Tag Archives: Home Middle

ଶିଶୁ ବଳାତ୍କାର ମାମଲା: ୬ ବର୍ଷରେ ବଢ଼ିଛି ୯୬ ପ୍ରତିଶତ…

ନୂଆଦିଲ୍ଲୀ,୨୯।୧ : ୨୦୧୬ ରୁ ୨୦୨୨ ଗତ ୬ ବର୍ଷ ମଧ୍ୟରେ ଶିଶୁ ବଳାତ୍କାର ମାମଲା ୯୬ ପ୍ରତିଶତ ବୃଦ୍ଧି ପାଇଛି। ଶିଶୁ ଅଧିକାର ଏନଜିଓ କ୍ରାଏ (ସିଆରଓ୍ବାଇ) ଦ୍ୱାରା ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) ତଥ୍ୟର ବିଶ୍ଳେଷଣ...

ଆମେରିକାରେ ପ୍ରବେଶ କରୁଛନ୍ତି ଆତଙ୍କବାଦୀ ,ସୀମାରେ ବଡ଼ ଧରଣର ଆକ୍ରମଣ ଆଶଙ୍କା: ଟ୍ରମ୍ପଙ୍କ ଚେତାବନୀ…

ଓ୍ବାଶିଂଟନ,୨୯।୧ : ଆମେରିକାର ସୀମା ନିକଟରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶଙ୍କା ବ୍ୟକ୍ତ କରିଛନ୍ତି। ଟ୍ରମ୍ପ ସୋସିଆଲ ମିଡିଆରେ ଏହା ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି...

ଜୋର୍ଡାନରେ ଆମେରିକା ବେସ ଉପରେ ଡ୍ରୋନ ଆକ୍ରମଣରେ ୩ ସେନା ମୃତ

କଲମ୍ବିୟା,୨୯।୧: ଜୋର୍ଡାନରେ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣରେ ୩ଜଣ ଆମେରିକୀୟ ସେନା ନିହତ ହୋଇଥିବାବେଳେ ଅନେକେ ଆହତ ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ ଆମେରିକା ଆକ୍ରମଣକାରୀଙ୍କୁ ଉତ୍ତରଦାୟୀ କରିବ। ଆମେରିକାର ସେଣ୍ଟ୍ରାଲ କମାଣ୍ଡ...

ନିଜ ଆୟକୁ ସାର୍ବଜନୀନ କଲେ ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ,୨୯।୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦୁର୍ନୀତି ମୂଳୋତ୍ପାଟନ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ରବିବାର ସେ ଏହି ଅଭିଯାନରେ ଦୁଇ ବର୍ଷ ମଧ୍ୟରେ ଅର୍ଜନ କରିଥିବା ଆୟକୁ ସାର୍ବଜନୀନ...

ମେଣ୍ଟ ବଦଳାଇ ନବମ ପାଳି, ନୀତୀଶଙ୍କ ପଞ୍ଚମ ଶିବିର ପରିବର୍ତ୍ତନ

ନୂଆଦିଲ୍ଲୀ,୨୯।୧: ୧ ଦଶନ୍ଧି ମଧ୍ୟରେ ଏହା ହେଉଛି ନୀତୀଶଙ୍କ ପଞ୍ଚମ ଶିବିର ପରିବର୍ତ୍ତନ। ବାରମ୍ବାର ମେଣ୍ଟ ବଦଳାଉଥିବାରୁ ତାଙ୍କୁ ରାଜନୈତିକ ମହଲରେ ‘ପଲ୍‌ଟୁ ରାମ’ ଓ ‘ପଲଟୁ କୁମାର’ ଭଳି ଆଖ୍ୟା ଦିଆଯାଇଛି। ନୀତୀଶ ୨୦୦୦ ମାର୍ଚ୍ଚରେ ଭାଜପା ସମର୍ଥନରେ...

ରାମ ମନ୍ଦିର ହେବ ଅଭେଦ୍ୟ, ଯେବେ ଆକାଶ ମାର୍ଗରେ ରହିବ ଇସ୍ରାଏଲର ଆଣ୍ଟି ଡ୍ରୋନ ସିଷ୍ଟମ

ନୂଆଦିଲ୍ଲୀ,୨୯।୧: ଅଯୋଧ୍ୟାରେ ରାମ ମନ୍ଦିରର ସୁରକ୍ଷା ପାଇଁ କଡା ବ୍ୟବସ୍ଥା କରାଯାଉଛି। ଏହି ସମୟରେ, ପୋଲିସ ସୂତ୍ର ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ନିଶ୍ଚିତ କରିଛି ଯେ ଉତ୍ତରପ୍ରଦେଶର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ସହିତ ଅଯୋଧ୍ୟା ରାମ ମନ୍ଦିରର...

ବାଣ କାରଖାନାରେ ବିସ୍ଫୋରଣ: ୩ ମୃତ, ଅନେକ ଆହତ

ବେଙ୍ଗାଲୁରୁ,୨୯ା୧: କର୍ନାଟକର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।  ୩ ମୃତକ ହେଲେ ସ୍ବାମୀ (୫୫), ଭର୍ଗେସ (୬୮) ଏବଂ ଚେତନ (୨୫)। ଦକ୍ଷିଣ କନ୍ନାଡାର ବେଲଥାନଗଡ଼ିରେ ଥିବା...

ପୁଣି ବର୍ଷା ହେଲେ ଶୀତ ପ୍ରକୋପ ବଢ଼ିବ

ଭୁବନେଶ୍ୱର,୨୯।୧(ଅନୁରାଧା ମହାରଣା): ଏବେ ଦିନରେ ଖରା ଓ ରାତିରେ ଥଣ୍ଡା ଅନୁଭୂତ ହେଉଛି। ଶୀତ ଲହରି ଜାରି ରହିଥିବାବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି। ତେବେ ଆଗକୁ ବର୍ଷା ସମ୍ଭାବନା ରହିଥିବାରୁ ଶୀତ ପ୍ରକୋପ ବଢ଼ିବ...

ଖୁସି ଖବର: ପୁଣି ବଢ଼ିଲା BSKY ନବୀନ କାର୍ଡ ଆବେଦନ ଅବଧି

ଭୁବନେଶ୍ୱର, ୨୮।୧(ଅସମାପିକା ସାହୁ) – ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ନବୀନ କାର୍ଡ ପାଇଁ ଆବେଦନ ଅବଧିକୁ ପୁଣି ବୃଦ୍ଧି କରାଯାଇଛି। ଗ୍ରାମାଞ୍ଚଳର ପ୍ରତ୍ୟେକ ଯୋଗ୍ୟବ୍ୟକ୍ତି ଯେପରି ଏଥିରୁ ବଞ୍ଚତ୍ତ ନ ହେବେ, ତାହାକୁ ଦୃଷ୍ଟିରେ ରଖି ସରକାର...

ନୀତୀଶଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ବିକାଶର କୌଣସି ରାସ୍ତା ଛାଡିବୁ ନାହିଁ

ନୂଆଦିଲ୍ଲୀ,୨୮।୧: ନୀତୀଶ କୁମାର ନବମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ନୂତନ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୂତନ ସରକାର ଉପରେ...

ବିହାରରେ ଖେଳ ଶେଷ, ଏବେ ଝାଡ଼ଖଣ୍ଡର ପାଳି

ରାଞ୍ଚି,୨୮।୧: ବିହାରରେ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ଗତ ୧୫ ଦିନ ଧରି ବିହାରରେ ବଡ ରାଜନୈତିକ ଖେଳ ବିଷୟରେ ଆଲୋଚନା ବର୍ତ୍ତମାନ ଶେଷ ହୋଇଛି। ବିହାରରେ ଏନଡିଏ ସରକାର...

ଏବେ ହେବ ଅସଲ ଖେଳ

ପାଟନା,୨୮ା୧: ବିହାରରେ ଆରମ୍ଭ ହୋଇଛି ମେଣ୍ଟ ସରକାର। ଭାଜପା-ଜେଡିୟୁ ମେଣ୍ଟ ସରକାରର ୯ମ ମୁଖ୍ୟମନ୍ତ୍ରୀ ଭାବେ ରବିବାର ନୀତୀଶ କୁମାର ଶପଥ ନେଇଛନ୍ତି। ନୀତୀଶ ଭାଜପାକୁ ଫେରିବା ପରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ଉପରେ ବର୍ଷିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri