Tag Archives: Home Middle

ନିର୍ବାଚନ କମିଶନଙ୍କ ଓ୍ବେବସାଇଟ ବନ୍ଦ, ଫଳାଫଳ ଗାଏବ…, ବଢୁଛି ବିରୋଧ ପ୍ରଦର୍ଶନ

ଇସଲାମାବାଦ,୧୧।୨: ପାକିସ୍ତାନରେ ହୋଇଥିବା ନିର୍ବାଚନର ଫଳାଫଳ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାର୍ଟି ପିଟିଆଇର ସମର୍ଥକମାନେ ଠକେଇ ଅଭିଯୋଗ କରି ବିରୋଧ ଆରମ୍ଭ କରିଛନ୍ତି। ପାକିସ୍ତାନର ‘ସମା ଟିଭି’ର ରିପୋର୍ଟ ଅନୁଯାୟୀ, ଲାହୋର, ରାୱଲପିଣ୍ଡି ଏବଂ ପେଶାୱରରେ ପିଟିଆଇ...

ଜେଡିୟୁ ବୈଠକରେ ପହଞ୍ଚିଲେ ନାହିଁ ୫ ବିଧାୟକ, ଫ୍ଲୋର ଟେଷ୍ଟ ପୂର୍ବରୁ ଏନଡିଏକୁ ଲାଗିବ କି ଝଟ୍‌କା

ପାଟନା,୧୧।୨: ବିହାରରେ ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ଜେଡିୟୁ କ୍ୟାମ୍ପରୁ ବଡ ଖବର ଆସୁଛି, ଯେଉଁଠାରେ ପୁଣି ଥରେ କିଛି ବିଧାୟକ ଜେଡିୟୁ ବୈଠକରେ ଯୋଗ ଦେଇନାହାଁନ୍ତି। ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀ ବିଜୟ ଚୌଧୁରୀଙ୍କ ବାସଭବନରେ ଚାଲିଥିବା ଜେଡିୟୁ ବୈଠକରେ...

ଭାରସାମ୍ୟ ହରାଇ ଓଲଟିଲା ବସ୍‌: ୩୦ ଆହତ

ରାଉରକେଲା,୧୧।୨(ଆଲୋକ ସ୍ବାଇଁ): ସୁନ୍ଦରଗଡ ଜିଲା ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ନିକଟରେ ଭାରସାମ୍ୟ ହରାଇ ଏକ ବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।...

IND vs AUS U19 WC Final: ଭାରତକୁ ୨୫୪ ରନ୍‌ର ଟାର୍ଗେଟ୍‌

ନୂଆଦିଲ୍ଲୀ,୧୧।୨: ଅଣ୍ଡର ୧୯ ବିଶ୍ୱକପ ୨୦୨୪ର ଫାଇନାଲରେ ଜିତିବା ପାଇଁ ଅଷ୍ଟ୍ରେଲିଆ ଭାରତକୁ ୨୫୪ ରନର ଲକ୍ଷ୍ୟ ଦେଇଛି। ୫୦ ଓଭରରେ ୭ ଉଇକେଟ ହରାଇ ଅଷ୍ଟ୍ରେଲିଆ ୨୫୪ ରନ ସଂଗ୍ରହ କରିଥିଲା। ହରଜସ ସିଂ ଅର୍ଦ୍ଧଶତକ ହାସଲ କରିଥିଲେ।...

ଇଣ୍ଡିଆ ମେଣ୍ଟକୁ ଆଉ ଏକ ଧକ୍କା, ଦିଲ୍ଲୀର ସମସ୍ତ ୭ ଆସନରେ ଏକାକି ଲଢିବ ଏଏପି, ସଙ୍କେତ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୨: ଇଣ୍ଡିଆ ମିଳିତ ମେଣ୍ଟ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଆମ ଆଦମୀ ପାର୍ଟି (ଏଏପି) ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପଞ୍ଜାବ ପରେ ଦିଲ୍ଲୀର ସମସ୍ତ ୭ଟି ଆସନରେ ଏକାକୀ ନିର୍ବାଚନ ଲଢିବାକୁ...

ଲୁଟ୍‌ପାଟ୍‌ କଂଗ୍ରେସ ପାଇଁ ଅମ୍ଳଜାନ ସଦୃଶ: ମୋଦି

ନୂଆଦିଲ୍ଲୀ,୧୧ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମଧ୍ୟପ୍ରଦେଶର ଝାବୁଆରେ ପହଞ୍ଚି ୪,୫୫୦କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଦିବାସୀ ମହାକୁମ୍ଭରେ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ସେ ଲୋକମାନଙ୍କୁ ସମ୍ବୋଧିତ କରିବା ବେଳେ କହିଥିଲେ,...

ଅଙ୍ଗନୱାଡି ଚାକିରି କରାଇଦେବା ବାହାନାରେ ୨୦ ମହିଳାଙ୍କୁ ଗଣବଳାତ୍କାର

ଯୋଧପୁର,୧୧।୨: ଅଙ୍ଗନୱାଡି ଚାକିରି କରାଇଦେବାକୁ କହି ୨୦ ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗ। ରାଜସ୍ଥାନର ସିରୋହି ମ୍ୟୁନିସିପାଲିଟି ପରିଷଦର ଅଧ୍ୟକ୍ଷ ମହେନ୍ଦ୍ର ମେଭଡା ଏବଂ ପୂର୍ବତନ ପୌର ପରିଷଦ କମିଶନର ମହେନ୍ଦ୍ର ଚୌଧୁରୀଙ୍କ ବିରୋଧରେ ଏଭଳି ଗଣବଳାତ୍କାର ମାମଲା ଦାୟର କରାଯାଇଛି।...

ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଚାଲିଗଲେ କର୍ମଚାରୀ, ୧୪୭ ଟ୍ରେନ ହେଲା ବାତିଲ…

ମୁମ୍ବାଇ,୧୧।୨ : କୁହାଯାଏ କର୍ତ୍ତବ୍ୟ ହେଉଛି କର୍ମଚାରୀଙ୍କ ପାଇଁ ସର୍ବୋତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ। ମାତ୍ର ବେଳେବେଳେ ପ୍ରଥା ପରମ୍ପରା ଆଗରେ ଏହି କର୍ତ୍ତବ୍ୟବୋଧ ତୁଛ ପାଲଟି ଯାଇଥାଏ। ଏହାର କିଛି ମୂଲ୍ୟ ରୁହେନା। ଏହା ସଦ୍ୟତମ ଉଦାହାରଣ କେନ୍ଦ୍ରୀୟ ରେଳ...

PM Kisan Samman Nidhi: କେବେ ଖାତାକୁ ଆସିବ ୧୬ତମ କିସ୍ତିି, ଏସବୁ ନ କଲେ ଆସିବନି ଟଙ୍କା…

ନୂଆଦିଲ୍ଲୀ,୧୧।୨ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଏକ ବଡ ଯୋଜନା। ଏହା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତି ୪ ମାସରେ ୨୦୦୦ ଟଙ୍କା ହିସାବରେ ୩ କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ଦିଆଯାଏ। ଏହି ସୁବିଧା...

କେନ୍ଦୁପତ୍ର ତୋଳାଳିଙ୍କୁ ଡବଲ ବୋନସ୍‌ ଘୋଷଣା କଲେ ସରକାର

ଭୁବନେଶ୍ୱର,୧୧ା୨: କେନ୍ଦୁପତ୍ର ତୋଳାଳିଙ୍କୁ ଡବଲ ବୋନସ୍‌ ମିଳିବ ବୋଲି ରବିବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ସମ୍ବଲପୁର ଚାରମାଳ ଗସ୍ତରେ ଥାଇ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଯୋଗ ଦେଇ ଏପରି ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ...

କଂଗ୍ରେସ ରାମଙ୍କ ନାମରେ ଟଙ୍କା ଆତ୍ମସାତ୍‌ କରିଛି: ଭାଜପାର ଅଭିଯୋଗ…

ରାୟପୁର,୧୧।୨ : ଛତିଶଗଡରେ ରାମଙ୍କ ଉପରେ ରାଜନୀତିର ପୁଣି ଆରମ୍ଭ ହୋଇଛି। ରାମ ପଥ ବନ ଗମନ ଉପରେ ରାଜ୍ୟର ଭାରତୀୟ ଜନତା ପାର୍ଟି ପୁଣି ଥରେ କଂଗ୍ରେସକୁ ଦୁର୍ନୀତି ଏବଂ ରାମଙ୍କ ନାମରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ...

ଆମେ କ୍ଷମତାକୁ ଆସିଲେ ରଦ୍ଦ କରିଦେବୁ ଦୁର୍ନୀତି ବିରୋଧୀ ପିଏମଏଲଏ ଆଇନ…

ନୂଆଦିଲ୍ଲୀ,୧୧।୨ : କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଘୋଷଣା କରିଛନ୍ତି ଯଦି ଆମ ଦଳ ଆସନ୍ତା ଲୋକସଭା ନିର୍ବାଚନରେ ଜିତେ ତେବେ ଆମେ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ)କୁ ରଦ୍ଦ କରିବେ ଏବଂ ଦୁର୍ନୀତି ନିବାରଣ ଆଇନ ପ୍ରଣୟନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri