Tag Archives: Home Middle

କେବଳ ଲଗେଜ ନୁହେଁ ଯାତ୍ରୀଙ୍କ ଓଜନ ମାପିବ ଏୟାରଲାଇନ, ମୋଟା ହୋଇଥିଲେ…

ଓ୍ବାଶିଂଟନ୍‌,୯।୨: ସାଧାରଣତଃ ଫ୍ଲାଇଟରେ ଟ୍ରାଭେଲ କରିବା ସମୟରେ ଯାତ୍ରୀମାନେ ଲଗେଜକୁ ନେଇ ବିଶେଷ ଧ୍ୟାନ ରଖିଥାନ୍ତି। ଏୟାରପୋର୍ଟରେ ଯାଇ ହଇରାଣ ହେବାଠାରୁ ଆବଶ୍ୟକୀୟ ଜିନିଷ ନେଇ ଟ୍ରାଭେଲ କରିବାକୁ ପସନ୍ଦ କରିଥାନ୍ତି। ସେଠାରେ ପହଞ୍ଚିବା ସମୟରେ ବୋର୍ଡିଂବେଳେ ଲଗେଜର ଓଜନ...

କୁକୁର ଖାଇଲାନି ବୋଲି ରାହୁଲ କର୍ମୀଙ୍କୁ ଦେଇଥିଲେ କି ବିସ୍କୁଟ? ଭିଡିଓ ଭାଇରାଲ, ଜଣାପଡିଲା ସତ

ନୂଆଦିଲ୍ଲୀ,୯।୨:ଭାରତ ଯୋଡ ନ୍ୟାୟ ଯାତ୍ରାରେ ଏବେ ବାହାରିଛନ୍ତି ରାହୁଲ ଗାନ୍ଧୀ। ମଣିପୁରରୁ ଆରମ୍ଭ ହୋଇ ଏହି ଯାତ୍ରା ଏବେ ଛତିଶଗଡରେ ପହଞ୍ଚିଛି। ଏହାରି ଭିତରେ ଯାତ୍ରାକୁ ନେଇ କଂଗ୍ରେସ କର୍ମୀ ତ ଉତ୍ସାହିତ ଅଛନ୍ତି ହେଲେ ରାହୁଲଙ୍କୁ ନେଇ ଟ୍ରୋଲ...

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ

ପୁରୀ ଅଫିସ,୯।୨(ଅଜିତ ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ହୁଣ୍ଡିକୁ ନେଉଥିବା ଦାନ ଟଙ୍କା ଗଣତି ବେଳେ ଚୋରି କରି ଜଣେ ପିଅନ ଧରାପଡ଼ିଛନ୍ତି । ଶ୍ରୀମନ୍ଦିର ଭିତରେ ଡୋନେସନ ସେଲ୍‌ରେ ଟଙ୍କା ଗଣତି ବେଳେ ଏହା ଘଟିଛି।...

ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ ବ୍ୟକ୍ତିଙ୍କ ପରିବାରଙ୍କୁ ମିଳେ ଏହି ବଡ ସୁବିଧା, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: ଭାରତ ସରକାର ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂ ଏବଂ ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସ’ରେ ପୋଷ୍ଟ...

ରାମ ମନ୍ଦିରକୁ ନେଇ ପାର୍ଲାମେଣ୍ଟରେ ହେବ ଆଲୋଚନା, ସରକାର ଆଣିବେ ସ୍ପେଶାଲ ବିଲ୍‌

ନୂଆଦିଲ୍ଲୀ,୯।୨: ଆସନ୍ତାକାଲି ଉଭୟ ଗୃହରେ ରାମ ମନ୍ଦିର ଉପରେ କେନ୍ଦ୍ର ସରକାର ଆଲୋଚନା କରିବେ। ପାର୍ଲାମେଣ୍ଟରେ ରାମ ମନ୍ଦିରକୁ ନେଇ ସିଧାସଳଖ ଆଲୋଚନା କରାଯାଇପାରିବ ନାହିଁ, ତେଣୁ ଏଥିପାଇଁ ଏକ ବିଲ ଅଣାଯିବ। ଆସନ୍ତାକାଲି ଉଭୟ ଗୃହର ଭାଜପା ଏମପିମାନଙ୍କୁ...

ସେ ମୋ ଜେଜେବାପାଙ୍କୁ ଭାରତ ରତ୍ନ ଦେଇଛନ୍ତି, କେଉଁ ମୁହଁରେ ମନା କରିଦେଇଥାନ୍ତି: ଭାଜପା ସହ ମେଣ୍ଟକୁ ନେଇ କହିଲେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୯।୨: ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ମୋଦି ସରକାର ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ତାଙ୍କ ନାତି ତଥା ଆରଏଲଡି ନେତା ଜୟନ୍ତ ଚୌଧୁରୀଙ୍କ ପ୍ରତିକ୍ରିୟା ସାମ୍ନାକୁ...

ଭାରତୀୟ ସଙ୍ଗିତର ଧୁନରେ କଥା କହିବା ଶିଖିବେ ବ୍ରେନ୍‌ ଷ୍ଟ୍ରୋକ ରୋଗୀ: ଏମ୍ସ

ନୂଆଦିଲ୍ଲୀ,୯।୨: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ଦିଲ୍ଲୀ ସବୁବେଳେ ଗୁରୁତର ରୋଗ ପାଇଁ ସର୍ବୋତ୍ତମ ଏବଂ ଅଭିନବ ଚିକିତ୍ସା ଆଣିଥାଏ। ବର୍ତ୍ତମାନ ଏଠାରେ ବ୍ରେନ୍‌ ଷ୍ଟ୍ରୋକ ରୋଗୀଙ୍କୁ ଔଷଧ ନୁହେଁ ବରଂ ସଙ୍ଗୀତ ସହିତ ଚିକିତ୍ସା କରାଯିବ।...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାତି ଉପରେ କହି ଅଡୁଆରେ ପଡ଼ିଲେ ରାହୁଲ, ଏବେ ମାଗିବେ କ୍ଷମା

ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିକୁ ଦେଇଥିବା ବିବୃତ୍ତିକୁ ନେଇ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢିବା ଦେଖାଯାଉଛି। ଏ ସମ୍ପର୍କରେ ଜାତୀୟ ପଛୁଆ ବର୍ଗ ଆୟୋଗ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିବାକୁ ବିଚାର କରୁଛନ୍ତି। ଜାତୀୟ...

୧୦ ବର୍ଷରେ ୧୦, ମନମୋହନଙ୍କ ତୁଳନାରେ ୩ ଗୁଣା ଅଧିକ ଭାରତ ରତ୍ନ ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଫେବୃଆରୀ ୯, ୨୦୨୪) ରେ ଭାରତ ରତ୍ନ ସମ୍ମାନରେ ତିନି ଜଣଙ୍କୁ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି। ଏଥିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଏବଂ...

୧୫ ଦିନରେ ୫ ଜଣଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ,୯।୨: ନିର୍ବାଚନ ବର୍ଷରେ ଭାରତ ରତ୍ନ ପୁରସ୍କାର ଦେବାରେ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ମୋଦି ସରକାର। ଗତ ୧୫ ଦିନ ମଧ୍ୟରେ ୫ଜଣ ବଡ ବ୍ୟକ୍ତିତ୍ୱଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି...

ଆଉ ବିଧାନସଭାକୁ ବିଧାୟକ ଭାବେ ଆସିବେନି ସୁରେଶ ରାଉତରାୟ

ଭୁବନେଶ୍ୱର,୯/୨: ଆଉ ବିଧାନସଭାକୁ ଆସିବେନି ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ। ପୂର୍ବରୁ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ତେବେ ତାଙ୍କର ଦୁଇ ପୁଅ, ଜଣେ ଜଟଣୀ ଓ ଆଉଜଣେ ନିମାପଡାରୁ...

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ, ନରସିହ ରାଓ ଏବଂ ବୈଜ୍ଞାନିକ ସ୍ୱାମୀନାଥନଙ୍କୁ ମିଳିବ ଭାରତ ରତ୍ନ

ନୂଆଦିଲ୍ଲୀ,୯/୨: ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିହ ରାଓ ଏବଂ ଚୌଧୁରୀ ଚରଣ ସିଂ ଏବଂ ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏକ୍ସ’ରେ ପୋଷ୍ଟ କରି ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri