Tag Archives: Home Middle

ମହିଳାଙ୍କର ଘର ସମ୍ଭାଳିବା ମୂଲ୍ୟ ଚାକିରିରୁ ମିଳୁଥିବା ଦରମାଠାରୁ କମ ନୁହେଁ : ସୁପ୍ରିମକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୮।୨ : ଘର ସମ୍ଭାଳିବାର ମୂଲ୍ୟ ଏକ କାର୍ଯ୍ୟାଳୟରେ କାମ କରି ମିଳୁଥିବା ଦରମା ମୂଲ୍ୟଠାରୁ କମ ନୁହେଁ। ଜଣେ ଗୃହିଣୀ ଥିବାରୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କୁ କମ କ୍ଷତିପୂରଣ ଦେବା ମାମଲାରେ ସୁପ୍ରିମକୋର୍ଟ ଏହା କହିଛନ୍ତି।...

ସାହସ ଅଛି ଯଦି ରାଷ୍ଟ୍ରପତି ଶାସନ ଲାଗୁ କରି ଦେଖ: ଭାଜପାକୁ ଟିଏମ୍‌ସିର ଚ୍ୟାଲେଞ୍ଜ…

କୋଲକାତା,୧୮।୨ : ସନ୍ଦେଶଖାଲି ପ୍ରସଙ୍ଗରେ ପଶ୍ଚିମବଙ୍ଗର ରାଜନୀତି ସରଗରମ ହେବାରେ ଲାଗିଛି। ନିକଟରେ ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡିବା ପ୍ରସଙ୍ଗରେ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଭାଜପା ନେତାମାନେ ଦାବି କରିଥିଲେ। ବର୍ତ୍ତମାନ ଟିଏମସି ଏହା ଉପରେ ଏକ...

ବିଏମ୍‌ସିର ୧୦୨୭ କୋଟି ଟଙ୍କାର ବଜେଟ

ଭୁବନେଶ୍ୱର, ୧୮।୨ (ବନ୍ଦନା ସେଠୀ)୨୦୨୪-୨୫ ଆର୍ଥତ୍କ ବର୍ଷ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଶନିବାର ପୂର୍ଣ୍ଣାଙ୍ଗ ବଜେଟ ପାରିତ ହୋଇଯାଇଛି। ୧ ହଜାର ୨୭କୋଟି ୫୫ଲକ୍ଷ ୨୬ହଜାର ୯୪୧ଟଙ୍କାର ବଜେଟ ରଖାଯାଇଛି, ଯାହା ବିଏମ୍‌ସି ବଜେଟ ଇତିହାସରେ...

ଓଡ଼ିଶାରେ ପ୍ରଥମ ଆର୍ଟିଫିସିଆଲ ରିଫ୍‌, ସାମୁଦ୍ରିକ ଜଙ୍ଗଲ

ଭୁବନେଶ୍ୱର, ୧୮ା୨(ଅସମାପିକା ସାହୁ)ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ସ୍ତର ବଢ଼ିବା ଦ୍ୱାରା ଜଳବାୟୁ ପରିବର୍ତ୍ତନ ଘଟୁଛି। ଏହାର ପରିଣାମ ସ୍ବରୂପ ତାପମାତ୍ରା ବୃଦ୍ଧି, ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ସାମୁଦ୍ରିକ ଝଡ଼, ସମୁଦ୍ରର ଅମ୍ଳୀକରଣ, ଜୈବ ବିବିଧତା ନଷ୍ଟ, ମତ୍ସ୍ୟ ଉତ୍ପାଦନ ହ୍ରାସ ଏବଂ...

କୋଟିନଡ଼ା କଲେଜ ଛକ ନିକଟରେ ଭୟଙ୍କର ଦୁର୍ଘଟଣା, ବସ୍‌ ଧକ୍କାରେ ଚାଲିଗଲା ୨ ସ୍କୁଟି ଆରୋହୀଙ୍କ ଜୀବନ

ଗଞ୍ଜାମ,୧୮।୨: ଗଞ୍ଜାମ ଜିଲା କୋଟିନଡ଼ା ଥାନା ଅଧୀନ କଲେଜ ଛକ ନିକଟରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେବାରୁ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ତେବେ ବସ୍‌ରେ ଥିବା ଯାତ୍ରୀମାନେ...

ଜେଲରୁ ନେଟୱାର୍କ ଅପରେଟ କରୁଥିଲେ ଅମୃତପାଲ, ପାଖରୁ ମିଳିଲା ସ୍ପାଏ କ୍ୟାମେରା…

ଦିବ୍ରୁଗଡ଼,୧୭।୨ : ଆସାମର ଦିବ୍ରୁଗଡ ଜେଲର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ଏଠାରେ ଥିବା ଏକ କୋଠରୀରୁ ମୋବାଇଲ ଫୋନ, ସ୍ପାଏ କ୍ୟାମେରା ଏବଂ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ବିଶେଷ କଥା...

ଔଷଧ-ପ୍ରସାଧାନ ସାମଗ୍ରୀର ଗୁଣବତ୍ତା ହେବ ସୁନିଶ୍ଚିତ: ସିଡିଏସସିଓ ଜାରି କଲେ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୭।୨ : ଔଷଧ ଏବଂ ପ୍ରସାଧନ ସାମଗ୍ରୀର ଗୁଣବତ୍ତା ଏବଂ କାର୍ଯ୍ୟକାରିତା ଉପରେ ନଜର ରଖିବା ପାଇଁ ୟୁନିଫର୍ମ ନମୁନା ପ୍ରଣାଳୀ ଗ୍ରହଣ କରିବାକୁ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସସିଓ) ଶନିବାର ନିର୍ଦ୍ଦେଶନାମା ଜାରି କରିଛି। ସ୍ବାସ୍ଥ୍ୟ...

କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳ ଯବାନଙ୍କୁ ଦସ୍ତା ବାକ୍ସ ବଦଳରେ ମିଳିବ ଟ୍ରଲି…

ନୂଆଦିଲ୍ଲୀ,୧୭।୨ : ଆସାମ ରାଇଫଲ୍ସ, ବିଏସଏଫ, ସୀଆଇଏସଏଫ, ସିଆରପିଏଫ, ଆଇଟିବିପି, ଏନଏସଜି ଏବଂ ଏସଏସବିର ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ ସିଏପିଏଫ ଅଧୀନରେ ଥିବା ଯବାନମାନେ ବର୍ତ୍ତମାନ ଦସ୍ତା ବାକ୍ସ ସମସ୍ୟାରୁ ଆରାମ ପାଇବେ। ଏହି ଯବାନମାନଙ୍କୁ ବର୍ତ୍ତମାନ ପାଞ୍ଚ ବର୍ଷର...

ରାଜ୍ୟ ସଭା ଯିବା ଆଶା ଅସନ୍ତୋଷର ମୁଖ୍ୟ କାରଣ, କଂଗ୍ରେସ କମଲନାଥଙ୍କୁ ରୋକିବାର ପ୍ରୟାସ ମଧ୍ୟ କରିବନି!…

ନୂଆଦିଲ୍ଲୀ,୧୭।୨ : ଗୋଟିଏ ପରେ ଗୋଟିଏ କଂଗ୍ରେସ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛି। ଗତ କିଛି ମାସ ମଧ୍ୟରେ ଅନେକ ନେତା ଦଳ ଛାଡି ଭାଜପାରେ ଯୋଗ ଦେଇଛନ୍ତି। ବର୍ତ୍ତମାନ କମଲନାଥ ଏବଂ ତାଙ୍କ ପୁଅ ନକୁଲନାଥଙ୍କ ସମେତ ଅନେକ...

ପାଚିକା-ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟକାଳ ମଧ୍ୟରେ ଦେହାନ୍ତ ହେଲେ ମିଳିବ ୧ ଲକ୍ଷ ଟଙ୍କା

ଭୁବନେଶ୍ୱର,୧୭ା୨(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି। ପାଚିକା ଓ ସହାୟିକାମାନଙ୍କ ପାରିଶ୍ରମିକ ରାଶି ୧,୪୦୦ ଟଙ୍କାରୁ...

କୃଷକସାଥୀଙ୍କ ଆବଶ୍ୟକୀୟ ଖର୍ଚ୍ଚ ୧୨ ହଜାରୁ ୧୮ ହଜାରକୁ ବଢାଇଲେ ସରକାର

ଭୁବନେଶ୍ବର,୧୭।୨(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାଜ୍ୟର କୃଷକସାଥୀ ମାନଙ୍କ ଆବଶ୍ୟକ ଖର୍ଚ୍ଚ (Contigent Exptenditure) ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ପରିମାଣ ବର୍ଷକୁ ୧୨...

କଂଗ୍ରେସକୁ ବଡ଼ ଝଟକା: କମଲନାଥ ଇସ୍ତଫା ଦେଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ! …

ନୂଆଦିଲ୍ଲୀ,୧୭।୨ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କଂଗ୍ରେସରୁ ଇସ୍ତଫା ଦେଇ ଥିବା କୁହାଯାଉଛି। କମଲ ନାଥ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri