Tag Archives: Home Middle

ଦାୟିତ୍ୱ ନେଲେ ସଞ୍ଜୀବ ପଣ୍ଡା

ଭୁବନେଶ୍ୱର,୨୯ା୧: ପୋଲିସ କମିଶନର ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ଅଫିସର ସଞ୍ଜୀବ ପଣ୍ଡା। ୧୯୯୪ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ପୂର୍ବରୁ କ୍ରାଇମବ୍ରାଞ୍ଚ ଏଡିଜି ଥିଲେ। ଆଜି କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟରେ ପହଞ୍ଚି ସେ ପୂର୍ବତନ ପୋଲିସ...

ଲକ୍ଷେ ଟଙ୍କାର କ୍ୟାପ ପିନ୍ଧି ନିର୍ବାଚନ ପ୍ରଚାର କଲେ ନଓ୍ବାଜ…

ଇସଲାମାବାଦ,୨୯।୧ : ଆସନ୍ତା ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପାକିସ୍ତାନରେ ପ୍ରଚାର ଚାଲିଛି। କ୍ଷମତାକୁ ଆସିବା ପାଇଁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିବା ନୱାଜ ସରିଫ ମଧ୍ୟ କ୍ରମାଗତ ଭାବେ ରାଲି କରୁଛନ୍ତି। ନିକଟରେ...

ଜେନେରାଲ ପ୍ରାର୍ଥୀଙ୍କୁ ଦିଆ ଯିବନି SC, ST, OBC ସିଟ: UGC ଦେଲା ସ୍ପଷ୍ଟୀକରଣ…

ପ୍ରୟାଗରାଜ,୨୯।୧ : ସଂରକ୍ଷଣ ସମ୍ବନ୍ଧରେ ଜାରି ବିବାଦୀୟ ନିର୍ଦ୍ଦେଶାବଳୀ ଉପରେ ୟୁଜିସି ସ୍ପଷ୍ଟୀକରଣ ଦେଇଛି। ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ରଦ୍ଦକୁ ବିରୋଧ କରାଯିବା ପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ୟୁଜିସି କହିଛି କୌଣସି ସଂରକ୍ଷିତ ବର୍ଗ...

ୟୁକ୍ରେନର ୩୩୨ କୋଟି ଚୋରାଇ ନେଲେ ଚୋର, କିଣାଯାଇଥାନ୍ତା ଗୋଳା-ବାରୁଦ…

କିଭ,୨୯।୧ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧରେ ଉଭୟ ଦେଶର ଧନଜୀବନର ବିପୁଳ କ୍ଷତି ଘଟିଛି। ୟୁକ୍ରେନରେ ଯୁଦ୍ଧ ଦ୍ୱାରା ହୋଇଥିବା କ୍ଷୟକ୍ଷତି ସହିତ ଚୋରମାନେ ଦେଶର ରାଜକୋଷ ମଧ୍ୟ ଚୋରି କରିଛନ୍ତି। ଚୋରମାନେ...

Indian Army Fitness Policy: ସେନାରେ ବଢୁଛି ମେଦବହୁଳଙ୍କ ସଂଖ୍ୟା, ନିଆଯିବ କଡ଼ା ପଦକ୍ଷେପ…

ନୂଆଦିଲ୍ଲୀ,୨୯।୧ : ପରିବର୍ତ୍ତିିତ ଜୀବନ ଶୈଳୀ ଯୋଗୁ ଅଧିକାରୀଙ୍କ ମଧ୍ୟରେ ଶାରୀରିକ ମାନ ହ୍ରାସକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ନୂତନ ଫିଟନେସ ନୀତି ଆପଣେଇଛି। ଏହି ନୂତନ ନୀତି ଅନୁଯାୟୀ ସାମରିକ ଅଧିକାରୀମାନଙ୍କୁ ଏକ ନୂତନ ପରୀକ୍ଷା...

ଭୟକର ନାହିଁ ଖୁସି ମନରେ ପରୀକ୍ଷା ଦିଅ: ଛାତ୍ରୀଛାତ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର…

ନୂଆଦିଲ୍ଲୀ,୨୯।୧ : ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରମାନଙ୍କ ମନୋବଳ ବୃଦ୍ଧି କରାଇବା ସହିତ ଭୟ ନ କରି ଖୁସି ମନରେ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷା ସମୟରେ ମାନସିକ ଚାପରୁ ଦୁରେଇ ରହିବା...

ସପ୍ତାହେ ମଧ୍ୟରେ ଦେଶରେ ଲାଗୁହେବ ସିଏଏ: କେନ୍ଦ୍ରମନ୍ତ୍ରୀଙ୍କ ସୂଚନା…

ନୂଆଦିଲ୍ଲୀ,୨୯।୧ : ନାଗରିକ ସଂଶୋଧନ ଅଧିନିୟମ (ସିଏଏ) ବିଷୟରେ କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଆଇନ ସାରା ଦେଶରେ କେବେ କାର୍ଯ୍ୟକାରୀ ହେବ। ଆସନ୍ତା ଏକ ସପ୍ତାହ ମଧ୍ୟରେ ଦେଶରେ...

ହାତ ପତେଇବୁ ନି, ଭିକ ମାଗିବୁ ନାହିଁ: ମୋଦି ସରକାରଙ୍କ ନୂଆ ଲକ୍ଷ୍ୟ, ୩୦ ସହର ପାଇଁ ମାଷ୍ଟରପ୍ଲାନ…

ନୂଆଦିଲ୍ଲୀ,୨୯।୧ : ହାତ ପତେଇବୁ ନାହିଁ, ଭିକ ମାଗିବୁ ନାହିଁ। ଏହି ସ୍ଲୋଗାନ ଦେଇ ଭାଜପା ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିଜର ନୂଆ ଲକ୍ଷ୍ୟ ସ୍ଥିର କରିଛନ୍ତି। ଏଥିପାଇଁ ୩୦ ଟି ସହରର ଏକ ତାଲିକା ମଧ୍ୟ...

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ

ଭୁବନେଶ୍ୱର,୨୯ା୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବହୁଚର୍ଚ୍ଚିତ ହତ୍ୟା ମାମଲାକୁ ଇତିମଧ୍ୟରେ ବର୍ଷେ ପୂରିଛି। କ୍ରାଇମବ୍ରାଞ୍ଚ ଉକ୍ତ ଘଟଣାର ତଦନ୍ତ କରି ଝାରସୁଗୁଡ଼ା ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିସାରିଛି।...

ଏଭରେଷ୍ଟ ବେସକ୍ୟାମ୍ପରେ ୨ ବର୍ଷର ଶିଶୁ, ପାଲଟିଲେ ସର୍ବ କନିଷ୍ଠ ପର୍ବତାରୋହୀ…

ଲଣ୍ଡନ,୨୯।୧ : ଯେଉଁ ବୟସରେ ପିଲାମାନେ କଥା କହିବା ଶିଖନ୍ତି, ବ୍ରିଟିଶ ଜନ୍ମିତ ଦୁଇ ବର୍ଷ ବୟସ୍କ ଟୋଟ କାର୍ଟର ଦୁନିଆର ସର୍ବ କନିଷ୍ଠ ପର୍ବତାରୋହୀ ହେବାର ଆଖ୍ୟା ଅର୍ଜନ କରିଛନ୍ତି। ସେ ଏଭରେଷ୍ଟର ବେସକ୍ୟାମ୍ପରେ ପହଞ୍ଚିବାରେ ସେ ସର୍ବ...

ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ୮ ଫେବୃଆରୀରେ ହେବ ଭୋଟିଂ

ଇସଲାମାବାଦ,୨୯।୧: ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ୮ ଫେବୃଆରୀରେ ହେବ। ଏହାପୂର୍ବରୁ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ସମ୍ପୂର୍ଣ୍ଣ ଭୋଟ ଯୋଜନା ପ୍ରକାଶ କରିଛି। ଏହି ଅନୁଯାୟୀ, ଦେଶରେ ମୋଟ ୯୦,୬୭୫ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ।...

ତଳ ମହଲାରେ ଲୁଚି ରହିଛି ଜ୍ଞାନବାପୀ ମନ୍ଦିରର ରହସ୍ୟ: ସୁପ୍ରିମକୋର୍ଟ ଯିବୁ, ସତ୍ୟ କହିବୁ, କହିଲେ ହିନ୍ଦୁ ମହିଳା…

ବାରାଣସୀ,୨୯।୧ : ଜ୍ଞାନବାପୀ ମସଜିଦରେ ଏକ ମନ୍ଦିର ରହିଥିବାର ରହସ୍ୟ ତଳ ମହଲାରେ ଲୁଚି ରହିଛି। ଏହି ଦାବି ମାମଲାର ଆବେଦନକାରୀ ପକ୍ଷରୁ କରାଯାଇଛି। ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ଅଭିଯୋଗ କରିବେ ପ୍ରତିବାଦୀ ପକ୍ଷ। ମସଜିଦର ସିଲ ହୋଇଥିବା ବେସମେଣ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri