Tag Archives: Home Middle

କୃଷି ମନ୍ତ୍ରଣାଳୟ ଓ୍ବେବସାଇଟରୁ ସ୍ବାମୀନାଥନ କମିଶନ ରିପୋର୍ଟ ଅଦୃଶ୍ୟ: ଚାଷୀ ଆନ୍ଦୋଳନ ଦାବିରେ ରହିଛି ଏହି ରିପୋର୍ଟ…

ନୂଆଦିଲ୍ଲୀ,୧୫।୨ : ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ କୃଷି ବୈଜ୍ଞାନିକ ଡକ୍ଟର ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିବାକୁ ଘୋଷଣା କରିଥିଲେ। ଏହି ସମୟରେ କୃଷକ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟରୁ ତାଙ୍କ ଦ୍ୱାରା ଲିଖିତ ଏକ...

ବିଜେଡି ବିଧାୟକଙ୍କ ଘରେ ଇଡି, ୧୦ ସ୍ଥାନରେ ଚଢାଉ

ଭଦ୍ରକ,୧୫।୨(ସନାତନ ରାଉତ): ବିଜେଡି ବିଧାୟକଙ୍କ ଘରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଗୁରୁବାର ସକାଳେ ଇଡି ପକ୍ଷରୁ ଚଢାଉ କରାଯାଇଛି। ବିଜେଡି ବିଧାୟକଙ୍କ ଭଦ୍ରକ ନୂଆବଜାର ନଇବନ୍ଧ ଘରେ...

୯ ବର୍ଷ ପରେ ଫେରିଲା ମହାମାରୀ ! ଆଲାସ୍କା ପକ୍ସରେ ଜଣଙ୍କର ମୃତ୍ୟୁ, ଡାକ୍ତରଙ୍କର ବଢ଼ିଲା ଚିନ୍ତା…

ଓ୍ବାଶିଂଟନ,୧୫।୨ : ୯ ବର୍ଷ ପୂର୍ବେ ମୂଷା ଦ୍ୱାରା ମହାମାରୀ ବ୍ୟାପିଥିଲା। ଏହା ଯୋଗୁ ସଙ୍କଟ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଏହା ୨୦୨୪ରେ ପୁଣିଥରେ ଦେଖାଦେଇଛି ଏବଂ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ଏଥିରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଚିକିତ୍ସା...

ଟସ୍‌ ଜିତିଲା ଭାରତ: ସରଫରାଜ-ଜୁରେଲ କରୁଛନ୍ତି ଡେବ୍ୟୁ

ରାଜକୋଟ,୧୫।୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ଲେଇଙ୍ଗ୍‌-୧୧ରେ ଟିମ ଇଣ୍ଡିଆ ପରିବର୍ତ୍ତନ କରିଛି। ସରଫରାଜ ଖାନ ଏବଂ ଧ୍ରୁଭ ଜୁରେଲ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ମହମ୍ମଦ...

ଆଜି ଓଡିଶା ଆସିବେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର,୧୫।୨: ଆସନ୍ତା ସାଧାରଣ ନିର୍ବାଚନର ପ୍ରସ୍ତୁତି ସମୀକ୍ଷା ନେଇ ଆଜି ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ୭ ଜଣିଆ ଟିମ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଟିମ୍‌ ଆଜିଠୁ...

ଭିଜିଲାନ୍ସ ଜାଲରେ ବୌଦ୍ଧ ଆର୍‌ଟିଓ

ବୌଦ୍ଧ,୧୫।୨: ଭିଜିଲାନ୍ସ ଜାଲରେ ବୌଦ୍ଧ ଆର୍‌ଟିଓ ବସନ୍ତ ମହାପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଉଛି। ବୌଦ୍ଧ, ଗଞ୍ଜାମ, ଭୁବନେଶ୍ୱରରେ ଥିବା ଏକକାଳୀନ ୧୦ ସ୍ଥାନରେ ଚଢ଼ାଉ ଜାରି ରହିଛି। ଚଢ଼ାଉରେ...

ନାମାଙ୍କନ ଭରିବେ ଅଶ୍ବିନୀ ବୈଷ୍ଣବ, ସାମିଲ ରହିବେ ବରିଷ୍ଠ ଭାଜପା ନେତା

ଭୁବନେଶ୍ୱର,୧୫।୨ : ରାଜ୍ୟ ସଭା ପାଇଁ ନାମାଙ୍କନ ଭରିବେ ଅଶ୍ବିନୀ ବୈଷ୍ଣବ। ବୁଧବାର ଭାଜପା ଅଶ୍ୱିନୀଙ୍କୁ ରାଜ୍ୟ ସଭା ପ୍ରାର୍ଥିଭାବେ ଚୟନ କରିଛି। ତେବେ ଗୁରୁବାର ଅର୍ଥାତ୍‌ ଆଜି ସେ ପ୍ରାର୍ଥପତ୍ର ଦାଖଲ କରିବେ। ଏହି ସମୟରେ ଭାଜପାର ଅନେକ...

ଅଙ୍ଗ ପ୍ରତିରୋପଣରେ ଭାରତ ଆଗରେ: ବର୍ଷକରେ ୧୬,୯୪୧ ପ୍ରତିରୋପଣ…

ନୂଆଦିଲ୍ଲୀ,୧୫।୨ : ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଆମେରିକା ସମେତ ଅନେକ ଦେଶକୁ ପଛରେ ପକାଇ ଭାରତ ଆଗୁଆ ରହିଛି। ଏଥି ସହିତ, ଏହା ବିଶ୍ୱର ଶ୍ରେଷ୍ଠ ଦଶ ଦେଶ ମଧ୍ୟରେ ତୃତୀୟ ସ୍ଥାନରେ ପହଞ୍ଚିଛି। କେବଳ ଏତିକି ନୁହେଁ, ୭୫...

ବେଆଇନ ବ୍ୟବସାୟ ଅଭିଯୋଗ: ୪୩ ଭାରତୀୟଙ୍କୁ ଦେଶରୁ ବିତାଡିତ କରିବ ମାଳଦ୍ୱୀପ…

ମାଲେ,୧୫।୨ : ବେଆଇନ ଉପାୟରେ ବ୍ୟବସାୟ କରିବା ଅଭିଯୋଗରେ ୪୩ ଜଣ ଭାରତୀୟଙ୍କ ସମେତ ୧୮୬ ବିଦେଶୀ ନାଗରିକଙ୍କୁ ମାଳଦ୍ୱୀପ ଦେଶରୁ ବିତାଡିତ କରିବ। ବିଦେଶୀ ନାଗରିକଙ୍କୁ ଦେଶରୁ ବିତାଡିତ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସମସ୍ତ ବିଦେଶୀ ନାଗରିକଙ୍କ...

ଆସିଲା ଖୁସି ଖବର: ଶୀଘ୍ର ବଜାରରେ ମିଳିବ କ୍ୟାନସର ଟିକା, ପୁଟିନ ଦେଲେ ସୂଚନା…

ମସ୍କୋ,୧୫।୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଆମର ବୈଜ୍ଞାନିକମାନେ କ୍ୟାନସର ଟିକ ବିକଶିତ କରିବାର ନିକଟତର ହୋଇଛନ୍ତି ଯାହା ଶୀଘ୍ର ରୋଗୀମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ। ପୁଟିନ ଏକ ଟେଲିଭିଜନ ବିବୃତ୍ତିରେ କହିଛନ୍ତି ଆମେ କର୍କଟ ଟିକା...

କଟକଣାକୁ ବେଖାତିର: ପୁଣି କ୍ରୁଏଜ କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧୫।୨ : ଉତ୍ତର କୋରିଆ ଏକାଧିକ କ୍ରୁଜ କ୍ଷେପଣାସ୍ତ୍ର ସମୁଦ୍ରକୁ ନିକ୍ଷେପ କରିଛି। କଟକଣାକୁ ବେଖାତିର କରି ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ବୁଧବାର ଏହା କରାଯାଇଛି। ଜାନୁଆରୀ ପରଠାରୁ ଏହା ହେଉଛି କିମଙ୍କର ପଞ୍ଚମ ପରୀକ୍ଷା।...

ପରେଡ ସମୟରେ ଆଖିବୁଜା ଗୁଳିମାଡ଼…

ସିକାଗୋ,୧୫।୨ : ଆମେରିକାର ମିସୌରୀ, କାନସାସ ସିଟିରେ ଆଖିବୁଜା ଗୁଳମାଡ଼ଘଟଣା ସାମ୍ନାକୁ ଆସିଛି। ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ଅନୁଯାୟୀ, କାନସାସ ସିଟିରେ ଚିଫ୍ଦର ସୁପର ବାଉଲ ବିଜୟ ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri