Tag Archives: Home Middle

Paytm ଉପରେ ଆରବିଆଇର ବଡ କାର୍ଯ୍ୟାନୁଷ୍ଠାନ… ଫେବୃଆରୀ ୨୯ ପରେ ହୋଇପାରିବନି ନେଣଦେଣ

ନୂଆଦିଲ୍ଲୀ,୩୧।୧: ଅନଲାଇନ୍ ପେମେଣ୍ଟ ସେବା ଯୋଗାଉଥିବା ପେଟିଏମ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଠାରୁ ଏକ ବଡ଼ ଝଟକା ପାଇଛି। ପେଟିଏମ୍ କୁ ନୂତନ ଗ୍ରାହକ ଯୋଡିବାକୁ ବାରଣ କରାଯାଇଛି। ଏହାର ଅର୍ଥ ବର୍ତ୍ତମାନ କୌଣସି ନୂତନ ଗ୍ରାହକ...

IIMCକୁ ମିଳିଲା ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ମାନ୍ୟତା, ଏବେ ଦେଇପାରିବ ଡିଗ୍ରୀ

ନୂଆଦିଲ୍ଲୀ,୩୧।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ (ଆଇଆଇଏମସି) କୁ ‘ଡିମଡ୍ ୟୁନିଭରସିଟି'(ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ) ମାନ୍ୟତା ପ୍ରଦାନ କରିଛି। ଆଇଆଇଏମସି ପକ୍ଷରୁ ଏହି ଖବରକୁ ଏହାର ଏକ୍ସ ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଏହି ନୂତନ...

Global Corruption Index: ଦୁନିଆର ସବୁଠାରୁ ଭ୍ରଷ୍ଟାଚାର ଦେଶ ତାଲିକାରେ ଭାରତ କେତେ ନମ୍ବର, ର଼୍ୟାଙ୍କିଙ୍ଗରେ ସୁଧାର ଆଣିଛନ୍ତି ଚାଇନା-ମାଳଦ୍ୱୀପ

ନୂଆଦିଲ୍ଲୀ,୩୧।୧: ଦୁନିଆରେ ଅନେକ ଦେଶ ଭ୍ରଷ୍ଟାଚାର ବିରୋଧରେ ଏବେବି ଯୁଦ୍ଧ ଜାରି ରଖିଛନ୍ତି। ହେଲେ ଏହାର ପରିଣାମ ବିଶେଷ ଫଳପ୍ରଦ ହେଉନାହିଁ। କାରଣ କରପ୍ସନ ପରସେପଶନ ଇଣ୍ଡେକ୍ସ ୨୦୨୪ CPI ଏନେଇ ଏତ ତାଲିକା ଜାରି କରିଛି ଯେଉଁଥିରେ ଏହାର...

ନପୁଂସକ ସ୍ବାମୀଙ୍କଠାରୁ ଛାଡପତ୍ର ସହ ଭରଣପୋଷଣ ପାଇପାରିବେ ସ୍ତ୍ରୀ: ହାଇକୋର୍ଟଙ୍କ ରାୟ…

ରାୟପୁର,୩୧।୧ : ଛତିଶଗଡ ହାଇକୋର୍ଟ କହିଛନ୍ତି ସ୍ତ୍ରୀଙ୍କ ଛାଡପତ୍ର ପାଇଁ ସ୍ବାମୀ ନପୁଂସକ ହେବା ଯଥେଷ୍ଟ କାରଣ। ଏଭଳି ପରିସ୍ଥିତିରେ ସ୍ତ୍ରୀ ସିଆରପିସିର ଧାରା ୧୨୫ ଅନୁଯାୟୀ ଭରଣପୋଷଣ ଅଧିକାର ମଧ୍ୟ ପାଇବେ। ଜଷ୍ଟିସ ପାର୍ଥ ପ୍ରତୀମ ସାହୁଙ୍କ ଏକ...

ଭାଜପାରେ ବିଲୟ ହେଲା ଏହି ଦଳ

ଥିରୁଭାନନ୍ତପୁରମ୍‌,୩୧।୧: ଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ଗୋଟିଏ ପଟେ ବିରୋଧୀ ଦଳ ‘ଇଣ୍ଡିଆ’ ନିଜର ସହଯୋଗୀମାନଙ୍କ ସହ ସିଟ ବାଣ୍ଟିବା ନେଇ ମନ୍ଥନ କରୁଛି। ଅନ୍ୟପଟେ ଭାଜପା...

ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳରେ ‘ଲକ୍ଷ୍ମୀ’ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୧(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୁଧବାର ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲାରେ ‘ଲକ୍ଷ୍ମୀ’ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ବସ୍‌ ଆମ ଜୀବନକୁ ସହଜ କରିଛି।...

ଜ୍ଞାନବାପୀ ମାମଲା: ହିନ୍ଦୁଙ୍କୁ ମିଳିଲା ପୂଜା ଅନୁମତି

ବାରଣାସୀ,୩୧।୧: ଜ୍ଞାନବ୍ୟାପୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବାରଣାସୀ କୋର୍ଟ। ହିନ୍ଦୁୁପକ୍ଷଙ୍କୁ ପୂଜା କରିବା ପାଇଁ ଅଧିକାର ମିଳିଛିି। ବ୍ୟାସ ତହଖାନାରେ ହିନ୍ଦୁପକ୍ଷମାନେ ପୂଜା କରିପାରିବେ ବୋଲି କୋର୍ଟ ବୁଧବାର ଅନୁମତି ଦେଇଛନ୍ତି। ୭ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ...

ବିନା ପ୍ୟାନ କାର୍ଡରେ କିଣି ହେବ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ! ବଜେଟ ପୂର୍ବରୁ ଚର୍ଚ୍ଚା…

ନୂଆଦିଲ୍ଲୀ,୩୧।୧ : ବଜେଟର ଉପସ୍ଥାପନା ପାଇଁ କେବଳ କିଛି ଘଣ୍ଟା ବାକି ଅଛି । ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ରେ ତାଙ୍କର ଷଷ୍ଠ ତଥା ପ୍ରଥମ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ତଥାପି, ଏହି...

ଜେଲେନକ୍ସିଙ୍କୁ ପଦରୁ ହଟାଇବା ପାଇଁ ଷଡ଼ଯନ୍ତ୍ର…

କିଭ,୩୧।୧ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ୟୁକ୍ରେନରେ ଏକ କ୍ଷମତା ଦଖଲ ବିଦ୍ରୋହ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବରିଷ୍ଠ ଜେନେରାଲମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ଷଡ଼ଯନ୍ତ୍ର...

ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ ଗାଡି ଉପରେ ଆକ୍ରମଣ

ନୂଆଦିଲ୍ଲୀ,୩୧।୧: ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କାର୍‌ ଉପରେ ବୁଧବାର ଆକ୍ରମଣ କରାଯାଇଛି। କାର୍‌ ଉପରକୁ ପଥର ଫିଙ୍ଗାଯାଇଛି। ଯେଉଁଥିରେ ଗାଡିର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ତେବେ ପଥର ଫିଙ୍ଗିବା ପରେ...

କିଏ ହେବେ ମୁଖ୍ୟମନ୍ତ୍ରୀ: ସୋରେନ ପରିବାର କଳି ପଦାରେ, ଏବେ ବଡ଼ ବୋହୂ କହିଲେ ମୁଁ ହେବି, ପଦବୀ ଉପରେ ମୋର ପ୍ରଥମ ଅଧିକାର…

ରାଞ୍ଚି,୩୧।୧ : କୁହାଯାଉଛି ଯଦି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଝାଡଖଣ୍ଡର ସିଏମ ହେମନ୍ତ ସୋରେନଙ୍କୁ ଗିରଫ କରେ ତେବେ ତାଙ୍କ ସ୍ତ୍ରୀ କଳ୍ପନା ସୋରେନ ରାଜ୍ୟର ପରବର୍ତ୍ତୀ ସିଏମ ହୋଇପାରନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ସୋରେନ ପରିବାର ମଧ୍ୟରେ...

ଇଣ୍ଡିଆ ନେଇ ନୀତୀଶଙ୍କ ମନ୍ତବ୍ୟ: ମୁଁ ଆରମ୍ଭରୁ କହିଥିଲି ନାମ ଠିକ ନୁହେଁ, ମୋ କଥା କେହି ଶୁଣିଲେ ନାହିଁ, ଭିଡ଼ିଓ ଭାଇରାଲ…

ପାଟନା,୩୧।୧ : ନିକଟରେ ଆରଜେଡି ଛାଡି ଭାଜପା ସହ ସରକାର ଗଠନ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଏକତା ଉପରେ ଆକ୍ରମଣ କରିଛନ୍ତି। ନୀତୀଶ କୁମାର କହିଛନ୍ତି ମୁଁ ଆରମ୍ଭରୁ ବିରୋଧୀ ଦଳର ନାମକୁ ‘ଇଣ୍ଡିଆ’ ରଖିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri