଧବାର ଓଡ଼ିଶା ଗସ୍ତରେ ଆସି ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି। ଏହି ଗସ୍ତ ସମୟରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବିଲ୍‌ ଗେଟ୍‌ସ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ...

ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସି ଜନ୍ମମାଟିରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୟୁରଭଞ୍ଜ,୨୮ା୨: ଚାରି ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଆସି ମୟୁରଭଞ୍ଜରେ ପହଞ୍ଚିଛନ୍ତି। ଅପରାହ୍ନରେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ରାଞ୍ଚିରୁ ନିଜ ଜିଲା ମୟୂରଭଞ୍ଜରେ ପହଞ୍ଚିଥିଲେ। ଏହି ଅବସରରେ ସେ ରାଇରଙ୍ଗପୁରଠାରେ ବିଭିନ୍ନ ସଡ଼କ...

‘ସେ ଥିଲେ ଖୋଲା ଆକାଶର ପକ୍ଷୀ, ମୋ ପାଖରେ ଥିଲା ମାଇକ୍ରୋସଫ୍ଟ’, ଯେବେ ବିଲ୍ ଗେଟ୍ସଙ୍କ ଭାଙ୍ଗି ଯାଇଥିଲା ହୃଦୟ

୨୦୧୯ ସେପ୍ଟେମ୍ବରରେ ଏକ ଡକ୍ୟୁମେଣ୍ଟାରୀ ସିରିଜ ରିଲିଜ୍‌ ହୋଇଥିଲା। ଯାହାର ନାଁ ଥିଲା ‘Inside Bills Brain’ । ଏହି ୩ଟି ଏପିସୋଡର ଗୋଟିଏ ସିରିଜରେ ଡକ୍ୟୁମେଣ୍ଟାରୀର ନିର୍ଦ୍ଦେଶନା ଦେଇଥିବା ଡେଭିସ Davis Guggenheim ଓ Bill Gates୍ସ ଏକାଠି...

କୋରାପୁଟ କଫି କିଣିଲେ ବିଲ୍‌ ଗେଟ୍‌ସ

ଭୁବନେଶ୍ୱର,୨୮ା୨: ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଓଡ଼ିଶା ଆସିଛନ୍ତି। ଏହି ସମୟରେ ସେ ଭୁବନେଶ୍ୱରରେ ହୋଇଥିବା ମିଶନ ଶକ୍ତି ବଜାର ବୁଲି ଦେଖିଛନ୍ତି। ତାଙ୍କୁ ବଜାର ଭିତରକୁ ମିଶନ ଶକ୍ତି ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ ଓ ୫-ଟି...

Rajya Sabha Elections 2024: ରାଜ୍ୟ ସଭା ଏମପିଙ୍କୁ ମିଳେ ଏତେ ଦରମା, ସେମାନଙ୍କ ପାଇଁ ରହିଛି ଏହିସବୁ ସୁବିଧା

ନୂଆଦିଲ୍ଲୀ,୨୮।୨: ରାଜ୍ୟ ସଭା ପାଇଁ ୧୫ ଟି ରାଜ୍ୟେରେ ୫୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏପ୍ରିଲରେ, ସମସ୍ତ ରାଜ୍ୟରେ ସମୁଦାୟ ୫୬ ରାଜ୍ୟ ସଭା ଏମପିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହି କାରଣରୁ ଫେବୃଆରୀରୁ ନିର୍ବାଚନ ଆରମ୍ଭ...

ଇସ୍ତଫା ଦେବା ଖବର ଗୁଜବ, ଆହୁରି ୫ ବର୍ଷ ଚାଲିବ ଆମ ସରକାର: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ

ଶିମଲା,୨୮।୨: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ତାଙ୍କ ଇସ୍ତଫା ଖବରକୁ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ଇସ୍ତଫା ଦେଇ ନାହିଁ। ମୋର ଇସ୍ତଫା ଖବର ଏକ ଗୁଜବ। ଆମ ସରକାର ସ୍ଥିର ଏବଂ ଏହା...

ଶଙ୍ଖ ଭବନରେ ସମାଧାନ ହେଲାନି, ନବୀନ ନିବାସ ଗଲେ ଉମା, ସଞ୍ଜୟ

ଭୁବନେଶ୍ୱର,୨୮।୨: ଶଙ୍ଖ ଭବନରେ ସମାଧାନ ହେଲାନି ସତ୍ୟବାଦୀ କଳି। ନବୀନ ନିବାସ ଗଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଓ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା। ବୁଧବାର ଶଙ୍ଖ ଭବନରେ ପହଞ୍ଚି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ...

ଆଜି ଇସ୍ତଫା ଦେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ

ଶିମଲା,୨୮।୨: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପଦରୁ ଇସ୍ତଫା ଦେଇପାରନ୍ତି। କଂଗ୍ରେସ ହାଇକମାଣ୍ଡଙ୍କ ପକ୍ଷରୁ ପଠାଇଥିବା ପର୍ଯ୍ୟବେକ୍ଷକଙ୍କ ସାମ୍ନାରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ସେ ଏ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ନିକଟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri