Tag Archives: Home Middle

ମନ୍ତ୍ରୀଙ୍କୁ ମୋଦିଙ୍କ ଚେତାବନୀ: ୨୦୦୪ ଭଳି ଭୁଲ କର ନାହିଁ…

ନୂଆଦିଲ୍ଲୀ,୪।୨ : ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଚେତାବନୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ମନ୍ତ୍ରୀମାନେ କୌଣସି ରାଜନୈତିକ ବିଶ୍ଳେଷଙ୍କେ ବିଭ୍ରାନ୍ତ ହେବା ଉଚିତ ନୁହେଁ। ଲୋକସଭା ର୍ନିବାଚନ ପାଇଁ ଯଥାସମ୍ଭବ ଚେଷ୍ଟା...

୭ ଦିନରେ ଲାଗୁ ହେବ ସିଏଏ: କହୁ କହୁ ସେମିତି କହିଦେଲି, ମନ୍ତ୍ରୀ ଦେଲେ ସ୍ପଷ୍ଟୀକରଣ…

କୋଲକାତା,୪।୨ : ପଶ୍ଚିମବଙ୍ଗର ଭାଜପା ଲୋକସଭା ଏମପି ତଥା ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ସମ୍ବନ୍ଧରେ ଦେଇଥିବା ବିବୃତ୍ତି ଅନେକ ଆଲୋଡ଼ନ ସୃଷ୍ଟି କରିଥିଲା। ଗତ ସପ୍ତାହରେ ସେ କହିଥିଲେ...

Railway Job: ରେଳବାଇରେ ବମ୍ପର ନିଯୁକ୍ତି ସୁଯୋଗ, ବାର୍ଷିକ କ୍ୟାଲେଣ୍ଡର ଜାରି….

ନୂଆଦିଲ୍ଲୀ,୪।୨ : ଭାରତୀୟ ରେଳବାଇରେ ଚାକିରି ଚାହୁଁଥିବା ଯୁବବର୍ଗମାନଙ୍କ ପାଇଁ ଏକ ଖୁସି ଖବର ଅଛି। ରେଳ ବୋର୍ଡ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତିରେ ରେଲୱେ ବୋର୍ଡ ଦ୍ୱାରା ବର୍ଷସାରା ହେବାକୁ ଥିବା ନିଯୁକ୍ତିର ସମ୍ପୂର୍ଣ୍ଣ...

ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ: ଗୋଟିଏ ପ୍ୟାନରେ ୧୦୦୦ରୁ ଅଧିକ ଗ୍ରାହକଙ୍କ ଆକାଉଣ୍ଟ ସଂଯୁକ୍ତ…

ନୂଆଦିଲ୍ଲୀ,୪।୨ : ଆରବିଆଇର କାର୍ଯ୍ୟ ପରେ ପେଟିଏମ ପେମେଣ୍ଟ ବ୍ୟାଙ୍କ ଏବଂ ଏହାର କାର୍ଯ୍ୟ ପ୍ରଣାଳୀ ବିଷୟରେ ପ୍ରଶ୍ନ ଉଠିଛି। ରିଜର୍ଭ ବ୍ୟାଙ୍କ ପେଟିଏମରେ ଅନିୟମିତତା ପାଇଥିଲା ଯାହା ପରେ ଏହାର ସେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଖବର ଅନୁଯାୟୀ,...

ମାଳଦ୍ୱୀପରେ ଚାଇନାର ଷଡ଼ଯନ୍ତ୍ର ହେବ ବିଫଳ,ମୁଇଜ୍ଜୁଙ୍କ ବିଷବୋଳା ମନ୍ତବ୍ୟ ପରେ ମଧ୍ୟ ଭାରତ ଚାହୁଁଛି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ…

ମାଲେ,୪।୨ : ନୂଆଦିଲ୍ଲୀରେ ମାଳଦ୍ୱୀପ ଏବଂ ଭାରତ ଏକ ଉଚ୍ଚ ସ୍ତରୀୟ କୋର ଗ୍ରୁପ ବୈଠକ କରିଛନ୍ତି। ଏହି ବୈଠକରେ ପ୍ରସଙ୍ଗ ଥିଲା ଭାରତୀୟ ସୈନିକମାନଙ୍କୁ ମାଳଦ୍ୱୀପରୁ ପ୍ରତ୍ୟାହାର। ବୈଠକ ପରେ ଭାରତ ଏବଂ ମାଳଦ୍ୱୀପ ଦ୍ୱାରା ଜାରି ବିବୃତ୍ତିରେ...

ଆତିଶୀଙ୍କ ଘରେ କ୍ରାଇମ ବ୍ରାଞ୍ଚ ଟିମ: ଘୋଡ଼ାବେପାର ଅଭିଯୋଗ ନେଇ ନୋଟିସ…

ନୂଆଦିଲ୍ଲୀ,୪।୨ : ରବିବାର ସକାଳେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ଦିଲ୍ଲୀ ସରକାରୀ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ଘରେ ପହଞ୍ଚିଛନ୍ତି। ବାସ୍ତବରେ, ଆତିଷୀ ମାର୍ଲେନା ଏବଂ ସିଏମ ଅରବିନ୍ଦ କେଜରିୱାଲ ନିକଟରେ କିଛି ଆଦମ ପାର୍ଟି (ଏଏପି) ବିଧାୟକଙ୍କୁ...

ନାମ୍ବିଆ ରାଷ୍ଟ୍ରପତି ହେଗ ଗେନଗୋବଙ୍କ ପରଲୋକ…

ଓ୍ବିଣ୍ଡହ୍ବେକ,୪।୨ : ନାମ୍ବିଆ ରାଷ୍ଟ୍ରପତି ହେଗ ଗେନଗୋବ ୮୨ ବର୍ଷ ବୟସରେ ଦେହାନ୍ତ ଘଟିଛିି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ଗେନଗୋବ ରବିବାର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କିଛି ସପ୍ତାହ ପୂର୍ବରୁ କର୍କଟ...

ଜିଦ୍‌ କରି ନିଜ ଆବଶ୍ୟକତା ପୂରଣ ପାଇଁ ସ୍ବାମୀଙ୍କ ଉପରେ ଚାପ ପକାଇ ଆର୍ଥିକ ସ୍ଥିତି ନେଇ ଅପମାନ ଦେଲେ ସ୍ତ୍ରୀଙ୍କୁ ଦିଆଯାଇ ପାରିବ ଛାଡ଼ପତ୍ର: ହାଇକୋର୍ଟ…

ନୂଆଦିଲ୍ଲୀ,୪।୨ : ଏକ ଛାଡ଼ପତ୍ର ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ସ୍ବାମୀଙ୍କ ଆର୍ଥିକ କ୍ଷମତା ନେଇ ସ୍ତ୍ରୀ ତାଙ୍କୁ ନିରନ୍ତର ଅପମାନିତ କରିବା ଏବଂ ତାଙ୍କୁ ଆର୍ଥିକ ଦୃଷ୍ଟିରୁ ନିଜର ଅଧିକ ଆକାଂକ୍ଷା ପୂରଣ କରିବାକୁ ଚାପ...

ଖୁସି ଖବର: ସୁନା-ରୁପା ଦାମ କମିଲା, ଘରେ ବସି ଏହି ନମ୍ବରରେ ମିସ କଲ କରି ଜାଣନ୍ତୁ ଦାମ…

ନୂଆଦିଲ୍ଲୀ,୩।୨ : ଫେବୃଆରୀ ୩ ଶନିବାର ଦିନ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ସୁନାର ମୂଲ୍ୟ ଦଶ ଗ୍ରାମ ପିଛା ୨୨୦ ଟଙ୍କା ଏବଂ ରୂପା ମୂଲ୍ୟ କିଲୋଗ୍ରାମ ପିଛା ହଜାରେ ଟଙ୍କା ହ୍ରାସ ପାଇଛି। ଶନିବାର...

ଦୁଇଦିନ ଘନକୁହୁଡ଼ି: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୩ା୨: ରାଜ୍ୟରେ ଆସନ୍ତା ୨ ଦିନ ଘନକୁହୁଡ଼ି ଜାରି ରହିବ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲାରେ ଘନକୁହୁଡ଼ି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ନୟାଗଡ଼,...

ନ୍ୟାୟ ଦେବୀଙ୍କ ଆଖିରେ ବନ୍ଧାଥିବା କପଡ଼ା ଗାଏବ, ୟୁସିସି ଡ୍ରାଫ୍ଟରେ ଥିବା ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ…

ଡେରାଡୁନ,୩।୨ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ର ଡ୍ରାଫ୍ଟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନିକଟରେ ଦାଖଲ କରାଯାଇଛି। ଏଭଳି ପରିସ୍ଥିତିରେ ଏହି ଡ୍ରାଫ୍ଟ ଆଲୋଚନାର ବିଷୟ ପାଲଟିଛି। ଲୋକମାନେ ଏହି ଡ୍ରାଫ୍ଟର ପ୍ରତ୍ୟେକ ଦିଗ ବିଷୟରେ...

ପରୀକ୍ଷାର ଦେଢ଼ ଘଣ୍ଟା ପୂର୍ବରୁ ହଲ୍‌କୁ ପ୍ରବେଶ କରିବେ ପରୀକ୍ଷାର୍ଥୀ: ମାଧ୍ୟମିକ ଶିକ୍ଷା ପରିଷଦ

କଟକ,୩ା୨(କାର୍ତ୍ତିକ ସାହୁ): ଫେବୃଆରୀ ୨୦ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଉକ୍ତ ପରୀକ୍ଷାକୁ ସୁବ୍ୟବସ୍ଥିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟକ୍ରମ ଜାରି ରଖିଛି। କପି ରୋକିବା ଲାଗି ନୂଆ ଫର୍ମୂଲା ଆପଣାଇଛି ବୋର୍ଡ। ଏଣିକି ପରୀକ୍ଷା ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri