Tag Archives: Home Middle

କିଏ ହେବେ ମୁଖ୍ୟମନ୍ତ୍ରୀ: ସୋରେନ ପରିବାର କଳି ପଦାରେ, ଏବେ ବଡ଼ ବୋହୂ କହିଲେ ମୁଁ ହେବି, ପଦବୀ ଉପରେ ମୋର ପ୍ରଥମ ଅଧିକାର…

ରାଞ୍ଚି,୩୧।୧ : କୁହାଯାଉଛି ଯଦି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଝାଡଖଣ୍ଡର ସିଏମ ହେମନ୍ତ ସୋରେନଙ୍କୁ ଗିରଫ କରେ ତେବେ ତାଙ୍କ ସ୍ତ୍ରୀ କଳ୍ପନା ସୋରେନ ରାଜ୍ୟର ପରବର୍ତ୍ତୀ ସିଏମ ହୋଇପାରନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ସୋରେନ ପରିବାର ମଧ୍ୟରେ...

ଇଣ୍ଡିଆ ନେଇ ନୀତୀଶଙ୍କ ମନ୍ତବ୍ୟ: ମୁଁ ଆରମ୍ଭରୁ କହିଥିଲି ନାମ ଠିକ ନୁହେଁ, ମୋ କଥା କେହି ଶୁଣିଲେ ନାହିଁ, ଭିଡ଼ିଓ ଭାଇରାଲ…

ପାଟନା,୩୧।୧ : ନିକଟରେ ଆରଜେଡି ଛାଡି ଭାଜପା ସହ ସରକାର ଗଠନ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଏକତା ଉପରେ ଆକ୍ରମଣ କରିଛନ୍ତି। ନୀତୀଶ କୁମାର କହିଛନ୍ତି ମୁଁ ଆରମ୍ଭରୁ ବିରୋଧୀ ଦଳର ନାମକୁ ‘ଇଣ୍ଡିଆ’ ରଖିବା...

ନିଯୁକ୍ତିର କିଛି ଘଣ୍ଟା ମଧ୍ୟରେ ମେୟରଙ୍କ ଆସନ ଦୋହଲିଲା: ହାଇକୋର୍ଟରେ ଆବେଦନ,କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ…

ଚଣ୍ଡିଗଡ଼,୩୧।୧ : ଚଣ୍ଡିଗଡ଼ ମେୟର ନିର୍ବାଚନ ମାମଲା ହାଇକୋର୍ଟରେ ପହଞ୍ଚିଛି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ନୂତନ ମେୟରଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ବୁଧବାର ଏହି ମାମଲାର ଶୁଣାଣି ବେଳେ କୋର୍ଟ ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନ ଏବଂ ପ୍ରଶାସନକୁ ନୋଟିସ...

ଖାଲି ସମୟ ଥିଲେ ବରିଷ୍ଠଙ୍କ ଠାରୁ ଆଇନକାନୁନ୍‌ ଶିଖି ଆସନ୍ତୁ; ଓକିଲଙ୍କୁ ଭର୍ତ୍ସନା କଲେ ଡି ଓ୍ବାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୩୧।୧: ‘ଖାଲି ସମୟ ଥିଲେ ନିଜ ବରିଷ୍ଠଙ୍କ ଠାରୁ କିଛି ଆଇନକାନୁନ୍‌ ଶିଖନ୍ତୁ’। ଏକ ଯାଚିକାର ଶୁଣାଣିବେଳେ ସୁପ୍ରିମକୋର୍ଟ, ଓକିଲ ଓ ଯାଚିକାକର୍ତ୍ତାଙ୍କୁ ଭର୍ତ୍ସନା କରିଛନ୍ତି। ଯାଚିକାରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ଶାସିତଙ୍କୁ ନ୍ୟାୟଳୟର ନ୍ୟାୟିକ ଆଦେଶ କଡାକଡି...

ରାମ ମନ୍ଦିର ସ୍ବପ୍ନ ସତ ହେଲା, ଚନ୍ଦ୍ରରେ ଉଡିଲା ତ୍ରିରଙ୍ଗା: ରାଷ୍ଟ୍ରପତି…

ନୂଆଦିଲ୍ଲୀ,୩୧।୧ : ସଂସଦର ବଜେଟ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ଏହା ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ। ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ମଧ୍ୟବର୍ତ୍ତୀ ବଜେଟ, ଯାହା ଆସନ୍ତା କାଲି ଅର୍ଥାତ ଫେବୃଆରୀ...

ଭାରତୀୟଙ୍କ ପାଇଁ ବଡ଼ ସୁଯୋଗ: କାରପେଣ୍ଟର-ମିସ୍ତ୍ରୀ ଚାକିରରେ ମାସକୁ ଦରମା ୧.୪୦ ଲକ୍ଷ…

ନୂଆଦିଲ୍ଲୀ,୩୧।୧ : ଭାରତର କେତେକ ରାଜ୍ୟ ସେମାନଙ୍କ ଶ୍ରମିକମାନଙ୍କୁ ଇସ୍ରାଏଲକୁ ପଠାଇବା ପାଇଁ ନିଯୁକ୍ତି ଡ୍ରାଇଭ ଚଳାଉଛନ୍ତି। ଏହି ନିଯୁକ୍ତି ଡ୍ରାଇଭ ହରିୟାଣା ଏବଂ ୟୁପିରେ ଚାଲିଛି, କିନ୍ତୁ ବର୍ତ୍ତମାନ ଆଉ ୫ଟି ରାଜ୍ୟ ଏଥିରେ ଯୋଗଦେବାକୁ ଚାହୁଁଛନ୍ତି। ଏହି...

ଦିଲ୍ଲୀ ଏନସିଆରରେ ଦିଶୁନି ରାସ୍ତା: ୫୦ ବିମାନ ଉଡାଣ ବାତିଲ, ୨୩ ଟ୍ରେନ ୬ ଘଣ୍ଟା ବିଳମ୍ବ…

ନୂଆଦିଲ୍ଲୀ,୩୧।୧ : ଦିଲ୍ଲୀ-ଏନସିଆରରେ ଘନ କୁହୁଡି ବ୍ୟାପିଛି, ଯେଉଁ କାରଣରୁ ଏଠାରେ ସାଧାରଣ ଜୀବନ ପ୍ରଭାବିତ ହେବାରେ ଲାଗିଛି। ରାସ୍ତାଠାରୁ ଆରମ୍ଭ କରି ବାୟୁପଥ ପର୍ଯ୍ୟନ୍ତ ସବୁକିଛି ଉପରେ ଏହାର ପ୍ରଭାବ ପଡିଛି। ସୂଚନା ଅନୁଯାୟୀ, ଦିଲ୍ଲୀ ବିମାନବନ୍ଦରରେ ୫୦ରୁ...

ହେମନ୍ତ-କଳ୍ପନା ସୋରେନଙ୍କ ପାଖରେ ରହିଛି ଏତେ ଟଙ୍କା, ଜାଣିଲେ ହୋଇଯିବେ ତାଜୁବ୍‌

ରାଞ୍ଚି/ନୂଆଦିଲ୍ଲୀ,୩୧।୧: ଜମି ଦୁର୍ନୀତି ଓ ମନି ଲଣ୍ଡ୍ରିଂ ମାମଲାରେ ଫସିଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଟିଭି ଚ୍ୟାନେଲ ଠାରୁ ଆରମ୍ଭ କରି ଖବରକାଗଜ ଯାଏଁ ସିଏ ସବୁଠାରେ ଶିରୋନାମା ମଣ୍ଡନ କରିଛନ୍ତି। ୧୯୯୭ରେ...

ପାନୀୟରେ ବିଷାକ୍ତ ପ୍ରଦାର୍ଥ: ମାମଲା ରୁଜୁ କଲେ କ୍ରିକେଟର…

ଅଗରତାଲା,୩୧।୧ : ଭାରତର ଓପନିଂ ବ୍ୟାଟ୍ସମ୍ୟାନ ତଥା କର୍ନାଟକର ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ତ୍ରିପୁରାର ରାଜଧାନୀ ଅଗରତାଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିମାନରେ ସୁରଟ ଯାତ୍ରା ସମୟରେ ମୟଙ୍କ ଅସୁସ୍ଥ ହୋଇପଡିଥିଲେ। ସେ ପାଟି ଓ ଗଳାରେ ଜଳାପୋଡା ହେଉଥିବା...

ପାଲାନି ମନ୍ଦିର ଧ୍ୱଜସ୍ତମ୍ଭ ସମ୍ମୁଖଦେଇ ଅଣ-ହିନ୍ଦୁଙ୍କ ପ୍ରବେଶ ମନା: ହାଇକୋର୍ଟଙ୍କ ରାୟ…

ଚେନ୍ନାଇ,୩୧।୧ : ତାମିଲନାଡୁର ପାଲାନି ମନ୍ଦିର ମାମଲାରେ ମାଡ୍ରାସ ହାଇକୋର୍ଟ କହିଛନ୍ତି ଅଣ-ହିନ୍ଦୁମାନଙ୍କୁ ଧ୍ୱଜସ୍ତମ୍ଭ ସମ୍ମୁଖରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଏନେଇ ମନ୍ଦିରର ପ୍ରବେଶ ଦ୍ୱାରରେ ଏକ ବୋର୍ଡ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ...

ବଜେଟ ପୂର୍ବରୁ ସରକାରଙ୍କ ଉପହାର: ଶସ୍ତା ହେବ ମୋବାଇଲ ଫୋନ

ନୂଆଦିଲ୍ଲୀ,୩୧।୧: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ। ତେବେ ସରକାର ଆଜି ମୋବାଇଲ ଫୋନ ଇଣ୍ଡଷ୍ଟ୍ରିକୁ ଏକ ଉପହାର ଦେଇଛନ୍ତି। ଏହା ଅଧୀନରେ ସରକାର ମୋବାଇଲ...

ଆଜିଠୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩୧।୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ବୁଧବାର ଆରମ୍ଭ ହେଉଛି। ଚଳିତ ଲୋକ ସଭାର ଏହା ଶେଷ ଅଧିବେଶନ। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ଗୃହକାର୍ଯ୍ୟ ପରିଚାଳନାରେ ସହଯୋଗ ପାଇଁ ସରକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri