Tag Archives: Home Middle

୩୬୮ ହିନ୍ଦୀ, ୨୦୮ ସଂସ୍କୃତ ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୨(ଅସମାପିକା ସାହୁ): ଗୁରୁବାର ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ମୋଟ୍‌ ୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷୟିତ୍ରୀ/ଶିକ୍ଷକ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬୮ ଜଣ ହିନ୍ଦୀ ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ। ଏହି ଅବସରରେ...

ପ୍ରଧାନମନ୍ତ୍ରୀ ମୋତେ ଫୋନ୍‌ କରିଥିଲେ, କାହିଁକି ଏପରି କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୨ା୨: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟ ପରିସରରେ ଗୁରୁବାର ଆୟୁଷ ସମଗ୍ର କଲ୍ୟାଣ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ସେ କରୋନା ମହାମାରୀ ସମୟରେ ନିଜର ଅଭିଜ୍ଞତା ଶେୟାର କରିଛନ୍ତି। ସେ କହିଛନ୍ତି, କରୋନା...

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦିଲ୍ଲୀରେ କଂଗ୍ରେସ-ଏଏପି ମଧ୍ୟର ହେଲା ସହମତି: ରିପୋର୍ଟ

ନୂଆଦିଲ୍ଲୀ,୨୧।୨: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ-ଏଏପି ମିଳିତ ମଞ୍ଚକୁ ନେଇ ଏକ ସହମତି ପ୍ରକାଶ ପାଇଥିବା ଜଣାପଡିଛି। ସୂଚନାନୁସାରେ, ଏଏପି ଦିଲ୍ଲୀର ୪ ଟି ଆସନରେ ଏବଂ କଂଗ୍ରେସ ୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। କଂଗ୍ରେସ ଏବଂ ଏଏପି...

‘ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର’

ନବରଙ୍ଗପୁର,୨୨ା୨: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ନବରଙ୍ଗପୁରରେ ପହଞ୍ଚିଛନ୍ତି। ଏଠାରେ ଆୟୋଜିତ ଏକ ସଭାରେ ସମ୍ବୋଧିତ କରି ସେ କହିଛନ୍ତି, ‘ଓଡ଼ିଶାକୁ ବି ଡବଲ ଇଞ୍ଜିନ ସରକାର ଦରକାର’। ସେ ଆହୁରି ମଧ୍ୟ କହିଛନ୍ତି, ଭାଜପା ଏମିତି...

ମନ୍ଦିରରୁ ଟ୍ୟାକ୍ସ ଆଦାୟ କରିବ କଂଗ୍ରେସ ସରକାର, ବର୍ଷିଲା ଭାଜପା

ବେଙ୍ଗାଲୁରୁ,୨୨।୨: ମନ୍ଦିରମାନଙ୍କ ଉପରେ ଟ୍ୟାକ୍ସ ଲଗାଇବେ କଂଗ୍ରେସ ସରକାର। ଏଣିକି ରାଜ୍ୟରେ ଥିବା ସମସ୍ତ ହିନ୍ଦୁ ମନ୍ଦିର ଟିକସ ଦେବେ । ମନ୍ଦିର ଠାରୁ ୧୦ ପ୍ରତିଶତ ଟିକସ ଆଦାୟ କରିବାକୁ ଯାଉଛନ୍ତି ସିଦ୍ଧରମୈୟା ସରକାର । ଏନେଇ ବୁଧବାର...

ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ଇଡି ଚଢାଉ

ନୂଆଦିଲ୍ଲୀ,୨୨।୨: ଦେଶର ବୃହତ୍ତମ ଅନୁସନ୍ଧାନକାରୀ ସଂସ୍ଥା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗୁରୁବାର ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘର ସମେତ ୩୦ରୁ ଅଧିକ ସ୍ଥାନରେ ଚଢାଉ କରିଛି। ଜମ୍ମୁ କଶ୍ମୀରର ୟୁନିଅନ ଟେରିଟୋରୀରେ କିରୁ ଜଳ...

ନବରଙ୍ଗପୁରରେ ପହଞ୍ଚିଲେ ରାଜନାଥ ସିଂ

ନବରଙ୍ଗପୁର,୨୨।୨: ଓଡିଶାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ନବରଙ୍ଗପୁରରେ ପହଞ୍ଚିଲେ ରାଜନାଥ। ଭାଜପାର କୋର୍‌ କମିଟି ବୈଠକରେ ସେ ଯୋଗ ଦେବାର ସୂଚନା ରହିଛି। ସୂଚନାଥାଉ କି, ନବରଙ୍ଗପୁରର କାର୍ଯ୍ୟକ୍ରମ ପରେ ବ୍ରହ୍ମପୁର...

ଆଜିଠୁ ଯୋରନ୍ଦା ମେଳା, ୨୦ହଜାର ସାଧୁସନ୍ଥ-ଶ୍ରଦ୍ଧାଳୁଙ୍କ ସମାଗମ

ଢେଙ୍କାନାଳ,୨୨ା୨(ରତନ ନାୟାର) ବିଶ୍ୱ ପ୍ରସିଦ୍ଧ ମହିମାଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ମାଘମେଳା ୨୨ ତାରିଖ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ୨୪ ତାରିଖ ଯାଏ ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ମହିମା ସାଧୁ ସନ୍ନ୍ୟାସୀ ଓ...

ଆଜି ଓଡିଶା ଆସୁଛନ୍ତି ରାଜନାଥ ସିଂ

ଭୁବନେଶ୍ୱର,୨୨।୨: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦିନିକିଆ ଗସ୍ତରେ ଆସି ରାଜନାଥ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ମଙ୍ଗଳବାର ରାଜନାଥଙ୍କର ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧ଟାରେ...

ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ଏହି ମହିଳା, ଟିକେଟ୍‌ ପାଇଁ ଦିଗ୍‌ବିଜୟ ସିଂଙ୍କ ଶରଣରେ ପଶିଲେ: ଆଉ ତା’ପରେ…

ଭୋପାଳ,୨୨।୧: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଏମ୍‌ପି (ରାଜ୍ୟସଭାରୁ) ଦିଗ୍‌ବିଜୟ ସିଂ ବର୍ତ୍ତମାନ ଏହି ଚର୍ଚ୍ଚାରେ ଅଛନ୍ତି। କାରଣ- ରାଜନୀତି ନୁହେଁ ବରଂ ତାଙ୍କ ସହ ଜଡିତ ଏକ ଭିଡିଓ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ...

ଆଜି କ୍ୟାବିନେଟ: ଏସବୁ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,୨୨ା୨(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଗୁରୁବାର ସନ୍ଧ୍ୟା ୬ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଉଚ୍ଚଶିକ୍ଷା, ନଗର ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି...

ଭାଜପାରେ ଯୋଗଦେବେ ଯୁବରାଜ! ଏହି ଆସନରୁ ଲଢିପାରନ୍ତି

ନୂଆଦିଲ୍ଲୀ,୨୨।୨:ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ରାଜନୀତିରେ ଗତ କିଛି ଦିନ ହେବ ଚର୍ଚ୍ଚାର ବଜାର ଗରମ ହୋଇଛି। ଅନେକ ନେତାଙ୍କ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ଯୋଗଦେବାର ଖବର ମଧ୍ୟ ରହିଛି। ଏହା ପୂର୍ବରୁ ପଞ୍ଜାବ କଂଗ୍ରେସର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri