Tag Archives: Home Middle

ମହିଳା ପୋଲିସ ଅଧିକାରୀଙ୍କୁ ନିର୍ଧୁମ ଛେଚିଲେ ଲୋକେ

ଜଳେଶ୍ୱର,୧୯।୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ନାଇଟ ପେଟ୍ରୋଲିଂ ସମୟରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଦୋକାନ ଘରେ ପୂରାଇ ଲୋକେ ନିର୍ଧୁମ ପିଟିଛନ୍ତି। ଉଦୟପୁର ଗ୍ରାମରେ ଜୂଆ ଖେଳ ଚାଲୁଥିବା ବେଳେ ବିରୋଧ...

ଯୋଗୀଙ୍କ ରାଜ୍ୟରେ ଭାଜପାର ମାଷ୍ଟର ପ୍ଲାନ: ବିରୋଧୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ନିର୍ବାଚନ ବିଜୟ…

ଲକ୍ଷ୍ନୌ,୧୯।୨ : ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଜ୍ୟରେ ଭାଜପା ପକ୍ଷରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ବିରୋଧୀ ଦଳ ମଧ୍ୟରେ ଭାଜପା ଫାଟ ସୃଷ୍ଟି କରିବା ଅଭିଯାନ ଜାରି ରହିଥିବା ରାଜନୈତିକ ମହଲରେ...

କଂଗ୍ରେସର ଚିନ୍ତା ବଢ଼ିଲା: ଇଣ୍ଡିଆରୁ ଦୂରେଇଲେ ମେହବୁବା…

ଶ୍ରୀନଗର,୧୯।୨ : ଜମ୍ମୁ-କଶ୍ମୀରରେ ଇଣ୍ଡିଆ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ନ୍ୟାଶନାଲ କନଫରେନ୍ସ (ଏନସି) ପରେ ବର୍ତ୍ତମାନ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମଧ୍ୟ ଲୋକସଭା ନିର୍ବାଚନରେ ପୃଥକ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଦଳର ସଂସଦୀୟ କମିଟି...

ଦୁଇ ଜନଜାତି ମଧ୍ୟରେ ସଂଘର୍ଷ: ୬୪ ଜଣଙ୍କ ନରସଂହାର…

ପୋର୍ଟ ମୋର୍ସବେ,୧୯।୨ : ପାପୁଆ ନ୍ୟୁ ଗିନିରେ ଦୁଇ ଜନଜାତି ହିଂସାରେ ନରସଂହାରର ରୂପ ନେଇଛି। ଏଥିରେ ୬୪ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିସହ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ପ୍ରକାରର ବିବୃତ୍ତି...

ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁଇପର କଲେ ଚିକିତ୍ସା

ସମ୍ବଲପୁର,୧୯ା୨(ଭବାନୀ ଶଙ୍କର ଭୋଇ):ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ସୁଇପର ରୋଗୀଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗକ୍ରମେ ଶନିବାର ଯୁଯୁମୁରା ହାତୀବାରିରେ ସଡ଼କ ଦୁର୍ଘଟଣାରେ ପ୍ରାୟ ୭ଜଣ ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏମାନଙ୍କ ମଧ୍ୟରୁ ୪ଜଣ ଗୁରୁତରଙ୍କୁ...

ୟୁକ୍ରେନର ଅବଦିଭକା ସହରକୁ ଦଖଲ କଲେ ରୁଷିଆ ସୈନ୍ୟ, ପୁଟିନ କଲେ ପ୍ରଶଂସା…

ମସ୍କୋ/କିଭ,୧୯।୨ : ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଏଗୁ କହିଛନ୍ତି ରୁଷିଆ ସୈନ୍ୟ ୟୁକ୍ରେନର ଅବଦିଭକା ସହରକୁ ସମ୍ପୂର୍ଣ୍ଣ ଭାବେ ନିଜ ଦଖଲକୁ ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଲେଫ୍ଟନାଣ୍ଟ ଜେନେରାଲ ଆଣ୍ଡ୍ରେ ମର୍ଡଭିଚେଭଙ୍କ ନେତୃତ୍ୱରେ ସୈନ୍ୟମାନେ ଏହି ସଫଳତା...

ଯାଜପୁରରେ ପୋଲିସକୁ ଧକ୍କା ଦେଇ କଏଦୀଙ୍କୁ ଛଡ଼ାଇନେଲେ ସହଯୋଗୀ

ଯାଜପୁର/କୋରେଇ (ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୧୯ା୨: ପୋଲିସକୁ ଧକ୍କା ଦେଇ ଜଣେ ବିଚାରାଧୀନ କଏଦୀଙ୍କୁ ଛଡ଼ାଇ ନେଇଛନ୍ତି ତାଙ୍କର ୨ଜଣ ସହଯୋଗୀ। ଉକ୍ତ କଏଦୀ ଜଣକ ହେଲେ ଯାଜପୁର ରୋଡ୍‌ ଉପ କାରାଗାରର ରାଣାପ୍ରତାପ ସିଂ(୫୫)। ତାଙ୍କ ଘର ଜହ୍ନା ଗ୍ରାମରେ।...

ପିଓକେରେ ଚାଇନା ପ୍ରଯୁକ୍ତି, ପାକିସ୍ତାନୀ ଟାଓ୍ବାର

ନୂଆଦିଲ୍ଲୀ,୧୯ା୨(ପି.ଟି.):ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କୁ କଶ୍ମୀର ଭିତରକୁ ଅନୁପ୍ରବେଶ କରାଇବା ଉଦ୍ଦେଶ୍ୟରେ ପାକ୍‌-ଅଧିକୃତ କଶ୍ମୀର (ପିଓକେ) ସଂଲଗ୍ନ ନିୟନ୍ତ୍ରଣରେଖାରେ ପାକିସ୍ତାନ ଲଗାତର ଭାବେ ଟେଲିକମ୍‌ ଟାଓ୍ବାର ବଢ଼ାଇଚାଲିଛି। ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଚାଇନା ଦ୍ୱାରା ବିକଶିତ ଓ୍ବାଇଏସ୍‌ଏମ୍‌ଏସ୍‌ ସେବା ବ୍ୟବହାର କରିଆସୁଛନ୍ତି।...

ମହିଳା ମାଟ୍ରନମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୮।୨(ଅସମାପିକା ସାହୁ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଛାତ୍ରୀ ନିବାସଗୁଡ଼ିକରେ କର୍ଯ୍ୟରତ ମହିଳା ମାଟ୍ରନମାନଙ୍କର ମାସିକ ପାରିଶ୍ରମିକ ୧୦୦୦୦ ଟଙ୍କାରୁ ୧୫୦୦୦ ଟଙ୍କାକୁ ବୃଦ୍ଧି କରିବାକୁ...

CBSE Board Exam: ସୋମବାରଠାରୁ ଦଶମ-ଦ୍ୱାଦଶ ମୁଖ୍ୟ ପରୀକ୍ଷା, ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି

ନୂଆଦିଲ୍ଲୀ,୧୮।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଚାଲିଛି। ସୋମବାର ଠାରୁ ମୁଖ୍ୟ ପରୀକ୍ଷା ଆରମ୍ଭ ହେବ। ଏଭଳି ପରିସ୍ଥିତିରେ ଛାତ୍ରମାନେ ସେମାନଙ୍କର ସମସ୍ତ ପ୍ରସ୍ତୁତି କରିଛନ୍ତି। ଏହି ପରୀକ୍ଷା ସକାଳ ୧୦.୩୦ରେ...

ରାଜନୀତିରୁ ଅବସର ନେବେ କମଲ ନାଥ! ଭାଜପାରେ ଯୋଗଦେଇପାରନ୍ତି ପୂଅ-ବୋହୂ

ନୂଆଦିଲ୍ଲୀ,୧୮।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି। ଏସବୁ ଭିତରେ ଆଉ ଏକ ଚର୍ଚ୍ଚା ହେଉଛି କମଲ ନାଥ ଭାଜପାରେ ରାଜନୀତିରୁ ଅବସର ଘୋଷଣା କରିବେ। ତାଙ୍କ ପୁଅ ତଥା ଏମ୍‌ପି ନକୁଲ...

ଟେଷ୍ଟ କ୍ରିକେଟ୍‌ ଇତିହାସରେ ସବୁଠୁ ବଡ଼ ବିଜୟ ହାସଲ କଲା ଭାରତ

ରାଜକୋଟ,୧୮।୨: ଟିମ ଇଣ୍ଡିଆ ତୃତୀୟ ଟେଷ୍ଟରେ ୪୩୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ରାଜକୋଟରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୪୪୫ ରନ ସଂଗ୍ରହ କରିଥିଲା। ଏହା ପରେ ୪୩୦ ରନ ସ୍କୋର କରିବା ପରେ ଦ୍ୱିତୀୟ ଇନିଂସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri