Tag Archives: Home Middle

ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ସାମିଲ୍‌ ହେଲେ ଅନାଥ ଓ କିନ୍ନର ଶିଶୁ, ଉଚ୍ଚଶିକ୍ଷା ପାଇଁ ମିଳିବ ସହାୟତା

ଭୁବନେଶ୍ବର,୩୦।୧: ଅନାଥ, ବାଲ୍ୟ ବିବାହ ସମୟରେ ଉଦ୍ଧାର ହୋଇଥିବା ଶିଶୁ ଓ କିନ୍ନର ଶିଶୁଙ୍କୁ ରାଜ୍ୟ ସରକାର ଉଚ୍ଚଶିକ୍ଷା ପାଇଁ ସହାୟତା ଯୋଗାଇଦେବେ। ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ସେମାନଙ୍କୁ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ସାମିଲ କରିଛନ୍ତି...

ରାଜ୍ୟ କଂଗ୍ରେସରେ ବଡ ପରିବର୍ତ୍ତନ: ବଦଳିଲେ ସଭାନେତ୍ରୀ

ଭୁବନେଶ୍ୱର,୩୦।୧: ଲୋକସଭା ଓ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡିଶା ରାଜନୀତି ମଧ୍ୟ ସେତିକି ସରଗରମ ହେଉଛି। ଏବେ ପୁରା ଆକ୍ସନ ମୋଡରେ ଆସିଛନ୍ତି ୩ଦଳ ଭାଜପା, କଂଗ୍ରେସ ଓ ବିଜେଡି। ଭାଜପା ପାଇଁ ମୋଦି ଦୁଇଦୁଇ ଥର...

ମୁଖ୍ୟମନ୍ତ୍ରୀ ହେବେ କଳ୍ପନା ସୋରେନ ! ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ…

ରାଞ୍ଚି,୩୦।୧ : ଦେଶର ନଜର ଏବେ ଝାଡଖଣ୍ଡର ରାଜନୀତି ଉପରେ ରହିଛି। ଏଠାରେ ସିଏମ ହେମନ୍ତ ସୋରେନଙ୍କ ବିରୋଧରେ ଇଡି ଚଢ଼ାଉ କରାଯାଉଛି। ଜମି ସ୍କାମ ମାମଲାରେ ଅର୍ଥ ହେରଫେର ମାମଲାରେ ଇଡି ତଦନ୍ତ ଚାଲିଛି। ତାଙ୍କୁ ଯେକୌଣସି ସମୟରେ...

ଛତିଶଗଡ ସୀମାରେ ମାଓ ହମଲା: ପାଲଟା ଜବାବ ଦେଲେ ସୁରକ୍ଷାକର୍ମୀ, ୬ ମାଓବାଦୀଙ୍କୁ ଏନକାଉଣ୍ଟର

ମାଲକାନଗିରି,୩୦।୧: ଛତିଶଗଡ ବିଜାପୁର-ସୁକମା ସୀମାରେ ମଙ୍ଗଳବାର ହୋଇଥିବା ମାଓ ଆକ୍ରମଣର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ। ସୀମାରେ ଗୁଳି ବିନିମୟରେ ୩ଯବାନ ଶହୀଦ ହୋଇଥିବାବେଳେ ୧୪ଜଣ ଆହତ ହୋଇଥିଲେ। ଏହି ଘଟଣାର ଅଳ୍ପ ସମୟ ମଧ୍ୟରେ ସୁରକ୍ଷାବାହିନୀର ଯବାନମାନେ ୬ଜଣ ମାଓବାଦୀଙ୍କୁ...

ଝାଡ଼ଖଣ୍ଡରେ ଲାଗିବ କି ରାଷ୍ଟ୍ରପତି ଶାସନ…ରାଜନୈତିକ ଅସ୍ଥିରତା ମଧ୍ୟରେ କାହିଁକି ଚର୍ଚ୍ଚାରେ ଅନୁଚ୍ଛେଦ-୩୫୫?

ରାଞ୍ଚି,୩୦।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମିଳିଛନ୍ତି। ତାଙ୍କ ବାସଭବନରେ ତଦନ୍ତ ଲାଗି ପହଞ୍ଚିଥିବା ଇଡି ଟିମ୍‌ ତାଙ୍କୁ ଖୋଜିଲେ ବି ପାଇ ନ ଥିଲା। ଏବେ ନାଟକୀୟ ଢ଼ଙ୍ଗରେ ସେ ରାଞ୍ଚି ପହଞ୍ଚିଛନ୍ତି। ଏପରିକି ବିଧାୟକମାନଙ୍କ ସହ ବୈଠକ...

ଅସମ୍ଭବ ! ଗୋଟିଏ ଦିନରେ ୬ ନାବାଳିକାଙ୍କୁ ଅଭିଯୁକ୍ତ କରି ପାରିବେନି ବଳାତ୍କାର: ହାଇକୋର୍ଟଙ୍କ ରାୟ…

କୋଚି,୩୦।୧ : ୬ ଜଣ ନାବାଳିକା ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗର ବିଚାର କରି କୋଝିକୋଡେର ଜଣେ ଶିକ୍ଷକଙ୍କୁ କେରଳ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଭିଯୁକ୍ତ ଶିକ୍ଷକଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ କୋର୍ଟ କହିଛନ୍ତି ଗୋଟିଏ ଦିନରେ...

ଛତିଶଗଡରେ ମାଓବାଦୀଙ୍କ ବଡ ଆକ୍ରମଣ: ୩ ଯବାନ ଶହୀଦ, ୧୪ ଆହତ

ମାଲକାନଗିରି,୩୦।୧: ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ। ଛତିଶଗଡର ବିଜାପୁର-ସୁକମା ସୀମାରେ ମାଓଙ୍କ ଆକ୍ରମଣରେ ୩ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣରେ ୧୪ ଯବାନ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡା ଓ ଅଲୀଗୁଡା ନିକଟରେ ମାଓଙ୍କର ଉପସ୍ଥିତି...

Mayank Agarwal Admitted ICU: କ୍ରିକେଟର ମୟଙ୍କ ଅଗ୍ରଓ୍ବାଲ ଆଇସିୟୁରେ ଭର୍ତ୍ତି, ପିଇବା ପାଣିରେ ବିଷାକ୍ତ ପଦାର୍ଥ ଥିବା ଆଶଙ୍କା…

ଅଗରତାଲା,୩୦।୧ : ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ହଠାତ ଅସୁସ୍ଥତା ସମ୍ପର୍କରେ ମଙ୍ଗଳବାର ସୂଚନା ସାମ୍ନାକୁ ଆସିଛି। ସେ ତ୍ରିପୁରାର ରାଜଧାନୀ ଅଗରତାଲାଠାରୁ ସୁରଟ ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ହଠାତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ...

ଲୋକପ୍ରିୟ ‘ମୋନାଲିସା’ ପେଣ୍ଟିଂ ଉପରେ ସୁପ୍‌ ଫିଙ୍ଗିଦେଲେ ମହିଳା, ଆଉ ତା’ପରେ…

ପ୍ୟାରିସ,୩୦।୧: ଦୁନିଆର ସବୁଠାରୁ ଲୋକପ୍ରିୟ ପେଣ୍ଟିଂ ଲିଓନାର୍ଡ ଦା ଭିନସିଙ୍କ ମୋନାଲିସା ସବୁଠି ପରିଚିତ। ଏହି ପେଣ୍ଟିଂ ପ୍ୟାରିସର ମ୍ୟୁଜିୟମରେ କଡା ସୁରକ୍ଷା ବଳୟରେ ରହିଛି। କିନ୍ତୁ ନିକଟରେ କିଛି ମହିଳା ଏହି ପେଣ୍ଟିଂ ଉପରେ ସୁପ୍‌ ପକାଇ ଦେଇଥିଲେ।...

ସଡ଼କ ଦୁର୍ଘଟଣାରେ ପୂର୍ବତନ ମନ୍ତ୍ରୀ ଜଶଓ୍ବନ୍ତ ସିଂଙ୍କ ବୋହୂଙ୍କର ମୃତ୍ୟୁ…

ଜୟପୁର,୩୦।୧ : ରାଜସ୍ଥାନର ଅଲୱାରରୁ ବଡ ଖବର ଆସୁଛି। କୁହାଯାଉଛି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜଶୱନ୍ତ ସିଂଙ୍କ ବୋହୂଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଗାଡି ଡିଭାଇଡରକୁ ଧକ୍କା ଦେବା ଦ୍ୱାରା ଏହି ଦୁର୍ଘଟଣା ଘଟିଛି। ପୂର୍ବତନ...

ଏବେ ହାତ ନୁହେଁ ବ୍ରେନ ନିର୍ଦ୍ଦେଶରେ ଚାଲିବ ଫୋନ ଆଉ କମ୍ପ୍ୟୁଟର: ବ୍ରେନରେ ଚିପ ପ୍ରତିରୋପଣ ହୋଇଛି ସଫଳ, କହିଲେ ଏଲନ ମସ୍କ…

ଓ୍ବାଶିଂଟନ,୩୦।୧ : ସୋସିଆଲ ନେଟୱାର୍କିଂ ସାଇଟ ଏକ୍ସର ପ୍ରତିଷ୍ଠାତା ଏଲନ ମସ୍କଙ୍କର ବ୍ରେନ ଚିପ କମ୍ପାନୀ ନ୍ୟୁରୋଲିଙ୍କ ମଣିଷଙ୍କ ମସ୍ତିଷ୍କରେ ଚିପ ଲଗାଇବା ନେଇ ଘୋଷଣା କରିଛି। ଏଲନ ମସ୍କ ଖୋଲାଖୋଲି ଭାବରେ ଏହି ମାନବ ପରୀକ୍ଷା ସମାପ୍ତ ହୋଇଥିବା...

ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ରଣନୀତି, ସୋନିଆ ଯିବେ ରାଜ୍ୟ ସଭା! ପ୍ରିୟଙ୍କାଙ୍କୁ ନେଇ ବି ହେଉଛି…

ନୂଆଦିଲ୍ଲୀ,୩୦।୧: ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନୂ ପୂର୍ବରୁ ଚର୍ଚ୍ଚାରେ କଂଗ୍ରେସର ନୂଆ ରଣନୀତି। ଦଳର ନେତା ସୋନିଆ ଗାନ୍ଧୀ ଅଥବା ପ୍ରିୟଙ୍କା ଗାନ୍ଧୀ ରାଜ୍ୟ ସଭା ଯାଇପାରନ୍ତି। ଏନେଇ ହିମାଚଳ ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri