Tag Archives: Home Middle

କଂଗ୍ରେସରୁ ବହିଷ୍କୃତ ପ୍ରିୟଙ୍କାଙ୍କ ପରାମର୍ଶଦାତା ପ୍ରମୋଦ କୃଷ୍ଣଙ୍କୁ ଭାଜପାରୁ ମିଳିବ କି ଟିକେଟ?..

ମୁମ୍ବାଇ,୧୧।୨ : ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କୁ ୬ ବର୍ଷ ପାଇଁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି। କଂଗ୍ରେସ ମହାସଚିବ କେ.ସି ଭେନୁଗୋପାଲ ପ୍ରମୋଦ କୃଷ୍ଣଙ୍କୁ ଦଳରୁ ବହିଷ୍କାର କରି ଏକ ଚିଠି ଜାରି କରି...

ଶିଶୁକୁ ଶୁଆଇବା ପରିବର୍ତ୍ତେ ଭୁଲ୍‌ରେ ମାଇକ୍ରୋ ଓଭାନରେ ରଖିଦେଲେ ମା’, ଆଉ ତା’ ପରେ…

ଓ୍ବାଶିଂଟନ,୧୧ା୨: ଆଜିକାଲି ଦେଶ ତଥା ବିଶ୍ୱର ଅନେକ ସ୍ଥାନରେ ଏମିତି କିଛି ଘଟଣା ଘଟୁଛି ଯାହା ଅଜବ ଏବଂ ଚକିତ କରିଦେଉଛି। ଆମେରିକାର ମିଜୁରୀରେ ମଧ୍ୟ ଏହିପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ହଠାତ୍‌ ନିଜ...

ଚିକିତ୍ସା ପାଇଁ ଗୁଣି ଗାରେଡ଼ି ଉପରେ ପ୍ରତିବନ୍ଧକ ନେଇ ହିମନ୍ତ ସରକାର କଠୋର: ବିଲକୁ କ୍ୟାବିନେଟରେ ଅନୁମୋଦନ…

ଗୁଆହାଟୀ,୧୧।୨ : ଚିକିତ୍ସା ନାମରେ କରାଯାଉଥିବା ଗୁଣି ଗାରେଡ଼ିକୁ ନେଇ ଆସାମ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚିକିତ୍ସା ନାମରେ ଗୁଣି ଗାରେଡ଼ି ଆରୋଗ୍ୟ ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏପରି ଚିକିତ୍ସା ଶେଷ...

କୃଷିମନ୍ତ୍ରୀଙ୍କୁ ବ୍ରେନ ଷ୍ଟ୍ରୋକ: ଆଇସିୟୁରେ ଭର୍ତ୍ତି…

ଅହମଦାବାଦ,୧୧।୨ : ଗୁଜରାଟ କୃଷି ମନ୍ତ୍ରୀ ରାଘବଜୀ ପଟେଲଙ୍କ ବ୍ରେନ ଷ୍ଟ୍ରୋକ ହୋଇଛି। ପରେ ତାଙ୍କୁ ରାଜକୋଟର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ୬୫ ବର୍ଷୀୟ କ୍ୟାବିନେଟ ମନ୍ତ୍ରୀ ଭୁପେନ୍ଦ୍ର...

ମାତା ପିତା ମୋତେ ଭୋଟ ନ ଦେଲେ ତୁମେ ଖାଇବନି ଖାଦ୍ୟ, ପିଲାଙ୍କୁ ବିବାଦୀୟ ପରାମର୍ଶ ଦେଇ ଅଡୁଆରେ ବିଧାୟକ…

ମୁମ୍ବାଇ,୧୧।୨ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀର ଶିବସେନାର ଜଣେ ବିଧାୟକ ପିଲାମାନଙ୍କୁ କିଛି କହିଛନ୍ତି ଯାହା ବିବାଦ ସୃଷ୍ଟି କରିଛି। ବାସ୍ତବରେ, ବିଧାୟକ ପିଲାମାନଙ୍କୁ କହିଥିଲେ  ଯଦି ସେମାନଙ୍କ ପିତାମାତା ମୋତେ ଭୋଟ ନ ଦିଅନ୍ତି, ତେବେ...

ସମ୍ବଲପୁର VSS ଷ୍ଟାଡିୟମରେ କ୍ରିକେଟ ଖେଳିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ

ସମ୍ବଲପୁର,୧୧।୨: ରବିବାର ସକାଳୁ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମଲେଇ ପ୍ରକଳ୍ପ ବୁଲିବା ସହିତ କିଭଳି ସମଲେଇ ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି...

ପାକ ସେନା ମୁଖ୍ୟ ନୱାଜ ସରିଫ ସରକାର ଗଠନ ନେଇ ଦେଲେ ସଙ୍କେତ…

ଇସଲାମାବାଦ,୧୧।୨ : ପାକିସ୍ତାନର ସାଧାରଣ ନିର୍ବାଚନରେ ଭୋଟ ହେବା ପରେ ଚୂଡ଼ାନ୍ତ ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ। ଭୋଟ ଗଣନାରେ ଅନିୟମିତତା ହୋଇଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି। ଏହି ଦେଶର ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନିର ଏକ...

ରୋଗୀଙ୍କ ବେଡ୍‌ ଉପରେ ରିଲ୍ସ କଲେ ୩୮ ମେଡିକାଲ ଛାତ୍ର, ଘଟିଲା ବଡ ଅଘଟଣ

ବେଙ୍ଗାଲୁରୁ,୧୧।୨: ଭାଇରାଲ ହେବାର ନିଶା ଏବେ ଯୁବପିଢିଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଘାରିଛି। ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ନେଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। କର୍ନାଟକର ଗଡଗ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସର...

ବିଶ୍ୱବିଦ୍ୟାଳୟକୁ ଅବସରପ୍ରାପ୍ତ ପ୍ରାଧ୍ୟାପକ ଭରସା

ଭୁବନେଶ୍ୱର,୧୧।୨(ଅସମାପିକା ସାହୁ)ରାଜ୍ୟରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାବେଳେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିୟମିତ ନିଯୁକ୍ତି ନ ଥିବାରୁ ପଦବୀ ଖାଲିପଡ଼ୁଛି। ମିଳିଥିବା ତଥ୍ୟ ଅନୁସାରେ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୭ ବିଶ୍ୱବିଦ୍ୟାଳୟରେ ୧୮୦୧ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ...

କଂଗ୍ରେସଙ୍କୁ ବଡ଼ ଝଟକା: ହାତ ଛାଡି ଘଣ୍ଟା ଧରିଲେ ଏହି ନେତା..

ମୁମ୍ବାଇ,୧୦।୨ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆର ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେଉଛି। ଭେଟେରାନ କଂଗ୍ରେସ ନେତା ବାବା ସିଦ୍ଦିକି ଶନିବାର ଏନସିପିରେ ଯୋଗ ଦେଇଛନ୍ତି। ସେ ହାତ ଛାଡି ଘଣ୍ଟା ଧରିଛନ୍ତି। ମହାରାଷ୍ଟ୍ରରେ ବାବା...

ନିର୍ବାଚନ ଫଳାଫଳ ଓଲଟାଇ ଦେଲେ ନିର୍ବାଚନ ଆୟୋଗ: ନଓ୍ବାଜଙ୍କ ସହିତ ତାଙ୍କ ଝିଅ ମରିୟମଙ୍କ ବିଜୟକୁ କୋର୍ଟରେ ଚ୍ୟାଲେଞ୍ଜ…

ଇସଲାମାବାଦ,୧୦।୨ : ଲାହୋର ହାଇକୋର୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏବଂ ତାଙ୍କ ଝିଅ ମରିୟମ ନୱାଜଙ୍କ ବିଜୟ ଫଳାଫଳକୁ ଚ୍ୟାଲେଞ୍ଜ କରି ଏକ ଆବେଦନ କରାଯାଇଛି। ଶନିବାର କୋର୍ଟରେ ଦିଆଯାଇଥିବା ଆବେଦନରେ କୁହାଯାଇଛି ନିର୍ବାଚନ ଆୟୋଗ ନିର୍ଦ୍ଧାରିତ ପ୍ରକ୍ରିୟାକୁ...

ଇତିହାସ ରଚିଲା ମାଇକ୍ରୋସଫ୍ଟ: ଆପଲକୁ ପଛରେ ପକାଇ ଛୁଇଁଲା ୩.୧୨୫ ଟ୍ରିଲିୟନ ଡଲାର କ୍ୟାପ ଲେବୁଲ…

ନୂଆଦିଲ୍ଲୀ,୧୦।୨ : ବିଶ୍ୱର ଅଗ୍ରଣୀ ଟେକ କମ୍ପାନୀ ମାଇକ୍ରୋସଫ୍ଟ ଇତିହାସ ସୃଷ୍ଟି କରିଛି। ବାସ୍ତବରେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ମାଇକ୍ରୋସଫ୍ଟ ସପ୍ତାହକୁ ୩.୧୨୫ ଟ୍ରିଲିୟନ ଡଲାରର ବଜାର କ୍ୟାପ ସହିତ ସମାପ୍ତ କରିଛି, ଯାହା ଏପର୍ଯ୍ୟନ୍ତ କୌଣସି କମ୍ପାନୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri