Tag Archives: Home Middle

ନିଷ୍ପାପ ଶିଶୁର ତଣ୍ଟି କାଟିଦେଲା ମା’, ମେଡିକାଲରେ ଚାଲିଗଲା ଜୀବନ

ବଲାଙ୍ଗୀର, ୯/୨- (ସୁନୀଲ କୁମାର ମହାନ୍ତି) ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ଖଲିଆପାଲି ଗାଁରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ନିଜ ଜନ୍ମ କଲା ୬ ମାସର ଶିଶୁପୁତ୍ରର ତଣ୍ଟି କାଟି...

କଂଗ୍ରେସର କୃଷ୍ଣପତ୍ର ବନାମ ଏନ୍‌ଡିଏର ଶ୍ୱେତପତ୍ର

ନୂଆଦିଲ୍ଲୀ,୯ା୨:କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଗୁରୁବାର ବ୍ଲାକ୍‌ ପେପର (କୃଷ୍ଣପତ୍ର) ଜାରି କରିଛି। ଗତ ୧୦ ବର୍ଷ ଶାସନ କାଳରେ ଦରଦାମ୍‌ ଓ ବେରୋଜଗାରି ବୃଦ୍ଧି ପାଇଛି। ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ ଏବଂ ଅଣଭାଜପା ଶାସିତ...

କାମଚଳା ବଜେଟ: ୧ ଟଙ୍କାର ଆୟ, ୧ ଟଙ୍କାର ବ୍ୟୟ

ଭୁବନେଶ୍ୱର,୯ା୨: ରାଜ୍ୟର ନିଜସ୍ବ ଟିକସ: ୨୩.୧୪% (୫୯,୦୦୦ କୋଟି) ରାଜ୍ୟର ନିଜସ୍ବ ଅଣ-ଟିକସ: ୨୧.୯୬% (୫୬,୦୦୦ କୋଟି) ଅଂଶଧନ ବାବଦ ଟିକସ: ୨୧.୬୬% (୫୫,୨୩୧.୭୬ କୋଟି) ଅନ୍ୟାନ୍ୟ ସୂତ୍ରରୁ ଋଣ: ୧୫.୫% (୩୯,୫୧୫ କୋଟି) କେନ୍ଦ୍ରଠାରୁ ମିଳୁଥିବା ଅନୁଦାନ:୧୩.୨୪% (୩୩,୭୬୮.୨୪...

ବିଧାନସଭାରେ କାମଚଳା ବଜେଟ: ୪ ମାସ ପାଇଁ ୧.୧୮ ଲକ୍ଷ କୋଟି

ଭୁବନେଶ୍ୱର,୯ା୨(ଅନିଲ ଦାସ): ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବ। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୪ ମାସ (ଏପ୍ରିଲରୁ...

ଦେଖୁ ଦେଖୁ ଦଙ୍ଗାକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ, ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ ଧାମି

ଡେରାଡୁନ,୮।୨: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ହାଲଦୱାନୀର ବନଭୁଲପୁରାରେ ବେଆଇନ ନିର୍ମାଣ ହଟାଇବା ସମୟରେ ଏହି ଅଞ୍ଚଳରେ ଅଶାନ୍ତି ବ୍ୟାପିବା ସମୟରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଗୁରୁତର ସହ ନେଇଛନ୍ତି।...

କେନ୍ଦ୍ରୀୟ ଏଜେନ୍ସି ମୋ ବିରୋଧରେ ଏମିତି ନିୟୋଜିତ ହୋଇଛନ୍ତି, ଯେମିତି ମୁଁ ଜଣେ ବଡ ଆତଙ୍କବାଦୀ: କେଜରିଓ୍ବାଲ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୁରୁବାର ଦ୍ୱାରକାରେ ଏକ ସ୍କୁଲର ନୂଆ ବିଲଡିଂ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ଆମ ଆଦମୀ ପାର୍ଟି(ଏଏପି)ସରକାରଙ୍କ କାର୍ଯ୍ୟ କଥା କହିଥିବା ବେଳେ ଇଡି ଦ୍ୱାରା ଜାରି ରହିଥିବା...

ଆଗାମୀ ନିର୍ବାଚନରେ ମୋଦିଙ୍କୁ ବିଦେଶରୁ ମିଳିବ ସମର୍ଥନ

ଓ୍ବାଶିଂଟନ,୮।୨: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଥାର୍ଡ ଟର୍ମର ସୁଯୋଗ ଦେବାକୁ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଅଭିଯାନ ଚଳାଇବାକୁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଓଭରସିଜ ଫ୍ରେଣ୍ଡସ୍‌ ଅଫ ବିଜେପି ଅନେକ ଯୋଜନା ପ୍ରସ୍ତୁତ କରିଛି। ଏଥିରେ ସାରା ଦେଶରେ ୨୫...

ଅନ୍ତରୀଣ ବଜେଟ: ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୯ କୋଟି

ଭୁବନେଶ୍ବର,୮।୨ : ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ବିଧାନସଭାରେ ଆଗତ ହୋଇଛି । ଗୁରୁବାର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ୫୩ ଲକ୍ଷ...

ବିଧାନସଭାରେ ଆଗତ ହେଲା ଅନ୍ତରୀଣ ବଜେଟ: କୃଷି ପାଇଁ ୨୮ ହଜାର ୯୪୪ କୋଟିର ବ୍ୟୟବରାଦ

ଭୁବନେଶ୍ବର,୮।୨ : ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ବିଧାନସଭାରେ ଆଗତ ହୋଇଛି । ଗୁରୁବାର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ନିଜର ବଜେଟ ଉପସ୍ଥାପନ...

ଖବରଦାତାଙ୍କ ପେନ୍‌ସନ୍‌ ଦାବି ଉଠାଇଲେ ନରସିଂହ

ଭୁବନେଶ୍ୱର,୮ା୨(ଅନିଲ ଦାସ): ଖବରଦାତାମାନେ ନିଜର ଦାବି ପାଇଁ ଲୋୟର ପିଏମ୍‌ଜିରେ ଧାରଣାରେ ବସୁଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ଖବରଦାତାଙ୍କୁ ପେନ୍‌ସନ୍‌ ଓ ସୁରକ୍ଷା ଦେଉଥିବା ବେଳେ ଓଡ଼ିଶା ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଲୋକ ସଭା ଭବନକୁ ମଧ୍ୟ...

ଭାଜପା କହିଛି, ମିଛ କହୁଛନ୍ତି ରାହୁଲ

ନୂଆଦିଲ୍ଲୀ,୮।୨: ଭାରତ ଯୋଡ ନ୍ୟାୟା ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଜାତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ସେ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଓବିସିରେ ଜନ୍ମ ହୋଇନାହାଁନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା...

ନିର୍ବାଚନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ, ୫ ଯବାନ ଶହୀଦ

ଇସଲାମାବାଦ,୮।୨: ପାକିସ୍ତାନରେ ନୂତନ ସରକାର ଗଠନ ପାଇଁ ଭୋଟ ଗ୍ରହଣ ଆଜି ଅର୍ଥାତ୍‌ ଗୁରୁବାର ସକାଳେ ଆରମ୍ଭ ହୋଇଛି। ପାକିସ୍ତାନରେ ଚାଲିଥିବା ସାଧାରଣ ନିର୍ବାଚନ ମଧ୍ୟରେ ଗୁରୁବାର ଅପରାହ୍ନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ମିଳିଛି। ଆତଙ୍କବାଦୀମାନେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri