Tag Archives: Home Middle

ବଦଳିଲା ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଠିକଣା, ଜାଣନ୍ତୁ କେଉଁଠି ଖୋଲିଲା ନୂଆ କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୨: ୟୁନିଟ୍-୮ ନୟାପଲ୍ଲୀରେ ଥିବା ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ର ୧୯ ଫେବୃଆରୀ ୨୦୨୪ ଠାରୁ ଏକ ନୂତନ ଠିକଣାକୁ ସ୍ଥାନାନ୍ତରିତ କରା ଯାଉଛି। ରସୁଲଗଡ଼ରେ ଥିବା ଓଡ଼ିଶା ବିଜନେସ ସେଣ୍ଟରରେ ନୂତନ ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ର କାର୍ଯ୍ୟ...

ପୁଣି ବଢିଲା ଜେପି ନଡାଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୧୮।୨: ଭାଜପା ସଭାପତି ଭାବେ ଜେପି ନଡା କାର୍ଯ୍ୟକାଳ ପୁଣି ବୃଦ୍ଧି କରାଯାଇଛି। ସେ ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ଦଳର ସଭାପତି ରହିବେ ବୋଲି ଜଣାପଡିଛି। ଜାନୁଆରୀରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବା ଏହି ନିଷ୍ପତ୍ତି ରବିବାର...

ସିଏଏଫ ଯବାନଙ୍କୁ ସର୍ବସମ୍ମୁଖରେ କୁରାଢ଼ିରେ ହାଣିଲେ ମାଓବାଦୀ…

ରାୟପୁର,୧୮।୨ : ଛତିଶଗଡର ବିଜାପୁର ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ଛତିଶଗଡ ସଶସ୍ତ୍ର ବାହିନୀ (ସିଏଏଫ) ର ଜଣେ ସଦସ୍ୟ ଗ୍ରାମ ବଜାରରେ ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି। କୁଟ୍ରୁ ପୋଲିସ ଷ୍ଟେଶନ ଅନ୍ତର୍ଗତ ଏକ ଗ୍ରାମରେ ପୂର୍ବାହ୍ନ...

ମହାକାଶକୁ ଯିବ କାଠ ତିଆରି ଉପଗ୍ରହ…

ଟୋକିଓ,୧୮।୨ : ଜାପାନର ବୈଜ୍ଞାନିକମାନେ ପୃଥିବୀର ଅନ୍ୟତମ ଅନନ୍ୟ ମହାକାଶଯାନ ସୃଷ୍ଟି କରିଛନ୍ତି। ଏହି ଛୋଟ ଉପଗ୍ରହ କାଠରେ ନିର୍ମିତ ହୋଇଛି। ଏହାର ନାମ ଲିଗ୍ନୋସାଟ ରଖାଯାଇଛି। ମାଗ୍ନୋଲିଆ କାଠରୁ ଲିଗ୍ନୋସେଟ ନିର୍ମିତ, ଯାହା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ (ଆଇଏସଏସ)...

ଏଥର ଭାଜପା ୩୭୦ ପାର…, ରାଷ୍ଟ୍ରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୧୮।୨: ଭାରତୀୟ ଜନତା ପାର୍ଟି (ଭାଜପା) ର ରବିବାର ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଉପସ୍ଥିତ ନେତାମାନଙ୍କୁ ସମ୍ବୋଧିତ କରିବାବେଳେ କଂଗ୍ରେସ ଏବଂ ବିରୋଧୀ ଦଳ ଉପରେ କଡ଼ା ଆକ୍ରମଣ କରିଥିଲେ। ଏହି...

ଆମେରିକାର ଚିନ୍ତା ବଢ଼ିଲା: ରୁଷିଆ ବିକଶିତ କରୁଛି ଆଣବିକ କ୍ଷେପଣାସ୍ତ୍ର, ସାଟେଲାଇଟକୁ ନିମିଷକେ କରିବ ଧ୍ୱଂସ…

ମସ୍କୋ/ଓ୍ବାଶିଂଟନ,୧୮।୨ : ମହାକାଶରେ କୌଣସି ଉପଗ୍ରହକୁ ନଷ୍ଟ କରିବା ଏବେ ଦମ୍ଭବ ହେବ। ପୃଥିବୀରୁ ଏକ କ୍ଷେପଣାସ୍ତ୍ର ମହାକାଶକୁ ଯାଇ ନିର୍ଦ୍ଦିଷ୍ଟ ଉପଗ୍ରହକୁ ନଷ୍ଟ କରିପାରିବ। ରୁଷିଆ ଏଭଳି ଶକ୍ତିଶାଳୀ ଆଣବିକ ମହାକାଶ କ୍ଷେପଣାସ୍ତ୍ର ବିକଶିତ କରୁଛି। ଏହାର ବିସ୍ଫୋରଣ...

ପୁଣି ଇତିହାସ ରଚିଲେ ଜୟସ୍ବାଲ: ରାଜକୋଟ ଟେଷ୍ଟରେ ଧୂଆଁଧାର ଦ୍ୱିଶତକ,ଭାଙ୍ଗିଲେ ସିଦ୍ଧୁ-ମୟଙ୍କଙ୍କ ରେକର୍ଡ…

ରାଜକୋଟ,୧୮।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରାଜକୋଟରେ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତର ଓପନର୍‌ ବ୍ୟାଟ୍ସମ୍ୟାନ ଯଶସୱୀ ଜୟସ୍ବାଲ ପୁଣି ଥରେ ଚମତ୍କାର କରିଛନ୍ତି। ଇତିହାସ ରଛିବା ସହିତ ସେ ପୁଣି ଥରେ ଦ୍ୱିଶତକ ହାସଲ...

ଆଣ୍ଟାର୍କଟିକା ମୋର !: କାହିଁକି ଦାବି କରୁଛି ଇରାନ…

ତେହେରାନ,୧୮।୨ : ଇରାନ ଦାବି କରିଛି ଆଣ୍ଟାର୍କଟିକା ମୋର। ନୌସେନାର ମୁଖ୍ୟ କମାଣ୍ଡର ରିୟର ଆଡମିରାଲ ଶାହରାମ ଇରାନୀ ସେପ୍ଟେମ୍ବରରେ କହିଥିଲେ ଦକ୍ଷିଣ ଗୋଲାର୍ଦ୍ଧରେ ତେହେରାନର ସମ୍ପତ୍ତି ଅଧିକାର ରହିଛି। ଇରାନୀଙ୍କ କହିବାନୁସାରେ, ତାଙ୍କର ଯୋଜନା ହେଉଛି ତାଙ୍କ ଦେଶର...

ଓ୍ବାର୍କ ଫ୍ରମ ହୋମ୍‌ ନୁହେଁ, ଏବେ ଓ୍ବାର୍କ ଫ୍ରମ୍‌ ଅଫିସ: ଗୁଗଲ ସମେତ ୭ ବଡ଼ କମ୍ପାନୀ ଜାରି କଲେ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୮।୨ : କରୋନା ମହାମାରୀ ସଙ୍କଟ ପରେ, ଅନେକ ବଡ କମ୍ପାନୀ କିଛି କଠୋର ପଦକ୍ଷେପ ନେଇଥିଲେ ଯେଉଁଥିରେ କର୍ମଚାରୀମାନଙ୍କୁ ଘରୁ କାମ(ଓ୍ବାର୍କ ଫ୍ରମ ହୋମ୍‌) କରିବାକୁ କୁହାଯାଇଥିଲା, କିନ୍ତୁ ବର୍ତ୍ତମାନ ମହାମାରୀର ଆଶଙ୍କା କମିଥିବାରୁ ଅନେକ ବୈଷୟିକ ପ୍ରତିଷ୍ଠାନ...

ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଦେହାନ୍ତ, ମୋଦି ଛୁଇଁଥିଲେ ତାଙ୍କ ପାଦ…

ଚନ୍ଦ୍ରଗିରି,୧୮।୨ : ପ୍ରଖ୍ୟାତ ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ରବିବାର ସକାଳେ ଛତିଶଗଡର ଚନ୍ଦ୍ରଗିରି ତୀର୍ଥରେ ଦେହାନ୍ତ ହୋଇଛି। ସେ ୭୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ...

ଭାରତରେ ବୃଦ୍ଧି ପାଉଛି ଗଣତନ୍ତ୍ର, ଚାଇନା-ପାକିସ୍ତାନରେ ଏକଛତ୍ରବାଦ…

ଜେନେଭା,୧୮।୨ : ଗଣତନ୍ତ୍ର ସୂଚକାଙ୍କରେ ବ୍ୟାପକ ହ୍ରାସ ଘଟି ପାକିସ୍ତାନ ଏକଛତ୍ରବାଦୀ ଶାସନ ଦେଶ ବର୍ଗରେ ପହଞ୍ଚିଥିବାବେଳେ ଚାଇନା ଆହୁରି ପଛରେ ରହିଛି। ୧୬୭ ଟି ଦେଶ ତାଲିକାରେ ୪୧ ତମ ମାନ୍ୟତା ପାଇ ତ୍ରୁଟିପୂର୍ଣ୍ଣ ଗଣତାନ୍ତ୍ରିକ ଦେଶ ବର୍ଗରେ...

ଦଳରୁ କିଏ ଚାଲିଗଲେ ପଡ଼ିବନି ଫରକ: ବିଶ୍ୱାସଘାତକ ଭୟଭୀତ ଦୁର୍ନୀତିଗ୍ରସ୍ତ ଲୋକେ ଦଳ ଗଠନ କରନ୍ତି ନାହିଁ, କମଲନାଥଙ୍କ ପ୍ରସଙ୍ଗରେ କହିଲେ ସଞ୍ଜୟ…

ମୁମ୍ବାଇ,୧୮।୨ : ବର୍ତ୍ତମାନ ମଧ୍ୟପ୍ରଦେଶ ରାଜନୀତିରେ କଳ୍ପନାଜଳ୍ପନା ସରଗରମ ହେବାରେ ଲାଗିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଚର୍ଚ୍ଚା ହେଉଛି ସେ ତାଙ୍କ ପୁଅ ନକୁଲ ନାଥଙ୍କ ସହ ଭାଜପା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri