Tag Archives: Home Middle

ହାସିନାଙ୍କୁ ଦିଲ୍ଲୀରୁ ଢାକା ନେବା ୟୁନୁସ ସରକାରଙ୍କ ପାଇଁ ହେବ ନାହିଁ ଏତେ ସହଜ

ନୂଆଦିଲ୍ଲୀ/ଢାକା,୧୪।୯: ଯେତେବେଳେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ଦେଶରେ ବ୍ୟାପକ ବିରୋଧର ସମ୍ମୁଖୀନ ହୋଇଥିଲେ, ସେ ଅଗଷ୍ଟ ୫ରେ ଭାରତ ପଳାଇ ଆସିଥିଲେ। ସେ ତାଙ୍କ ସରକାର ହଟାଇବା ପରଠାରୁ ଭାରତରେ ରହିଆସୁଛନ୍ତି। ଶେଖ ହାସିନାଙ୍କୁ ତାଙ୍କ...

ପାକିସ୍ତାନକୁ ହରାଇ ସେମିରେ ଭାରତ

ହୁଲୁନବୁଇର (ଚାଇନା), ୧୪।୯: ଏସିଆନ ପୁରୁଷ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ କ୍ରମାଗତ ଚମତ୍କାର ପ୍ରଦର୍ଶନ କରିଆସୁଛି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୨-୧ ଗୋଲ୍‌ରେ ପାକିସ୍ତାନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଭାରତର ଅଧିନାୟକ ହରମାନପ୍ରୀତ ସିଂ...

ପୃଥିବୀଠାରୁ ୪୦୦ କିଲୋମିଟର ଦୂରରେ ଥାଇ ସୁନୀତା ପଠାଇଲେ ଏହି ବାର୍ତ୍ତା, କହିଲେ ଏହା ହେଉଛି ପରୀକ୍ଷା, ଆମେ…

ଓ୍ବାଶିଂଟନ,୧୪ା୯: ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବଚ ଓ୍ବିଲମୋର ମହାକାଶରେ ଫସି ରହି ପୃଥିବୀକୁ ବହୁତ ମିସ୍‌ କରୁଛନ୍ତି। ଶନିବାର ସେ ଅନ୍‌ଲାଇନ୍‌ ସାମ୍ବାଦିକ ସମ୍ମିଳନୀ (PC) ସମୟରେ ଦୁହେଁ ପୃଥିବୀଠାରୁ ୪୦୦ କିଲୋମିଟର ଦୂରରେ ସେମାନଙ୍କ ବିଷୟରେ ଏକ...

ବିଜେଡିର ସମାଲୋଚନା ପରେ ପ୍ରକାଶ ପାଇଲା ନୂଆ ତାଲିକା, ମୃତ ଅଧିକାରୀଙ୍କ ବଦଳରେ ସ୍ଥାନ ପାଇଲେ ଏହି ଅଧିକାରୀ

ଭୁବନେଶ୍ୱର,୧୪ା୯: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସଂଶୋଧନ ତାଲିକା ପ୍ରକାଶ ପାଇଛି। ପୂର୍ବ ତାଲିକାରେ ଜଣେ ମୃତ ଅଧିକାରୀଙ୍କ ନାଁ ରହିଥିଲା। ଏନେଇ ବିଜେଡି ସମାଲୋଚନା ପରେ ତାଙ୍କ ସ୍ଥାନରେ ଜଣେ ନୂଆ ଅଧିକାରୀ...

ଯବାନଙ୍କ ଗୁଳିରେ ଟଳିପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର,୧୪ା୯: ଜମ୍ମୁ-କଶ୍ମୀରରେ ଘଟିଥିବା ଏନ୍‌କାଉଣ୍ଟରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ସକାଳେ ସେଠାରେ ଥିବା ପୋଲିସ କହିଛି ଯେ, ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ମଧ୍ୟରେ ମିଳିତ ଅପରେଶନରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।...

ତୁମ ‘୪ ସୂତ୍ରରେ ନିଆଁ ଲାଗୁ’, କାହିଁକି ଏମିତି କହିଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୧୪ା୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନା (ୟୁବିଟି) ପ୍ରଧାନମନ୍ତ୍ରୀ ମୋଦି ଏବଂ ଏନ୍‌ଡିଏ ସରକାରକୁ ମୁହଁତୋଡ଼ ଜବାବ ଦେଇଛନ୍ତି। ସେପ୍ଟେମ୍ବର ୧୪ରେ ଏକ ସମ୍ପାଦକୀୟରେ ଲେଖାଅଛି ଯେ, ମୋଦି ସରକାର ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା ପାଇଁ ପାରା...

ଆକାଶରୁ ଶୁଭିଲା ଭୟଙ୍କର ଶବ୍ଦ, ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ପ୍ରଭାବରେ…

ନକ୍‌,୧୪ା୯: ସାରା ବିଶ୍ୱରେ ଏକ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଛି। ବର୍ଷେ ପରେ ଏହି ଶବ୍ଦ ପୁଣି ଥରେ ଶୁଣିବାକୁ ମିଳିଛି। ଗତବର୍ଷ ଠିକ୍‌ ଏହି ସେପ୍ଟେମ୍ବରରେ ଏପରି ଶବ୍ଦ ଶୁଣିବାକୁ ମିଳିଥିଲା। ସେତେବେଳେ ୯ ଦିନ ପର୍ଯ୍ୟନ୍ତ ବିଶ୍ୱର...

ମୃତ ଓଏଏସ୍‌ ଅଫିସରଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ବଣ୍ଟନ, ସମାଲୋଚନା କଲା ବିଜେଡି, କହିଲା…

ଭୁବନେଶ୍ୱର,୧୪ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଏନେଇ ମୋଦିଙ୍କ ସୁରକ୍ଷା ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ସବୁ ବଣ୍ଟନ କରାଯାଇଛି। ଏଥିରେ ଜଣେ ମୃତ ଓଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଯାହାକୁ ନେଇ ବିବାଦ ଦେଖାଦେଇଛି। ସାଧାରଣ ପ୍ରଶାସନ ପକ୍ଷରୁ...

ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଆଜି ଏହି ୨ ଜିଲାରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୪।୯:ବାଂଲାଦେଶ ଉପକୂଳ ଅତିକ୍ରମ କଲା ଅବପାତ। ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୮ କିମି ବେଗରେ ଗତି କରୁଛି। ୪୮ ଘଣ୍ଟାରେ ବାଂଲାଦେଶ ଉପକୂଳ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।...

ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ଶହୀଦ

ନୂଆଦିଲ୍ଲୀ,୧୪।୯: ଜମ୍ମୁ କଶ୍ମୀରର କିସ୍ତଓ୍ବାଡା ଜିଲାର ଚଟୁର୍‌ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ସେନା କର୍ମଚାରୀ ଶହୀଦ ହୋଇଯାଇଛନ୍ତି। ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଶହୀଦ ହୋଇଥିବା ସୈନିକମାନେ କନଷ୍ଟେବଳ ଅରବିନ୍ଦ ସିଂ...

ପୋଷାକ ଉତ୍ପାଦନରେ ନୂଆ ଅଧ୍ୟାୟ ସୃଷ୍ଟି ହେବ: ହସ୍ତତନ୍ତ ମନ୍ତ୍ରୀ

ଭୁବନେଶ୍ୱର,୧୪ା୯(ବନ୍ଦନା ସେଠୀ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଚନ୍ଦକା ଶିଳ୍ପାଞ୍ଚଳରେ ପରିଧାନ ଉଷ୍ମାୟନ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ନବନିର୍ମିତ କେନ୍ଦ୍ରକୁ ଶୁକ୍ରବାର ସମବାୟ, ହସ୍ତତନ୍ତ,...

ମନ୍ତ୍ରୀଙ୍କ ବଡ଼ ସୂଚନା: ୫ ସୁଦ୍ଧା ଶେଷ ହେବ ସହରର ରାସ୍ତା ମରାମତି

ଭୁବନେଶ୍ୱର,୧୪।୯(ସୁନିତ୍‌ ମିଶ୍ର): ଭୁବନେଶ୍ୱର ଏବଂ କଟକର ଅନେକ ସ୍ଥାନରେ ରାସ୍ତା ମରାମତିର ଆବଶ୍ୟକତା ରହିଛି। ଜଳବନ୍ଦୀ ସମସ୍ୟାର ମଧ୍ୟ ସମାଧାନ ନିତାନ୍ତ ଜରୁରୀ। ଏହାକୁ ଦୃଷ୍ଟିରେ ରଖି ଦ୍ୱୈତନଗରୀ ସମେତ ରାଜ୍ୟର ସବୁ ସହରରେ ରାସ୍ତା ମରାମତି କାମ ଆସନ୍ତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri