Tag Archives: Home Middle

ଅସଫଳରେ ହେଲେ ମୋଦିଙ୍କ ଚାକର ହେବାକୁ ପଡ଼ିବ: ଖାର୍ଗେ…

ନୂଆଦିଲ୍ଲୀ,୩।୨ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଦିଲ୍ଲୀରେ ଅନୁଷ୍ଠିତ ନ୍ୟାୟ ସଂକଳ୍ପ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଏହି ସଂଗ୍ରାମ ହେଉଛି ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼େଇ। ଯଦି ଆପଣ ଏଥିରେ ବିଫଳ ହୁଅନ୍ତି...

ଦେଶର ସେବାରେ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କୁ ଦେଶ କେବେ ବି ଭୁଲି ପାରିବ ନାହିଁ: ମୋଦି…

ନୂଆଦିଲ୍ଲୀ/ସମ୍ବଲପୁର,୩।୨ : କେନ୍ଦ୍ର ସରକାର ଶନିବାର ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଭାଜପାର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଭାରତ ରତ୍ନ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ...

ବିନମ୍ରତା ସହ ମୁଁ ଭାରତ ରତ୍ନକୁ ସ୍ବୀକାର କରୁଛି, ଏହି ୨ ନେତାଙ୍କୁ ମନେ ପକାଇ ହେଲେ ଭାବୁକ ଆଡଭାନୀ …

ନୂଆଦିଲ୍ଲୀ,୩।୨ : ୧୯୯୦ ଦଶକ ଆରମ୍ଭରେ ଅଯୋଧ୍ୟାରେ ଥିବା ରାମ ମନ୍ଦିର ନିର୍ମାଣକୁ ନିଜ ରଥ ଯାତ୍ରା ମାଧ୍ୟମରେ ଜାତୀୟ ମାନ୍ୟତା ପ୍ରଦାନ କରିଥିବା ଭାଜପାର ଭେଟେରାନ ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ...

ଇସ୍ତଫା ଦେଲେ ରାଜ୍ୟପାଳ ବନଓ୍ବାରୀ ଲାଲ ପୁରୋହିତ, ଏସବୁ କାରଣ ଦର୍ଶାଇଲେ…

ଚଣ୍ଡିଗଡ଼,୩।୨ : ପଞ୍ଜାବର ରାଜ୍ୟପାଳ ତଥା ୟୁନିଅନ ଟେରିଟୋରୀ ଚଣ୍ଡିଗଡ଼ର ପ୍ରଶାସକ ବନୱାରୀ ଲାଲ ପୁରୋହିତ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ସେ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ବନୱାରୀ ଲାଲ...

ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସକୁ ଉଦ୍‌ଘାଟନ କଲେ ମୋଦି

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମ୍ବଲପୁର ଗସ୍ତରେ ଆସିଛନ୍ତି। ସେଠାରେ ସେ ବସନ୍ତପୁରଠାରେ ନୂତନଭାବେ ନିର୍ମିତ ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସକୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତିି।ଏହା ସହ ଅନ୍ୟ ୧୮ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି...

ସମ୍ବଲପୁର ଆଇଆଇଏମ୍‌ରେ ପହଞ୍ଚିଲେ ମୋଦି

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର ବିମାନରେ ଆସି ଶନିବାର ଅପରାହ୍ନରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଲେ। ସେଠାରେ ତାଙ୍କୁ ଭାଜପା ନେତୃବୃନ୍ଦ ଭବ୍ୟ ସ୍ବାଗତ କରିଥିଲେ। ପରେ ସେଠାରୁ ପ୍ରଧାନମନ୍ତ୍ରୀ ମୋଦି...

ପୁରାବିଶ୍ୱ ପାଇଁ ନିର୍ବାଚନ ବର୍ଷ ୨୦୨୪, ଭୋଟ ଦେବେ ୭୦ ଦେଶର ନାଗରିକ

ନୂଆଦିଲ୍ଲୀ,୩।୨: ନିର୍ବାଚନର ବର୍ଷ ହେଉଛି ୨୦୨୪। କେବଳ ଭାରତ ନୁହେଁ ପୁରା ବିଶ୍ୱ ପାର୍ଇ ୨୦୨୪ ହେଉଛି ନିର୍ବାଚନର ବର୍ଷ। ଚଳିତ ବର୍ଷ ୭୦ରୁ ଅଧିକ ଦେଶରେ ନିର୍ବାଚନ ହେବାକୁ ଯାଉଛି,ଯେଉଁଥିରେ ୪୦୦ କୋଟିରୁ ଅଧିକ ଲୋକ ଭୋଟଦାନ କରିବେ।...

ଜୀବିତ ଅଛନ୍ତି ପୁନମ ପାଣ୍ଡେ, ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ନିଜେ ଦେଲେ ସୂଚନା

ମୁମ୍ବାଇ,୩।୨: ଅଭିନେତ୍ରୀ ପନମ ପାଣ୍ଡେଙ୍କର ଦେହାନ୍ତ ହୋଇନାହିଁ। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସେ ଜୀବିତ ଥିବା ବିଷୟରେ ସୂଚନା ଦେଇଛନ୍ତି। ଶୁକ୍ରବାର ପୁନମ ପାଣ୍ଡେଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା। ତାଙ୍କର...

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଉଦ୍‌ଘାଟିତ: ୩ ଦିନ ଧରି ଚାଲିବ ଏହି ମହାକୁମ୍ଭ

ଭୁବନେଶ୍ୱର,୩।୨: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪  ଉଦ୍‌ଘାଟିତ  ହୋଇଛି। ଶନିବାରଠୁ ଜନତା ମଇଦାନରେ ଭାଷାର ଏହି ମହାକୁମ୍ଭ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଲାଗି ଦେଶ ବିଦେଶରୁ ୧୦୦ରୁ ଅଧିକ ଶିକ୍ଷାବିତ୍‌ ଯୋଗ ଦେଇଛନ୍ତି ।...

ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩।୨: ଭାରତୀୟ ଜନତା ଦଳର ଭେଟେରାନ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ମୋଦି ନିଜେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟରେ...

ପୁନମଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ, ପରିବାର ନିଖୋଜ

ନୂଆଦିଲ୍ଲୀ,୩।୨: ରହସ୍ୟ ଘେରରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର। ତାଙ୍କର ମୃତ୍ୟୁ ଗର୍ଭାଶୟ କ୍ୟାନସରରେ ହୋଇଛି କି ନାହିଁ ତାହା ବି ଏବେ ସନ୍ଦେ ଘେରରେ। ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳୁଛି।...

ଯଶସ୍ବୀଙ୍କ ଡବଲ ଶତକ, ପ୍ରଥମ ଇନିଂସରେ ଭାରତ ୩୯୬ ରନ କରି ଅଲଆଉଟ୍‌

ବିଶାଖାପାଟନମ୍‌,୩।୨: ଭାରତୀୟ ଦଳର ତାରକା ଯୁବ ବ୍ୟାଟର୍‌ ଯଶସ୍ବୀ ଜସୱାଲ ବିଶାଖାପାଟନମ୍‌ ଟେଷ୍ଟରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚରେ ସେ ଇଂରାଜୀ ବୋଲରମାନଙ୍କୁ ପରାସ୍ତ କରି ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଡବଲ ଶତକ ସ୍କୋର କରିବାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri