Tag Archives: Home Middle

ସର୍ବନିମ୍ନ ସରକାର, ସର୍ବାଧିକ ଶାସନ ବ୍ୟବସ୍ଥା ସହିତ ଆମେ ପରିଚାଳିତ…

ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଆମ ସରକାର ଉତ୍ତରଦାୟୀ, ଲୋକକେନ୍ଦ୍ରିକ ତଥା ବିଶ୍ୱାସ ଆଧାରିତ ଶାସନ ପ୍ରଦାନ କରିଛନ୍ତି। ଅମୃତକାଳ ପାଇଁ ସରକାର ଏପରି ଅର୍ଥନୈତିକ...

‘ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି’

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ପୂର୍ବାହ୍ନ ୧୧ଟାରୁ ମଧ୍ୟବର୍ତ୍ତୀକାଳୀନ ବା କାମଚଳା ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଏହି ମଧ୍ୟବର୍ତ୍ତୀ ବଜେଟ୍‌ ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକ ପରେ...

୧୦ ବର୍ଷରେ ମହିଳା ଉଦ୍ୟୋଗୀଙ୍କୁ ଦିଆଯାଇଛି ୩୦ କୋଟି ମୁଦ୍ରା ଯୋଜନା ଋଣ…

ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଗତ ୧୦ ବର୍ଷ ମଧ୍ୟରେ ମହିଳା ଉଦ୍ୟୋଗୀଙ୍କୁ ୩୦ କୋଟି ମୁଦ୍ରା ଯୋଜନା ଋଣ ଦିଆଯାଇଛି। ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆଦାସ...

୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର, ୧୦ ବର୍ଷ ମଧ୍ୟରେ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ…

ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଆସନ୍ତା ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ। ଏହା ସହିତ ୨୦୧୪ରୁ ୨୦୨୪ ଗତ ୧୦ ବର୍ଷ...

ଚର୍ଚ୍ଚାରେ ନିର୍ମଳା ସୀତାରମଣଙ୍କ ଶାଢି, ନୀଳ ଶାଢିକୁ ଲାଲ୍‌ ବ୍ରିଫକେସ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଅର୍ଥାତ୍‌ ଆଜି ସଂସଦରେ ଅନ୍ତରୀଣ ବା କାମଚଳା ବଜେଟ୍‌ ଘୋଷଣା କରିବାକୁ ଯାଉଛନ୍ତି। ଏପ୍ରିଲ-ମଇରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଆଉ ୩-୪ମାସ ଭିତରେ ହେବାକୁ ଥିବା ଆୟ-ବ୍ୟୟ ଅଟକଳକୁ ଅର୍ଥମନ୍ତ୍ରୀ ଉପସ୍ଥାପନ...

Budget 2024: ଯେତେବେଳେ ମୋଦି ସରକାରରେ ପରିବର୍ତ୍ତନ ହୋଇଥିଲା ବଜେଟର ୯୨ବର୍ଷର ପରମ୍ପରା, ତାହା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ କାର୍ଯ୍ୟକାଳର ଷଷ୍ଠ ଥର ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ଲୋକସଭା ନିର୍ବାଚନ ଥିବାରୁ ସଂସଦରେ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରାଯାଉଛି। ସୀତାରମଣ ଗୁରୁବାର ଦିନ ୧୧ଟାରେ ବଜେଟ୍‌...

1st February Rules Change: ବଜେଟ ପୂର୍ବରୁ ୫ ପରିବର୍ତ୍ତନ, ସାଧାରଣ ନାଗରିକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ…

ନୂଆଦିଲ୍ଲୀ,୧।୨ : ଗୁରୁବାର ଭାରତରେ ମଧ୍ୟବର୍ତ୍ତରକାଳୀନ ବଜେଟ ଉପସ୍ଥାପିତ ହେବ। ତେବେ ବଜେଟର ଉପସ୍ଥାପନା ପୂର୍ବରୁ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ଏକ ବଡ ଅପଡେଟ ଆସିଛି। ଯାହା ଫେବୃଆରୀ ୧ ରୁ ନିୟମରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି...

ଲୋହିତ ସାଗରରେ ଆମେରିକା-ବିଦ୍ରୋହୀ ମୁହାଁମୁହିଁ…

ଓ୍ବାଶିଂଟନ,୧।୨ : ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ବର୍ତ୍ତମାନ ସ୍ଥଳ ଏବଂ ଆକାଶ ପରେ ପାଣିରେ ଯୁଦ୍ଧ ହେବାର ସମ୍ଭାବନା ବୃଦ୍ଧି ପାଇଛି। ଲୋହିତ ସାଗରରେ ହୋଇଥି ବିଦ୍ରୋହୀମାନେ ସମୁଦ୍ରରେ ଥିବା ସେମାନଙ୍କର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ...

୩୧ ବର୍ଷ ପରେ ଜ୍ଞାନବାପିରେ ହେଲା ମଙ୍ଗଳ ଆଳତି, ଅଦାଲତଙ୍କ ରାୟ ପରେ ହିନ୍ଦୁ ଆବେଦନକାରୀ କଲେ ପୂଜା

ପ୍ରୟାଗରାଜ,୧।୨: ଉତ୍ତରପ୍ରଦେଶର ବାରାଣସୀ ଜିଲା ଅଦାଲତଙ୍କ ଆଦେଶ ପରେ ୩୧ ବର୍ଷ ପରେ ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ଥିବା ‘ବ୍ୟାସ୍‌ କା ତେଖାନା’ରେ ଗୁରୁବାର ପୂଜାପାଠ କରାଯାଇଛି। ବିଶ୍ୱନାଥ ମନ୍ଦିରର ମୁଖ୍ୟ ପୂଜାରୀ ଓମ ପ୍ରକାଶ ମିଶ୍ର ଏବଂ ଅଯୋଧ୍ୟାରେ...

Budget 2024: କ’ଣ ଏହି କାମଚଳା ବଜେଟ୍‌, ପୂର୍ଣ୍ଣକାଳୀନ ବଜେଟ ଠାରୁ କିପରି ଅଲଗା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଅର୍ଥାତ୍‌ ଆଜି ସଂସଦରେ ଅନ୍ତରୀଣ ବା କାମଚଳା ବଜେଟ୍‌ ଘୋଷଣା କରିବାକୁ ଯାଉଛନ୍ତି। ଏପ୍ରିଲ-ମଇରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଆଉ ୩-୪ମାସ ଭିତରେ ହେବାକୁ ଥିବା ଆୟ-ବ୍ୟୟ ଅଟକଳକୁ ଅର୍ଥମନ୍ତ୍ରୀ ଉପସ୍ଥାପନ...

ନିର୍ବାଚନ ପୂର୍ବରୁ ପାକିସ୍ତାନୀ ଜନତାଙ୍କ ଉପରେ ପେଟ୍ରୋଲ ବୋମା ମାଡ଼ କଲେ ସରକାର, ମହଙ୍ଗା ହେଲା ଇନ୍ଧନ…

ଇସଲାମାବାଦ,୧।୨ : ପାକିସ୍ତାନରେ ନିର୍ବାଚନ ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ସରକାର ଜନସାଧାରଣଙ୍କ ଉପରେ ପେଟ୍ରୋଲ ବୋମା ମାଡ କରିଛନ୍ତି। ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୩.୫୫ ଟଙ୍କା ବୃଦ୍ଧି କରିଛନ୍ତି। ଅର୍ଥ ବିଭାଗର ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲର ନୂତନ ମୂଲ୍ୟ...

ବଜେଟ ପୂର୍ବରୁ ଝଟକା: ପୁଣି ମହଙ୍ଗା ହେଲା ଗ୍ୟାସ ସିଲିଣ୍ଡର…

ନୂଆଦିଲ୍ଲୀ,୧।୨ : ମଧ୍ୟବର୍ତ୍ତୀ ବଜେଟ ୨୦୨୪ ଗୁରୁବାର ଉପସ୍ଥାପିତ ହେବ। କିନ୍ତୁ ଏହାପୂର୍ବରୁ ଦେଶବାସୀ ମୁଦ୍ରାସ୍ଫୀତିର ଶିକାର ହୋଇଛନ୍ତି। ୧ ଫେବୃଆରୀ ୨୦୨୪ରୁ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମହଙ୍ଗା ହୋଇଛି। ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ସମାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri