Tag Archives: Home Middle

ଶରଦଙ୍କଠାରୁ ଏନସିପି ଛଡାଇନେଲେ ଅଜିତ

ମୁମ୍ବାଇ,୧୫।୨: ମହାରାଷ୍ଟ୍ରର ଏନସିପି ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ନିଷ୍ପତ୍ତି ଆସିଯାଇଛି। ବାଚସ୍ପତି ରାହୁଲ ନର୍ଭକର କହିଛନ୍ତି ଯେ, ଅଜିତଙ୍କ ଦଳକୁ ୪୧ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଅଜିତ ପାୱାରଙ୍କୁ ଶରଦ ପାୱାରଙ୍କ ଅପେକ୍ଷା ଅଧିକ ବିଧାୟକଙ୍କ ସମର୍ଥନ ରହିଛି,...

୧୩ ଜିଲାରେ ୨୦ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୨(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ‘ଆମ ବସ୍‌ଷ୍ଟାଣ୍ଡ’ ଯୋଜନାରେ ୧୩ ଜିଲାରେ ୨୦ଟି ନବନିର୍ମିତ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନ କରିଛନ୍ତି। ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ...

ମାନ୍ଦାବସ୍ଥାରେ ପ୍ରବେଶ କଲା ବ୍ରିଟେନ୍ ଅର୍ଥନୀତି, ନିର୍ବାଚନ ପୂର୍ବରୁ ସୁନକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୫।୨: ୨୦୨୩ ର ଦ୍ୱିତୀୟାର୍ଦ୍ଧରେ ବ୍ରିଟେନର ଅର୍ଥନୀତି ମାନ୍ଦାବସ୍ଥା ଆଡକୁ ଠେଲି ହୋଇଯାଇଛି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପାଇଁ ୨୦୨୪ ନିର୍ବାଚନ ପୂର୍ବରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।...

ଅହଂକାର ଯୋଗୁ କଂଗ୍ରେସ ଆଜି ବିଲୁପ୍ତ ହେବାକୁ ଯାଉଛି: ଗୁଲାମନବୀ…

ଶ୍ରୀନଗର,୧୫।୨ : କଂଗ୍ରେସ ମଧ୍ୟରେ ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମ ମଧ୍ୟରେ ଦଳର ପୂର୍ବତନ ନେତା ତଥା ଡେମୋକ୍ରାଟିକ ପ୍ରଗତିଶୀଳ ଆଜାଦ ପାର୍ଟି (ଡିପିଏପି) ସଭାପତି ଗୁଲାମ ନବୀ ଆଜାଦ କହିଛନ୍ତି କିଛି ଲୋକଙ୍କ ଦୁର୍ବଳତା ଏବଂ ଅହଂକାର ଯୋଗୁଁ କଂଗ୍ରେସ...

ଏବେ ନୋଟ ନୁହେଁ ଭୋଟର ଶକ୍ତି ହେବ ଦୃଢ଼: କଂଗ୍ରେସ…

ନୂଆଦିଲ୍ଲୀ,୧୫।୨ : କଂଗ୍ରେସ ଗୁରୁବାର ସୁପ୍ରିମକୋର୍ଟଙ୍କ ନିର୍ବାଚନୀ ବଣ୍ଡ ସ୍କିମର ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଏହା ନୋଟ ବଦଳରେ ଭୋଟର ଦେବାର ଶକ୍ତି ସୁଦୃଢ଼ କରିବ ବୋଲି କହିଛି। କଂଗ୍ରେସର ମହାସଚିବ ଜୟରାମ ରମେଶ ଏକ୍ସରେ ଏକ ପୋଷ୍ଟରେ...

ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ଅନେକ ଯବାନ ଆହତ

ବୌଦ୍ଧ,୧୫ା୨: ବୌଦ୍ଧ ଜିଲା ନଳୀକୁମ୍ପା ଜଙ୍ଗଲରେ ଗୁରୁବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିଛାଇଥିଲେ। ଏସ୍‌ଓଜି ଯବାନମାନେ ସର୍ଚ୍ଚ ଅପରେଶନରେ ଯାଇଥିବା ବେଳେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଏକାଧିକ ଏସ୍‌ଓଜି ଯବାନ ଆହତ ହୋଇଥିବା ସୂଚନା ମିଳିଛି। ମାଓବାଦୀମାନେ ଯବାନଙ୍କ...

ମୋଦିଙ୍କୁ ଇସ୍ତଫା ଦେବାକୁ କହିଲେ ସୁବ୍ରମଣ୍ୟମ ସ୍ବାମୀ: ଭାଜପାର ମଙ୍ଗଳ ପାଇଁ ଏହା କରନ୍ତୁ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୨ : ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ନିର୍ବାଚନ ବଣ୍ଡକୁ ବାତିଲ କରିବା ପରେ ଏବେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଏପରିକି ସୁବ୍ରମଣ୍ୟମ ସ୍ବାମୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାମ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି...

ଜୀବନ ବୀମା ଗ୍ରାହକଙ୍କ ପାଇଁ ଖୁସି ଖବର: ବୀମା ପଲିସିରେ ୨ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି, ବଦଳିବ ‘ଫ୍ରି ଲୁକ ପିରିୟଡ’ ନିୟମ…

ପ୍ରୟାଗରାଜ,୧୫।୨ : ଜୀବନ ବୀମା ନେଉଥିବା କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଅଛି। ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ଏହି ପଲିସି ପ୍ରତ୍ୟାହାର ପାଇଁ ୧୫ ଦିନରୁ ୩୦ ଦିନ ବୃଦ୍ଧି କରିବାକୁ...

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି କି କିମ୍‌ ? କାହିଁକି ଚୋରାଇଲେ ଅନ୍ୟ ଦେଶର ଗୁପ୍ତ ତଥ୍ୟ…

ପ୍ୟୋଙ୍ଗୟାଙ୍ଗ,୧୫।୨ : ଉତ୍ତର କୋରିଆ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ ସୁକ ୟୋଲଙ୍କର ଜଣେ ସହାୟକଙ୍କ ଇମେଲ ହ୍ୟାକ କରିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆର ଲକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଇମେଲ ହ୍ୟାକ...

୧୬ରୁ +୨ ପରୀକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ଜାରି ହେଲା ଏହି ନିୟମାବଳୀ, ଜାଣିରଖନ୍ତୁ…

ଭୁବନେଶ୍ୱର,୧୫ା୨(ଅସମାପିକା ସାହୁ): ଆସନ୍ତାକାଲି ଅର୍ଥାତ୍‌ ଫେବୃଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ଏନେଇ ପରୀକ୍ଷାର୍ଥୀଙ୍କ ପାଇଁ ନିୟମାବଳୀ ଜାରି ହୋଇଛି। ଛାତ୍ରୀଛାତ୍ର ଅଧଘଣ୍ଟା ପୂର୍ବରୁ କେନ୍ଦ୍ର ନିକଟରେ ପହଞ୍ଚିବେ,...

ନାମାଙ୍କନ ଦାଖଲ କଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୧୫।୨: ରାଜ୍ୟ ସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗୁରୁବାର ପୂର୍ବାହ୍ନ ୧୧ଟାବେଳେ ସେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ଭାଜପାର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଅଶ୍ୱିନୀ...

ମୋଦି ସରକାରଙ୍କୁ ବଡ଼ ଝଟକା: ଇଲୋକ୍ଟ୍ରାଲ ବଣ୍ଡ ନେଇ ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନୂଆଦିଲ୍ଲୀ,୧୫।୨ : କେନ୍ଦ୍ର ସରକାରଙ୍କ ନିର୍ବାଚନ ବଣ୍ଡ(ଇଲୋକ୍ଟ୍ରାଲ ବଣ୍ଡ) ଯୋଜନା ବାତିଲ କରାଯିବା ଉଚିତ କି ନୁହେଁ ତାହା ଉପରେ ଗୁରୁବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଅଜ୍ଞାତ ନିର୍ବାଚନ ବଣ୍ଡ ଯୋଜନା ସୂଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri