Tag Archives: Home Middle

କଂଗ୍ରେସ ଛାଡ଼ିପାରନ୍ତି ମହାରାଷ୍ଟ୍ର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଶୋକ ଚୋୖହ୍ୱାନ, ବିଧାୟକ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୧୨।୨: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ହେଭିୱେଟ୍ ଅଶୋକ ଚୋୖହ୍ୱାନ ଦଳର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। 65 ବର୍ଷୀୟ ନେତା ସୋମବାର ବିଧାନସଭା...

ରାଜଧାନୀରେ ମାସେ ପାଇଁ ସମାବେଶ ମନା

ନୂଆଦିଲ୍ଲୀ,୧୨ା୨: ରାଜଧାନୀ ଦିଲ୍ଲୀରେ ମାସେ ପର୍ଯ୍ୟନ୍ତ ସମାବେଶ ଉପରେ କଟକଣା ଲାଗୁ କରାଯାଇଛି। ଚାଷୀ ଆନ୍ଦୋଳକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ବଡ଼ ଧରଣର ସମାବେଶ ହୋଇପାରିବ ନାହିଁ। ମଙ୍ଗଳବାରଠାରୁ ଚାଷୀ...

Farmers Protest: ଚରଣ ସିଂ-ସ୍ବାମୀନାଥନଙ୍କୁ ଭାରତ ରତ୍ନ ପରେ ବି କାହିଁକି ଚାଷୀ କରୁଛନ୍ତି ଆନ୍ଦୋଳନ, ୧୬ ଫେବୃଆରୀରେ ଭାରତ ବନ୍ଦ ଡାକରା…

ନୂଆଦିଲ୍ଲୀ,୧୨।୨ : କୃଷକ ନେତା ଚୌଧୁରୀ ଚରଣ ସିଂ ଏବଂ ସବୁଜ ବିପ୍ଳବ ପିତା କୁହାଯାଉଥିବା ଏମଏସ ସ୍ବାମୀନାଥନସଙ୍କୁ ଭାରତ ରତ୍ନ ଦିଆଯିବା ଘୋଷଣା ମଧ୍ୟରେ କୃଷକମାନେ ପୁଣି ଥରେ ରାସ୍ତାକୁ ଓହ୍ଲାଇବାକୁ ଯାଉଛନ୍ତି। ଫେବୃଆରୀ ୧୩ ରେ ପଞ୍ଜାବ-ହରିୟାଣାର...

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ ଲୋକଙ୍କୁ କମିଶନର୍ ପୋଲିସର ନିର୍ଦ୍ଦେଶ

ଭୁବନେଶ୍ୱର,୧୨।୨: ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ପୋଲିସ ନିକଟରେ ବନ୍ଧୁକ ଦାଖଲ କରିବାକୁ ଭୁବନେଶ୍ୱର ଏବଂ କଟକ କମିଶନରେଟ ପୋଲିସ ଲୋକଁକଆନଙ୍କୁ ନିର୍ଦ୍ଦେଶ ଦେଇଛି। ନିର୍ବାଚନ ପୂର୍ବରୁ ଅସ୍ତ୍ରଶସ୍ତ୍ର ଦାଖଲ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି। ସାଧାରଣ ନିର୍ବାଚନ ୨୦୨୪କୁ...

ଶୁଭେନ୍ଦୁଙ୍କ ସମେତ ୬ ଭାଜପା ନେତା ବିଧାନସଭାରୁ ନିଲମ୍ବିତ…

କୋଲକାତା,୧୨।୨ : ପଶ୍ଚିମବଙ୍ଗ ବିଧାନସଭାର ଅବଶିଷ୍ଟ ଅଧିବେଶନ ପାଇଁ ୬ ଜଣ ଭାଜପା ନେତାଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ନେତାଙ୍କ ମଧ୍ୟରେ ରାଜ୍ୟ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଅଗ୍ନିମିତ୍ରା ପାଲଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।...

Bihar Floor Test: ବିଧାନସଭାରେ ପହଞ୍ଚି ନ ଥିବା ସେହି ଆର୍‌ଜେଡି-ଜେଡିୟୁ ବିଧାୟକ କିଏ?

ପାଟନା,୧୨ା୨: ବର୍ତ୍ତମାନଠାରୁ ବିହାର ବିଧାନସଭାରେ ଏନ୍‌ଡିଏ ସରକାରଙ୍କ ଫ୍ଲୋର ଟେଷ୍ଟ ହେବ। ଏହି ଫ୍ଲୋର ଟେଷ୍ଟ ପୂର୍ବରୁ ବିହାରରେ ଅନେକ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ସମସ୍ତ ରାଜନୈତିକ ଦଳ ନିଜ ନିଜର ଦାବି କରୁଛନ୍ତି। ଏହି ସମୟରେ ଆରଜେଡି...

ଯମୁନା ଏକ୍ସପ୍ରେସଓ୍ବେରେ ବସ ସହ ଧକ୍କା ହୋଇ ଅଗ୍ନି ପିଣ୍ଡୁଳା ପାଲଟିଲା କାର…

ନୋଏଡା,୧୨।୨ : ସୋମବାର ସକାଳେ, ମଥୁରାର ମହାଭନ ନିକଟସ୍ଥ ଯମୁନା ଏକ୍ସପ୍ରେସୱେରେ ୪୦ ଜଣ ଯାତ୍ରୀଙ୍କୁ ନେଇ ଏକ ସ୍ଲିପର କୋଚ ବସ ଏକ କାର ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।...

କେହି ଆସିଲେ ଭଲ, ନ ଆସିଲେ ବି ଭଲ: କଂଗ୍ରେସ ଏକୁଟିଆ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ, ବିଚ୍ଛିନ୍ନ ଇଣ୍ଡିଆ ନେଇ ଖାର୍ଗେଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୧୨।୨ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଘୋଷଣା କରିଛନ୍ତି ଯଦି ସହଯୋଗୀ ଦଳ ତାଙ୍କ ସଂଗ୍ରାମରେ ଯୋଗ ଦେବାକୁ ଚାହୁଁନାହାନ୍ତି, ତେବେ ଦଳ କେବଳ ପଞ୍ଜାବରେ ନୁହେଁ ସମଗ୍ର ଦେଶରେ ଏକୁଟିଆ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛି।...

Video: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଲେ ୟୁଟ୍ୟୁବର: ପଦାରେ ପଡ଼ିଲା ସୁରକ୍ଷା ତ୍ରୁଟି, ଭିଡିଓ ଭାଇରାଲ୍

ପୁରୀ,୧୨।୨: ସୋସିଆଲ ମିଡିଆରେ ଏକ ଭିଜୁଆଲ୍ ଭାଇରାଲ ହୋଇଛି ଯେଉଁଥିରେ ପୁରୀର ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳୁଛି। କିଭଳି ଏବଂ କେଉଁ ପରିସ୍ଥିତିରେ ଯୁବକ ଜଣକ ଏହି ଦୁଃଶାହାସ କରିପାରିଲେ, ସୁରକ୍ଷାକର୍ମୀ ଏହି ସମୟରେ କ’ଣ...

ସୋନିଆ ରାଜ୍ୟ ସଭା ଯିବା ନିଶ୍ଚିତ: ରାୟବରେଲୀରୁ ଲଢ଼ିବେ ନାହିଁ…

ନୂଆଦିଲ୍ଲୀ,୧୨।୨ : କଂଗ୍ରେସର ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ରାଜ୍ୟ ସଭା ଯିବାକୁ ପ୍ରାୟ ନିଶ୍ଚିତ ହୋଇଛି। ସୋମବାର ଦଳୀୟ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ସେ ରାଜସ୍ଥାନରୁ ରାଜ୍ୟ ସଭାକୁ ଯିବାର...

ପୂର୍ବରୁ ନିଯୁକ୍ତିରେ ବିଳମ୍ବ କରି ହେଉଥିଲା ଲାଞ୍ଚ କାରବାର, ଆମେ ପ୍ରକ୍ରିୟାକୁ କରିଛୁ ସ୍ବଚ୍ଛ: ୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦି…

ନୂଆଦିଲ୍ଲୀ,୧୨।୨ : ସୋମବାର (ଫେବୃଆରୀ ୧୨) ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତି ମେଳାରେ ଭାଗ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ଏକ ଲକ୍ଷ ଯୁବବର୍ଗଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ...

Uttarakhand Green Cess: ଉତ୍ତରାଖଣ୍ଡରେ ଗାଡି ପ୍ରବେଶ କଲେ ଦେବାକୁ ହେବ ସବୁଜ ଟିକସ, ଏସବୁ ଯାନକୁ ଛାଡ୍‌..

ଡେରାଡୁନ,୧୨।୨ : ହିମାଚଳ ପ୍ରଦେଶ ପରେ ଉତ୍ତରାଖଣ୍ଡ ସରକାର ମଧ୍ୟ ବାହାର ରାଜ୍ୟରୁ ରାଜ୍ୟକୁ ଆସୁଥିବା ଯାନ ଉପରେ ସବୁଜ ଟିକସ ଲାଗୁ କରିବାକୁ ଯୋଜନା କରିଛନ୍ତି। ଏ ସମ୍ପର୍କରେ ଜାରି ବିଜ୍ଞପ୍ତିରେ କୁହାଯାଇଛି ଫାସଟାଗ ମାଧ୍ୟମରେ ଟୋଲ ପ୍ଲାଜାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri