Tag Archives: Home Middle

ରାହୁଲଙ୍କୁ ଝଟ୍‌କା, ଝାଡ଼ଖଣ୍ଡ ହାଇକୋର୍ଟ ଖାରଜ କଲେ ଆବେଦନ

ରାଞ୍ଚି,୨୩॥୨: କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ୨୦୧୮ ରେ, ତତ୍କାଳୀନ ଭାରତୀୟ ଜନତା ପାର୍ଟି ସଭାପତି ଅମିତ ଶାହାଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ଆବେଦନକୁ...

ହରିୟାଣା ବଜେଟ: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ୫ ଲକ୍ଷରୁ ଅଧିକ କୃଷକଙ୍କ ଋଣ ଉପରେ ସୁଧ ଛାଡ

ଚଣ୍ଡିଗଡ଼,୨୩।୨: ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ ଶୁକ୍ରବାର ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତ ସାଂସଦ ଏବଂ ବିଧାୟକଙ୍କଠାରୁ ମଧ୍ୟ ପରାମର୍ଶ ଲୋଡିଥିଲେ। ଏହା ଏକ ନିର୍ବାଚନ ବର୍ଷ ହୋଇଥିବାରୁ ବଜେଟରେ ଅନେକ...

ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିବ ଭାଜପା

ନୂଆଦିଲ୍ଲୀ,୨୩ା୨: ଲୋକ ସଭା ନିର୍ବାଚନ-୨୦୨୪କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।ମାର୍ଚ୍ଚ ପ୍ରଥମ ସପ୍ତାହରେ ଭାଜପା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିବ। ୧୦୦ ପ୍ରାର୍ଥୀଙ୍କ ନାମ ଏଥିରେ ଅନ୍ତର୍ଭୁକ୍ତ ହେବ ବୋଲି ଆଶା କରାଯାଉଛି। ପ୍ରଥମ ତାଲିକାରେ...

ଏହି ୪ ଷ୍ଟେଶନରେ ଫୁଡ୍‌ ଡେଲିଭରୀ କରିବ ସ୍ବିଗି, IRCTC ସହିତ ହେଲା ଚୁକ୍ତି

ନୂଆଦିଲ୍ଲୀ,୨୩।୨: ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ (ଆଇଆରସିଟିସି) କହିଛି ଯେ, ସେ ଫୁଡ୍‌ ଡେଲିଭରୀ ସ୍ବିଗି ସହିତ ଏକ ଚୁକ୍ତି କରିଛି। ଏହି ଚୁକ୍ତି ରେଲଓ୍ବେ ଫୁଡ୍‌ ଡେଲିଭରୀକୁ ନେଇ କରାଯାଇଛି। ବର୍ତ୍ତମାନ ଯାତ୍ରୀମାନେ ସହଜରେ ଇ-କ୍ୟାଟରିଂ...

‘କାଶୀରେ ବାଜୁଛି ବିକାଶର ଡମ୍ବରୁ’

ଲକ୍ଷ୍ନୌ,୨୩ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶର ବାରାଣସୀରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ୧୩୦୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁ ରବିଦାସଙ୍କ ୬୪୭ ତମ ଜୟନ୍ତୀ ଉତ୍ସବରେ...

ଶରଦ ପାଓ୍ବାରଙ୍କୁ ମିଳିଲା ନୂଆ ଦଳୀୟ ଚିହ୍ନ

ମୁମ୍ବାଇ,୨୩।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କ ଏନସିପି ଏକ ନୂତନ ନିର୍ବାଚନ ଚିହ୍ନ ପାଇଛି। ଶରଦ ପାୱାରଙ୍କ ଦଳ ପାଇଁ ନୂଆ ନାଁ ମଧ୍ୟ ଧାର୍ଯ୍ୟ ହୋଇଥିବା ବେଳେ ନିର୍ବାଚନ ଆୟୋଗ ଗୁରୁବାର ତାଙ୍କୁ ନୂଆ ଦଳୀୟ...

ଆରଏସଏସରୁ ଆରମ୍ଭ ରାଜନୀତି, ଶିବସେନାର ଥିଲେ ପ୍ରଥମ ମୁଖ୍ୟମନ୍ତ୍ରୀ, ରାଜନୀତିର ‘ଭବ୍ୟ ଚେହେରା’ ମନହୋର ଯୋଶୀ

ନୂଆଦିଲ୍ଲୀ,୨୩।୨: ପୂର୍ବତନ ଲୋକ ସଭା ବାଚସ୍ପତି ତଥା ଅବିଭକ୍ତ ଶିବସେନାର ପ୍ରଥମ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ଶୁକ୍ରବାର ମୁମ୍ବାଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମନୋହର ଯୋଶୀଙ୍କୁ ୮୬ ବର୍ଷ ବୟସ ହୋଇଥିଲା ଏବଂ ସେ ଦୀର୍ଘ ସମୟ ଧରି ଡାକ୍ତରଖାନାରେ...

ସଡ଼କ ଦୁର୍ଘଟଣାରେ ବିଧାୟିକାଙ୍କ ଅକାଳ ମୃତ୍ୟୁ

ହାଇଦ୍ରାବାଦ୍‌,୨୩।୨: ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକ ଲସିୟା ନନ୍ଦିତାଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଅନିୟନ୍ତ୍ରିତ କାର ଡିଭାଇଡରକୁ ଧକ୍କା ଦେବାଫଳରେ ଏହି ଦୁର୍ଘଟଣା ଘଟିଛି। ଲାସିୟା ସିକନ୍ଦରାବାଦ୍‌ କ୍ୟାଣ୍ଟର ବିଧାୟକ ଥିଲେ। ଶୁକ୍ରବାର ସକାଳେ ପାଟାନଚେରୁରେ...

ଅଧରାତିରେ ରାସ୍ତାରେ ବୁଲିଲେ ପ୍ରଧାନମନ୍ତ୍ରୀ ମୋଦି:ଦେଖନ୍ତୁ ଭିଡିଓ

ବାରାଣସୀ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀରେ ପହଞ୍ଚିଛନ୍ତି। ଆଜି ସେ ଏଠାରେ ଅନେକ ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିବେ। ଏହାପୂର୍ବରୁ ସେ ହଠାତ୍‌ ମଧ୍ୟରାତ୍ରିରେ ଶିବପୁର-ଫୁଲୱରିଆ-ଲହରତାରା ରାସ୍ତା ଯାଞ୍ଚ କରିଥିଲେ। ଏହି ସମୟ ମଧ୍ୟରେ...

ଆଜି ଦେଶବ୍ୟାପୀ କଳାଦିବସ କୃଷକଙ୍କ ଉପରକୁ ଗୁଳିମାଡ଼ର ପ୍ରତିବାଦ

ଭୁବନେଶ୍ୱର,୨୩।୨(ବନ୍ଦନା ସେଠୀ): ପଞ୍ଜାବ-ହରିୟାଣା ସୀମା ଖାନାଉରିଠାରେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରୁଥିବା କୃଷକଙ୍କ ଉପରକୁ ରବର ଗୁଳିମାଡ଼ ଭଳି ବର୍ବର ଆକ୍ରମଣକୁ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ୍‌ୟୁନିୟନଗୁଡିକର ମିଳିତ ମଞ୍ଚ ଏବଂ ସ୍ବାଧୀନ ଫେଡେରେଶନ ସମୂହ ଓଡିଶା ପକ୍ଷରୁ...

ଫେବୃୟାରୀ ୨୩ରେ କଳା ଦିବସ, ମାର୍ଚ୍ଚ ୧୪ରେ ମହାପଞ୍ଚାୟତ: ବଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଚାଷୀ

ନୂଆଦିଲ୍ଲୀ,୨୨।୨: ସଂଯୁକ୍ତ କିଶାନ ମୋର୍ଚ୍ଚା(ଏସକେଏମ) ଚାଷୀଙ୍କ ପ୍ରଦର୍ଶନରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏମଏସପି ଉପରେ ଗ୍ୟାରେଣ୍ଟି ଆଇନ ଦାବି କରୁଥିବା ଚାଷୀଙ୍କ ଦ୍ୱାରା ଚାଲିଥିବା ବିରୋଧ ମଧ୍ୟରେ କୃଷକ ନେତା ରାକେଶ ଟିକାୟତ ଗୁରୁବାର ଘୋଷଣା କରିଛନ୍ତି ଯେ...

ଲୋକଙ୍କ ପାଖକୁ ଯିବାକୁ କେହି ରୋକିପାରିବେନି, ଗୁଳିମାରିଲେ ବି ଯିବି: ପାଣ୍ଡିଆନ

ଭୁବନେଶ୍ୱର,୨୨ା୨(ଅନିଲ ଦାସ)-ମତେ ଅଣ୍ଡା, ଚପଲ, କାଳି, ଟମାଟୋମାଡ଼ କର କି ଗୁଳିମାଡ଼ କର, କିଛି ଫରକ ପଡ଼ିବନି। ମୁଁ ଲୋକଙ୍କ ପାଖକୁ ଆସିବି ଓ ଲୋକଙ୍କ କାମ କରିବି । ଖରାରେ ୧୦ ହଜାର ଲୋକ ଅପେକ୍ଷା କରିଛନ୍ତି ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri