Tag Archives: Home Middle

Uttarakhand Green Cess: ଉତ୍ତରାଖଣ୍ଡରେ ଗାଡି ପ୍ରବେଶ କଲେ ଦେବାକୁ ହେବ ସବୁଜ ଟିକସ, ଏସବୁ ଯାନକୁ ଛାଡ୍‌..

ଡେରାଡୁନ,୧୨।୨ : ହିମାଚଳ ପ୍ରଦେଶ ପରେ ଉତ୍ତରାଖଣ୍ଡ ସରକାର ମଧ୍ୟ ବାହାର ରାଜ୍ୟରୁ ରାଜ୍ୟକୁ ଆସୁଥିବା ଯାନ ଉପରେ ସବୁଜ ଟିକସ ଲାଗୁ କରିବାକୁ ଯୋଜନା କରିଛନ୍ତି। ଏ ସମ୍ପର୍କରେ ଜାରି ବିଜ୍ଞପ୍ତିରେ କୁହାଯାଇଛି ଫାସଟାଗ ମାଧ୍ୟମରେ ଟୋଲ ପ୍ଲାଜାରେ...

ଫ୍ଲୋର ଟେଷ୍ଟ ପୂର୍ବରୁ ରିଲାକ୍ସ ମୁଡରେ ନୀତୀଶ

ପାଟନା,୧୨।୨: ସୋମବାର ବିହାର ବିଧାନସଭାରେ ଏନଡିଏ ମିଳିତ ସରକାରଙ୍କ ଅଗ୍ନୀ ପରୀକ୍ଷା ଅନୁଷ୍ଠିତ ହେବ। ସୋମବାର ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ବିହାର ବିଧାନସଭାରେ ବହୁମତ ହାସଲ କରିବାକୁ ପଡିବ। ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ବିଧାନସଭାରେ ବିଧାୟକଙ୍କ ନିକଟରେ...

‘ଦିନରେ ସାମ୍ବାଦିକ, ରାତିରେ ଆତଙ୍କବାଦୀ’: ଦାବିକଲା ଇସ୍ରାଏଲ-‘ସାମ୍ବାଦିକ ମଧ୍ୟ ହମାସ ନେତା’

ନୂଆଦିଲ୍ଲୀ,୧୨।୨: ଇସ୍ରାଏଲ୍ ସେନା ଦାବି କରିଛି ଯେ ଅଲ ଜଜିରା ପାଇଁ କାର୍ଯ୍ୟ କରୁଥିବା ଜଣେ ପାଲେଷ୍ଟାଇନ ସାମ୍ବାଦିକ ମଧ୍ୟ ହମାସର ସାମରିକ ୱିଙ୍ଗରେ ଜଣେ ବରିଷ୍ଠ କମାଣ୍ଡର ଅଟନ୍ତି। ଆଇଡିଏଫ୍‌ର ଆରବୀୟ ଭାଷା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଆଭିଚେ...

SSC JE Notification 2024: ଏହି ଦିନ ପ୍ରକାଶ ପାଇବ ବିଜ୍ଞପ୍ତି…

ନୂଆଦିଲ୍ଲୀ,୧୨।୨ : ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ପ୍ରାର୍ଥୀମାନେ ଉତ୍ସାହର ସହିତ SSC JE ନିଯୁକ୍ତି ପରୀକ୍ଷାର ବିଜ୍ଞପ୍ତିକୁ ଅପେକ୍ଷା କରିଛନ୍ତି। ଏହି ନିଯୁକ୍ତି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଜୁନିୟର ଇଞ୍ଜିନିୟର ପଦବୀରେ ନିଯୁକ୍ତି କରାଯାଇଥାଏ। ଏହି...

Indian Coast Guard Navik Bharti: ଇଣ୍ଡିଆନ କୋଷ୍ଟଗାର୍ଡରେ ୨୬୦ ପଦବୀ ପାଇଁ ନିଯୁକ୍ତି, ଯୋଗ୍ୟତା ଦ୍ୱାଦଶ ପାଶ…

ନୂଆଦିଲ୍ଲୀ,୧୨।୨ : ଇଣ୍ଡିଆନ କୋଷ୍ଟଗାର୍ଡରେ ନାବିକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବୃଆରୀ ୧୩ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପଞ୍ଜୀକରଣ ୱିଣ୍ଡୋ ଖୋଲିବା ପରେ, ଆଗ୍ରହୀ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଅନଲାଇନରେ ଆବେଦନ...

Russia Ukraine War: ଆସିଲା ବଡ଼ ଅଭିଯୋଗ,ରୁଷିଆ ସୈନ୍ୟ ବ୍ୟବହାର କରୁଛନ୍ତି ସ୍ପେସ ଏକ୍ସର ଷ୍ଟାରଲିଙ୍କ, ଏଲନ ମସ୍କ ୟୁକ୍ରେନର ଦାବିକୁ କଲେ ଖଣ୍ଡନ…

କିଭ,୧୨।୨ : ରୁଷିଆ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ଏକ ବଡ଼ ଦାବି କରିଛି। ୟୁକ୍ରେନ ଅଭିଯୋଗ କରିଛି ୟୁକ୍ରେନ ଅଧିକୃତ ଅଞ୍ଚଳରେ ସାଟେଲାଇଟ ଇଣ୍ଟରନେଟ ପାଇଁ ରୁଷିଆ ସୈନ୍ୟମାନେ ଏଲନ ମସ୍କଙ୍କର ସ୍ପେସ ଏକ୍ସ କମ୍ପାନୀର ଷ୍ଟାରଲିଙ୍କ...

Israel-Hamas War: ବାଇଡେନ-ନେତ୍ୟାନାହୁ ୪୫ ମିନିଟ ଆଲୋଚନା, ସାମରିକ ଅପରେଶନକୁ ମନା…

ଓ୍ବାଶିଂଟନ,୧୨।୨ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି। ରାଫେରେ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ବାଇଡେନ ଇସ୍ରାଏଲ...

US News: ଭାରତୀୟଙ୍କ ପ୍ରଥମ ପ୍ରସନ୍ଦ ଆମେରିକା, ଗତବର୍ଷ ୫୯ ହଜାରରୁ ଅଧିକଙ୍କୁ ମିଳିଛି ନାଗରିକତା…

ଓ୍ବାଶିଂଟନ,୧୨।୨ : ଆମେରିକାରେ ବାସ କରିବା ଭାରତୀୟଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ଆମେରିକାରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ ବିଷୟରେ ଏକ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ୫୯,୦୦୦ ରୁ ଅଧିକ ଭାରତୀୟ ଆମେରିକାର...

ମୋଦିଙ୍କ ବିନା ଭାରତ ଫେରିବା ଥିଲା ଅସମ୍ଭବ: କତାରରୁ ମୁକ୍ତ ହେବାପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ୭ ଭାରତୀୟ ନାଗରିକ

ନୂଆଦିଲ୍ଲୀ,୧୨।୨: କତାରରେ ମୃତ୍ୟୁଦଣ୍ଡ ପାଇଥିବା ୭ ଜଣ ଭାରତୀୟ ନାଗରିକ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିଥିବା ନାଗରିକମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ବିନା ଭାରତ ଫେରିବା ସେମାନଙ୍କ ପକ୍ଷେ ଅସମ୍ଭବ ଥିବା। ରବିବାର ବିଳମ୍ବିତ ରାତିରେ ବୈଦେଶିକ...

ମୃତ୍ୟୁଦଣ୍ଡ ପାଇଥିବା ୮ ନୌସେନା ଅଧିକାରୀଙ୍କୁ ମୁକ୍ତ କଲେ କାତାର କୋର୍ଟ, ଭାରତ ଫେରିଲେ ୭

ନୂଆଦିଲ୍ଲୀ,୧୨।୨: ଭାରତ ଏକ ବଡ କୂଟନୈତିକ ବିଜୟ ହାସଲ କରିଛି। କାତାର ଆଠ ଜଣ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୁକ୍ତ କରିଛି। ସେଠାରେ ସେମାନେ ଗୋଇନ୍ଦାଗିରି ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତେବେ ଭାରତର...

ବିଶ୍ୱଚାମ୍ପିୟନ୍‌ ହେବା ସ୍ବପ୍ନ ପୁଣି ତୁଟିଲା: ଫାଇନାଲ୍‌ରେ ହାରିଲା ଭାରତ

ନୂଆଦିଲ୍ଲୀ,୧୧।୨: ଆଇସିସି ଟୁର୍ନାମେଣ୍ଟର ନକଆଉଟ ମ୍ୟାଚରେ ଟିମ ଇଣ୍ଡିଆର ହାରିବା କ୍ରମାଗତ ଭାବେ ଜାରି ରହିଛି। ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ହାରିଛି। ନିକଟରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ବରିଷ୍ଠ ଦଳ ଏକଦିବସୀୟ ବିଶ୍ୱକପ ଫାଇନାଲରେ...

ଉତ୍ତର ପ୍ରଦେଶ, ବିହାର ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ସୁଶୀଲ ମୋଦିଙ୍କୁ ମିଳିଲାନି ଟିକେଟ

ନୂଆଦିଲ୍ଲୀ,୧୧।୨: ଉତ୍ତର ପ୍ରଦେଶ, ବିହାରରୁ ରାଜ୍ୟ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି(ଭାଜପା)। ଏଥର ସୁଶୀଲ ମୋଦିଙ୍କୁ ଟିକେଟ ମିଳିନାହିଁ। ଉତ୍ତର ପ୍ରଦେଶ ପକ୍ଷରୁ ଆରପିଏନ ସିଂ, ଚୌଧୁରୀ ତେଜବୀର ସିଂ, ସାଧନା ସିଂ, ଅମରପାଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri