Tag Archives: Home Middle

ପିଓକେ-ଏଲଓସିରେ ଚାଇନା-ପାକିସ୍ତାନର ଷଡ଼ଯନ୍ତ୍ର ! ଗୁପ୍ତଚରୀ ପାଇଁ କରୁଛନ୍ତି ଏଭଳି କାର୍ଯ୍ୟ…

ଶ୍ରୀନଗର,୧୯।୨ : ପାକିସ୍ତାନ ଏହାର କାର୍ଯ୍ୟରୁ ନିବୃତ୍ତ ହେଉ ନାହିଁ। ଏହାର ଏକ ଉଦାହରଣ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ରେ ଦେଖାଯାଉଛି। ଯେଉଁଠାରେ ପାକିସ୍ତାନ ଟେକ୍ନୋଲୋଜିକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି। ବାସ୍ତବରେ ଭାରତ ପାକିସ୍ତାନରୁ ଆତଙ୍କବାଦୀ କାର୍ଯ୍ୟକଳାପକୁ...

ଭାରତୀୟଙ୍କ ଫୁସଫୁସକୁ ଅଧିକ ଦୁର୍ବଳ କରିଛି କରୋନା ମହାମାରୀ: ପ୍ରକାଶ ପାଇଲା ରିପୋର୍ଟ…

ନୂଆଦିଲ୍ଲୀ,୧୯।୨ : କରୋନା ମହାମାରୀ ଭାରତୀୟଙ୍କ ଫୁସଫୁସକୁ ବହୁତ ଦୁର୍ବଳ କରିଦେଇଛି। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଏହା ଜଣାପଡିଛି। ୟୁରୋପୀୟ ଏବଂ ଚାଇନା ଲୋକଙ୍କ ଅପେକ୍ଷା ଭାରତୀୟ ଲୋକଙ୍କ ଫୁସଫୁସ ଅଧିକ...

ଓଡ଼ିଶା ବିଧାନସଭା ନିର୍ବାଚନ: ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୧୯।୨: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ୍ ଘୋଷଣା କରାଯିବ। ଆଗୁଆ ଟିକେଟ୍ ପ୍ରଦାନ ପାଇଁ କଂଗ୍ରେସ ପିଇସି କମିଟି ବୈଠକ ବସିଛି...

ବଳାତ୍କାରୀଙ୍କୁ ମିଳିବ କଠୋର ଦଣ୍ଡ: ୧୫୦ ଜଣିଆ ମହିଳା ପୋଲିସ ଟିମ ଗଠନ…

ରାଞ୍ଚି,୧୯।୨ : ବଳାତ୍କାର ଏବଂ ଯୌନ ଅପରାଧ ମାମଲାରେ, ପ୍ରମାଣ ଅଭାବରୁ ଅପରାଧୀମାନେ କୋର୍ଟ ରେ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ବୈଜ୍ଞାନିକ ପ୍ରମାଣର ଅଭାବ, ଯେଉଁଥିପାଇଁ ବର୍ତ୍ତମାନ ଝାଡ଼ଖଣ୍ଡ ପୋଲିସର ସ୍ବତନ୍ତ୍ର ମହିଳା...

ସନ୍ଦେଶଖାଲି ମାମଲା: ମମତାଙ୍କୁ ଆଶ୍ୱସ୍ତି, ଲୋକସଭା ସଚିବାଳୟକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୯।୨ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ସନ୍ଦେଶଖାଲ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ସଂସଦର ବିଶେଷ ଅଧିକାର କମିଟିର ନୋଟିସକୁ କୋର୍ଟ ସ୍ଥଗିତ ରଖିଛନ୍ତି। ପ୍ରକୃତରେ, ଭାଜପା ଏମପିଙ୍କ ସହ ହୋଇଥିବା ଅସଦାଚରଣ ପ୍ରସଙ୍ଗରେ...

ଅମ୍ପାୟାର କରିଛନ୍ତି ଚିଟିଂ: ମ୍ୟାଚ ହାରିବା ପରେ ଇଂଲଣ୍ଡ ଟିମ୍‌ର ଅଭିଯୋଗ…

ରାଜକୋଟ,୧୯।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ରାଜକୋଟ ଟେଷ୍ଟ ମ୍ୟାଚରେ ଭାରତ ଏକ ଐତିହାସିକ ବିଜୟ ପଞ୍ଜିକରଣ କରିଛି। ଇଂଲଣ୍ଡ ବିପକ୍ଷରେ ଇତିହାସରେ ସବୁଠାରୁ ବଡ ବିଜୟ ପଞ୍ଜିକରଣ କରିଛି ଭାରତ। ଭାରତ ବିପକ୍ଷ ଦଳକୁ ୪୩୪...

ବାପା ସାଜିଲା ସଇତାନ, ବାରମ୍ବାର ବଳାତ୍କାର ପରେ ଅତିଷ୍ଠ ହୋଇ ଜୀବନ ହାରିଲା ଝିଅ

କୋଣାର୍କ,୧୯।୨:(ଜ୍ୟୋତିରାଜ ମହାନ୍ତି): ବାପା ନିଜ ଝିଅକୁ ବଳାତ୍କାର କରିବା ପରେ ଝିଅ ଲଜ୍ଜା ସହି ନ ପାରି ଆତ୍ମହତ୍ୟା କରିଥିବା ନେଇ ମା’ ସଙ୍ଗିନ ଅଭିଯୋଗ ଆଣିଛନ୍ତି। କୋଣାର୍କ ଥାନା ଅଞ୍ଚଳରେ ଏପରି ଅମାନବୀୟ ଘଟଣା ଘଟିଛି। ଏନେଇ ପୋଲିସ...

ପୋଲିସ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ: ୨୪୪ ଗିରଫ, ୩ ଲକ୍ଷରୁ ଅଧିକ ଆଶାୟୀ ପରୀକ୍ଷା ଦେବାକୁ ଆସିଲେନି…

ଲକ୍ଷ୍ନୌ,୧୯।୨ : ଉତ୍ତରପ୍ରଦେଶ ପୋଲିସ କନଷ୍ଟେବଳ ନିଯୁକ୍ତି ପାଇଁ ଦୁଇ ଦିନିଆ ଲିଖିତ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ୨୪୪ ଜଣଙ୍କୁ ଗିରଫ କରାଯାଇଛି। ପେପର ଲିକ, କପି ଏବଂ ଠକେଇ ମାମଲାରେ ଏହି ଗିରଫଦାରୀ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ...

ଟଏଲେଟ ଭାଙ୍ଗି ଆଟେଣ୍ଡାଣ୍ଟଙ୍କୁ ପିଟିଲେ ବିମାନ ଯାତ୍ରୀ, ଭିଡ଼ିଓ ଭାଇରାଲ…

ଲଣ୍ଡନ,୧୯।୨ : ବ୍ୟାଙ୍କକରୁ ହିଥ୍ରୋ ଅଭିମୁଖେ ଯାଉଥିବା ଏକ ଥାଇ ଏୟାରୱେଜ ବିମାନରେ ଟଏଲେଟ ଭାଙ୍ଗିବା ପରେ ଜଣେ ଯାତ୍ରୀ ଏୟାର ଷ୍ଟିୱାର୍ଡ (ବିମାନ କର୍ମଚାରୀ)ଙ୍କୁ ପିଟିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା...

ପୁଣି ରାଜଧାନୀରେ ଆପାର୍ଟମେଣ୍ଟରୁ ଲୁଟ୍, ୬ଟି ଫ୍ଲାଟରୁ ତାଲା କାଟି କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର,୧୯।୨: (ମନୋଜ ମଣ୍ଡଳ): ବାଲିଅନ୍ତା ଥାନା ଅନ୍ତର୍ଗତ ଗଡ଼ଶ୍ରୀରାମପୁରସ୍ଥିତ ‘ବର୍ଷା ରିଭେରା’ ଆପାର୍ଟମେଣ୍ଟର ପାଞ୍ଚଟି ଫ୍ଲାଟରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଶନିବାର ରାତିରେ ଫ୍ଲାଟ୍‌ଗୁଡିକର ତାଲା ଭାଙ୍ଗି ପ୍ରାୟ ୬୦ ହଜାର ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା...

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ

ବଲାଙ୍ଗୀର,୧୯।୨: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ମିଳିଛି। ସାଲୁଜାଙ୍କୁ ହତ୍ୟା ଧମକ ନେଇ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ପୋଷ୍ଟରରେ ଲେଖାଯାଇଛି। ତେବେ କିଏ ଏବଂ...

ମହିଳା ପୋଲିସ ଅଧିକାରୀଙ୍କୁ ନିର୍ଧୁମ ଛେଚିଲେ ଲୋକେ

ଜଳେଶ୍ୱର,୧୯।୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ନାଇଟ ପେଟ୍ରୋଲିଂ ସମୟରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଦୋକାନ ଘରେ ପୂରାଇ ଲୋକେ ନିର୍ଧୁମ ପିଟିଛନ୍ତି। ଉଦୟପୁର ଗ୍ରାମରେ ଜୂଆ ଖେଳ ଚାଲୁଥିବା ବେଳେ ବିରୋଧ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri