Tag Archives: Home Middle

ଥଣ୍ଡା,ଜ୍ୱର, ସୁଗାର ସମେତ ୩୯ ଔଷଧ ହେଲା ଶସ୍ତା

ନୂଆଦିଲ୍ଲୀ,୩।୨: ସାଧାରଣ ଲୋକମାନେ କୌଣସି ରୋଗର ମୁକାବିଲା କରିବା ସମୟରେ ଚିନ୍ତାରେ ପଡିଯାଆନ୍ତି। କରୋନା ମହାମାରୀ ପରେ ଦେଶରେ ଔଷଧ ଏବଂ ଚିକିତ୍ସା ଖର୍ଚ୍ଚ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। କିନ୍ତୁ ବର୍ତ୍ତମାନ ନରେନ୍ଦ୍ର ମୋଦି ସରକାର ଏହି ଦିଗରେ...

ଭାଜପାକୁ ଝାଡ଼ଖଣ୍ଡରେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ଦେଲାନାହିଁ ‘ଇଣ୍ଡିଆ’ ମେଣ୍ଟ: ରାହୁଲ

ରାଞ୍ଚି,୩।୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ୍‌ ଶପଥ ନେଇସାରିଥିଲେ ହେଁ ରାଜନୈତିକ ଉଷ୍ମତା ଜାରି ରହିଛି। ଘୋଡ଼ାବେପାର ଆଶଙ୍କାରେ ୩୬ଜଣ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇଣ୍ଡିଆ ମେଣ୍ଟ ଭାଜପାକୁ...

ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବାସଭବନରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଟିମ ଶନିବାର ପହଞ୍ଚିଛି। ଏହାପୂର୍ବରୁ ଶୁକ୍ରବାର ମଧ୍ୟ କ୍ରାଇମବ୍ରାଞ୍ଚ ଟିମ ନୋଟିସ ଦେବାକୁ କେଜ୍‌ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଥିଲା। କିନ୍ତୁ ନୋଟିସ ଗ୍ରହଣ ନ କରିବାରୁ ଦିଲ୍ଲୀ ପୋଲିସ ରାତିରେ...

ଜେଲରେ ରୁଟି କ୍ଷୀର ଖାଇ ରାତି କାଟିଲେ ହେମନ୍ତ ସୋରେନ, ଆଜିଠାରୁ ଆରମ୍ଭ ହେବ ପଚରା ଉଚରା

ନୂଆଦିଲ୍ଲୀ,୩।୨: ଜମି ଦୁର୍ନିତି ମାମଲାରେ ଜେଲକୁ ପଠାଯାଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଶନିବାରଠାରୁ ପଚରାଉଚରା କରାଯିବ। ଏହାପୂର୍ବରୁ ଜେଲରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ଏହା ବ୍ୟତୀତ ଇଡି କାର୍ଯ୍ୟାଳୟ ବାହାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା...

ଫ୍ରାନ୍ସରେ ବି କରିହେବ ୟୁପିଆଇର ବ୍ୟବହାର, ଏଫିଲ ଟାଓ୍ବାରରେ ହେଲା ଲଞ୍ଚ

ପ୍ୟାରିସ,୩।୨: ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ର ସୀମା ବୃଦ୍ଧି ପାଇଛି। ହଁ … ସମଗ୍ର ଦେଶରେ ଆର୍ଥିକ କାରବାରରେ ପରିବର୍ତ୍ତନ ଆଣିଥିବା ୟୁପିଆଇ, ବର୍ତ୍ତମାନ ଫ୍ରାନ୍ସରେ ମଧ୍ୟ ବ୍ୟବହାର କରାଯାଇପାରିବ। ଫ୍ରାନ୍ସର ରାଜଧାନୀ ପ୍ୟାରିସର ଏଫିଲ ଟାୱାରରେ ୟୁପିଆଇ...

ଆଜି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମ୍ବଲପୁର ଗସ୍ତରେ ଆସି ବସନ୍ତପୁରଠାରେ ନୂତନ ଭାବେ ନିର୍ମିତ ଆଇଆଇଏମ୍‌ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ୍‌ ଉଦ୍‌ଘାଟନ କରିବେ। ଏହାସହ ୬୮ ହଜାର ୧୬୦ କୋଟି ବ୍ୟୟ ଅଟକଳରେ ପ୍ରାୟ ୭ ପ୍ରକଳ୍ପ...

ଜୋର୍ଡାନ ଆକ୍ରମଣର ପ୍ରତିଶୋଧ ନେଲା ଆମେରିକା, ସିରିଆ-ଇରାକର ୮୫ ସ୍ଥାନରେ ବୋମାମାଡ, ୬ ଆତଙ୍କବାଦୀ ମୃତ

ବାଗଦାଦ,୩।୨: ଆମେରିକାର ସେନା ଶୁକ୍ରବାର ଜୋର୍ଡାନର ଏକ ସାମରିକ ବେସ ଉପରେ ଡ୍ରୋନ ଆକ୍ରମଣର ଜବାବରେ ସିରିଆ ଏବଂ ଇରାକରେ ଇରାନ ସମର୍ଥିତ ମିଲିସିଆଙ୍କ ଶିବିର ଉପରେ ବୋମା ପକାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ସିରିଆରେ ଆମେରିକାର ଏୟାର ଷ୍ଟ୍ରାଇକରେ...

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ପଜିଟିଭ, ସ୍ବାଇନ ଫ୍ଲୁରେ ବି ପୀଡିତ

ଜୟପୁର,୩।୨: ସମଗ୍ର ବିଶ୍ୱକୁ ଥରାଇ ଦେଇଥିବା କରୋନା ଜୀବାଣୁ ଏପର୍ଯ୍ୟନ୍ତ ହାର ମାନୁ ନାହିଁ। ପାଣିପାଗର ପରିବର୍ତ୍ତନ ସହିତ କରୋନା ଜୀବାଣୁ ଦେଶର ଅନେକ ସ୍ଥାନରେ ଏହାର କାୟା ବିସ୍ତାର କରୁଛି। ଏବେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ...

ସପ୍ତାହକୁ ୩୬ଘଣ୍ଟା ଉପବାସ କରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, କହିଲେ କାରଣ

ଇଂଲଣ୍ଡ,୨।୨: ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଦେଶରେ ଲାଗୁ କରୁଥିବା କୌଣସି ନିୟମ ହେଉ କି ନିଜ ଭାରତୀୟ ସଂସ୍କୃତି ପାଇଁ ସେ ସବୁବେଳେ ପରିଚିତ ରହିଆସୁଛନ୍ତି। ନିଜକୁ ହିନ୍ଦୁ ସନାତନୀ...

ବର୍ଷିଲେ ରାହୁଲ; କହିଲେ, ହିମନ୍ତ-ମିଲିନ୍ଦ ଦେଓରା ଭଳି ନେତା ତୁରନ୍ତ ଛାଡନ୍ତୁ ପାର୍ଟି

ନୂଆଦିଲ୍ଲୀ,୨।୨: ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏବେ ପଶ୍ଚିମବଙ୍ଗରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତେବେ ସେଠାରେ ଥାଇ ସେ ତାଙ୍କ ଦଳର ନେତାମାନଙ୍କୁ ଏକ ବଡ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ମିଲିନ୍ଦ ଦେଓରା ଓ ହିମନ୍ତ...

ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବା ପରେ ହସ୍ପିଟାଲ୍‌ରେ ଭର୍ତ୍ତି

ଆଗ୍ରା,୨।୨: ତୁଳସୀ ପୀଠାଧିଶ୍ୱର ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ହେଉଥିବା ସେ ଅଭିଯୋଗ କରିବା ପରେ ତାଙ୍କୁ ଆଗ୍ରାର ପୁଷ୍ପାଞ୍ଜଳି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଅଧିକ ଚିକିତ୍ସା ଲାଗି ବିମାନ ଜରିଆରେ ଡେରାଡୁନ୍‌ ନେବାକୁ...

କଂଗ୍ରେସକୁ ମମତାଙ୍କ କଟାକ୍ଷ, ‘ଏତେ ଅହଙ୍କାର କାହିଁକି? ନିର୍ବାଚନରେ ୪୦ଟି ଆସନ ଜିତି ପାରିବ କି ନାହିଁ ସନ୍ଦେହ’

ନୂଆଦିଲ୍ଲୀ,୨।୨: ଆସନ ବୁଝାମଣାକୁ ନେଇ ଇଣ୍ଡିଆ ମେଣ୍ଟରେ ସୃଷ୍ଟି ହୋଇଛି ଫାଟ। ପ୍ରଥମେ ତୃଣମୂଳ କଂଗ୍ରେସ ପରେ ଏଏପି ଓ ଜେଡିୟୁ ମିଳିତମେଣ୍ଟରୁ ଅଲଗା ହୋଇଛି। ତେବେ ଟିଏମସି ମୁଖିଆ ମମତା ବାର୍ନାଜୀ ପଶ୍ଚିମବଙ୍ଗରେ ଏକାକୀ ଲଢିବା ନେଇ ଘୋଷଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri