Tag Archives: Home Middle

ଭାରତକୁ ଯୋଡ଼ିବା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ମୂଳଲକ୍ଷ୍ୟ: ରାହୁଲ

ସୁନ୍ଦରଗଡ,୬ା୨(ଜୟ ନାରାୟଣ ମେଣ୍ଡୁଳି): ମୋଦି ସରକାରଙ୍କ ବିରୋଧରେ ଲଢ଼େଇ କରି ଗରିବ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରା ଝାଡ଼ଖଣ୍ଡ ଅତିକ୍ରମ କରି ମଙ୍ଗଳବାର...

ଲାକ୍ଷାଗୃହ ମାମଲା: ହିନ୍ଦୁଙ୍କ ସପକ୍ଷରେ କୋର୍ଟଙ୍କ ରାୟ…

ବାଗପତ,୬।୨ : ବାଗପତର ଲାକ୍ଷାଗୃହ ମାମଲାରେ ହିନ୍ଦୁଙ୍କ ସପକ୍ଷରେ କୋର୍ଟଙ୍କ ରାୟ ଆସିଛି। ମୁସଲିମ ପକ୍ଷର ଦାବିକୁ ପ୍ରତ୍ୟାଖ୍ୟାନ କରି ୫୦୦୦ ବର୍ଷ ପୁରୁଣା ସଭ୍ୟତା ଥିବା ମହାଭାରତ ସମୟର ଲକ୍ଷାଗୃହ ମାମଲାରେ ହିନ୍ଦୁମାନଙ୍କ ସପକ୍ଷରେ କୋର୍ଟ ଏହି ରାୟ...

PM Kisan Yojana: ଚାଷୀଙ୍କ ସଞ୍ଚୟ ଖାତାଙ୍କୁ ୧୨ ହଜାର ଯିବା ନେଇ ସଂସଦରେ କ’ଣ କହିଲେ ସରକାର…

ନୂଆଦିଲ୍ଲୀ,୬।୨ : ପିଏମ-କିଷାନ ରାଶି ବାର୍ଷିକ ୬ ହଜାର ରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ କି? ସରକାର ଏହାର ଜବାବ ଦେଇଛନ୍ତି। କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ବର୍ତ୍ତମାନ ସରକାର ପିଏମ-କିସାନ ପରିମାଣକୁ ବାର୍ଷିକ ୬...

ନିଜ ବିଧାୟକଙ୍କ ଉପରେ କଂଗ୍ରେସର ନାହିଁ ବିଶ୍ୱାସ: ଭାଜପା ଆଣିଲା ଅଭିଯୋଗ…

ପ୍ରୟାଗରାଜ,୬।୨ : ବିହାର କଂଗ୍ରେସ ବିଧାୟକମାନେ ହାଇଦ୍ରାବାଦର ଏକ ଘରୋଇ ହୋଟେଲରେ ରହିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ଏମପି ଗିରିରାଜ ସିଂ କହିଛନ୍ତି ବିହାରରେ ସରକାର ଗଠନ କରାଯାଇଛି ଏବଂ ଏହାର ଶକ୍ତି ପରୀକ୍ଷା ଫେବୃଆରୀ ୧୨ରେ ହେବ।...

ଓଡ଼ିଶାରେ ରାହୁଲ ଗାନ୍ଧୀ

ସୁନ୍ଦରଗଡ,୬ା୨ଜୟ ନାରାୟଣ ମେଣ୍ଡୁଳି): ମୋଦି ସରକାରଙ୍କ ବିରୋଧରେ ଲଢ଼େଇ କରି ଗରିବ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଗତ ମାସ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରରୁ ୨ୟ ପର୍ଯ୍ୟାୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ...

ନୀତୀଶଙ୍କ ଶକ୍ତି ପରୀକ୍ଷା ପୂର୍ବରୁ ସମ୍ରାଟ ଚୌଧୁରୀଙ୍କ ଅଭିଯୋଗ: ଘୋଡ଼ାବେପାର କରିବାକୁ ଚାହୁଁଛି କଂଗ୍ରେସ…

ପାଟନା,୬।୨ : ନୀତୀଶ କୁମାର ୧୨ ଫେବୃଆରୀରେ ବିହାର ବିଧାନସଭାରେ ଶକ୍ତି ପରୀକ୍ଷା ଦେବେ । ତାଙ୍କ ସହ କେତେଜଣ ବିଧାୟକ ଅଛନ୍ତି ଏବଂ କେତେଜଣ ବିରୋଧ କରୁଛନ୍ତି ତାହା ସ୍ଥିର ହେବ। ବର୍ତ୍ତମାନ ସୁଦ୍ଧା ନୀତୀଶ କୁମାରଙ୍କୁ ସହଜରେ...

Places Of Worship Act: ପୂଜା ସ୍ଥଳ ଅଧିନିୟମକୁ ରଦ୍ଦ କରିବାକୁ ଦାବି କଲେ ଭାଜପା ଏମପି…

ନୂଆଦିଲ୍ଲୀ,୬।୨ : ପୂଜା ସ୍ଥଳ ଅଧିନିୟମ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି। ଜ୍ଞାନବାପି ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଭାଜପା ଏମପି ହରନାଥ ସିଂ ଯାଦବ ଏହି ପୁରୁଣା ଆଇନକୁ...

ବହୁଚର୍ଚ୍ଚିତ ନୟାଗଡ଼ ପରୀ ବଳାତ୍କାର ହତ୍ୟା ମାମଲାର ରାୟ ଶୁଣାଇଲେ କୋର୍ଟ

ନୟାଗଡ଼,୬।୨: ବହୁଚର୍ଚ୍ଚିତ ନୟାଗଡ଼ ପରୀ ବଳାତ୍କାର ହତ୍ୟା ମାମଲା ରାୟ ମଙ୍ଗଳବାର ଆସିଛି। ପରୀ ହତ୍ୟାକାଣ୍ଡରେ ନୟାଗଡ଼ ଚିଲ୍‌ଡ୍ରେନ୍‌ କୋର୍ଟ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୦ରେ ପରୀ ଘଟଣା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି...

ବାଣ କାରଖାନାରେ ବିସ୍ଫୋରଣ: ୬ ମୃତ, ୪୦ରୁ ଅଧିକ ଆହତ

ଭୋପାଳ,୬।୨: ମଧ୍ୟପ୍ରଦେଶର ହରଦାଠାରେ ଥିବା ଏକ ବାଣ କାରଖାନାରେ ବଡ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଥିବା ଜଣାପଡିଛି। ଏହି ବିସ୍ଫୋରଣରେ ସମଗ୍ର ସହର କମ୍ପିତ ହୋଇଛି।...

ଉତ୍ତରାଖଣ୍ଡ ପାଇଁ ଐତିହାସିକ ଦିନ, ୟୁସିସି ବିଲ ଉପସ୍ଥାପନ କଲେ ପୁଷ୍କର ସିଂ ଧାମି

ଡେରାଡୁନ,୬।୨: ମଙ୍ଗଳବାର ଫେବୃଆରୀ ୬ ହେଉଛି ଉତ୍ତରାଖଣ୍ଡ ପାଇଁ ଏକ ଐତିହାସିକ ଦିନ। ମଙ୍ଗଳବାର ରାଜ୍ୟ ବିଧାନସଭାରେ ୟୁନିଫର୍ମ ସିଭିଲ କୋଡ ବିଲ (ୟୁସିସି) ଆଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗୃହରେ ଏହି ବିଲ ଉପସ୍ଥାପନ କରିଥିଲେ।...

ଆଜି ଓଡ଼ିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା, ଜାଣନ୍ତୁ ପୂରା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୬।୨: ମଙ୍ଗଳବାର ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ଏହି ଯାତ୍ରା ଓଡ଼ିଶାର ସୁନ୍ଦରଗଡ ଜିଲାର ଏକ ଛୋଟ ଶିଳ୍ପାଞ୍ଚଳ ବୀରମିତ୍ରପୁର ଦେଇ ଝାଡଖଣ୍ଡରୁ ରାଜ୍ୟକୁ ପ୍ରବେଶ କରିବ ବୋଲି...

ଏଏପି ବିରୋଧରେ ଇଡିର ବଡ ଆକ୍ସନ, ମୁଖ୍ୟମନ୍ତ୍ରୀଙ୍କ ସଚିବ, ଏନଡି ଗୁପ୍ତାଙ୍କ ସମେତ ୧୨ ନେତାଙ୍କ ଘରେ ଚଢାଉ

ନୂଆଦିଲ୍ଲୀ,୬।୨: ଦିଲ୍ଲୀର ମନି ଲଣ୍ଡରିଂ ମାମଲାରେ ୧୨ରୁ ଅଧିକ ସ୍ଥାନରେ ମଙ୍ଗଳବାର ସକାଳୁ ଇଡି ଚଢାଉ ଜାରି ରହିଛି। ସୂଚନାନୁସାରେ, ଏଏପି ରାଜ୍ୟ ସଭା ଏମପି ଏନଡି ଗୁପ୍ତାଙ୍କ ଘରେ ଇଡି ଚଢାଉ ଚାଲିଛି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri