Tag Archives: Home Middle

କଂଗ୍ରେସକୁ ବଡ଼ ଝଟକା, ଦଳରୁ ଇସ୍ତଫା ଦେଲେ ଏହି ବରିଷ୍ଠ ନେତା, କହିଲେ କିଛି କଥା ନ କହିଲେ ଭଲ…

ମୁମ୍ବାଇ,୮।୨ : ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ବାବା ସିଦ୍ଦିକି ଗୁରୁବାର ଇସ୍ତଫା ଦେଇଛନ୍ତି। ତିନିଥର ବିଧାୟକ ବାବା ସିଦ୍ଦିକି ୪୮ ବର୍ଷ ଧରି କଂଗ୍ରେସ ସହ ଜଡିତ...

ଶ୍ୱେତପତ୍ରକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କଲେ ମୋଦି

ନୂଆଦିଲ୍ଲୀ,୮ା୨: ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନରେ ମୋଦି ସରକାର ଗୁରୁବାର କଂଗ୍ରେସର ୧୦ ବର୍ଷ କାର୍ଯ୍ୟକାଳ ବିରୋଧରେ ଏକ ଶ୍ୱେତପତ୍ର ଆଣିବା ପାଇଁ ରୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ବରିଷ୍ଠ ମନ୍ତ୍ରୀଙ୍କ ସହ ଏହି ବୈଠକ କରିଛନ୍ତି। ଯେଉଁଥିରେ ରାଜନାଥ ସିଂ,...

ପାକିସ୍ତାନରେ ନିର୍ବାଚନ ଫିକ୍ସିଂ: ଭୋଟ ଯାହାକୁ ମିଳୁ, କିନ୍ତୁ ଶାସନ କରିବେ ଏହି ନେତା…

ଇସଲାମାବାଦ,୮।୨ : ଗୁରୁବାର ଦିନ ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହା ହେଉଛି ଦେଶର ଦ୍ୱାଦଶ ସାଧାରଣ ନିର୍ବାଚନ। ପାକିସ୍ତାନୀ ରାଜନୈତିକ ବିଶ୍ଳେଷକଙ୍କ ଅନୁଯାୟୀ, ପାକିସ୍ତାନରେ ନିର୍ବାଚନ ଫିକ୍ସିଂ ହୋଇଛି। ଏଠାରେ କିଏ ଭୋଟ ପାଆନ୍ତୁ...

ନୀତୀଶଙ୍କ ପରେ ଏନ୍‌ଡିଏ ହାତ ଧରିପାରନ୍ତି TDP ଅଧ୍ୟକ୍ଷ, ଶାହା-ନଡ୍ଡାଙ୍କୁ ଭେଟିଲେ…

ଅମରାବତି,୮।୨: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ପରେ ଆଉ ଜଣେ ବରିଷ୍ଠ ନେତା ଏନ୍‌ଡିଏ ମୁହାଁ ହୋଇଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ରାଜନୈତିକ ହଲଚଲ ମଧ୍ୟରେ ତେଲୁଗୁ ଦେଶମ ପାର୍ଟି(ଟିଡିପି) ପ୍ରମୁଖ ଏନ୍‌ ଚନ୍ଦ୍ରବାବୁ ନାଇଡୁ...

Inflation: ଭେଜ୍‌ ଥାଳିର ଦାମ ବଢ଼ିଛି ୫ ପ୍ରତିଶତ, ନନ୍‌ ଭେଜ୍‌ ଥାଳି କମିଛି ୧୩ ପ୍ରତିଶତ…

ନୂଆଦିଲ୍ଲୀ,୮।୨ : ଚାଉଳ, ଡାଲି, ପିଆଜ ଏବଂ ଟମାଟୋର ମୂଲ୍ୟ ବୃଦ୍ଧି ଯୋଗୁ ଜାନୁଆରୀରେ ଶାକାହାରୀ ଥାଳି(ଭେଜ୍‌ ଥାଳି) ପାଞ୍ଚ ପ୍ରତିଶତ ମହଙ୍ଗା ହୋଇଛି। ତେବେ ଚିକେନ ମୂଲ୍ୟରେ ହ୍ରାସ ଯୋଗୁ ଅଣ-ଶାକାହାରୀ(ନନ୍‌ ଭେଜ୍‌ ଥାଳି) ଥାଳିର ମୂଲ୍ୟ ୧୩...

ରାଜ୍ୟ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୮।୨: ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ଫେବୃଆରୀ ୧୫ଯାଏ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଫେବୃଆରୀ ୧୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ । ସେହିପରି ୨୦ ଫେବୃଆରୀ ସୁଦ୍ଧା ପ୍ରାର୍ଥୀପତ୍ର...

RBI MPC: ରେପୋ ରେଟ ପୁଣି ଅପରିବର୍ତ୍ତିତ…

ମୁମ୍ବାଇ,୮।୨ : ମୁମ୍ବାଇରେ ଆରମ୍ଭ ହୋଇଥିବା ତିନି ଦିନିଆ ବୈଠକ ପରେ ଫେବୃଆରୀ ୮ ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ରେପୋ ହାର ଉପରେ ନିଷ୍ପତ୍ତି ନେଇଛି। ଗୁରୁବାର ପୂର୍ବାହ୍ନ ୧୦ ଟାରେ ଆରବିଆଇ ଗଭର୍ନର...

ଆଉ ଚଳିବନି ମୁନ୍ନା ଭାଇ ଏମବିବିଏସ ଭଳି ପାଠପଢ଼ା: ମେଡିକାଲ ପରୀକ୍ଷା ଉପରେ ଦିଲ୍ଲୀରୁ ରହିବ କଡ଼ା ନଜର: ଏନଏମସି ନିର୍ଦ୍ଦେଶ…

ନୂଆଦିଲ୍ଲୀ,୮।୨ : ଏମବିବିଏସ ପରୀକ୍ଷାରେ ମୁନ୍ନା ଭାଇ ଏମବିବିଏସ ଭଳି ପାଠପଢ଼ା ଉପରେ କଟକଣା ଲଗାଇବାକୁ ଜାତୀୟ ମେଡିକାଲ ସାଇନ୍ସ କମିଶନ (ଏନଏମସି) ଏକ ବଡ ନିଷ୍ପତ୍ତି ନେଇଛି। ଏନଏମସି ସମସ୍ତ ମେଡିକାଲ କଲେଜକୁ ଏମବିବିଏସ ପରୀକ୍ଷା ସମୟରେ ଭିଡିଓ...

ଆଜି ପାକିସ୍ତାନରେ ମତଦାନ, ଚତୁର୍ଥ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ନଓ୍ବାଜ ଶରିଫ?

ଇସଲାମାବାଦ,୮।୨: ପାକିସ୍ତାନରେ ସାଧାରଣ ନିର୍ବାଚନ ଲାଗି ଗୁରୁବାର ମତଦାନ ହେଉଛି। ଏମିତିରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଛି। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗର ପ୍ରାର୍ଥୀ ନୱାଜ...

ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ପ୍ରକାଶ ପାଇବ ବିଜ୍ଞପ୍ତି, ୧୫ଯାଏ ନାମାଙ୍କନ ଦାଖଲ

ଭୁବନେଶ୍ୱର,୮।୨: ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି । ଆଜିଠାରୁ ଫେବୃଆରୀ ୧୫ଯାଏ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଫେବୃଆରୀ ୧୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ । ସେହିପରି ୨୦ ଫେବୃଆରୀ...

ମୋଦି ସରକାରଙ୍କ ଶ୍ୱେତପତ୍ର ବିରୋଧରେ କଂଗ୍ରେସ ଆଣିବ ବ୍ଲାକପେପର…

ନୂଆଦିଲ୍ଲୀ,୮।୨ : କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ୧୦ ବର୍ଷ ବିରୋଧରେ କେନ୍ଦ୍ର ସରକାର ଆଣିଥିବା ଶେତପତ୍ରର ଜବାବ ଦେବା ପାଇଁ ବିରୋଧୀ ଦଳ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏହାର ଜବାବରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ତୁମେ ଦୁନିଆର ଯେଉଁଠି ଥିଲେ ମଧ୍ୟ ଆମେ ତୁମର ସହାୟତା କରିବୁ: ବିଦେଶରେ ଥିବା ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା…

ହାଇଦ୍ରାବାଦ,୮।୨ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରଓ୍ବେନ୍ତ ରେଡ୍ଡୀ ବିଦେଶରେ ଭାରତୀୟ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହି ପ୍ରସଙ୍ଗରେ ଧ୍ୟାନ ଦେବାକୁ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ନିବେଦନ କରିଛନ୍ତି। ବିଦେଶରେ ରହୁଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri