Tag Archives: Home Middle

ମୋଦି ସରକାରଙ୍କ ବଡ଼ ପଦକ୍ଷେପ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’

ନୂଆଦିଲ୍ଲୀ,୧୫ା୯: ବର୍ତ୍ତମାନର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ କାର୍ଯ୍ୟକାଳରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କାର୍ଯ୍ୟକାରୀ ହେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହି ସଂସ୍କାରମୂଳକ ପଦକ୍ଷେପକୁ ଦଳ ନିର୍ବିଶେଷରେ ସମର୍ଥନ ମିଳିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପ୍ରବଳ ବର୍ଷା ସମ୍ଭାବନା: ଜିଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର,୧୫।୯: ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗକୁ ରାଜ୍ୟର କଛି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜିଲାପାଳମାନଙ୍କୁ ସତର୍କ କରାଇଛନ୍ତି ସ୍ପେସିଆଲ ରିଲିଫ କମିଶନ(ଏସଆରସି)। ବର୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ...

ଲାଲୁ-ରାବ୍ରିଙ୍କ ମଡେଲ ସାଜିଛନ୍ତି କେଜ୍‌ରିଓ୍ବାଲ, ସ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି କହିଲେ ଏହି ଭାଜପା ନେତା

ନୂଆଦିଲ୍ଲୀ,୧୫ା୯: ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଜେଲ୍‌ରୁ ବାହାରିବା ମାତ୍ରେ ଦେଶର ରାଜନୀତି ତୀବ୍ର ହୋଇଛି। ଦଳୀୟ ମୁଖ୍ୟାଳୟରେ କର୍ମୀମାନଙ୍କୁ ସମ୍ବୋଧିତ କରିବା ବେଳେ କେଜ୍‌ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ବିଷୟରେ କହିଥିଲେ। ଏ...

ଯେତେ ଶୀଘ୍ର ଇସ୍ତଫା ଦେବେ ସେତେ ଭଲ, କେଜରିଓ୍ବାଲଙ୍କୁ ନେଇ କାହିଁକି ଏମିତି କହିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। କେଜରିୱାଲଙ୍କ ଏହି ଘୋଷଣା ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଅରବିନ୍ଦ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି ଥରେ ଚାର୍ଜ ହେଲେ ୯୦ ଦିନ ପର୍ଯ୍ୟନ୍ତ ଉଡ଼ିପାରିବ ଏବଂ ପରୀକ୍ଷାମୂଳକ ଭାବେ...

ଜେଲରୁ ବାହାରିବା ପରେ ପରେ ହିଁ କାହିଁକି ଇସ୍ତଫା ଦେଲେ କେଜରିଓ୍ବାଲ? ଗୋଟିଏ ଗୁଳିରେ କେମିତି କଲେ ଦୁଇଟି ଶିକାର ଜାଣନ୍ତୁ

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଦୁଇ ଦିନ ପରେ ସେ ନିଜ ଆସନ ଛାଡିବେ ବୋଲି ଏଏପି ସଂଯୋଜକ କହିଛନ୍ତି। ଅରବିନ୍ଦ କେଜରିୱାଲ ପ୍ରାୟ ୬ମାସ ଜେଲରେ ରହିଥିଲେ। ସେତେବେଳେ ମଧ୍ୟ ତାଙ୍କ...

ଜଣେ ମହିଳା ହେବେ କି ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ…ଜାତୀୟ ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଦୁଇ ଦିନ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିସହ ଦିଲ୍ଲୀରେ ଶୀଘ୍ର ନିର୍ବାଚନ କରିବାକୁ ଦାବି କରିଛନ୍ତି। ତେବେ...

ପୂରଣ ହେବ କି କେଜ୍‌ରିଓ୍ବାଲଙ୍କ ଦାବି, ଦିଲ୍ଲୀ ନିର୍ବାଚନକୁ ନେଇ ECI ଦେଲେ ବଡ଼ ସୂଚନା, କହିଲେ…

ନୂଆଦିଲ୍ଲୀ,୧୫ା୯: ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଏକ ରାଜନୈତିକ କାର୍ଡ ଖେଳିଛନ୍ତି। ଯେଉଁଥିରେ ସେ କହିଛନ୍ତି, ସେ ଦୁଇ ଦିନ ମଧ୍ୟରେ...

କିଏ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, କେଜ୍‌ରିଓ୍ବାଲ ଦେଲେ ବଡ଼ ସୂଚନା, କହିଲେ…

ନୂଆଦିଲ୍ଲୀ,୧୫ା୯: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜାମିନରେ ଆସିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି। ସେ ଆପ୍‌ର କର୍ମୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ମୁଁ ଦୁଇ ଦିନ ମଧ୍ୟରେ ଇସ୍ତଫା ଦେବାକୁ ଯାଉଛି।...

‘ଇସ୍ତଫା ଦେଲେ ବି ମୁଁ ଦେଶ ପାଇଁ ସଂଗ୍ରାମ ଜାରି ରଖିବି’

ନୂଆଦିଲ୍ଲୀ,୧୫ା୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦୁଇ ଦିନ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ନଭେମ୍ବରରେ ଦିଲ୍ଲୀରେ ନିର୍ବାଚନ ହେବାକୁ କେଜ୍‌ରିଓ୍ବାଲ ମଧ୍ୟ ଦାବି କରିଛନ୍ତି। ଦଳୀୟ...

ଇସ୍ତଫା ଦେବେ କେଜରିଓ୍ବାଲ, କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। AAP କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ସେ ଏହି ଘୋଷଣା କରିଛନ୍ତି। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ, ଜନସାଧାରଣଙ୍କ ଆଶୀର୍ବାଦରେ ଭାଜପାର ସମସ୍ତ ଷଡଯନ୍ତ୍ରକୁ ପ୍ରତିହତ...

ସ୍ଥଗିତ ରହିଲା ମୋଦିଙ୍କ ରୋଡ ଶୋ’ କାର୍ଯ୍ୟକ୍ରମ

ଜାମସେଦପୁର,୧୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଟାଟାନାଗର ଅର୍ଥାତ୍‌ ଜାମସେଦପୁରରେ ପହଞ୍ଚି ପାରିବେ ନାହିଁ। ଖରାପ ପାଗ ହେତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଖରାପ ପାଗ ଯୋଗୁଁ ରାଞ୍ଚିରୁ ଜାମସେଦପୁର ଅଭିମୁଖେ ଯାତ୍ରା ହୋଇପାରିବ ନାହିଁ। ସେ ରାଞ୍ଚିରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri