Tag Archives: Home Middle

ବଜେଟ ଅଧିବେଶନ ଦିନେ ବଢ଼ିଲା

ନୂଆଦିଲ୍ଲୀ,୭।୨: ପାର୍ଲାମେଣ୍ଟର ବଜେଟ ଅଧିବେଶନକୁ ଗୋଟିଏ ଦିନ ବଢ଼ାଇ ଦିଆଯାଇଛି। ୯ ପରବର୍ତ୍ତେ ୧୦ ତାରିଖରେ ଅଧିବେଶନ ଶେଷ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କ ସମୟରେ ଅର୍ଥନୀତିର କୁପରିଚାଳନା...

ନିଯୁକ୍ତି-ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତା-ପେପର ଲିକ୍‌ କଲେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ସହିତ ୧ କୋଟି ଜରିମାନା: ବିଲ୍‌ ଲୋକସଭାରେ ପାରିତ…

ନୂଆଦିଲ୍ଲୀ,୬।୨ : ସରକାରୀ ନିଯୁକ୍ତି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଏବଂ ନକଲି ୱେବସାଇଟ ଭଳି ଅନିୟମିତତା ବିରୋଧରେ ବିଲ୍‌ ଲୋକସଭାରେ ମଙ୍ଗଳବାର ପାରିତ ହୋଇଛି। ଲୋକସଭାରେ ବିଲ ଉପରେ ହୋଇଥିବା ଆଲୋଚନାର ଉତ୍ତରରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ...

କାଗଜ ନୋଟ ବଦଳିବ, ଆସିବ କି ପ୍ଲାଷ୍ଟିକ ନୋଟ: ଅର୍ଥମନ୍ତ୍ରଣାଳୟ ଦେଲେ ଉତ୍ତର…

ନୂଆଦିଲ୍ଲୀ,୬।୨ : ସରକାର କାଗଜ ନୋଟ ବଦଳାଇ ପ୍ଲାଷ୍ଟିକ ନୋଟ ଆଣିବା ନେଇ ଚର୍ଚ୍ଚା ହେଉଛି। ଏପରିସ୍ଥଳେ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ମଙ୍ଗଳବାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଭାରତୀୟ ବ୍ୟାଙ୍କ ନୋଟର...

ଶରଦ ପାଓ୍ବାରଙ୍କୁ ବଡ଼ ଝଟକା: ଏନସିପି ନାମ ଆଉ ଚିହ୍ନ ଅଜିତ ଗୋଷ୍ଠୀଙ୍କୁ ମିଳିଲା…

ମୁମ୍ବାଇ,୬।୨ : ମଙ୍ଗଳବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଲାଗିଛି। ନିର୍ବାଚନ ଆୟୋଗ ଅଜିତ ପାୱାର ଗୋଷ୍ଠୀକୁ ଏନସିପି ନାମ ଏବଂ ନିର୍ବଚନର ଚିହ୍ନ ଘଣ୍ଟା ଦେଇଛନ୍ତି। ଏହା ସହିତ କମିଶନ ଶରଦ ପାୱାରଙ୍କୁ...

ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଭାରତ

ବେନୋନ, ୬ା୨: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୯ ବର୍ଷରୁ କମ୍‌ ଆଇସିସି କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି ଭାରତ। ସ୍ଥାନୀୟ ଓ୍ବିିଲୋମୁର୍‌ ଷ୍ଟାଡିୟମରେ ମଙ୍ଗଳବାର ୫ଥର ଚାମ୍ପିୟନ ଭାରତ ୨ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।...

ଫେରାଇ ଦିଅ ଆମର ୫୦୦ କୋଟି : କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ଏହି କମ୍ପାନୀକୁ ନୋଟିସ ଜାରି…

ନୂଆଦିଲ୍ଲୀ,୬।୨ : ଦିଲ୍ଲୀ ସରକାରଙ୍କ ପବ୍ଲିକ ୱାର୍କସ ବିଭାଗ (ପିଡବ୍ଲ୍ୟୁଡି) ପ୍ରଗତି ମଇଦାନ ଟନେଲ ପ୍ରକଳ୍ପରେ ଗୁରୁତର ତ୍ରୁଟି ଅଭିଯୋଗ ନେଇ ଲାରସେନ ଆଣ୍ଡ ଟୁବ୍ରୋ କମ୍ପାନୀକୁ ନୋଟିସ ଜାରି କରିଛି। କମ୍ପାନୀଠାରୁ ୫୦୦ କୋଟି ଟଙ୍କାର ଟୋକନ ରାଶି...

ବନ୍ଧୁକ ମୂନରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟରଙ୍କଠାରୁ ଛଡ଼ାଇ ନେଲେ ମୋବାଇଲ-ବ୍ୟାଗ…

ଜୋହାନ୍ସବର୍ଗ,୬।୨ : ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ଲିଗରେ ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ବାସ୍ତବରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଫାବିଆନ ଆଲେନଙ୍କ ମୋବାଇଲ ଫୋନ ଏବଂ ବ୍ୟାଗରେ ଥିବା ଅନ୍ୟାନ୍ୟ ବହୁମୂଲ୍ୟ ସାମଗ୍ରୀ ବନ୍ଧୁକ ମୁନରେ...

ବର୍ଷିଲା ଭାଜପା: ବାରମିଶା ଚାଉଳରେ ମହାପ୍ରସାଦ ରାନ୍ଧି ଶ୍ରୀମନ୍ଦିର ପରମ୍ପରାକୁ ନଷ୍ଟ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର,୬।୨(ସୁନିତ୍‌ ମିଶ୍ର): ପୁରୀ ଶ୍ରୀମନ୍ଦିରରୁ ଗତ ୨ ଦିନ ମଧ୍ୟରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି, ଯାହା ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଉପରେ କୁଠାରାଘାତ ପହଞ୍ଚାଇବା ସହ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିଛି। ଏନେଇ ସାରା...

OAVET Result: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାମଲେଖା ପାଇଁ ଏଣ୍ଟ୍ରାନ୍ସ ରେଜଲ୍ଟ ପ୍ରକାଶ, ଜାଣନ୍ତୁ କିଭଳି ଜାଣିବେ…

କଟକ,୬।୨: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏଣ୍ଟ୍ରାନ୍ସ ଟେଷ୍ଟ (OAVET)ର ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ OAVET ସହିତ ଓ ମାଇନିଂ ଆଦର୍ଶ ବିଦ୍ୟାଳୟ ଏଣ୍ଟ୍ରାନ୍ସ ଟେଷ୍ଟ...

ICC Champions Trophy 2025 : ପାକିସ୍ତାନକୁ ଝଟକା, ହୋଷ୍ଟିଂ ଛଡ଼ାଇ ନିଆଯିବା ଆଶଙ୍କା…

ଇସଲାମାବାଦ,୬।୨ : ମିନି ବିଶ୍ୱକପ କୁହାଯାଉଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ୮ ଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖିବାକୁ ମିଳିବ। ଏଥର ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଯାଉଛି। କଳ୍ପନାଜଳ୍ପନା ରହିଛି ଆଇସିସି ପାକିସ୍ତାନରୁ ଚାମ୍ପିଅନ୍ସ ଟ୍ରଫିର...

କୁମାର ବିଶ୍ୱାସଙ୍କୁ ରାଜ୍ୟ ସଭା ପଠାଇପାରେ ଭାଜପା

ନୂଆଦିଲ୍ଲୀ,୬।୨: ଦେଶର ଜଣାଶୁଣା କବି କୁମାର ବିଶ୍ୱାସ ରାଜ୍ୟ ସଭା ଯାଇପାରନ୍ତି। ଭାଜପା ତାଙ୍କୁ ଉତ୍ତରପ୍ରଦେଶରୁ ପ୍ରାର୍ଥୀ କରିପାରେ। ରାଜ୍ୟରେ ୭ ରାଜ୍ୟ ସଭା ଆସନ ଲାଗି ୩୫ ନାମଙ୍କୁ ନେଇ ବିଚାରବିମର୍ଶ କରାଯାଉଛି। ଏଥିରେ କୁମାର ବିଶ୍ୱାସଙ୍କ ବ୍ୟତିତ...

Supreme Court on Surrogacy: ବିନା ବିବାହରେ ସନ୍ତାନ ନେଇ ସୁପ୍ରିମକୋର୍ଟ ବଡ଼ ରାୟ, ସରୋଗେସିକୁ ଅନୁମତି ନାହିଁ…

ନୂଆଦିଲ୍ଲୀ,୬।୨ : ବିନା ବିବାହରେ ସରୋଗେସି ମାଧ୍ୟମରେ ଜଣେ ମହିଳା ହେବାର ମାତା ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ କୋର୍ଟ ମନ୍ତବ୍ୟ ଦେଇଛନ୍ତି ଆମେ ଏହି ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶ ଭଳି କରିପାରିବୁ ନାହିଁ। ଏହି ପ୍ରସଙ୍ଗରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri