Tag Archives: Home Middle

Russia-Ukraine War: ୭୧୮ ଦିନର ଯୁଦ୍ଧ ହେବ ଶେଷ !, ପୁଟିନ ଦେଲେ ସଙ୍କେତ, ମାତ୍ର ରଖିଲେ ଏହି ସର୍ତ୍ତ…

ମସ୍କୋ,୧୦।୨ : ୨୪ ଫେବୃଆରୀ ୨୦୨୨ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଯୁଦ୍ଧ ଏବେବି ଚାଲିଛି ଏବଂ ଏହାକୁ ୨ବର୍ଷ ୧୧ ମାସ ୨ ସପ୍ତାହ ୪ ଦିନ ହୋଇସାରିଛି। ଏହି ସମୟ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର...

ବିବାହ ପୂର୍ବରୁ ପିତା ହୋଇଥିଲେ ଇମ୍ରାନ, ଏବେ ତାଙ୍କର ସେହି ସିକ୍ରେଟ୍‌ ଝିଅଙ୍କୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୦ା୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୁଣିଥରେ ପାକିସ୍ତାନ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ୨୬୬ ସଦସ୍ୟ ବିଶିଷ୍ଟ ଜାତୀୟ ସଭାରେ ସ୍ବାଧୀନ ପ୍ରାର୍ଥୀମାନେ ସର୍ବାଧିକ ୯୯ଟି ଆସନ ଜିତିଛନ୍ତି। ଏଥିମଧ୍ୟରୁ ଅଧିକାଂଶ ସ୍ବାଧୀନ ପ୍ରାର୍ଥୀ ପୂର୍ବତନ...

Why PM Modi announced Bharat Ratna to 5 Leaders : ଭାଜପାର ୪୦୦ ଆସନ ଲକ୍ଷ୍ୟ ରଣନୀତି!, ଭାରତ ରତ୍ନ ପାଇଁ ପୁଣି ହୋଇପାରେ ଅନ୍ୟଙ୍କ ନାମ ଘୋଷଣା…

ନୂଆଦିଲ୍ଲୀ,୧୦।୨ : କର୍ପୁରୀ ଠାକୁର, ଲାଲ କୃଷ୍ଣ ଆଡଭାନୀ, ଚୌଧୁରୀ ଚରଣ ସିଂ, ପି.ଭି ନରସିଂହ ରାଓ, ଏମଏସ ସ୍ବାମୀନାଥନ, ଏହି ସମସ୍ତ ପାଞ୍ଚ ଜଣ ବ୍ୟକ୍ତିତ୍ୱଙ୍କୁ ଚଳିତ ବର୍ଷ ଭାରତ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ...

‘ରାମଙ୍କ ବିନା ଦେଶର ପରିକଳ୍ପନା ନାହିଁ’

ନୂୂଆଦିଲ୍ଲୀ,୧୦ା୨: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହି ଦିନ ଭାରତର ଯାତ୍ରା ଆରମ୍ଭର ଦିନ। ଯେଉଁମାନେ ରାମ ବିନା ଭାରତକୁ କଳ୍ପନା କରନ୍ତି ସେମାନେ ଭାରତ କ’ଣ ଜାଣନ୍ତି...

Bharat Ratna: ବର୍ଷକରେ କେତେ ଜଣଙ୍କୁ ମିଳି ପାରିବ ଭାରତ ରତ୍ନ . କ’ଣ ରହିଛି ନିୟମ…

ନୂଆଦିଲ୍ଲୀ,୧୦।୨ : ସମ୍ପ୍ରତି ଭାରତ ସରକାର ତିନି ଜଣଙ୍କୁ ଭାରତ ରତ୍ନ ପୁରସ୍କାର ଘୋଷଣା କରିଛନ୍ତି। ଏଥିରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଏବଂ ପିଭି ନରସିଂହ ରାଓ ଏବଂ ଭାରତର ସବୁଜ ବିପ୍ଳବର ପିତା ଏମଏସ...

ଅଟୋମୋବାଇଲ ଶିଳ୍ପରେ ପ୍ରଥମଥର ପାଦ ଥାପିବ ଜେଏସ୍‌ଡବ୍ଲ୍ୟୁ, ଏମ୍‌ଓୟୁ ସ୍ବାକ୍ଷରିତ

ଭୁବନେଶ୍ୱର,୧୦ା୨: ଦେଶରେ ଅଟୋମୋବାଇଲ ଶିଳ୍ପରେ ପ୍ରଥମଥର ପାଇଁ ପାଦ ଥାପିବ ଜେଏସ୍‌ଡବ୍ଲ୍ୟୁ । ଓଡ଼ିଶା ଶିଳ୍ପ ସମୃଦ୍ଧ ହେଉଥିବା ବେଳେ ଜେଏସଡବ୍ଲ୍ୟୁ କଟକ ନରାଜରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବା ନେଇ ଶନିବାର ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ...

Maharashtra Rajya Sabha: ୨୫ ବର୍ଷ ପରେ ବଦଳିଲା ରାଜନୈତିକ ସମୀକରଣ, ଶରଦ-ଉଦ୍ଧବଙ୍କ ଯୋଜନା ପଡ଼ିବ ଫିକା…

ମୁମ୍ବାଇ,୧୦।୨ : ୧୦ ଜୁନ ୨୦୨୨ ପରେ, ମହାରାଷ୍ଟ୍ରର ରାଜନୈତିକ ଗଣିତରେ ପରିବର୍ତ୍ତନ ଆସିଛି। ସେହି ଦିନ ରାଜ୍ୟର ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଭାଜପା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନସିପି...

Pakistan Election Results: ପାକିିସ୍ତାନ ନିର୍ବାଚନ ଫଳାଫଳ ନେଇ ସେନାଧ୍ୟକ୍ଷ ଦେଲେ ଏଭଳି ମନ୍ତବ୍ୟ…

ଇସଲାମାବାଦ,୧୦।୨ : ପାକିସ୍ତାନର ନିର୍ବାଚନ ଫଳାଫଳକୁ ନେଇ ପାକିସ୍ତାନ ସେନା ମୁଖ୍ୟଙ୍କ ବିବୃତ୍ତି ପ୍ରକାଶ ପାଇଛି। ଶନିବାର ସେନା ମୁଖ୍ୟ ଅସୀମ ମୁନିର ସଫଳ ନିର୍ବାଚନ ପାଇଁ ଦେଶର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ଶେଷ କରିଥିବାରୁ...

PM Kisan: ଚାଷୀଙ୍କ ପାଇଁ ବଡ ଖବର, ଏବେ ୬ ନୁହେଁ ମିଳିବ ୮ହଜାର

ଜୟପୁର,୧୦।୨: ପିଏମ କିଷାନ ଯୋଜନାକୁ ନେଇ ବଡ ଘୋଣୋ କଲେ ସରକାର। ଯଦି ଆପଣ ପିଏମ କିଷାନ ଯୋଜନାର ହିତାଧିକାରୀ ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ଖବର ହୋଇପାରେ। ଏ ଯୋଜନା ଅନ୍ତର୍ଗତ ଚାଷୀଙ୍କୁ ଦିଆଯାଉଥିବା ଟଙ୍କା ୮ହଜାରକୁ...

ଅମିତ ଶାହାଙ୍କ ବଡ଼ ଘୋଷଣା: ଲୋକ ସଭା ନିର୍ବାଚନ ପୂର୍ବରୁ ଲାଗୁ ହେବ CAA

ନୂଆଦିଲ୍ଲୀ,୧୦।୨: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶନିବାର CAAକୁ ନେଇ ବଡ଼ ଘୋଷଣା କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଅଧିନିୟମ(CAA) ଲାଗୁ କରି ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହ ସେ କଂଗ୍ରେସ...

‘ସାଢେ ୩ ଘଣ୍ଟା ଶୁଅନ୍ତି ପ୍ରଧାନମନ୍ତ୍ରୀ ମୋଦି, ସନ୍ଧ୍ୟା ୬ଟାରେ ପରେ କିଛି ଖାଆନ୍ତିନି’

ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂତନ ସଂସଦ ଗୃହର କ୍ୟାଣ୍ଟିନରେ ଏମ୍‌ପିମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି। ବିଶେଷ କଥା ହେଲା ଭାଜପା ବ୍ୟତୀତ ବିଭିନ୍ନ ରାଜନୈତିକ ଦଳର ଏମ୍‌ପିମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ବିଜୁ ଜନତା...

ପିଆଜ କାଟି ନ ପାରିବାରୁ ହତ୍ୟା, ପ୍ରେମିକାଙ୍କୁ ଛୁରି ଭୁଷିଦେଲେ ବୃଦ୍ଧ ପ୍ରେମିକ

ଓ୍ବାଶିଂଟନ୍‌,୧୦।୨: ପିଆଜ ନ କାଟିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ବୃଦ୍ଧ। ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା କୌଣସି ଫିଲ୍ମର ସ୍କ୍ରିପ୍ଟ ନୁହେଁ। ଆମେରିକାର ଇଣ୍ଡିଆନ ରାଜ୍ୟରେ ଏପରି ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଜଣେ ବୃଦ୍ଧଙ୍କୁ ନିଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri