Tag Archives: Home Middle

ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ମହିଳାଙ୍କୁ ବିମାନରୁ ତଡି ଦେଲେ କ୍ରୁ ମେମ୍ବର

ଓ୍ବାଶିଂଟନ୍‌,୭।୨: ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ଜଣେ ମହିଳାଙ୍କୁ ଫ୍ଲାଇଟ୍‌ରୁ ତଡି ଦିଆଯାଇଛି। ଲିସା ଆର୍ଚବୋଲ୍ଡ ନାମକ ଡେଲଟା ଫ୍ଲାଇଟରେ ସଲ୍ଟ ଲେକ ସିଟିରି ସାନ ଫ୍ୟାନ୍ସସିସକୋକୁ ଯାତ୍ରା କରୁଥିଲେ। ସେତେବେଳେ ଏୟାରଲାଇନ୍ସର କିଛି କ୍ରୁ ମେମ୍ବର ତାଙ୍କୁ...

ପୁନମ ପାଣ୍ଡେଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର: ହୋଇ ପାରନ୍ତି ଗର୍ଭାଶୟ କର୍କଟ ଅଭିଯାନର ବ୍ରାଣ୍ଡ ଆମ୍ବାସଡ଼ର…

ନୂଆଦିଲ୍ଲୀ,୭।୨ : ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଗର୍ଭାଶୟ କର୍କଟ ଅଭିଯାନର ଚେହେରା ହୋଇପାରନ୍ତି। ଗତ କିଛି ଦିନ ହେବ ପୁନମ ପାଣ୍ଡେ ତାଙ୍କ ମୃତ୍ୟୁକୁ ନେଇ ଖବରରେ ଥିଲେ। ପିଟିଆଇ ଖବର...

One Nation One Income Tax: ଦେଶରେ ଲାଗୁ ହେବ କି ଏକ ଦେଶ ଏକ ଆୟକର, ଅର୍ଥମନ୍ତ୍ରୀ ଉତ୍ତର ଦେଲେ କ‘ଣ…

ନୂଆଦିଲ୍ଲୀ,୭।୨ : ପରୋକ୍ଷ ଟିକସ ଲାଗୁ କରିବା ପାଇଁ ଦେଶରେ ୧ ଜୁଲାଇ ୨୦୧୭ଠାରୁ ଜିଏସଟି ଲାଗୁ କରାଯାଇଥିଲା। ବର୍ତ୍ତମାନ ସାମଗ୍ରୀ ଏବଂ ସେବା ଉପରେ କେବଳ ଗୋଟିଏ ଟ୍ୟାକ୍ସ ଜିଏସଟି ସଂଗ୍ରହ କରାଯାଇଛି । ତେବେ ଦେଶରେ ଓ୍ବାନ...

୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ: ମତଦାନ କେନ୍ଦ୍ରରେ ନିୟୋଜିତ ହେବେ ୬ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ

ଇସଲାମାବାଦ,୭ା୨: ଚଳିତମାସ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୋଟରଙ୍କ ସୁରକ୍ଷା ପାଇଁ ୬ ଲକ୍ଷ ୫୦ ହଜାର ସୁରକ୍ଷାକର୍ମୀ ମତଦାନ କେନ୍ଦ୍ରରେ ନିୟୋଜିତ ହେବେ। ଏଥିମଧ୍ୟରେ ପୋଲିସ, ନାଗରିକ...

ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ଭାଜପା ବିଧାୟକ

ଭୁବନେଶ୍ୱର,୭ା୨: ବୁଧବାର ଚାଲିଥିବା ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଓ ହୋହଲ୍ଲା ଦେଖିବାକୁ ମିଳିଛି। ପୋଡିୟମ ଉପରେ ଚଢ଼ି ଭାଜପା ବିଧାୟକ ନାଉରୀ ନାଏକ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗି ଦେଇଛନ୍ତି। ପରେ ଗୃହକୁ ଏକ ଘଣ୍ଟା...

ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ଘଟଣା, ଭଗବଦ୍‌ ଗୀତା ଛୁଇଁ ଶପଥ ନେଲେ ଅଷ୍ଟ୍ରେଲିଆ ସିନେଟର

କାନବେରା,୭।୨: ଅଷ୍ଟ୍ରେଲିଆ ସଂସଦରେ ବିରଳ ଘଟଣା ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଜଣେ ସିନେଟର ଭଗବଦ୍‌ ଗୀତା ଛୁଇଁ ଶପଥ ଗ୍ରହଣ କରିଛନ୍ତି। ସେ ହେଲେ ଭାରତୀୟ ବଂଶୋଦ୍ଭବ ବାରିଷ୍ଟର ବରୁଣ ଘୋଷ। ସେ ଭାରତୀୟ ବଂଶୋଦ୍ଭବ ଭାବେ ଅଷ୍ଟ୍ରେଲିଆ ସଂସଦରେ...

ପରୀକ୍ଷା ଖାତା ଦେଖାରେ ଭୁଲ କରିଛନ୍ତି ୯୨୧୮ ଶିକ୍ଷକ, ୧.୫୪ କୋଟି ଜରିମାନା ଅସୁଲ…

ଅହମଦାବାଦ,୭।୨ : ଗୁଜରାଟରେ ପିଲାମାନଙ୍କର ପରୀକ୍ଷା ଖାତା ଯାଞ୍ଚ ଦାୟିତ୍ୱରେ ଥିବା ଶିକ୍ଷକମାନେ ବିଫଳ ହୋଇଛନ୍ତି। ବାସ୍ତବରେ ଗୁଜରାଟରେ ଚାଲିଥିବା ବିଧାନସଭା ଅଧିବେଶନରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ବିଫଳ ଶିକ୍ଷକମାନଙ୍କର ପିଲାମାନଙ୍କର ଉତ୍ତର ସିଟ ଯାଞ୍ଚ କରିବାର...

କେଜରିଓ୍ବାଲଙ୍କ ପାଇଁ ଖୁସି ଖବର: କୋର୍ଟରେ ହେବାକୁ ପଡ଼ିବନି ହାଜର…

ନୂଆଦିଲ୍ଲୀ,୭।୨ : ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତଦନ୍ତ ଚାଲିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏବେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ନାହିଁ। ସେ ୟୁଟ୍ୟୁବର ଧ୍ରୁଭ ରାଠୀଙ୍କ ୟୁଟ୍ୟୁବ ଭିଡିଓକୁ ଟୁଇଟ...

ବିନା ‘ଘଣ୍ଟା’ରେ କିଭଳି ଚାଲିବ ଶରଦଙ୍କ ସମୟ…

ମୁମ୍ବାଇ,୭।୨ : ନିର୍ବାଚନ ଆୟୋଗଙ୍କଠାରୁ ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଲାଗିଛି। ନିର୍ବାଚନ ଆୟୋଗ କହିଛନ୍ତି ଅଜିତ ପାୱାର ଗୋଷ୍ଠୀ ହେଉଛି ପ୍ରକୃତ ଏନସିପି ଅର୍ଥାତ ଜାତୀୟତାବାଦୀ କଂଗ୍ରେସ ପାର୍ଟି। ଏକ ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ ମଧ୍ୟ ଅଜିତ...

ଲୋକମତ ସଂସଦୀୟ ପୁରସ୍କାର ୨୦୨୩: ଶ୍ରେଷ୍ଠ ଏମପି ଭାବେ ବିଜେଡିର ସସ୍ମିତ ପାତ୍ର ଓ କଂଗ୍ରେସର ଶଶୀ ଥରୁର୍‌ ସମ୍ମାନୀତ

ନୂଆଦିଲ୍ଲୀ,୭।୨: ଲୋକମତ ସଂସଦୀୟ ପୁରସ୍କାର ୨୦୨୩ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ବିଜେଡି ରାଜ୍ୟସଭା ଏମପି ସସ୍ମିତ ପାତ୍ରଙ୍କ ସମେତ କଂଗ୍ରେସର ଲୋକସଭା ଏମପି ଶଶୀ ଥରୁର୍‌। ଏହି ଦୁଇଜଣ ଶ୍ରେଷ୍ଠ ଏମପି ଭାବେ ସମ୍ମାନର ଅଧିକାରୀ ହୋଇଛନ୍ତି। ଏହିକ୍ରମରେ ଲୋକସଭାର...

ICC Test Ranking : ବୁମରା ଶ୍ରେଷ୍ଟ ବୋଲର, ଅଶ୍ୱିନଙ୍କୁ ପକାଇଲେ ପଛରେ…

କୋଲକାତା,୭।୨ : ଭାରତୀୟ ଦଳର ଦ୍ରୁତ ତାରକା ବୋଲର ଜସପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷରେ ଉତ୍କୃଷ୍ଟ ବୋଲିଂର ଲାଭ ପାଇଛନ୍ତି। ବର୍ତ୍ତମାନ ଜସପ୍ରୀତ ଟେଷ୍ଟରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ତାଙ୍କୁ ୮୮୧ ପଏଣ୍ଟ ମିଳିଛି। ସେ ଇଂଲଣ୍ଡ...

କର୍ନାଟକ କୃଷ୍ଣାନଦୀରୁ ମିଳିଲା ରାମଲାଲାଙ୍କ ଭଳି ଅବିକଳ ଦିଶୁଥିବା ପ୍ରାଚୀନ ବିଷ୍ଣୁ ମୂର୍ତ୍ତି, ଚାରିପାର୍ଶ୍ୱରେ ଦଶାବତାରର ଝଲକ…

ବାଙ୍ଗାଲୋର,୭।୨: କର୍ନାଟକ ରାଇଚୁର ଜିଲା କୃଷ୍ଣାନଦୀ ଗର୍ଭରୁ ବୁଧବାର ପ୍ରଭୁ ବିଷ୍ଣୁଙ୍କ ପ୍ରାଚୀନ ମୂର୍ତ୍ତି ମିଳିଛି। ଏହା ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ପୂଜା ପାଉଥିବା ରାମଲାଲାଙ୍କ ମୂର୍ତ୍ତି ଭଳି ଅବିକଳ ଦିଶୁଥିବା କୁହାଯାଉଛି। ମୂର୍ତ୍ତିଟି ବିଷ୍ଣୁଙ୍କ ଦଶାବତାର ପ୍ରତିମୂର୍ତ୍ତି ବୋଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri