Tag Archives: Home Middle

ଶିକ୍ଷାବିତ୍‌ ସତ୍‌ନାମ ସିଂ ସାନ୍ଧୁ ରାଜ୍ୟ ସଭା ପାଇଁ ମନୋନୀତ

ନୂଆଦିଲ୍ଲୀ,୩୦।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ସଭାର ସଦସ୍ୟ ଭାବରେ ସତ୍‌ନାମ ସିଂ ସାନ୍ଧୁଙ୍କୁ ମନୋନୀତ କରିଛନ୍ତି। ଜଣେ କୃଷକଙ୍କ ପୁଅ ସତ୍‌ନାମ ହେଉଛନ୍ତି ଭାରତର ଅଗ୍ରଣୀ ଶିକ୍ଷାବିତ୍‌। ସେ ଆଜି ରାଜ୍ୟ ସଭା ସଦସ୍ୟତା ପାଇଁ ମନୋନୀତ ହୋଇଛନ୍ତି।...

ଆରଏସଏସ ନେତା ରଣଜିତ୍‌ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ପିଏଫ୍‌ଆଇର ୧୫ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ

ଥିରୁଭାନନ୍ତପୁରମ୍‌,୩୦।୧: ଆରଏସଏସ ନେତା ରଣଜିତ୍‌ ଶ୍ରୀନିବାସଙ୍କ ହତ୍ୟା ମାମଲାରେ କେରଳର ଏକ ସ୍ଥାନୀୟ କୋର୍ଟ ୧୫ ଜଣ ପିଏଫ୍‌ଆଇ କାର୍ଯ୍ୟକର୍ତ୍ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏହି ସମସ୍ତ ଅଭିଯୁକ୍ତ ଓକିଲ ତଥା ଆରଏସଏସ ନେତାଙ୍କ ହତ୍ୟା ମାମଲାରେ କୋର୍ଟ ଦୋଷୀ...

କୁଆଡେ ଗଲେ ମୁଖ୍ୟମନ୍ତ୍ରୀ ସୋରେନ, ବିଏମଡବ୍ଲୁ କାର୍‌ ସହ ୩୬ ଲକ୍ଷ ଟଙ୍କା ଜବତ

ରାଞ୍ଚି,୩୦।୧: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ଇଡି ତାଙ୍କୁ ଖୋଜୁଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ସୋରେନ ଇଡିଙ୍କୁ ଏକ ଚିଠି ଲେଖି ରାଜନୈତିକ ଏଜେଣ୍ଡା...

ଭୂକମ୍ପରେ ଥରିଲା ଲଦାଖ

ଲଦାଖ,୩୦।୧:ଜମ୍ମୁକଶ୍ମୀରର ଲଦାଖରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରହିଛି। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ଖବର ମିଳିନାହିଁ ବୋଲି ନ୍ୟାଶନାଲ ସେଣ୍ଟର ଅଫ ସେସମୋଲୋଜି (ଏନସିଏସ) ଅନୁଯାୟୀ, ଲେହରେ ୫...

ଅଶ୍ୱିନୀଙ୍କ କ’ଣ ହେବ

ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆସନ୍ତା ଫେବୃଆରୀ ୨୭ରେ ରାଜ୍ୟ ସଭା ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ୨୯ ଜାନୁଆରୀରେ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶାର ୩ ରାଜ୍ୟ ସଭା ସଦସ୍ୟ ବିଜେଡିର ଅମର ପଟ୍ଟନାୟକ...

ଭିଜିଲାନ୍ସ ଜାଲରେ ଜେଇ: ଏପର୍ଯ୍ୟନ୍ତ ମିଳିଲାଣି ୩୦ ଏଟିଏମ୍‌ ସହ ପୁଳାପୁଳା ଟଙ୍କା

ମାଲକାନଗିରି,୩୦।୧(ଦୁର୍ଯ୍ୟେଧନ ପାତ୍ର):ମାଲକାନଗିରି ଜିଲା କାଡା ଅଫିସର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘର ଓ ଅଫିସରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ସ୍ଥିତ ଭଡ଼ା ଘର ଓ ସରକାରୀ...

ଯେ କୌଣସି ମୁହୂର୍ତ୍ତରେ ସାମ୍ନାକୁ ଆସିପାରନ୍ତି ମୁଖ୍ୟମନ୍ତ୍ରୀ ସୋରେନ, କଳ୍ପନାଙ୍କୁ ନେଇ ବଢୁଛି ରାଜନୈତିକ ଉଷ୍ମତା

ରାଞ୍ଚି,୩୦।୧: ପଚରାଉଚରା ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଖୋଜୁଛି, କିନ୍ତୁ ସେ ଏପର୍ଯ୍ୟନ୍ତ ନିଖୋଜ ଥିବା କୁହାଯାଉଛି। ଇତିମଧ୍ୟରେ, ରାଞ୍ଚିରେ ଶାସକ ମିଳିତ ମଞ୍ଚର ବିଧାୟକମାନଙ୍କୁ ଶୀଘ୍ର ରାଞ୍ଚିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁହାଯାଉଛି ଯେ ମଙ୍ଗଳବାର...

ଲାଲୁଙ୍କ ପରେ ଏବେ ତେଜସ୍ବୀଙ୍କ ପାଳି

ପାଟନା,୩୦।୧: ଲ୍ୟାଣ୍ଡ ଫର୍‌ ଜବ ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୋମବାର ଆରଜେଡି ମୁଖ୍ୟ ଲାଲୁ ପ୍ରସାଦଙ୍କୁ ୯ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଛି। ମଙ୍ଗଳବାର ଇଡି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ପଚରାଉଚରା କରିବାକୁ...

ଚଳନ୍ତା ବସ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍‌: ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ନୀଳଗିରି, ୩୦।୧(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶର ଜିଲାର ନୀଳଗିରିରେ ଏକ ଅଭାବନୀୟ ଘଟଣା ଘଟିଛି। ହୃଦଘାତ ଯୋଗୁ ଚଳନ୍ତା ବସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ। ହୃଦଘାତରେ ଟଳି...

ବିଶ୍ୱରେ ପ୍ରଥମ: ମଣିଷ ମୁଣ୍ଡରେ ଲଗାଗଲା ବ୍ରେନ୍‌ ଚିପ୍‌

କାଲିଫର୍ନିଆ,୩୦।୧: ଟେସଲା ତଥା ଏକ୍ସ ମାଲିକ ଏଲନ ମସ୍କ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଷ୍ଟାର୍ଟଅପ ‘ନ୍ୟୁରାଲିଙ୍କ’ ଦ୍ୱାରା ପ୍ରଥମଥର ପାଇଁ ମଣିଷ ମୁଣ୍ଡରେ ବ୍ରେନ୍‌ ଚିପ୍‌ ଲଗାଯାଇଛି। ମଙ୍ଗଳବାର ମସ୍କ ଏହି ସୂଚନା ଦେଇଛନ୍ତି। ଏକ୍ସରେ ସେ...

ମୁଖ୍ୟମନ୍ତ୍ରୀଙ୍କ ପତ୍ତା ମିଳୁନି: ରାଜ୍ୟପାଳ କହିଲେ, ଆବଶ୍ୟକ ହେଲେ ଅତିକ୍ରମ କରିବି ସୀମା

ରାଞ୍ଚି,୩୦।୧: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ମିଳୁନି। ତାଙ୍କ ସନ୍ଧାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନେକ ସ୍ଥାନରେ ଚଢାଉ କରିଥିଲା, କିନ୍ତୁ ସେ ମିଳୁ ନ ଥିବା ଜଣାପଡିଛି। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ରାଜ୍ୟରେ ଏକ...

ଦିନକ ପରେ ବଜେଟ ଅଧିବେଶନ: ସର୍ବଦଳୀୟ ବୈଠକ ଆଜି

ନୂଆଦିଲ୍ଲୀ,୩୦।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆସନ୍ତା ୩୧ ତାରିଖରୁ ଆରମ୍ଭ ହେଉଥିବାବେଳେ ସରକାର ଏହା ପୂର୍ବରୁ ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ପାର୍ଲାମେଣ୍ଟରେ ବିଭିନ୍ନ ଦଳର ଗୃହର ନେତାମାନଙ୍କୁ ବୈଠକକୁ ଡକାଯାଇଛି। ପ୍ରତ୍ୟେକ ଅଧିବେଶନ ପୂର୍ବରୁ ଗୃହର ନେତାମାନଙ୍କ ବୈଠକ ଡାକିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri