Tag Archives: Home Middle

ଦୁଇ ସନ୍ତାନଙ୍କୁ ୧୫ମହଲାରୁ ଫିଙ୍ଗିଦେଲେ ଦମ୍ପତି, ଏବେ କୋର୍ଟ ଶୁଣାଇଲେ ମୃତ୍ୟୁଦଣ୍ଡ

ବେଜିଂ,୨।୨: ଚାଇନାରେ ଏକ ଦମ୍ପତିଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଏହି ଦମ୍ପତି ନିଜ ଦୁଇ ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୋ ଗ ହୋଇଛି । କହିରଖୁଛୁ କି, ଦମ୍ପତି ସେମାନଙ୍କର ଦୁଇ ସନ୍ତାନଙ୍କୁ ୧୫ ମହଲାରୁ ଫୋପାଡି ଦେଇଛନ୍ତି ।...

ପରଲୋକରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅଭିନେତା ସାଧୁ ମେହେର

ଭୁବନେଶ୍ୱର,୨।୨: ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଏବଂ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ସାଧୁ ମେହେର ଆଉ ନାହାନ୍ତି। ଶୁକ୍ରବାର ୮୪ ବର୍ଷ ବୟସରେ ସେ ମୁମ୍ବାଇସ୍ଥିତ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ସେ...

ଜ୍ଞାନବାପିର ବ୍ୟାସ ତେଖାନାରେ ଆରମ୍ଭ ହେଲା ପୂଜାର୍ଚ୍ଚନା, ସ୍ଥାପନ ହେଲେ ଶିବ-ଗଣେଶ-ହନୁମାନଙ୍କ ମୂର୍ତ୍ତି

ପ୍ରୟାଗରାଜ,୨।୨: ଜ୍ଞାନବାପି ମସଜିଦ ଉପରେ ବାରଣାସୀ ଜିଲା କୋର୍ଟ ହିନ୍ଦୁପକ୍ଷଙ୍କ ସପକ୍ଷରେ ରାୟ ଦେବା ପରେ ଶୁକ୍ରବାର ଏଠାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଜ୍ଞାନବାପିର ବ୍ୟାସ ତେଖାନାରେ ଆଜି ଭଗବାନ ଶିବ, ଗଣେଶ ଓ ହନୁମାନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି।...

ଏବେ ଇ-କମର୍ସ ସାଇଟ୍‌ରେ ମିଳିବ ‘ଭାରତ ଚାଉଳ’, ଦରବୃଦ୍ଧିରୁ ମୁକୁଳିବା ପାଇଁ ସରକାରଙ୍କ ବଡ ଘୋଷଣା

ନୂଆଦିଲ୍ଲୀ,୨।୨:ଦେଶରେ ସାଧାରଣ ଲୋକଙ୍କୁ ଦରବୃଦ୍ଧିରୁ ମୁକୁଳିବା ପାଇଁ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେଜି ପିଛା ମାତ୍ର ୨୯ ଟଙ୍କା ମୂଲ୍ୟରେ ଉପଲବ୍ଧ ସରକାରୀ ଚାଉଳ ‘ଭାରତ ଚାଉଳ’ ବର୍ତ୍ତମାନ ନିକଟସ୍ଥ ରିଟେଲ ଦୋକାନଗୁଡ଼ିକରେ ଲୋକଙ୍କ ପାଇଁ ଉପଲବ୍ଧ...

ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ: ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩୩୬/୬

ବିଖାଖାପାଟଣା,୨।୨: ବିଶାଖାପାଟଣା ଡ. ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ଉଇକେଟ ହରାଇ ୩୩୬ ରନ୍‌ କରିଛି । ଯଶସ୍ବୀ ଜୟସ୍ବାଲ ପୂରାଦିନ ବ୍ୟାଟିଂକରି...

‘ଭାରତ ଯୋଡ ଯାତ୍ରା’ରେ ଟଙ୍କା ସାରିଦେଲା କଂଗ୍ରେସ! ଖର୍ଚ୍ଚ ହୋଇଛି ଏତେ…

ନୂଆଦିଲ୍ଲୀ,୨।୨: ୨୦୨୨ ସେପ୍ଟେମ୍ବରରୁ ୨୦୨୩ ଜାନୁଆରୀ ମଧ୍ୟରେ କନ୍ୟାକୁମାରୀରୁ କଶ୍ମୀର ଯାଏଁ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରାରେ କଂଗ୍ରେସର ମୋଟ ୭୧.୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏକଥା ଆମେ ନୁହେଁ ନିର୍ବାଚନ ଆୟୋଗଙ୍କ...

ଖାର୍ଗେଙ୍କ କଥା ଶୁଣି ସ୍ମିତହାସ୍ୟ ଦେଲେ ମୋଦି

ନୂଆଦିଲ୍ଲୀ,୨।୨: କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସ ଏମପି ଡି.କେ ସୁରେଶଙ୍କ ଏକ ପୃଥକ ଦେଶ ଦାବି କରିବାକୁ ବାଧ୍ୟ ହୋଇଥିବା ବିବୃତ୍ତିରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଖାର୍ଗେ ରାଜ୍ୟ ସଭାରେ...

ରାଜସ୍ଥାନରୁ ସୋନିଆଙ୍କୁ ରାଜ୍ୟ ସଭା ପଠାଇବାକୁ ହେଉଛି ଯୋଜନା

ନୂଆଦିଲ୍ଲୀ,୨।୨: ରାଜସ୍ଥାନର ତିନୋଟି ଆସନରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ଓ କଂଗ୍ରେସ ବ୍ୟସ୍ତ ଅଛନ୍ତି। ଗୋଟିଏ ପଟେ ଯେଉଁଠି ଭାଜପା ପକ୍ଷରୁ ହାଇକମାଣ୍ଡ ନିଷ୍ପତ୍ତି ନେବେ। ଏଥର କଂଗ୍ରେସର ଏକ ନାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ...

ମୋଦିଙ୍କ ପ୍ରଶଂସକ ପାଲଟିଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ,୨।୨: କଂଗ୍ରେସର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ କିଛି ସମୟ ପାଇଁ ତାଙ୍କ ଦଳ ଉପରେ ରାଗିଛନ୍ତି। ସେପଟେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। ମୋଦିଙ୍କୁ ଭେଟିବା ପରେ ଭାଜପା ସହ ତାଙ୍କର ଘନିଷ୍ଠତା ନେଇ କଳ୍ପନାଜଳ୍ପନା କରାଯାଉଛି।...

ଘୋଡାବେପାର ଭୟ: ଶପଥ ପରେ ହାଇଦ୍ରାବାଦ୍‌ ଅଭିମୁଖେ ଜେଏମ୍‌ଏମ୍‌-କଂଗ୍ରେସ ବିଧାୟକ

ରାଞ୍ଚି,୨।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ କଂଗ୍ରେସ ନେତା ଆଲାମଗିର ଆଲାମ ଏବଂ ଆରଜେଡିର ସତ୍ୟନନ୍ଦ ଭୋକ୍ତା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ଜେଏମଏମ, କଂଗ୍ରେସ...

ଜ୍ଞାନବାପିରେ ପୂଜାପାଠ ଉପରେ ଲାଗିବନି କୌଣସି ରୋକୋ: ହାଇକୋର୍ଟ

ବାରାଣସୀ,୨ା୨: ଜ୍ଞାନବାପି ମସ୍‌ଜିଦ୍‌ର ବେସମେଣ୍ଟରେ ପୂଜା ଆରମ୍ଭ କରିବାକୁ ବାରାଣସୀ କୋର୍ଟଙ୍କ ଆଦେଶ ବିରୋଧରେ ମୁସ୍‌ଲିମ୍‌ ପକ୍ଷର ଆବେଦନ ଉପରେ ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ହାଇକୋର୍ଟ ପୂଜା ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା...

ନିଜ ରାଜନୈତିକ ଦଳର ନାଁ ଘୋଷଣା କଲେ ତାମିଲ ସୁପରଷ୍ଟାର ଥାଲପଥି ବିଜୟ

ନୂଆଦିଲ୍ଲୀ,୨।୨: ରାଜନୀତିରେ ଏଣ୍ଟ୍ରି ମାରିଲେ ତାମିଲ ସୁପରଷ୍ଟାର ଥାଲପଥି ବିଜୟ। ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ଶୁକ୍ରବାର ବିଜୟ ନିଜର ରାଜନୈତିକ ଦଳ ‘ତାମିଝା ଭେଟ୍ରି କାଝାଗମ’ ଘୋଷଣା କରିଛନ୍ତି। ଗତ ସପ୍ତାହରେ ଚେନ୍ନାଇରେ ଅନୁଷ୍ଠିତ ଏକ ବୈଠକରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri