Tag Archives: Home Middle

୨୦୧୯ ରୁ ୨୦୨୪: ଶାଢ଼ିର ରଙ୍ଗ ମାଧ୍ୟମରେ କେଉଁ ବାର୍ତ୍ତା ଦେଇଛନ୍ତି ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧।୨ : ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ପ୍ରତ୍ୟେକ ଶାଢ଼ି ରଙ୍ଗରେ କିଛି ବାର୍ତ୍ତା ଦେଇଛନ୍ତି। ୨୦୧୯ ରୁ ୨୦୨୪ ସେ ବିଭିନ୍ନ ବାର୍ତ୍ତା ଦେଇଛନ୍ତି। କ୍ରମାଗତ ଷଷ୍ଠ ଥର ପାଇଁ ନିର୍ମଳା ସୀତାରମଣଙ୍କ ଦ୍ୱାରା...

ମଧ୍ୟବିତ୍ତ ଶ୍ରେଣୀଙ୍କୁ ଘର ଦେବେ ସରକାର, ବଜେଟରେ ଘୋଷଣା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ ୨୦୨୪-୨୫ରେ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଗୃହ ଯୋଜନା ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ଗୁରୁବାର ତାଙ୍କ ବଜେଟ ଅଭିଭାଷଣରେ କହିଛନ୍ତି ଯେ, ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ନିଜ ପାଇଁ ଘର ନିର୍ମାଣ କିମ୍ବା...

Budget 2024: ୩କୋଟି ମହିଳା ପାଇବେ ‘ଲକ୍ଷପତି ଦିଦି’ ମାନ୍ୟତା

ନୂଆଦିଲ୍ଲୀ,୧।୨:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହିଳାଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ବର୍ତ୍ତମାନ ଦେଶରେ ୩ କୋଟି ମହିଳା ସରକାରଙ୍କ ‘ଲକ୍ଷପତି ଦିଦି ଯୋଜନା’ର ଲାଭ ପାଇବେ। ଏଥିପାଇଁ ସରକାର ବଜେଟରେ ଆବଣ୍ଟନ ମଧ୍ୟ ବୃଦ୍ଧି କରିବେ। ଆସନ୍ତୁ ଜାଣିବା...

ଚାଇନାକୁ ଝଟକା: ଗୁପ୍ତ କ୍ଷେପଣାସ୍ତ୍ର ପ୍ରକଳ୍ପରୁ ରକେଟ ବୈଜ୍ଞାନିକ ହେଲେ ବାହାର…

ବେଜିଂ,୧।୨ : ଚାଇନାର ଗୁପ୍ତ ରକେଟ ପ୍ରକଳ୍ପ ସହ ଜଡିତ ଜଣେ ଅଗ୍ରଣୀ ରକେଟ ବୈଜ୍ଞାନିକଙ୍କୁ ସରକାର ହଟାଇ ଦେଇଛନ୍ତି। ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ପରାମର୍ଶଦାତା କମିଟି ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ରକେଟ ପ୍ରକଳ୍ପ ଜାରି ରହିବ...

ସର୍ଭାଇକାଲ କ୍ୟାନସର ଉପରେ ରୋକ ଲଗାଇବା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଏବେ ୯-୧୪ ବାଳିକାଙ୍କୁ ମିଳିବ ମାଗଣା ଟିକା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସଂସଦରେ ଦେଶର ଅନ୍ତରୀଣ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ମୋଦି ସରକାରଙ୍କ ଅନେକ ସଫଳତାକୁ ଗଣନା କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ବିକାଶକୁ ନେଇ ବଜେଟରେ ଅନେକ ଅନ୍ତର୍ଭୁକ୍ତ କରାଯାଇଛି...

ବଜେଟ ୨୦୨୪: ସାମରିକ ଶକ୍ତି ବୃଦ୍ଧି ପାଇଁ ଏତିକି କୋଟି ଆବଣ୍ଟନ

ନୂଆଦିଲ୍ଲ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରୁଛନ୍ତି। ଏହି ସମୟରେ ପ୍ରତିରକ୍ଷା ବଜେଟରେ ବଡ଼ ଘୋଷଣା କରାଯାଇଛି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ବଜେଟରେ ୧୧.୧ ପ୍ରତିଶତ ବୃଦ୍ଧି ଘୋଷଣା କରି ଏହାକୁ ୧୧,୧୧,୧୧୧...

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ୨୦୨୪ ବଜେଟ ଆଗତ କରାଯାଇଛି। ବଜେଟରେ ରେଳ ଯାତ୍ରୀଙ୍କୁ ସରକାର ଏକ ବଡ ଉପହାର ଦେଇଛନ୍ତି। ଦେଶର ୪୦ ହଜାର ଟ୍ରେନ କୋଚ ବନ୍ଦେ ଭାରତରେ ପରିଣତ ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା...

Interim Budget 2024: ଆଶାକର୍ମୀ-ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ଖୁସି ଖବର, ଅର୍ଥମନ୍ତ୍ରୀ କଲେ ବଡ ଘୋଷଣା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କୃଷକ, ମହିଳାଙ୍କ ପାଇଁ ବଡ ଘୋଷଣା କରାଯାଇଛି। ଏଥିସହ ବଜେଟରେ ଆଶାକର୍ମୀଙ୍କ, ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ବଡ ଘୋଷଣା...

ଆର୍ଥିକ ନିଅଣ୍ଟ ୫.୧ ପ୍ରତିଶତ ହେବା ଆକଳନ…

ନୂଆଦିଲ୍ଲୀ,୧।୨ : ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ ନାହିଁ। ଗତ ୧୦ ବର୍ଷ ମଧ୍ୟରେ ଆୟକର ସଂଗ୍ରହ ତିନି ଗୁଣା ବୃଦ୍ଧି...

Budget 2024: ପ୍ରତିମାସରେ ମିଳିବ ୩୦୦ୟୁନିଟ ମାଗଣା ବିଜୁଳି

ନୂଆଦିଲ୍ଲୀ.୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ୨୦୨୪ ଉପସ୍ଥାପନ କରୁଛନ୍ତି। ଏଥିରେ ସେ ନିର୍ବାଚନ ପୂର୍ବରୁ ଥିବା କିଛି ମାସ ପାଇଁ ଆୟବ୍ୟୟର ଅଟକଳ ଘୋଷଣା କରୁଛନ୍ତି। ଏହି କାମଚଳା ବଜେଟ୍‌ ଉପସ୍ଥାପନବେଳେ ନିର୍ମଳା କହିଛନ୍ତି, ସର୍ଭାଇକାଲ...

ହେକ୍ଟର ପିଛା ମାଛ ଉତ୍ପାଦନ ତିନିରୁ ପାଞ୍ଚ ଟନ ବୃଦ୍ଧି ପାଇବ, ସୃଷ୍ଟି ହେବ ୫୫ ଲକ୍ଷ ନିଯୁକ୍ତି ସୁଯୋଗ…

ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି’ମତ୍ସ୍ୟ ସମ୍ପଦକୁ ମଧ୍ୟ ମଜବୁତ କରାଯାଉଛି। ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଦ୍ୱିଗୁଣିତ ହେବ । ମତ୍ସ୍ୟ ସମ୍ପଦ ଯୋଜନା ମାଧ୍ୟମରେ ହେକ୍ଟର...

୩୮ ଲକ୍ଷ କୃଷକ ପିଏମ କିଷାନ ସମ୍ପଦ ଯୋଜନାର ପାଇଛନ୍ତି ଲାଭ, ଅମଳ ପରବର୍ତ୍ତୀ କ୍ଷତିକୁ ରୋକିବା ପାଇଁ ଯୋଜନା…

ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି’ ୩୮ ଲକ୍ଷ କୃଷକ ପିଏମ କିଷାନ ସମ୍ପଦ ଯୋଜନା ଦ୍ୱାରା ଲାଭ ପାଇଛନ୍ତି । ୧୦ ଲକ୍ଷ ନିଯୁକ୍ତି ସୁଯୋଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri